Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମା’ଙ୍କ ଔଷଧ ଆଣିବାକୁ ଯାଇ ଆଉ ଘରକୁ ଫେରିଲେନି ଯୁବକ; ଭାସିଗଲେ ବନ୍ୟାସ୍ରୋତରେ…

ଆଳି:ମା’ଙ୍କ ପାଇଁ ଔଷଧ ଆଣିବାକୁ ଯାଇ ବନ୍ୟାସ୍ରୋତରେ ଭାସିଗଲେ ଯୁବକ । ମା’ଙ୍କ ଔଷଧ ପାଇଁ ସିଂହପୁର ଯିବା ସମୟରେ ମାନପୁର ଘୋଷରାରେ ପ୍ରବାହିତ ବନ୍ୟା ସ୍ରୋତରେ ଜଣେ ଯୁବକ ମଙ୍ଗଳବାର ସନ୍ଧ୍ୟାରେ ଭାସି ଯାଇଥିଲେ। ବୁଧବାର ଅପରାହ୍ନରେ ତାଙ୍କ ମୃତଦେହ ଜବତ ହୋଇଛି। ଯୁବକ ଜଣକ ହେଲେ ଆଳି ଥାନା…

ବିଚାରପତିମାନେ ସରକାରୀ କର୍ମଚାରୀ ନୁହଁନ୍ତି, ଅବସର ବୟସ ଭିନ୍ନ ହୋଇପାରେ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିଚାରପତିମାନଙ୍କ ଅବସର ସମ୍ପର୍କିତ ଏକ ପ୍ରସ୍ତାବର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟବେକ୍ଷଣ କରିଥିଲେ। କୋର୍ଟ କହିଥିଲେ ଯେ ବିଚାରପତିମାନେ ସରକାରୀ କର୍ମଚାରୀ ନୁହଁନ୍ତି। ସେମାନେ ଏକ ପୃଥକ ଏବଂ ସ୍ୱତନ୍ତ୍ର ବର୍ଗର। ସୁପ୍ରିମକୋର୍ଟ ଜିଲ୍ଲା…

ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ

ଭବାନୀପାଟଣା: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରର ବିଜେପି ନେତାଙ୍କୁ ଛୁରି ଭୁସି ହତ୍ୟା ଘଟଣା। ୨ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି ପୋଲିସ। ଏନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ…

ଫାଇଲ ଗାୟବ ଘଟଣା: CMO, କ୍ରାଇମବ୍ରାଞ୍ଚକୁ ମିଳିନାହିଁ ତଥ୍ୟ

ଭୁବନେଶ୍ୱର: କନ୍ଧମାଳ ଦଙ୍ଗା ତଦନ୍ତ କମିଶନ ରିପୋର୍ଟ ଓ ଫାଇଲ୍‌ ହଜିବା ଘଟଣା ରାଜ୍ୟରେ ଏକ ବଡ଼ ବିବାଦ ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (CMO), ମୁଖ୍ୟ ସଚିବ ଏବଂ ଗୃହ ବିଭାଗ ପାଖରୁ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ କିମ୍ବା ଫାଇଲ୍ ମିଳୁନାହିଁ। ଏନେଇ ଲୋକସେବା ଭବନରେ ତନାଘନା ଜାରି…

Independence Day Security: ଅଗଷ୍ଟ ୧୫ ପୂର୍ବରୁ ଦିଲ୍ଲୀରେ ହାଇ ଆଲର୍ଟ; ଲାଲକିଲ୍ଲାରେ ୧୨ ହଜାର ପୋଲିସ, AI…

ନୂଆଦିଲ୍ଲୀ: ଅଗଷ୍ଟ ୧୫ ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ଦେଶର ରାଜଧାନୀ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି। ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ, ଖାଲିସ୍ତାନୀ ତତ୍ତ୍ୱ ଏବଂ ହଠାତ୍ ବିରୋଧ ପ୍ରଦର୍ଶନ (ସ୍ନାପ୍ ପ୍ରୋଟେଷ୍ଟ)ର ଆଶଙ୍କାକୁ ନଜରରେ ରଖି ଦିଲ୍ଲୀ ପୋଲିସ ଓ ସୁରକ୍ଷା…

ଆଜିଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଗଷ୍ଟ ୬ ତାରିଖରେ ନୂଆଦିଲ୍ଲୀ ଗସ୍ତ କରିବେ। ରାଜ୍ୟର ପୁଞ୍ଜିନିବେଶ ପ୍ରସାରର ଆଉ ଏକ ପର୍ଯ୍ୟାୟର ନେତୃତ୍ୱ ନେବେ। ନୂଆ ଶିଳ୍ପ ନିବେଶକୁ ଆକର୍ଷିତ କରିବା ପାଇଁ ଏହାର ଉଦ୍ଦେଶ୍ୟ। ଅଗଷ୍ଟ ୭ ଏବଂ ୮ ତାରିଖରେ ହେବାକୁ ଥିବା ଏହି…

ପ୍ରବଳ ବର୍ଷାରେ ଭିଜୁଛି ଭୁବନେଶ୍ୱର, ୯୭.୨ ମିମି. ରେକର୍ଡ

ଭୁବନେଶ୍ୱର: ଓଡ଼ିଶାରେ ବର୍ଷା ଜାରିଥିବା ବେଳେ ଭୁବନେଶ୍ୱରରେ ରାତି ସାରା ଅବିଶ୍ରାନ୍ତ ପ୍ରବଳ ବର୍ଷା ଜାରି ରହିଛି। ସକାଳ ୫ଟା ୩୦ ସୁଦ୍ଧା ୯୭.୨ ମି.ମି ବର୍ଷା ରେକର୍ଡ କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ଭୁବନେଶ୍ୱରର ଶାନ୍ତିପାଲି ବସ୍ତିର ପ୍ରାୟ ୨୦ଟି ଘରେ ପାଣି ପଶିଯାଇଛି, ଯାହା ଫଳରେ…

ଭାରତକୁ ଚେତାବନୀ ଦେଲେ ଶେଖ ହସିନାଙ୍କ ପୁଅ, ବାଂଲାଦେଶରୁ ଆସିବେ ଆତଙ୍କବାଦୀ

ନୂଆଦିଲ୍ଲୀ: ବାଂଲାଦେଶରେ ଦୋଷୀ ସାବ୍ୟସ୍ତ ଆତଙ୍କବାଦୀ ମାନଙ୍କୁ ମୁକ୍ତ କରାଯାଇଛି। ଏନେଇ ଦୁଇ ବର୍ଷ ପୂର୍ବେ କ୍ଷମତାରୁ ବହିଷ୍କାର ଏବଂ ନିର୍ବାସିତ ହେବା ପରେ ପ୍ରଥମ ସାଧାରଣ ଭାଷଣରେ ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା କହିଛନ୍ତି। ତାଙ୍କ ପରାମର୍ଶଦାତା ଏବଂ ପୁଅ ସଜୀବ…

ବୟସ ବଢ଼ିବା ସହିତ ନିଜ ମାଂସପେଶୀର ଯତ୍ନ ନେବା କାହିଁକି ଗୁରୁତ୍ୱପୂର୍ଣ୍ଣ? କାରଣ ଜାଣନ୍ତୁ…

ଭୁବନେଶ୍ବର:ବୟସ ବଢ଼ିବା ସହିତ ଶରୀରରେ ବିଭିନ୍ନ ପରିବର୍ତ୍ତନ ଘଟିଥାଏ। ଏହିପରି ଏକ ପରିବର୍ତ୍ତନ ହେଉଛି ମାଂସପେଶୀର ଶକ୍ତି କ୍ରମଶଃ ହ୍ରାସ ପାଇବା। ଅନେକ ଲୋକ ଏହାକୁ ବୟସ ବଢ଼ିବାର ଏକ ସାଧାରଣ ପ୍ରକ୍ରିୟା ଭାବି ଅଣଦେଖା କରିଥାନ୍ତି; କିନ୍ତୁ ମାଂସପେଶୀ ଶରୀରକୁ ଶକ୍ତି ଯୋଗାଇବା ସହ…

ଏ କି ପ୍ରକାର ନ୍ୟାୟ ! ବିନା ଦୋଷରେ ସଜା କାଟିଲେ ୨୨ ବର୍ଷ

କୋରାପୁଟ: ମାସେ ନୁହେଁ କି ବର୍ଷେ ନୁହେଁ। ବିନା ଦୋଷରେ ଜେଲରେ କଟିଗଲା ୨୨ ବର୍ଷ। ଅଧା ଜୀବନ ସେଇ କାଳକୋଠରୀରେ ବିତିଗଲା। ନ୍ୟାୟ ଦାବିରେ ବାରମ୍ୱାର ଏ କୋର୍ଟରୁ ସେ କୋର୍ଟ ଦଉଡ଼ି ନିରାଶ ହୋଇଥିଲେ। ହେଲେ ସେହି ସମୟରେ ମିଳିନଥିଲା ନ୍ୟାୟ। ବାରମ୍ବାର ନିଜକୁ ଠିକ୍ ପ୍ରମାଣ କରିବାକୁ ଚେଷ୍ଟା…