Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ; ବନ୍ଧା ହେଲେ ବରିଷ୍ଠ ରାଜସ୍ୱ ସହାୟକ

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଗୁରୁବାର ଦିନ ସମ୍ବଲପୁରର ମେଜର ସେଟଲମେଣ୍ଟର ସେଟଲମେଣ୍ଟ ଅଫିସରଙ୍କ କାର୍ଯ୍ୟାଳୟରେ ନିଯୁକ୍ତ ବରିଷ୍ଠ ରାଜସ୍ୱ ସହାୟକ ବାସୁଦେବ ଭୋଇଙ୍କୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି। ଡିସେମ୍ବର ୨୪ ତାରିଖରେ ତାଙ୍କ ସହ ଜଡିତ ବିଭିନ୍ନ ସ୍ଥାନରେ…

ନୂଆବର୍ଷର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା

ଭୁବନେଶ୍ବର:ରାଜ୍ୟ ଉପରୁ ପଶ୍ଚିମାଝଡ଼ ପ୍ରଭାବ ଅପସରି ଯିବା ପରେ ଗତ ଦୁଇଦିନ ହେଲା ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା କମୁଛି । ୨୫ତାରିଖ ରାତିରୁ ପାରଦ ଆହୁରି ତଳମୁହାଁ ହେବା ସହ ଶୀତ ପ୍ରକୋପ ବଢ଼ିବ। ୨୦୨୬ ଜାନୁଆରୀ ପ୍ରଥମ ସପ୍ତାହରେ ଦକ୍ଷିଣ ବଙ୍ଗୋପସାଗର ରେ ଏକ ଲଘୁଚାପ ସୃଷ୍ଟି…

ସାନ୍ତାଳୀ ଭାଷାରେ ଭାରତୀୟ ସମ୍ବିଧାନ ଉନ୍ମୋଚନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ଏହା ସମସ୍ତ ସାନ୍ତାଳୀ ଲୋକଙ୍କ ପାଇଁ ଗର୍ବ ଏବଂ ଖୁସିର ବିଷୟ। ଭାରତର ସମ୍ବିଧାନ ଏବେ…

Air Quality: ପ୍ରଦୂଷଣ ମାମଲାରେ ଦିଲ୍ଲୀକୁ ପଛରେ ପକାଇଲା ଓଡିଶାର ଏହି ୩ ସହର…

ଭୁବନେଶ୍ବର: ଭାରତର ରାଜଧାନୀ ଦିଲ୍ଲୀକୁ ବି ପଛରେ ପକାଇଦେଲା ଓଡ଼ିଶାର ବାୟୁ ପ୍ରଦୂଷଣ । ଓଡ଼ିଶାର କିଛି ସହରର ପ୍ରଦୂଷଣ ସ୍ତର ପୂର୍ବାହ୍ନ ୧୧ଟା ସୁଦ୍ଧା ଏତେ ମାତ୍ରାରେ ରହିଛି ଯେ, ଯାହା ଦିଲ୍ଲୀକୁ ବି ଟପିଯାଇଛି । ବାୟୁ ମାନ ସୂଚକାଙ୍କ (AQI) ରିପୋର୍ଟ ଅନୁଯାୟୀ, ଦେଶର ୫ଟି ସବୁଠାରୁ…

Raja Chakra: ବିଜେଡି ନେତା ରାଜା ଚକ୍ର ସମେତ ୧୧ ଜଣଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ

ଭୁବନେଶ୍ବର: ବିଜେଡି ନେତା ରାଜା ଚକ୍ର ସମେତ ୧୧ ଜଣଙ୍କ ନାମରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଚାର୍ଜସିଟ୍‌ ଦାଖଲ କରିଛି । ‌ମାମଲାରେ ତଦନ୍ତ କରି ଇଡି ଅଭିଯୁକ୍ତର ୨୨.୨୬ କୋଟି ଟଙ୍କା ତଦନ୍ତକାରୀ ସଂସ୍ଥା ଜବତ କରିଛି । ଗନ୍ଧମାର୍ଦନ ଲୋଡିଂ ଏଜେନ୍ସି ନାଁରେ ଖଣିଜ ପରିବହନ କରିବା…

Pakistan Sells PIA:ଋଣ ଭାରରେ ଛନ୍ଦି ହୋଇ ୪୩୦୦ କୋଟିରେ ଏୟାରଲାଇନ୍ ବିକ୍ରିକଲା ପାକିସ୍ତାନ

ନୂଆଦିଲ୍ଲୀ:ପାକିସ୍ତାନର ଆର୍ଥିକ ସ୍ଥିତି ଦିନକୁ ଦିନ ବିଗୁଡ଼ୁଛି । ଋଣ ଭାରରେ ଛନ୍ଦି ହୋଇ ହୋଇଗଲାଣି ପାକିସ୍ତାନ । ସେଥିପାଇଁ ଏୟାରଲାଇନ୍ସ(ପିଆଇଏ) ବିକ୍ରି କରିଛି । ପାକିସ୍ତାନର ସରକାରୀ ଏୟାରଲାଇନ୍ସ କମ୍ପାନୀ ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସ(ପିଆଇଏ) ବିକ୍ରି ହୋଇଛି। ଆରିଫ୍…

India to Get 3 New Airlines: ୩ ନୂତନ ବିମାନ କମ୍ପାନୀକୁ ଉଡିବା ପାଇଁ ମିଳିଲା ମଞ୍ଜୁରୀ…

ନୂଆଦିଲ୍ଲୀ: ଦେଶର ଆକାଶ ମାର୍ଗରେ ଉଡାଣ ଭରିବାକୁ ପ୍ରସ୍ତୁତ ହେଉଥିବା ତିନୋଟି ନୂତନ ବିମାନ କମ୍ପାନୀକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନୋ-ଅବଜେକ୍ସନ ସାର୍ଟିଫିକେଟ୍ (NOC) ପ୍ରଦାନ କରିଛି। ଶଙ୍ଖ ଏୟାର, ଅଲ୍ ହିନ୍ଦ ଏୟାର ଏବଂ ଫ୍ଲାଏଏକ୍ସପ୍ରେସକୁ ଦିଆଯାଇଥିବା ମଞ୍ଜୁରୀକୁ ବିମାନ…

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା: ୬ ସାକ୍ଷୀଙ୍କ ବୟାନ ରେକର୍ଡ ଶେଷ

ବ୍ରହ୍ମପୁର: ବହୁଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ୬ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଛନ୍ତି କୋର୍ଟ । ଖୁବ୍‌ଶୀଘ୍ର ଦାଖଲ ହେବ ଚାର୍ଜସିଟ୍ । ନିର୍ଦ୍ଧାରିତ ସମୟରେ ଚାର୍ଜସିଟ ଦାଖଲ କରିବାକୁ ପୋଲିସ ପକ୍ଷରୁ ପ୍ରସ୍ତୁତି ଚାଲିଛି । ଗତ ଅକ୍ଟୋବର ୬ରେ ପୀତବାସ ପଣ୍ଡାଙ୍କୁ…

Sand Art: ବାଲୁକା କଳାରେ ଖ୍ରୀଷ୍ଟମାସ ଶୁଭେଚ୍ଛା, ସାରା ବିଶ୍ୱକୁ ‘ଓ୍ବାର୍ଲଡ ପିସ୍’ର ବାର୍ତ୍ତା

ପୁରୀ: ଆଜି ପବିତ୍ର ବଡ଼ିଦନ । ମଧ୍ୟରାତ୍ରରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ । ବଡ଼ଦିନ ପାଇଁ ଚଳଚଞ୍ଚଳ ସାରାବିଶ୍ବ । ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ବଡ ଦିନ ଉପଲକ୍ଷେ ପୁରୀର ଲାଇଟ ହାଉସ ନିକଟସ୍ଥ ବେଳାଭୂମିରେ ଥିବା ମାନସ ସାହୁ ସ୍ୟାଣ୍ଡ ଆର୍ଟ ପାର୍କରେ ବାଲୁକା କଳା ନିର୍ମାଣ…

Maoist: ପୋଲିସ-ଲାଲବାହୀନି ମୁହାଁମୁହିଁ, ୨୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ୨ ମାଓବାଦୀ ନିହତ

କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଗୁମ୍ମା ଜଙ୍ଗଲରେ ପୋଲିସ ମାଓବାଦୀ ମୁହାଁମୁହିଁ । ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ପୋଲିସ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଘଟି ଏଥିରେ ଗୁଳିରେ ଦୁଇ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ନିକଟରୁ ଗୋଟିଏ ରିଭଲଭର,…