Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଓଡିଶାର କଶିକା ମିଶ୍ର ଜିତିଲେ ଆଇଜିୟୁ ଟାଇଟଲ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ଗଲ୍ଫ ଖେଳାଳି କଶିକା ମିଶ୍ର ଇତିହାସ ରଚିଛନ୍ତି । ସେ ପ୍ରଥମ ଓଡିଆ ଭାବେ ଇଣ୍ଡିଆନ ଗଲ୍ଫ ୟୁନିୟନ ଚାମ୍ପିୟନଶିପରେ ଟାଇଟଲ ହାସଲ କରିଛନ୍ତି । ନଭେମ୍ବର ୧୮ରୁ ୨୧ ପର୍ଯ୍ୟନ୍ତ ଏହା ଜେପି ଗ୍ରୀନରେ ଖେଳାଯାଇଥିଲା । ୧୫ରୁ ୧୮ ବର୍ଷ କାଟାଗୋରୀ ଏବଂ ସିନିୟର ଆମେଚର…

ବ୍ୟାନ ହେବ କି ‘ପୁଷ୍ପା-୨’? ବିବାଦରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ଵାଇ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଆଗାମୀ ଚଳଚ୍ଚିତ୍ର 'ପୁଷ୍ପା : ଦି ରୁଲ' ପୁଣି ବିବାଦ ଘେରରେ। ରିଲିଜ ହେବା ପୂର୍ବରୁ ବିବାଦରେ ଛନ୍ଦି ହୋଇଯାଇଛି। ଫ୍ୟାନ୍ସମାନେ ଦୀର୍ଘ ସମୟ ଫିଲ୍ମକୁ ଧରି ଅପେକ୍ଷା କରି ରହିଛନ୍ତି। କିନ୍ତୁ ଫିଲ୍ମ ରିଲିଜ ହେବା ପୂର୍ବରୁ ଏହାକୁ ବ୍ୟାନ…

ପ୍ରକାଶ ପାଇଲା ଓଟିଇଟି ରେଜଲ୍ଟ, ଜାଣନ୍ତୁ କିପରି ଜାଣିବେ ଫଳାଫଳ

ଭୁବନେଶ୍ବର: ଆଜି ପ୍ରକାଶ ପାଇଛି ଓଟିଇଟି ୨୦୨୪ର ରେଜଲ୍ଟ । ପରୀକ୍ଷାର୍ଥୀମାନେ ତାଙ୍କର ରେଜଲ୍ଟ ଜାଣିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶାର ଅଫିସିଆଲ ୱେବସାଇଟ (http://www.bseodisha.ac.in/) ରେ ଲଗ୍‌ ଇନ୍‌ କରି ରେଜଲ୍ଟ ଜାଣି ପାରିବେ । ଏଥିପାଇଁ ପରୀକ୍ଷାର୍ଥୀମାନେ ପ୍ରଥମେ…

ସାର କାରଖାନାରେ ଭୟଙ୍କର ବିସ୍ଫୋରଣ: ୩ ମୃତ, ୯ ଆହତ

ମୁମ୍ବାଇ: ପୁଣି ଦୋହରାଇଲା ଗ୍ୟାସ ଭୋପାଳ ଗ୍ୟାସ୍ ଲିକ୍ ଘଟଣା। ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର ଏକ ସାର କାରଖାନାରେ ଭୟଙ୍କର ବିସ୍ଫୋରଣ। କାରଖାନାରେ ପ୍ରଥମେ ବିସ୍ଫୋରଣ ଘଟି ଗ୍ୟାସ୍ ଲିକ୍ ହେବା କାରଣରୁ ଏହି ଅଘଟଣ ଘଟିଛି। ଫଳରେ ଦୁଣ ଜଣ ମହିଳାଙ୍କ ସମେତ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ…

ଘନ କୁହୁଡି ନେଇ ୩ ଜିଲ୍ଲାକୁ ଆଲର୍ଟ, ୫ ଦିନ ପରେ ଏହି ସବୁ ସ୍ଥାନରେ ବର୍ଷିବ

ଭୁବନେଶ୍ୱର: ରାଜ୍ୟରେ ଏବେ ଶୀତର ପ୍ରକୋପ ଧୀରେ ଧୀରେ ବଢିବାରେ ଲାଗିଛି । ଚାରିଆଡେ ସକାଳ ସମୟରେ ଘନ କୁହୁଡି ମଧ୍ୟ ଦେଖିବାକୁ ମିଳୁଛି । ଆଗାମୀ ୫ ଦିନ ପାଇଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ହେଲେ ଆସନ୍ତା ୨୭ରେ ୪ଟି ଜିଲ୍ଲାରେ ବର୍ଷା ହେବାନେଇ ପୂର୍ବନୁମାନ କରିଛି ପାଣିପାଗ ବିଭାଗ…

କାହିଁକି ରାତିରେ ଶୁଅନ୍ତି ନାହିଁ ନବଜାତ ଶିଶୁ ? କାରଣ ଜାଣି ହେବେ ଆଶ୍ଚର୍ଯ୍ୟ…

ନୂଆଦିଲ୍ଲୀ: ନବଜାତ ଶିଶୁମାନଙ୍କର ସମୟର କୌଣସି ଟାଇମ ଟେବୁଲ୍ ନଥାଏ। ଯେତେବେଳେ ମନ ହୁଏ କ୍ଷୀର ପିଅନ୍ତି। ଇଚ୍ଛା ହେଲ ଶୁଅନ୍ତି। ବେଳେ ବେଳେ ଅଧିକ ସମୟ ଶୋଇ ରୁହନ୍ତି ଓ ବେଳେ ବେଳେ କମ୍ ସମୟ ମଧ୍ୟ ଶୋଇଥାନ୍ତି। ନବଜାତ ଶିଶୁ ଦୀର୍ଘ ସମୟ ଶୋଇଥା’ନ୍ତି ଏବଂ ଅଳ୍ପ ସମୟ ପାଇଁ ଜାଗ୍ରତ ରୁହନ୍ତି,…

ଏହି ଦେଶର ଲୋକେ ଅଧିକ ଶୁଅନ୍ତି, ଜାଣନ୍ତୁ ଭାରତ କେଉଁ ସ୍ଥାନରେ…

ଲୋକଙ୍କ ଭଲ ସ୍ୱାସ୍ଥ୍ୟ ପାଇଁ ଶୋଇବା ନିହାତି ଦରକାର। ଏହାସହ ଭଲ ନିଦ ହେବା ମଧ୍ୟ ଆବଶ୍ୟକ। ଯଦି ଆପଣ ଏକ ସନ୍ତୁଳିତ ଖାଦ୍ୟ ସହିତ ପର୍ଯ୍ୟାପ୍ତ ପରିମାଣରେ ଶୋଇପାରୁଛନ୍ତି ତେବେ ଆପଣ ଅଧା ରୋଗରୁ ଦୂରେଇ ରହିବେ। କିନ୍ତୁ ବର୍ତ୍ତମାନ ସମୟ ବଦଳି ଯାଇଛି। ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଯୁଗରେ…

କିଏ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ?

ନୂଆଦିଲ୍ଲୀ: ଇଭିଏମରେ କଏଦ ଜନତାଙ୍କ ରାୟ । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା, ବାହାରିବ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ । ଏବେଠୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଜୋରଦାର ହେଲାଣି ଅଙ୍କକଷା । ୬ଟି ପ୍ରମୁଖ ଦଳର ଦୁଇଟି ମେଣ୍ଟ ମଧ୍ୟରେ ଏଥର ମହାରାଷ୍ଟ୍ର ମହାମୁକାବିଲା ହୋଇଛି । ତେବେ…

ଆଦାନୀ ଝଡ଼: କାହିଁକି ଚୁପ୍ ସବୁ ଦଳ?

ଭୁବନେଶ୍ବର: ଗୌତମ ଆଦାନୀ ଦେଉଥିଲେ ଲାଞ୍ଚ ! ଆମେରିକାର ସାଂଘାତିକ ଅଭିଯୋଗକୁ ନେଇ ଶିଳ୍ପଠୁ ରାଜନୀତି ଜଗତରେ ହଟଚମଟ। ଦେଶରେ ସୌର ଶକ୍ତି ଚୁକ୍ତି ହାସଲ କରିବାକୁ ସରକାରୀ ଅଧିକାରୀଙ୍କୁ ୨୧ଶହ କୋଟି ଟଙ୍କାର ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି। ଓଡିଶାରେ ମଧ୍ୟ ସୌରଶକ୍ତି ଯୋଗାଣ ଲାଗି ଶିଳ୍ପପତି…

ରୋଲରକୁ ଧକ୍କା ଦେଲା ବସ୍, ୧୦ରୁ ଉର୍ଦ୍ଧ୍ବ ଆହତ

ଭଦ୍ରକ: ଭଦ୍ରକ ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥର ବରପଦା ପେଟ୍ରୋଲ ପମ୍ପ ନିକଟରେ ଲକ୍ଷ୍ମୀ ନାମକ ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ରାସ୍ତାରେ ଆସୁଥିବା ଏକ ମୋଟର ସାଇକେଲକୁ ରକ୍ଷା କରିବାକୁ ଯାଇ ଅପର ପାର୍ଶ୍ବରେ ଛିଡା ହୋଇଥିବା ଏକ ରୋଲରକୁ ଧକ୍କା ଦେଲା ବସ୍ । ଫଳରେ ବାଇକରେ…