Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆମେରିକା-ଇରାନ ଶାନ୍ତି ଚୁକ୍ତି ଏତେ ସହଜ ନଥିଲା; କାହିଁକି ଏଭଳି କହିଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା-ଇରାନ ଶାନ୍ତି ଚୁକ୍ତି ଆଜି ସ୍ୱାକ୍ଷରିତ ହୋଇଛି। ଫ୍ରାନ୍ସର G-7 ଶିଖର ସମ୍ମିଳନୀ ସମୟରେ ଭର୍ସେଲ୍ସ ପ୍ୟାଲେସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶାନ୍ତି ଚୁକ୍ତିନାମା ଚୂଡ଼ାନ୍ତ ହୋଇଥିଲା। ଇରାନର ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଡିଜିଟାଲ ସ୍ୱାକ୍ଷରକୁ ସ୍ପଷ୍ଟ କରିଛି। ଏହି…

CMOରୁ ଫାଇଲ୍‌ ହଜିବା ଘଟଣା; ନବୀନଙ୍କୁ ଜେରା ସମ୍ଭାବନା

ଭୁବନେଶ୍ୱର :ନିକଟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨ଟି କମିଶନଙ୍କ ରିପୋର୍ଟ ସମ୍ପର୍କିତ ଫାଇଲ୍‌ ହଜିଥିବା ଅଭିଯୋଗ ହୋଇଛି। ଗୃହ ବିଭାଗ ପକ୍ଷରୁ ଏନେଇ କ୍ୟାପିଟାଲ ଥାନାରେ ମଧ୍ୟ ଅଭିଯୋଗ ହୋଇଛି। ଏହି ଘଟଣାରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜେରା…

ଜୁନ୍ ୨୦ ଯାଏଁ ଦେବଗଡ଼ରେ ବନ୍ଦ ରହିବ ସ୍କୁଲ୍, ଜାଣନ୍ତୁ କଣ ରହିଛି କାରଣ…

ଭୁବନେଶ୍ବର: ରାଜ୍ୟର ଅନେକ ସ୍ଥାନରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଦେବଗଡ଼ ଜିଲ୍ଲାରେ ଖରାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ୨୦ ଜୁନ୍ ୨୦୨୬ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି। ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଦ୍ୱାରା ଜାରି ଏକ ସରକାରୀ ନିର୍ଦ୍ଦେଶ…

ଅନୁଗୁଳ ପୋଲିସର ଏନ୍‌କାଉଣ୍ଟର, ୨ ସୁନା ଲୁଟେରା ଆହତ

ଭୁବନେଶ୍ବର: ଅନୁଗୁଳ ପୋଲିସ୍‌ର ଡବଲ୍ ଏନକାଉଣ୍ଟରରେ ଗୁରୁତର ହୋଇଛନ୍ତି ୨ ସୁନା ଲୁଟେରା। ମହାରାଷ୍ଟ୍ରର ଦୁଇ ଅପରାଧୀ ଏହି ଏନକାଉଣ୍ଟରରେ ଆହତ ହୋଇଛନ୍ତି। ଅପରାଧୀମାନେ ହେଲେ ସଚିନ ଗଜଗେ ଓ ପ୍ରକାଶ ମାଦନେ।ଉଭୟଙ୍କୁ ଚିକିତ୍ସା ପାଇଁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି…

ଆମେରିକା-ଇରାନ ଶାନ୍ତି ଚୁକ୍ତି; ୧% ଖସିଲା ଅଶୋଧିତ ତୈଳ ମୂଲ୍ୟ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ହ୍ରାସ ଘଟିଛି। ଜୁନ୍ ୧୮ ତାରିଖରେ WTI ଅଶୋଧିତ ତୈଳ ଏବଂ ବ୍ରେଣ୍ଟ ଅଶୋଧିତ ତୈଳ ମୂଲ୍ୟରେ ୧% ରୁ ଅଧିକ ହ୍ରାସ ରେକର୍ଡ କରାଯାଇଥିଲା। ବ୍ରେଣ୍ଟ ଅଶୋଧିତ ତୈଳ ମୂଲ୍ୟ ପ୍ରତି ବ୍ୟାରେଲ $୭୯ ତଳେ ହ୍ରାସ ପାଇଛି। ସେହିପରି…

ମହିଳାଙ୍କ ଅଭିଯୋଗ ଘଟଣା, ଶରଣକୂଳ ଥାନା ଇନ୍ସପେକ୍ଟରଙ୍କ ବଦଳି

ଭୁବନେଶ୍ବର: ନୟାଗଡ଼ ଜିଲ୍ଲା ଶରଣକୂଳ ଥାନାର ଇନ୍ସପେକ୍ଟର ସୁଜିତ ଦାସଙ୍କ ବିରୋଧରେ ଜଣେ ମହିଳାଙ୍କ ଅଭିଯୋଗ ପରେ ତାଙ୍କୁ ବଦଳି କରାଯାଇଛି। ଏହି ଘଟଣାରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କ ବିରୁଦ୍ଧରେ ମାମଲା ମଧ୍ୟ ରୁଜୁ କରାଯାଇଛି । ଘଟଣାର ନିରପେକ୍ଷ ଓ ସଠିକ୍ ତଦନ୍ତ…

୫୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଏଏସଆଇ ଓ ହୋମଗାର୍ଡ ଡ୍ରାଇଭର

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ବିଭାଗ ବୁଧବାର ଦିନ ମଞ୍ଚେଶ୍ୱର ଥାନାର ଜଣେ ସହକାରୀ ସବ-ଇନ୍ସପେକ୍ଟର (ଏଏସଆଇ) ଏବଂ ଜଣେ ହୋମଗାର୍ଡ ଡ୍ରାଇଭରଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଏଏସଆଇ ରାଜେଶ କୁଲୁ ଏବଂ ହୋମଗାର୍ଡ ଡ୍ରାଇଭର ଜ୍ୟୋତି ରଞ୍ଜନ ବେହେରା।…

Guru Pushya Yoga 2026: ଗୁରୁ ପୁଷ୍ୟ ଯୋଗ ଆଣିବ ଏହି ରାଶିମାନଙ୍କ ପାଇଁ ଶୁଭଫଳ

ଭୁବନେଶ୍ବର:ଗୁରୁ ଜୁନ୍ ୧୮ରେ ପୁଷ୍ୟ ନକ୍ଷତ୍ରରେ ଗୋଚର କରିବାକୁ ଯାଉଛନ୍ତି।ଜ୍ୟୋତିଷ ଶାସ୍ତ୍ରରେ ପୁଷ୍ୟ ନକ୍ଷତ୍ରରେ ଗୁରୁଙ୍କ ପ୍ରବେଶକୁ ଅତ୍ୟନ୍ତ ଶୁଭ ଏବଂ ଫଳପ୍ରଦ ବୋଲି କୁହାଯାଏ । ୧୮ ଜୁନ୍ ୨୦୨୬ ରାତି ୯:୩୨ ସମୟରେ ଗୁରୁ ଶନିଙ୍କ ଦ୍ୱାରା ଶାସିତ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ଏବଂ…

ଓଡ଼ିଶା-ସିଙ୍ଗାପୁର ସହଭାଗିତା ହେବ ଅଧିକ ସୁଦୃଢ଼, ଗଠନ ହେବ ଏକ ସୁବ୍ୟବସ୍ଥିତ ମେକାନିଜିମ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବୁଧବାର ଭାରତରେ ଅବସ୍ଥାପିତ ସିଙ୍ଗାପୁରର ହାଇକମିଶନର ସାଇମନ୍ ୱଙ୍ଗ ଲୋକସେବା ଭବନ ଠାରେ ବୁଧବାର ସାକ୍ଷାତ କରିଛନ୍ତି। ଉଚ୍ଚସ୍ତରୀୟ ବୈଠକରେ ଦ୍ୱିପାକ୍ଷିକ ପୁଞ୍ଜିନିବେଶ ପ୍ରକଳ୍ପଗୁଡ଼ିକର ସଫଳ ରୂପାୟନ ସମ୍ପର୍କରେ ଆଲୋଚନା କରିଛନ୍ତି ।…

ଶାନ୍ତି ଚୁକ୍ତି ପୂର୍ବରୁ ଧମକାଇଲେ ଆମେରିକା, ପୁଣି ହୋଇପାରେ ଯୁଦ୍ଧ

ୱାଶିଂଟନ: ଶାନ୍ତି ଚୁକ୍ତି ପୂର୍ବରୁ ଧମକାଇଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ। ଶୁକ୍ରବାର ଶାନ୍ତି ଚୁକ୍ତି ପୂର୍ବରୁ MoU ଚୂଡ଼ାନ୍ତ ନୁହେଁ କହି ଚରମବାଣୀ ଶୁଣାଇଲେ ଟ୍ରମ୍ପ। ଯଦି ଇରାନ୍ ଠିକ୍ ବ୍ୟବହାର ନ କରେ ତାହେଲେ ପୁଣି ହୋଇପାରେ ଯୁଦ୍ଧ। ଆମେରିକା ପୁଣି ବୋମା ବର୍ଷଣ କରିବାକୁ ପଛାଇବନି।…