Latest Odisha News
Browsing Category

ମୁଖ୍ୟ ଖବର

8th Pay Commission: ଏହି ରାଜ୍ୟରେ ଗଠନ ହେବ ୮ମ ରାଜ୍ୟ ବେତନ କମିଶନ, ନିଜେ ମୁଖ୍ୟମନ୍ତ୍ରୀ କଲେ ଘୋଷଣା…

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଆସାମ ସରକାରୀ କର୍ମଚାରୀଙ୍କ ସପକ୍ଷରେ ଏକ ପ୍ରମୁଖ ଏବଂ ଐତିହାସିକ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶର୍ମା କହିଛନ୍ତି ଯେ ଆସାମ ଦେଶର ପ୍ରଥମ ରାଜ୍ୟ ହେବ ଯେଉଁଠାରେ ୮ମ ରାଜ୍ୟ ବେତନ କମିଶନ ଗଠନ କରାଯିବ। ସେ ଏହାକୁ କର୍ମଚାରୀ କଲ୍ୟାଣ…

ଭସାପୋଲ ଅଘଟଣ: କୁହୁଡ଼ି ପାଇଁ ଚିଲିକାରେ ୧୧ଟା ଯାଏଁ ଡଙ୍ଗା ଚଳାଚଳ ବନ୍ଦ

କୃଷ୍ଣପ୍ରସାଦ: ରାଜ୍ୟରେ ବର୍ତ୍ତମାନ ଘନ କୁହୁଡି ପ୍ରବଳ ମାତ୍ରାରେ ଚାରିଆଡେ ଛାଇ ରହୁଥିବାବେଳେ, ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନୂଆବର୍ଷ ଦିନ ପ୍ରବଳ କୁହୁଡି ଯୋଗୁ ଚିଲିକାରେ ଫସିଥିଲା ଭସାପୋଲ । ସେଥିରୁ ଖସିପଡି ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଏହାପରେ…

ଇନ୍ଦୋର ଦୂଷିତ ପାଣି ଟ୍ରାଜେଡି: ଗଣମାଧ୍ୟମର ପ୍ରଶ୍ନରେ ରାଗିଯାଇ କହଲେ ଅପଶବ୍ଦ, ବିବାଦ ବଢ଼ିବା ପରେ କ୍ଷମା ମାଗିଲେ…

ଇନ୍ଦୋର: ଇନ୍ଦୋରରେ ଦୂଷିତ ପାଣି ପିଇବା ଯୋଗୁଁ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଆଉ କିଛି ଲୋକେ ଏବେ ବି ଅସୁସ୍ଥ ଅଛନ୍ତି। ଏହି ଘଟଣା ଏବେ ଇନ୍ଦୋର ସହର ଏବଂ ସାରା ଦେଶ ପାଇଁ ଏକ ଚିନ୍ତାର କାରଣ ପାଲଟିଛି। ଏହାରି ଭିତରେ ଗଣମାଧ୍ୟମ ମଧ୍ୟପ୍ରଦେଶର ନଗର ଉନ୍ନୟନ ଏବଂ ଗୃହନିର୍ମାଣ ମନ୍ତ୍ରୀ କୈଳାସ…

ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ଦେହାନ୍ତ

ବାଲେଶ୍ୱର: ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ଦେହାନ୍ତ। କ୍ୟାନ୍ସର ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଖି ବୁଜିଲେ। ୭୮ ବର୍ଷ ବୟସରେ ଦେହାନ୍ତ। ଓଡ଼ିଶା ବିଧାନସଭାର ସେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ। ନୀଳଗିରି କାହାଳିଆ ସ୍ଥିତ ବାସଭବନରେ ହିଁ…

Cold Weather: ଶୀତରେ ଥରୁଛି ସାରା ଓଡ଼ିଶା, ଆହୁରୀ ୩ ଦିନ ଘନକୁହୁଡ଼ି ପଡ଼ିବାର ଆଶଙ୍କା

ଭୁବନେଶ୍ୱର: ଅସହ୍ୟ ଶୀତରେ ଥରୁଛି ଓଡ଼ିଶା। ଉପକୂଳରୁ ଉପାନ୍ତ ସବୁଠି ଶୀତ ଲହରୀ। ଆହୁରୀ ୩ ଦିନ ଯାଏଁ ଘନକୁହୁଡ଼ି ପଡ଼ିବାର ଆଶଙ୍କା ରହିଛି। ପାହାଡ଼ିଆ ଅଞ୍ଚଳରେ ଶୀତର ପ୍ରକୋପ ଅଧିକ ଥିବାରୁ ଜନଜୀବନ ପ୍ରଭାବିତ ହେଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି।…

ବାଂଲାଦେଶରେ ହିନ୍ଦୁ ବ୍ୟବସାୟୀଙ୍କୁ ମାରଣାନ୍ତକ ଆକ୍ରମଣ, ଜୀବନ ପାଇଁ ସଂଘର୍ଷ କରୁଛନ୍ତି ଖୋକନ ଦାସ

ଢାକା: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ବଢ଼ୁଥିବା ଆକ୍ରମଣ ମଧ୍ୟରେ ଆଉ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ରାଜଧାନୀ ଢାକା ଠାରୁ ପ୍ରାୟ ୧୫୦କିଲୋମିଟର ଦୂରରେ ଏକ ଗାଁରେ ହିନ୍ଦୁ ବ୍ୟବସାୟୀ ଖୋକନ ଚନ୍ଦ୍ର ଦାସଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି ଏବଂ ତାଙ୍କୁ ଜୀବନ୍ତ…

Lucky Zodiac Signs 2026: ମକର ସଂକ୍ରାନ୍ତିରେ ବିରଳ ଚତୁର୍ଗ୍ରହୀ ସଂଯୋଗ; ଏହି ରାଶିଙ୍କ ଉପରେ ହେବ ଧନ ବର୍ଷା

ଭୁବନେଶ୍ବର: ଆରମ୍ଭ ହୋଇଛି ନୂତନ ବର୍ଷ ୨୦୨୬ । ତେବେ ୨୦୨୬ ମକର ସଂକ୍ରାନ୍ତିରେ ସୃଷ୍ଟି ହେଉଛି ବିରଳ ଚତୁର୍ଗ୍ରହୀ ସଂଯୋଗ; ଯାହାକୁ ଜ୍ୟୋତିଷମାନେ ଅତ୍ୟନ୍ତ ବିଶେଷ ଏବଂ ପ୍ରଭାବଶାଳୀ ବୋଲି କହିଛନ୍ତି । ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ମକର ସଂକ୍ରାନ୍ତି ପର୍ବ ଜାନୁଆରୀ ୧୪ରେ ପାଳନ କରାଯିବ…

ଜଷ୍ଟିସ ସଙ୍ଗମ କୁମାର ସାହୁ ହେଲେ ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି

କଟକ: ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନୂଆ ନିଯୁକ୍ତି । ବିହାର ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଥିବା ସୂଚନା ମିଳିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଯୁକ୍ତି ଦେଇଥିବା ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନାଯୋଗ୍ୟ, ଜଷ୍ଟିସ୍…

IAS: ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ବର: ନୂଆ ବର୍ଷ ଆରମ୍ଭରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କଲେ ରାଜ୍ୟ ସରକାର । ଆଜି ମୁଖ୍ୟ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଅନୁ ଗର୍ଗ । ଅନୁଙ୍କ ସ୍ଥାନରେ ଦେଓରଞ୍ଜନ ସିଂ ହେଲେ ଉନ୍ନୟନ କମିଶନର । ସତ୍ୟବ୍ରତ ସାହୁଙ୍କୁ ରାଜସ୍ୱ ପରିଷଦର ସଦସ୍ୟ ଭାବେ ଦାୟିତ୍ୱ…

ଏମଭି ୨୬ ଗାଁର ହିଂସାକାଣ୍ଡ ଘଟଣା: ୧୦ଟି ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…

ଭୁବନେଶ୍ବର: ଡିସେମ୍ବର ୭ ଓ ୮ ତାରିଖରେ ମାଲକାନଗିରି ଜିଲ୍ଲାର ରାଖେଲଗୁଡ଼ା ଏବଂ ଏମଭି ୨୬ଗ୍ରାମରେ ଘଟିଥିବା ହିଂସାକାଣ୍ଡ ଘଟଣା ଉପରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତ ୨୯ ତାରିଖରେ ଭୁବନେଶ୍ବର ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଜିଲ୍ଲାର…