Latest Odisha News
Browsing Category

ମୁଖ୍ୟ ଖବର

ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ କଣ୍ଠଶିଳ୍ପୀ ସୋନୁ ନିଗମ

ପୁରୀ: ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ସୋନୁ ନିଗମ ଆଜି ଶ୍ରୀମନ୍ଦିର ଆସି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି । ଦୀର୍ଘ ଦିନ ପରେ ମହାପ୍ରଭୁଙ୍କ ଦର୍ଶନ ପାଇ ସେ ବେଶ ଭାବ ବିହ୍ୱଳ ହୋଇ ପଡ଼ିଥିଲେ । ମହାପ୍ରଭୁଙ୍କ ଦର୍ଶନ ପାଇ ସେ ନିଜକୁ ଭାଗ୍ୟବାନ ମନେ କରିଥିବା କହିଛନ୍ତି ।…

ଏୟାର ଇଣ୍ଡିଆ ବିମାନରେ ମହିଳାଙ୍କ ସହ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ଗୋଆ ଅଭିମୁଖେ ଯାତ୍ରା କରୁଥିବା ବିମାନରେ ଜଣେ ମହିଳା ତାଙ୍କ ସହ-ଯାତ୍ରୀଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ କରିଛନ୍ତି । ଏହି ମାମଲାରେ ପୋଲିସ ୨୩ ବର୍ଷ ବୟସ୍କ ଯୁବକଙ୍କୁ ଗିରଫ କରିଛି। ବୁଧବାର ଅଧିକାରୀମାନେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ।…

ଗିରଫ ହେଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ

ସୁବର୍ଣ୍ଣପୁର: ଗିରଫ ହେଲେ ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ସୋନପୁର ସ୍ଥିତ ଭଡାଘରେ ଓ କାର୍ଯ୍ୟଳୟରେ ଭିଜିଲାନ୍ସ ବିଭାଗ ବିଳମ୍ବିତ ରାତିରୁ ଚଢ଼ାଉ…

ମହାରାଷ୍ଟ୍ର ପାଇଁ ମୁମ୍ବାଇ ଗେଟ୍-ଓ୍ବେ

ନୂଆଦିଲ୍ଲୀ: ମୁମ୍ବାଇ ହାତରେ ମହାରାଷ୍ଟ୍ର କ୍ଷମତାର ଚାବି । କିଛି ବର୍ଷ ଧରି ମହାରାଷ୍ଟ୍ରର ଇତିହାସରୁ ସ୍ପଷ୍ଟ, ଯିଏ ମୁମ୍ବାଇ ଜିତିଛି ମହାରାଷ୍ଟ୍ରରେ ସିଏ ଶାସନ କରିଛି । ସେଥିପାଇଁ ମୁମ୍ବାଇରେ ବିଜେପି ଓ ଶିବସେନା ମୁହାଁମୁହିଁ ହୋଇଛନ୍ତି । ମୁମ୍ବାଇରେ ଦୁର୍ବଳ ହେବା ସହ କଂଗ୍ରେସ…

ଆର୍ଯ୍ୟାନ ଖାନଙ୍କ ଡେବ୍ୟୁକୁ ନେଇ କଙ୍ଗନାଙ୍କ ବଡ଼ ବୟାନ: କହିଲେ, ଫିଲ୍ମ ଫ୍ୟାମିଲିର ଛୁଆ ଏବେ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଅଭିନେତା ପରିବର୍ତ୍ତେ ନିର୍ଦ୍ଦେଶକ ତଥା ଲେଖକ ଭାବରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରୁଥିବାରୁ ତାଙ୍କୁ ପ୍ରଶଂସା କରିଛନ୍ତି। ଶାହାରୁଖ ମଙ୍ଗଳବାର ତାଙ୍କ ପୁଅର ନିର୍ଦ୍ଦେଶକ ଡେବ୍ୟୁ…

୨୪ରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍‌, ଆକଳନ କରିବେ ବାତ୍ୟା କ୍ଷତିକ୍ଷତି

ଭୁବନେଶ୍ୱର: ବାତ୍ୟା ଦାନା କ୍ଷତି ଆକଳନ ପାଇଁ ଆସିବେ କେନ୍ଦ୍ରୀୟ ଟିମ୍‌। ୨୪ ତାରିଖରେ ଟିମ୍‌ ପହଞ୍ଚିବ କହିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଟିମ୍‌ ରହିବେ ବୋଲି କହିଛନ୍ତି ସୁରେଶ ପୂଜାରୀ। ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ପି.କେ ରାୟଙ୍କ…

ଏଣିକି ୨୪ ଘଣ୍ଟା ଖୋଲା ରହିବ ନିରାମୟ ଔଷଧ କେନ୍ଦ୍ର

ଭୁବନେଶ୍ୱର:୨୪ ଘଣ୍ଟା ନିରାମୟ ଔଷଧ କେନ୍ଦ୍ର ଖୋଲା ରଖିବାକୁ ନିର୍ଦ୍ଦେଶ। ନିର୍ଦ୍ଦେଶ ଦେଲେ ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଯେପରି ଏହାର ଖିଲାପ ନ ହେବ ସେଥିପାଇଁ ସ୍କ୍ବାଡ୍‌ ଗଠନ ହୋଇଥିବା ନେଇ ସୂଚନା ଦେଲେ ମନ୍ତ୍ରୀ। ସେହିପରି ନିରାମୟ ଖୋଲା ନ ଥିଲେ କଡା…

ଉତ୍ତରପ୍ରଦେଶ ଉପ-ନିର୍ବାଚନ: ଅଖିଳେଶଙ୍କ ଅଭିଯୋଗ ଉପରେ ଇସିର କଡା ଆକ୍ସନ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଚାଲିଥିବା ଉପ-ନିର୍ବାଚନ ମଧ୍ୟରେ ଭାରତର ନିର୍ବାଚନ ଆୟୋଗ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏବଂ କଡା ନିର୍ଦ୍ଦେଶ ଦେଇଛନ୍ତି । ସୂଚନାନୁସାରେ, ସମାଜବାଦୀ ପାର୍ଟି ପକ୍ଷରୁ ୟୁପି ଉପ-ନିର୍ବାଚନ ସମୟରେ କିଛି ସମ୍ପ୍ରଦାୟକୁ ଭୋଟ୍ ଦେବାକୁ ବାରଣ କରାଯାଇଥିବାର…

ଅସୁରକ୍ଷିତ ଜାତୀୟ ପଶୁ: ବାଘ ଶିକାର କରି ଖାଇଗଲେ ଶିକାରୀ

ନୂଆପଡ଼ା: ଅସୁରକ୍ଷିତ ଜାତୀୟ ପଶୁ। ଜିଲ୍ଲାରେ ଜାତୀୟ ପଶୁର ବାରମ୍ବାର ଶିକାର ହେଉଥିବା ବେଳେ ଶିକାରୀ ଗିରଫ ହେଉଛନ୍ତି ହେଲେ ବାଘକୁ ସୁରକ୍ଷା ଦେବାରେ ଫେଲ ମାରୁଛି ବନ ବିଭାଗ। ଗତ ଦୁଇରୁ ତିନି ବର୍ଷ ମଧ୍ୟରେ ଜିଲ୍ଲାରେ ପ୍ରତ୍ୟେକ ମାସେ ଦୁଇ ମାସ ରେ ବାଘ ଛାଲ, ନଖ, ମାଂସ ଜବତ ହୋଇ ଅଭିଯୁକ୍ତ…

୮ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

କଟକ: କଟକରେ ଲଜ୍ଜା। ଜଣେ ୮ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି l ଗୁରୁତର ଅବସ୍ଥାରେ ଶିଶୁକୁ କଟକ ଶିଶୁଭବନରେ ଭର୍ତ୍ତି କରାଯାଇଛି। ବାରଙ୍ଗ ତ୍ରିଶୁଳିଆରୁ ଆସିଛି ଏଭଳି ଘଟଣା । ଏନେଇ ଥାନାରେ ପରିବାର ପକ୍ଷରୁ ମାମଲା କରାଯାଇଛି । ସୂଚନା ଅନୁସାରେ, ନୟାଗଡ଼…