Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଦେଶର ୧୫ ଆଞ୍ଚଳିକ ବ୍ୟାଙ୍କର ହେବ ମିଶ୍ରଣ

ଭୁବନେଶ୍ବର: ଦେଶର ୧୫ ଟି ଆଞ୍ଚଳିକ ବ୍ୟାଙ୍କର ମିଶ୍ରଣ କରାଯିବ । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ (ଆରଆରବି)ର ମିଶ୍ରଣର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ କରିଛି । ଏହି ମିଶ୍ରଣ ପ୍ରକ୍ରିୟାରେ କେନ୍ଦ୍ର ସରକାର 'ଏକ ରାଜ୍ୟ ଏକ ଆରଆରବି' ଯୋଜନା ରଖିଛନ୍ତି । ଏହି ଯୋଜନା…

ବୁଲଡୋଜର ଆକ୍ସନ ନେଇ ବର୍ଷିଲେ ସୁପ୍ରିମକୋର୍ଟ, ଘର ଭାଙ୍ଗିଥିବା ଲୋକଙ୍କୁ ଦିଅ ୨୫ ଲକ୍ଷ

ନୂଆଦିଲ୍ଲୀ: ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ବୁଧବାର ଦିନ  ଉତ୍ତରପ୍ରଦେଶ ସରକାରଙ୍କୁ ତାଗିଦ୍ କରିଛନ୍ତି ସୁପ୍ରିମକୋର୍ଟ। ନିକଟରେ ୟୁପିର ମହାରାଜଗଞ୍ଜ ଜିଲ୍ଲାରେ ରାସ୍ତାକୁ ଅଧିକ ଚଉଡା କରିବା ପାଇଁ ବୁଲଡୋଜର ଦ୍ୱାରା ଘର ଭାଙ୍ଗି ଦିଆଯାଇଥିଲା। ତେବେ ଏହି ମାମଲାରେ ସୁପ୍ରିମକୋର୍ଟ…

ଆସିଲା ଚାଞ୍ଚଲ୍ୟକର ରିପୋର୍ଟ, ଶାଢୀ ହୋଇପାରେ କ୍ୟାନସରର କାରଣ

ନୂଆଦିଲ୍ଲୀ: ଶାଢୀ ଭାରତୀୟ ମହିଳାଙ୍କ ପରିଧାନ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ଅଟେ। କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ପ୍ରତ୍ୟେକ ରାଜ୍ୟରେ ମହିଳାମାନେ ଶାଢୀ ପିନ୍ଧିଥାନ୍ତି। ତେବେ ଆପଣ କେବେ ଶୁଣିଛନ୍ତି କି ଶାଢୀ ପିନ୍ଧିବା ଦ୍ବାରା ମହିଳାଙ୍କୁ କ୍ୟାନସର ହୋଇପାରେ? ଏକ ନୂତନ ଗବେଷଣାରୁ…

ଇଡ୍‌କୋ ଜୁନିୟର ମ୍ୟାନେଜରଙ୍କ ସଂପତ୍ତି ତାଲିକା ଦେଲା ଭିଜିଲାନ୍ସ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡକୋ ଜୁନିୟର ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ୍ । ଭୁବନେଶ୍ୱରର ରାଜାରାଣୀ ଅଞ୍ଚଳରେ ଥିବା ଘର, ସାମନ୍ତରାପୁରରେ ଥିବା ସମ୍ପର୍କୀୟଙ୍କ ଘରେ ତଥା ଖୋର୍ଦ୍ଧା ଓ ପୁରୀର ୬ଟି ସ୍ଥାନରେ ଏକକାଳୀନ ରେଡ୍ କରାଯାଇଛି । ଏନେଇ ଜୁନିୟର…

ରାଜଧାନୀରେ ଗଡିବ ମେଟ୍ରୋ: ୨୦୨୭ ସୁଦ୍ଧା କାମ ଶେଷ

ଭୁବନେଶ୍ବର: ରାଜଧାନୀରେ ଗଡିବ ମେଟ୍ରୋ ଟ୍ରେନ୍ । ଏଥିପାଇଁ ଜୋରସୋରରେ ଚାଲିଛି କାମ । ଆସନ୍ତା ୨୦୨୭ ଡିସେମ୍ବର ସୁଦ୍ଧା ଭୁବନେଶ୍ୱର ମେଟ୍ରୋ ରେଳ କାମ ସରିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ କର୍ତ୍ତୃପକ୍ଷ । ବର୍ତ୍ତମାନ ମେଟ୍ରୋ ପାଇଁ ମାଟି ପରୀକ୍ଷା ଚାଲିଥିବା…

ବ୍ରହ୍ମାଣ୍ଡର ଏହି ସ୍ଥାନରେ ପହଞ୍ଚିଲେ ଅମର ହୋଇଯିବେ ମଣିଷ, ଥମିଯିବ ବୟସ !

ବ୍ରହ୍ମାଣ୍ଡର ରହସ୍ୟ ବୁଝିବା ଏବଂ ଅଜ୍ଞାତ ସ୍ଥାନରେ ପହଞ୍ଚିବା ପାଇଁ ଆମର କୌତୁହଳ ଶତାବ୍ଦୀ ଧରି ରହିଆସିଛି। ଯେତେବେଳେ ଆମେ ବ୍ରହ୍ମାଣ୍ଡର ବିସ୍ତୃତତା ଏବଂ ଏଥିରେ ଥିବା ଅସଂଖ୍ୟ ସ୍ୱର୍ଗୀୟ ଶରୀର ବିଷୟରେ ଚିନ୍ତା କରୁ, ଆମ ମନରେ ସବୁବେଳେ ଏକ ପ୍ରଶ୍ନ ଉଠିଥାଏ, ବ୍ରହ୍ମାଣ୍ଡରେ ଏପରି କୌଣସି…

ସାବାଡ୍ ହେବେ ‘ମୋ ବସ୍’ ଡ୍ରାଇଭର୍: ୪୦ ଉପରକୁ ସ୍ପିଡ୍ ମନା

ଭୁବନେଶ୍ବର: ଦିନକୁ ଦିନ ମୋ ବସର ଅମାନିଆ ଚାଳକଙ୍କ ପାଇଁ ଦୁର୍ଘଟଣା ବଢିଥିବା ବେଳେ ଏବେ ଏହାକୁ ନେଇ ଗୁରୁତର ସହ ନେଇଛନ୍ତି ସରକାର । ଅମାନିଆ ମୋ ବସ୍ ଚାଳକଙ୍କୁ ସାବାଡ୍ କରିବା ପାଇଁ ସ୍ବତନ୍ତ୍ର ନିୟମ ଆଣିଛନ୍ତି । ଏନେଇ ସୂଚନା ଦେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର…

ଟ୍ରମ୍ପ ୨.୦…ଭାରତ ଉପରେ କ’ଣ ରହିବ ପ୍ରଭାବ ?

ନୂଆଦିଲ୍ଲୀ: ସୁପର ପାଓ୍ବାରର ସୁପରବସ୍ ଡୋନାଲ୍ଡ ଟ୍ରମ୍ପ । କମାଲ କରିପାରିଲେନି କମଲା ହାରିସ, ଆମେରିକାରେ ଟ୍ରମ୍ପ ଝଡ଼ । ଆସିଲା ବିଶ୍ବର ବହୁ ପ୍ରତୀକ୍ଷିତ ଜନାଦେଶ। ଆମେରିକାରେ ପୁଣି ଟ୍ରମ୍ପ ସରକାର । ୪ବର୍ଷ ପରେ ପୁଣି ଆମେରିକା ରାଷ୍ଟ୍ରପତି ହେବେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ…

ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ଐତିହାସିକ ବିଜୟ ହୋଇଛି । ଏନେଇ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବନ୍ଧୁ ସମ୍ବୋଧନ କରି ଏସୋସିଆଲ ମିଡିଆ ପ୍ଲାଟଫର୍ମ କ୍ସରେ ଶୁଭେଚ୍ଛା ଜଣାଇଲେ ମୋଦି । ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି,…

ବାତ୍ୟା ଦାନା କ୍ଷୟକ୍ଷତି: ୭ ଦିନ ଭିତରେ ଟଙ୍କା ବାଣ୍ଟିବେ ଜିଲ୍ଲାପାଳ

ଭୁବନେଶ୍ବର: ବାତ୍ୟା ଦାନାରେ ଯେଉଁମାନଙ୍କର କ୍ଷୟକ୍ଷତି ହୋଇଛି ସେମାନଙ୍କୁ ଆଗାମୀ ୭ ଦିନ ଭିତରେ ନିଜ ନିଜ ଜିଲ୍ଲାପାଳଙ୍କ ଠାରୁ ସହାୟତା ରାଶି ମିଳିଯିବ । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ଏନେଇ ମନ୍ତ୍ରୀ କହିଛନ୍ତି, ଆସନ୍ତା ୭ ଦିନ ଭିତରେ ଲୋକଙ୍କୁ ବାତ୍ୟା କ୍ଷୟକ୍ଷତି…