Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମାଆ ବିରଜାଙ୍କ ନାଁରେ ବଡ଼ ଲଢେଇ !

ଯାଜପୁର: ବିଜେଡି ହେଭିଓ୍ବେଟ୍ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବପ୍ରସାଦ ଦାସଙ୍କ ଗିରଫଦାରୀକୁ ନେଇ ବଢୁଛି ରାଜନୀତି । ମିଛ ଅଭିଯୋଗରେ ଭବପ୍ରସାଦଙ୍କୁ ଗିରଫ କରାଯାଇଥିବା ବିଜେଡି କହିଛି । ଜାମିନ ପାଇଁ ଆବେଦନ କରାଯାଇନଥିବା ବେଳେ ତାଙ୍କୁ ଜେଲ୍ ପଠାଯାଇଛି । ହାଟର ଜଣେ ବ୍ୟବସାୟୀଙ୍କୁ ଧମକ…

ମହାୟୁତିର ‘ମହା’ବିଜୟ ପଛର ବଡ଼ କାରଣ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ମହାୟୁତିର ବିଶାଳ ବିଜୟ । ବିଜେପି ସୁନାମୀ, ସିନ୍ଦେ ଓ ଅଜିତଙ୍କ ପାଓ୍ବାର ଶୋ’ । ନା ଶାସନ ବିରୋଧୀ ଲହର କାମ ଦେଲା ନା ଅସଲି, ନକଲି ଓ ପ୍ରତାରଣା ପଲିଟିକ୍ସ । ବିଜେପି ସହ ସହଯୋଗୀ ଏକନାଥ ସିନ୍ଦେଙ୍କ ଶିବସେନା ଓ ଅଜିତ ପାଓ୍ବାରଙ୍କ ଏନସିପିକୁ ମନଖୋଲି ସମର୍ଥନ…

ବୌଦ୍ଧରେ ୨ଟି ମାଓବାଦୀ ଶିବିରରୁ ବହୁ ପରିମାଣର ମାଓ ସାମଗ୍ରୀ ଜବତ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ସଫଳତା । ଜିଲ୍ଲାର ମନମୁଣ୍ଡା ଥାନା ଅନ୍ତର୍ଗତ ବାହାବାଲାଖୋଲ ସଂରକ୍ଷିତ ଜଙ୍ଗଲରେ ୨ଟି ମାଓବାଦୀ ଶିବିର ଠାବ ହୋଇଛି । କନକା ଏବଂ କୁଆକୁମୁଡ଼ା ଅଞ୍ଚଳରୁ ଏହି ଶିବିର ଠାବ କରିଛନ୍ତି ଡିଭିଏଫ ଏବଂ ଏସଓଜି ଯବାନ । ଉକ୍ତ ଅଞ୍ଚଳରେ ମାଓବାଦୀଙ୍କ…

ଝାଡଖଣ୍ଡରେ ହେମନ୍ତ ହିରୋ

ନୂଆଦିଲ୍ଲୀ: ନା କାମ ଦେଲା ଅନୁପ୍ରବେଶ ପ୍ରସଙ୍ଗ ନା ଆଦିବାସୀ ନେତାଙ୍କ ଚକ୍ରବ୍ୟୂହ ନା ବିଜେପି ସପକ୍ଷରେ ଗଲା ଶାସନ ବିରୋଧୀ ଲହର । ପୁଣି ପ୍ରମାଣିତ ହେଲା, ଝାଡଖଣ୍ଡରେ ହେମନ୍ତ ହିଁ ହିରୋ। ବିଜେପିର ସବୁ ବିଜୟ ବ୍ଲୁପ୍ରିଣ୍ଟକୁ ଝାଡଖଣ୍ଡରୁ ଲାଗିଛି ବଡ ଝଟକା । ଏକଜିଟ୍ ପୋଲର ସବୁ ଅନୁମାନକୁ…

ଧାନ କିଣା ନେଇ ମିଲର ମାନଙ୍କକୁ କଡ଼ା ଚେତାବନୀ ଦେଲେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ଧାନ କିଣା ପ୍ରସଙ୍ଗ ନେଇ ମିଲର ମାନଙ୍କୁ କଡା ଚେତାବନୀ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । କୃଷ୍ଣ ପାତ୍ର କହିଛନ୍ତି ଯେ, ସିଧାସଳଖ ମିଲର ମାନେ କୃଷକଙ୍କ ନିକଟରୁ ଧାନ କିଣି ପାରିବେ ନାହିଁ । କେବଳ ସରକାରଙ୍କ ଦ୍ଵାରା ସ୍ଥିରୀକୃତ ମଣ୍ଡି ରୁ ଧାର୍ଯ୍ୟ ଦରରେ ଧାନ…

ଝାଡଖଣ୍ଡ ରେଜଲ୍ଟ: ସରକାର ଗଢିପାରେ ହେମନ୍ତଙ୍କ ଜେଏମଏମ

ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନୀ ଫଳାଫଳ ଟ୍ରେଣ୍ଡ ଅନୁଯାୟୀ ହେମନ୍ତ ସୋରେନଙ୍କ ଜେଏମଏମ ପୁଣି କ୍ଷମତାକୁ ଆସିବା ସ୍ପଷ୍ଟ ହୋଇଛି। ଟ୍ରେଣ୍ଡ ଅନୁଯାୟୀ ୮୧ଟି ସିଟରେ ଭୋଟ୍ ଗଣତି ସମୟରେ ଜେଏମଏମ ମିଳିତ ମଞ୍ଚ ୫୪ଟି ଆସନରେ ଆଗୁଆ ରହିଛି। ଏହି ସଂଖ୍ୟା ବହୁମତ ୪୧ରୁ ୧୩ ସିଟ୍ ଅଧିକ…

ବିଲ୍ଡର ସଂସ୍ଥା ‘ଜେଡ୍’ ଉପରେ ଇଡି ରେଡ୍

ଭୁବନେଶ୍ଵର: ବିଲ୍ଡର ସଂସ୍ଥା ‘ଜେଡ୍’ ଉପରେ ଇଡି ରେଡ୍ । ୧୧ଟି ସ୍ଥାନରେ ଯାଞ୍ଚ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବେଆଇନ ବୈଦେଶିକ ମୁଦ୍ରା ବିନିମୟ ଅଭିଯୋଗରେ ଚାଲିଛି ରେଡ୍ । ‘ଜେଡ୍‌’ ନିର୍ଦ୍ଦେଶକଙ୍କ ଘର ଓ ଅଫିସ୍‌ରେ ଚାଲିଛି ରେଡ୍‌ । ସେପଟେ ଇଡି ରେଡ୍‌ ସମ୍ପର୍କରେ…

ଉପନିର୍ବାଚନ ଫଳାଫଳ: ୱାୟନାଡରେ ପ୍ରିୟଙ୍କା, ୟୁପିରେ ବିଜେପି ଆଗୁଆ

ୱାୟନାଡ: ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ବିଧାନସଭା ସହ ୧୫ଟି ରାଜ୍ୟର ୪୬ଟି ବିଧାନସଭା ଏବଂ ୨ଟି ଲୋକସଭା ଆସନ ପାଇଁ ଭୋଟିଂ ଗଣତି ଚାଲିଛି। ପ୍ରିୟଙ୍କା ଗାନ୍ଧୀ ୩.୫ ଲକ୍ଷରୁ ଅଧିକ ଭୋଟରେ ୱାୟନାଡ ଲୋକସଭା ନିର୍ବାଚନ ମଣ୍ଡଳୀରେ ଆଗରେ ରହିଛନ୍ତି। ଏଠାରେ ସିପିଆଇର ସତ୍ୟନ ମୋକେରୀ ଦ୍ୱିତୀୟ ସ୍ଥାନରେ…

ଉତ୍ତରପ୍ରଦେଶ ଉପନିର୍ବାଚନ: ୭ଟି ଆସନରେ ଆଗୁଆ ଅଛି ବିଜେପି

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଖାଲି ପଡ଼ିଥିବା ୯ଟି ଆସନ ପାଇଁ ୨୦ ନଭେମ୍ବରରେ ବିଧାନସଭା ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଆଜି ଅର୍ଥାତ୍ ୨୩ ନଭେମ୍ବରରେ ଆସିବ ଫଳାଫଳ । ଏନେଇ ସକାଳ ୮ ଟାରୁ ଭୋଟ୍ ଗଣନା ଆରମ୍ଭ ହୋଇଛି, ଫଳାଫଳ ଶୀଘ୍ର ଘୋଷଣା କରାଯିବ । ନିର୍ବାଚନ ଆୟୋଗଙ୍କ ରିପୋର୍ଟ…

କାଲି ଆସିବ ସୁଭଦ୍ରା ଟଙ୍କା, ବାଦ୍ ପଡିଥିବା ମହିଳାଙ୍କୁ ଡିସେମ୍ବରରେ ମିଳିବ

ଭୁବନେଶ୍ଵର: ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଆସନ୍ତା କାଲି ମିଳିବ ସୁଭଦ୍ରା ଟଙ୍କା । ସୁଭଦ୍ରା ଯୋଜନାରୁ ବାଦ ପଡିଥିବା ୨.୬୭ ହିତଧିକାରୀଙ୍କର ଯାଞ୍ଚ ଶେଷ ହୋଇଛି । ତେବେ ଯାଞ୍ଚ ପରେ ୨୨ ପ୍ରତିଶତ ଆବଦନକାରୀଙ୍କୁ କାଲି ସୁଭଦ୍ରା ଟଙ୍କା ମିଳିବ । ଏନେଇ…