Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୨୦୨୯-୩୦ ସୁଦ୍ଧା ରାଜ୍ୟର ବିଦ୍ୟୁତ ଚାହିଦା ଦେଖି ରୋଡମ୍ୟାପ ପ୍ରସ୍ତୁତ କର: ମୁଖ୍ୟମନ୍ତ୍ରୀ

 ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ରାଜ୍ୟରେ ବିଦ୍ୟୁତ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷାରେ ଶକ୍ତି ବିଭାଗ ଉପରେ ନ୍ୟସ୍ତ ଥିବା ଶକ୍ତି ଉତ୍ପାଦନ, ବିଦ୍ୟୁତ ସରବରାହ ଓ ବଣ୍ଟନ ବ୍ୟବସ୍ଥା ଉପରେ ବିଷଦ ଆଲୋଚନା ହୋଇଥିଲା। ଆଲୋଚନା…

ବିଦାୟୀ ସମ୍ବର୍ଦ୍ଧନା ବେଳେ ଭାବବିହ୍ୱଳ ହେଲେ ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ ରବିବାର ଦିନ ପଦରୁ ଅବସର ନେବେ। କିନ୍ତୁ ଶନିବାର ଏବଂ ରବିବାର କୋର୍ଟ ଛୁଟି ହେବ। ଯାହାଫଳରେ ଆଜି ସୁପ୍ରିମକୋର୍ଟରେ ତାଙ୍କର ଶେଷ କାର୍ଯ୍ୟ ଦିବସ ଥିଲା। ଏପରିକି ଆଜି ତାଙ୍କ ସମ୍ମାନାର୍ଥେ ଏକ ବିଦାୟ ସମାରୋହ ମଧ୍ଯ ଆୟୋଜିତ…

ଆଉ ୪ ଟି ହସ୍ତଶିଳ୍ପକୁ ମିଳିଲା ସରକାରୀ ଅନୁମୋଦନ

ଭୁବନେଶ୍ଵର : ଅନୁମୋଦିତ ହୋଇଥିବା ହସ୍ତଶିଳ୍ପ ତାଲିକାରେ ଯୋଡି ହୋଇଛି ଆଉ ୪ ହସ୍ତଶିଳ୍ପ।  ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ୫୫ ଗୋଟି ହସ୍ତଶିଳ୍ପକୁ ସରକାରୀ ଅନୁମୋଦନ ମିଳିଛି । ତାଲିକାରେ ୫୧ ନମ୍ବର ରୁ ୫୫ ନମ୍ବରରେ ଥିବା ହସ୍ତଶିଳ୍ପକୁ ଅନୁମୋଦନ ମିଳିଛି। ତାଲିକାରେ ଯୋଡି…

ନେଲପଲିସ ଓ କେଶ କଲର କରିବା ପଡିଲା ମହଙ୍ଗା, ଆତ୍ମହତ୍ୟା କଲେ ଛାତ୍ରୀ

ନୂଆଦିଲ୍ଲୀ: ଦୁନିଆରେ ଅନେକ ଦେଶ ଅଛି ଯେଉଁଠାରେ ମହିଳାମାନଙ୍କ ବିଷୟରେ କଡା ନିୟମ ରହିଛି, କେତେକ ସ୍ଥାନରେ ମହିଳାଙ୍କ ଉଚ୍ଚ ସ୍ୱରରେ କହିବା ଉପରେ ନିଷେଧାଦେଶ ରହିଛି ତ ଆଉ କେତେକ ସ୍ଥାନରେ ସେମାନଙ୍କ ପୋଷାକ ପରିଧାନ ଉପରେ କଡା ନିର୍ଦ୍ଦେଶନାମା ରହିଛି । ଶାସକମାନେ ମହିଳାଙ୍କ କଥା, ପୋଷାକ…

ବୁଦା ମୂଳରୁ ଉଦ୍ଧାର ହେଲା ଅଲୋଡ଼ା ଶିଶୁକନ୍ୟା

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଭଅଁରା ଗାଁ ନିକଟରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି । ଶିଶୁ କନ୍ୟାଟିର ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ଥିବାବେଳେ ତାକୁ ମେଡ଼ିକାଲ୍‌ ଏସଏନସିୟୁରେ ଭର୍ତ୍ତି କରାଯାଇଛି । ଖବର ମୁତାବକ, କରଞ୍ଜିଆ ଥାନା ଅଧୀନ ଭଅଁରା ଗାଁ ବୁଦା…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୧୨ ଯାଏଁ ପ୍ରବଳ ବର୍ଷିବ

ଭୁବନେଶ୍ୱର: କିଛି ଦିନ ବ୍ୟବଧାନରେ ପୁଣି ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଲଘୁଚାପରେ ପରିଣତ ହେବା ପରେ ପଶ୍ଚିମ ଦିଗକୁ ଗତି କରିବ ବୋଲି ସୂଚନା ମିଳିଛି । ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଲଘୁଚାପ ଆସନ୍ତା ଦୁଇଦିନ…

କଟକ ବାଲିଯାତ୍ରା ସମୟରେ ଫୁଟପାଥରେ ବସିପାରିବେନି ଉଠା ଦୋକାନୀ

କଟକ: ଆଉ କିଛି ଦିନର ଅପେକ୍ଷା ଏହା ପରେ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ କଟକ ବାଲିଯାତ୍ରା । ତେବେ ବାଲିଯାତ୍ରାକୁ ନେଇ କିଛି ନିଷେଧାଦେଶ ଜାରି କରାଯାଇଛି । ବାଲିଯାତ୍ରା ସମୟରେ ଫୁଟପାଥରେ ଉଠାଦୋକାନୀ ବସିପାରିବେ ନାହିଁ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି କଟକ ଜିଲ୍ଲାପାଳ…

ଆହୁରି ଶକ୍ତିଶାଳୀ ହେବ ବାୟୁସେନା; ସୁପର ସୁଖୋଇରେ ପରିଣତ ହେବ ସୁ-୩୦ଏମକେଆଇ ଫାଇଟର୍ ଜେଟ୍ 

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତକୁ ଏପରି ଉନ୍ନତ ବିମାନର ଆବଶ୍ୟକତା ରହିଛି, ଯାହା ବାୟୁସେନାର ଶକ୍ତି ବୃଦ୍ଧି କରିପାରିବ । ଏହି ଦିଗରେ, ‘ସୁପର ସୁଖୋଇ’ କାର୍ଯ୍ୟକ୍ରମ ସମସ୍ୟାର ସମାଧାନ ଭାବରେ ଉଭା ହୋଇପାରେ । ଭାରତ ଖୁବ୍ ଶୀଘ୍ର ୮୪ ସୁ-୩୦ଏମକେଆଇ କୁ ଯୁଦ୍ଧ ବିମାନକୁ 'ସୁପର ସୁଖୋଇ' କରିବାକୁ…

ମହାରାଷ୍ଟ୍ରରେ ଅସଲି ବନାମ ନକଲି ଲଢେଇ

ନୂଆଦିଲ୍ଲୀ: କିଏ ଅସଲି କିଏ ନକଲି? କାହାର ଦଳ ଅସଲି ? ଉଦ୍ଧବ ଠାକରେଙ୍କ ଶିବସେନା ନା ଏକନାଥ ସିନ୍ଦେଙ୍କ ଶିବସେନା? ଶରଦ ପାଓ୍ବାରଙ୍କ ଏନସିପି ନା ଅଜିତ ପାଓ୍ବାରଙ୍କ ଏନସିପି? ଅଦାଲତରେ ହେଉ କି ନିର୍ବାଚନ କମିଶନଙ୍କ ପାଖରେ, ଦଳ ପ୍ରକୃତରେ କାହାର, ସେନେଇ ଲଢେଇ ତ ହୋଇଛି । ହେଲେ ଏଥର ବିଚାର…

ବୟଫ୍ରେଣ୍ଡ…ବ୍ଲାକମେଲିଂ…ଗଣଦୁଷ୍କର୍ମ !

କଟକ: ବୟଫ୍ରେଣ୍ଡ ଦେଇଥିଲା ବିଶ୍ବାସରେ ବିଷ ! ଆପତ୍ତିଜନକ ଭିଡିଓ ଦେଖାଇ ବ୍ଲାକମେଲିଂ ! କଲେଜ ଛାତ୍ରୀଙ୍କୁ ବାରମ୍ବାର ଗଣଦୁଷ୍କର୍ମ! ବନ୍ଧାହେଲେ ବୟଫ୍ରେଣ୍ଡ ସହ ୬ଅଭିଯୁକ୍ତ । କଟକରେ ଏଭଳି ସାଂଘାତିକ ଅଭିଯୋଗ ଆସିଛି । ଛାତ୍ରୀଙ୍କ ବୟଫ୍ରେଣ୍ଡ ଓ ତାଙ୍କ ସାଙ୍ଗମାନେ ମିଶି ତାଙ୍କୁ…