Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଅସୁରକ୍ଷିତ ଜାତୀୟ ପଶୁ: ବାଘ ଶିକାର କରି ଖାଇଗଲେ ଶିକାରୀ

ନୂଆପଡ଼ା: ଅସୁରକ୍ଷିତ ଜାତୀୟ ପଶୁ। ଜିଲ୍ଲାରେ ଜାତୀୟ ପଶୁର ବାରମ୍ବାର ଶିକାର ହେଉଥିବା ବେଳେ ଶିକାରୀ ଗିରଫ ହେଉଛନ୍ତି ହେଲେ ବାଘକୁ ସୁରକ୍ଷା ଦେବାରେ ଫେଲ ମାରୁଛି ବନ ବିଭାଗ। ଗତ ଦୁଇରୁ ତିନି ବର୍ଷ ମଧ୍ୟରେ ଜିଲ୍ଲାରେ ପ୍ରତ୍ୟେକ ମାସେ ଦୁଇ ମାସ ରେ ବାଘ ଛାଲ, ନଖ, ମାଂସ ଜବତ ହୋଇ ଅଭିଯୁକ୍ତ…

୮ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

କଟକ: କଟକରେ ଲଜ୍ଜା। ଜଣେ ୮ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି l ଗୁରୁତର ଅବସ୍ଥାରେ ଶିଶୁକୁ କଟକ ଶିଶୁଭବନରେ ଭର୍ତ୍ତି କରାଯାଇଛି। ବାରଙ୍ଗ ତ୍ରିଶୁଳିଆରୁ ଆସିଛି ଏଭଳି ଘଟଣା । ଏନେଇ ଥାନାରେ ପରିବାର ପକ୍ଷରୁ ମାମଲା କରାଯାଇଛି । ସୂଚନା ଅନୁସାରେ, ନୟାଗଡ଼…

କାହିଁକି ସିସିଆଇ ନିଷ୍ପତ୍ତି ବିରୋଧରେ ଅପିଲ୍‌ କରିବ ମେଟା?

ନୂଆଦିଲ୍ଲୀ: ସୋସିଆଲ ମିଡିଆ କମ୍ପାନୀ ମେଟା ଉପରେ ୨୧୩.୧୪ କୋଟି ଟଙ୍କା ଜୋରିମାନା ଲାଗୁ କରିବାକୁ ପ୍ରତିଯୋଗୀତା ଆୟୋଗ (ସିସିଆଇ) ର ନିଷ୍ପତ୍ତି ସହ ସହମତ ନୁହେଁ ବୋଲି କହିଛି ମେଟା। ଏହାସହ ଏହା ବିରୋଧରେ ଆବେଦନ କରିବାକୁ ଯୋଜନା କରିଛି। ସୋମବାର ସୋସିଆଲ ମିଡିଆ କମ୍ପାନୀ ମେଟା ଉପରେ ସିସିଆଇ…

ଲାଞ୍ଚ ମାଗି ଗ୍ରାମ୍ୟ କୃଷି କର୍ମଚାରୀ ନିଲମ୍ବିତ

ଚାନ୍ଦବାଲି: ଲାଞ୍ଚ ମାଗି ଗ୍ରାମ୍ୟ କୃଷି କର୍ମଚାରୀ (VAW) ନିଲମ୍ବିତ। ବାତ୍ୟା ‘ଦାନା’ ତ ଯାହା କ୍ଷୟକ୍ଷତି ଘଟଇଲା ତାଠୁ ଅଧିକ ଦାଉ ସାଧିଲା ସରକାରୀ ମାଡାମଙ୍କ ଲାଞ୍ଚ। ହେକ୍ଟର ପିଛା, ଏକର ପିଛା ଅଲଗା ଅଲଗା ଲାଞ୍ଚ ଦର। ଏଭଳି କିଛି ସାଂଘାତିକ ଅଭିଯୋଗ ଆସିଛି, ଭଦ୍ରକ ଚାନ୍ଦବାଲି ବ୍ଲକ…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: କମିଲା ବୁକିଂ ଶୁଳ୍କ, ଜମିବ ଇକୋରିଟ୍ରିଟ୍‌

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। କମିଲା ଇକୋରିଟ୍ରିଟ୍‌ ବୁକିଂ ଶୁଳ୍କ। ଡିସେମ୍ବର ପହିଲାରୁ ସାମୁଦ୍ରିକ ବେଳାଭୂମି ଏବଂ ଜଙ୍ଗଲ ପରିବେଶପୂର୍ଣ୍ଣ ପ୍ରାକୃତିକ ସୌନ୍ଦର୍ଯ୍ୟସ୍ଥଳରେ ଜମିବ ଇକୋରିଟ୍ରିଟ। ପର୍ଯ୍ୟଟନ ଋତୁରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିବେ ପର୍ଯ୍ୟଟକ।…

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ

ସୁବର୍ଣ୍ଣପୁର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଭିଜିଲାନ୍ସ ବିଭାଗର ଚଢ଼ାଉ। ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ସୋନପୁରସ୍ଥିତ ଭଡାଘରେ ଓ କାର୍ଯ୍ୟଳୟରେ ଭିଜିଲାନ୍ସ ବିଭାଗ ବିଳମ୍ବିତ ରାତିରୁ ଚଢ଼ାଉ ଜାରି ରଖିଛି।…

ଝାଡ଼ଖଣ୍ଡ ବିଧାନସଭା ଦ୍ଵିତୀୟ ପର୍ଯ୍ୟାୟ ମତଦାନ: ୩୮ଟି ଆସନ ପାଇଁ ଚାଲିଛି ଭୋଟିଂ

ରାଞ୍ଚି: ଆଜି ଝାଡ଼ଖଣ୍ଡ ବିଧାନସଭା ପାଇଁ ଦ୍ଵିତୀୟ ପର୍ଯ୍ୟାୟ ମତଦାନ । ଝାଡ଼ଖଣ୍ଡର ଅବଶିଷ୍ଟ ୩୮ ଆସନ ପାଇଁ ସକାଳ ୭ଟାରୁ ଆରମ୍ଭ ମତଦାନ । ଆସନ୍ତା ୨୩ ତାରିଖରେ ଆସିବ ଫଳାଫଳ । ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନରେ ବିଜେପି ଏବଂ ଏନଡିଏ ମଧ୍ୟରେ ଦେଖିବାକୁ ମିଳିବ କଡା ଟକ୍କର । ପ୍ରଥମ…

କିଏ ମାରିବ ବାଜି, ଭୋଟ ଦେଉଛନ୍ତି ମହାରାଷ୍ଟ୍ରବାସୀ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆଜି ପଡୁଛି ଭୋଟ । ଭୋଟ ଦେଉଛନ୍ତି ମହାରାଷ୍ଟ୍ରବାସୀ । ସମସ୍ତ ୨୮୮ ବିଧାନସଭା ଆସନ ପାଇଁ ଆଜି ମତଦାନ ହେଉଛି । ବିଜେପି, ଏକନାଥ ସିନ୍ଦେଙ୍କ ଶିବସେନା ଏବଂ ଅଜିତ ପାୱାରଙ୍କ ଏନସିପିର ମେଣ୍ଟ ମହାୟୁତି ଏବଂ କଂଗ୍ରେସ, ଉଦ୍ଧବ ଶିବସେନା ଏବଂ…

ବନ୍ଧୁକ ଦେଖାଇ ଲୁଟିନେଲେ ୮ ଲକ୍ଷ ଟଙ୍କା

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନସ୍ଥ ଜାତୀୟ ରାଜପଥରେ ଫିଲ୍ମ ଷ୍ଟାଇଲ୍‌ରେ ଲୁଟ୍ ହୋଇଛି । କାର୍‌ କୁ ଅଟକାଇ ବାଇକ୍‌ ଆରୋହୀ ଲୁଟେରାମାନେ ଫାଙ୍କା ଗୁଳି ଚଳାଇ ୮ ଲକ୍ଷ ଟଙ୍କା ଲୁଟ୍‌ କରିଛନ୍ତି । ତେବେ ଜଣେ ଚାଉଳ ମିଲର କର୍ମଚାରୀଙ୍କ ଠାରୁ ଏହି ଲୁଟ୍ ହୋଇଛି । ଖବର…

ରାଜ୍ୟ ସୂଚନା କମିଶନ ଅଧ୍ୟକ୍ଷ ଓ ୪ ସଦସ୍ୟ ନିଯୁକ୍ତି ପାଇଁ ବିଜ୍ଞାପନ ଜାରି

ଭୁବନେଶ୍ବର: ସୂଚନା କମିଶନ ଅଧ୍ୟକ୍ଷ ପଦବୀ ପରେ ଆଜି ୪ଟି ସୂଚନା କମିଶନ ସଦସ୍ୟ ପଦବୀ ନିମନ୍ତେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ସୂଚନା କମିଶନରେ ଏବେ ୨ଜଣ ସଦସ୍ୟ କାର୍ଯ୍ୟରତ ଥିବାବେଳେ ଅଧ୍ୟକ୍ଷଙ୍କ ସମେତ ମୋଟ ୫ଟି ପଦବୀ ପୂରଣ ପାଇଁ ସରକାର ବିଜ୍ଞାପନ ଜାରି କରିଛନ୍ତି ।…