Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ନିଟ୍‌ ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ବସ୍‌ ସେବା ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ବର: ଆସନ୍ତା ୨୧ ତାରିଖରେ ନିଟ୍ ପୁନଃପରୀକ୍ଷା ହେବ । ରାଜ୍ୟର ୧୩୪ଟି ପରୀକ୍ଷା କେନ୍ଦ୍ରରେ ୫୬ ହଜାର ୯୮୩ ଜଣ ପରୀକ୍ଷା ଦେବେ ଛାତ୍ରୀଛାତ୍ର । ଏହି ଅବସରରେ ନିଟ୍‌ ପରୀକ୍ଷାର୍ଥୀଙ୍କ ପାଇଁ ବଡ ଘୋଷଣା କଲେ ରାଜ୍ୟ ସରକାର । ପରୀକ୍ଷା ସମୟରେ ମାଗଣା ବସ୍‌ରେ ଯିବେ ନିଟ୍‌…

Maoist Dump In Odisha:ସର୍ଚ୍ଚ ଅପରେସନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

କନ୍ଧମାଳ:ସର୍ଚ୍ଚ ଅପରେସନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ।କନ୍ଧମାଳ ପୋଲିସ ପକ୍ଷରୁ ବାଲିଗୁଡ଼ା ଥାନା ଅଞ୍ଚଳରେ ଏକ ବଡ଼ ମାଓ ବିରୋଧୀ ଅପରେସନ୍ କରାଯାଇଛି । କନ୍ଧମାଳ ଏସପି ଏହି ସୂଚନା ଦେଇଛନ୍ତି । ଗୋଟିଏ SLR ରାଇଫଲ, ଦୁଇଟି SBGL ଗନ୍ , ଗୋଟିଏ ଦେଶୀ ବନ୍ଧୁକ ଓ ୩୦ଟି…

Railway Job Scam: ରେଲୱେ ଚାକିରି ନାଁରେ ୨୧ ଲକ୍ଷ ଟଙ୍କା ଠକେଇ ଅଭିଯୋଗ;ଜଣେ ଗିରଫ

ଭଦ୍ରକ: ରେଲୱେ ଚାକିରି କରେଇଦେବା ନାଁରେ ୨୧ ଲକ୍ଷ ଚଳୁ କରି ବନ୍ଧା ହେଲେ ଭଦ୍ରକ ଜିଲ୍ଲା ଧୂଷୁରି ଥାନା ଅନ୍ତର୍ଗତ ଓଲଟପୁର ଗ୍ରାମର ଗଦାଧର ନାଥ । ଟଙ୍କା ନେଇ ଇଷ୍ଟର୍ଣ୍ଣ ରେଲୱେର ଲୋଗୋ ଥିବା ନକଲି ନିଯୁକ୍ତି ପତ୍ର ଦେଇଥିଲେ । ଗିରଫ ଅଭିଯୁକ୍ତ ଠାରୁ ନିକଲି ନିଯୁକ୍ତି ପତ୍ର ସହ ଦେଢ଼ ଲକ୍ଷ…

୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଆସନ୍ତା ୨୪ ଘଣ୍ଟା ପାଇଁ ୧୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର: ଆଗାମୀ ୫ ଦିନ ଯାଏଁ ଲାଗି ରହିବ କାଳବୈଶାଖୀ । ପାଗ ଅନୁକୂକ ରହିଥିବାରୁ ଆଗାମୀ ୩ ଦିନ ଭିତରେ ମୌସୁମୀ ଓଡ଼ିଶା ଛୁଇଁବ । ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ । କୃଷି ପାଣିପାଗ ବୈଜ୍ଞାନିକ ପ୍ରଫେସର ସୁରେନ୍ଦ୍ରନାଥପଶୁପାଳକ କହିଛନ୍ତି, ଗତ କିଛି ଦିନ ହେବ…

ଦିନରେ ଫେରିବାଲା ରାତିରେ କରୁଥିଲେ ଗଞ୍ଜେଇ ବେପାର, ୪ ବେପାରୀଙ୍କୁ ଗିରଫ କଲା ପୋଲିସ

ଜଗତସିଂହପୁର: ନିଶା ମୁକ୍ତ ଓଡିଶା କରିବାକୁ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ନିରନ୍ତର ଚେଷ୍ଟା ଜାରି ରହିଛି । ବିଭିନ୍ନ ସମୟରେ ରାଜ୍ୟର ଅନେକ ସ୍ଥାନରେ ଚଢାଉ କରି ବହୁଳ ମାତ୍ରାରେ ନିଶା ଦ୍ରବ୍ୟ ନଷ୍ଟ କରିବା ସହ ଅନେକକୁ ଗିରଫ କରାଯାଉଛି । ସେହିଭଳି ଆଉ ଏକ କରିଛି ଜଗତସିଂହପୁର ଜିଲ୍ଲାର…

ଶ୍ରୀଜଗନ୍ନାଥ ମନ୍ଦିରର ପତିତପାବନ ଓ ଆନନ୍ଦବଜାର ନାମକୁ ଟ୍ରେଡ୍‌ମାର୍କ ସ୍ୱୀକୃତି

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ମହାପ୍ରସାଦ, ପତିତପାବନ, ନୀଳଚକ୍ର ସମେତ ୨୯ଟି ନାମର ଟ୍ରେଡମାର୍କ ପଞ୍ଜୀକରଣ ପାଇଁ ଆବେଦନ କରାଯାଇଥିବାବେଳେ, ସେଥିରୁ ତିନୋଟି ନାମକୁ ଆଇନଗତ ସ୍ବୀକୃତି ମିଳିଛି । ଆଉ ୨୬ଟି ଦରଖାସ୍ତ ଇଣ୍ଡିଆ ଟ୍ରେଡ୍‌ମାର୍କ ରେଜେଷ୍ଟ୍ରି ନିକଟରେ ବିଚାରାଧୀନ ରହିଛି ।…

ମାଡ଼ ମାରି କୂଅରେ ଫିଙ୍ଗିଦେଲେ ଦୁର୍ବୁତ୍ତ, ୪ ଦିନ ପରେ ଜୀବନ୍ତ ଅବସ୍ଥାରେ ଉଦ୍ଧାର ହେଲେ ଯୁବକ

ବରଗଡ: ବରଗଡ ଜିଲ୍ଲା ବିଜେପୁର ବ୍ଲକ ସମଲାଇପଦର ନର୍ସରୀରେ ଥିବା ଏକ କୂଅ ଭିତରୁ ଜଣେ ବ୍ୟକ୍ତିଙ୍କୁ ୪ ଦିନ ପରେ ଉଦ୍ଧାର କରାଯାଇଛି । ଯୁବକଙ୍କୁ ୫ ଜଣ ବ୍ୟକ୍ତି ମାଡ ମାରିବା ପରେ ସେ ଅଚେତ ହେବା ପରେ ତାଙ୍କୁ ମୃତ ଭାବି ଉକ୍ତ ପରିତ୍ୟକ୍ତ କୂଅରେ ଫୋପାଡି ଚାଲିଯାଇଥିଲେ । ଏହି ଘଟଣା ଏବେ…

MT Jalveer came under attack:ଭାରତୀୟ ଜାହାଜ ‘ଜଲବୀର’ ଉପରେ ଆକ୍ରମଣ; ୩ ଦିନରେ ତୃତୀୟ ଜାହାଜ ଉପରେ…

ନୂଆଦିଲ୍ଲୀ:ଓମାନ ନିକଟରେ ଭାରତୀୟ ସିପ୍ ଜଳବୀର ଉପରେ ହମଲା ହୋଇଛି । ୩ ଦିନରେ ତୃତୀୟ ଜାହାଜ ଉପରେ ଆକ୍ରମଣ । ଆମେରିକା ମାତ୍ର କିଛି ଦିନ ମଧ୍ୟରେ ଭାରତ ସହିତ ଜଡିତ ଏକ ଜାହାଜ ଉପରେ ତୃତୀୟ ଆକ୍ରମଣ କରିଛି। ଓମାନ ଉପକୂଳରେ MT ଜଳବିହାର ନାମକ ଏକ ମାଲବାହୀ ଜାହାଜ ଉପରେ ଆକ୍ରମଣ ହୋଇଛି।…

ସବୁଜ ଖନନ, ସଫଳତାର ନୂଆ ଉଦାହରଣ !

ହାଇଦ୍ରାବାଦ: କୋଇଲା ଖନନ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର। ସାଧାରଣତଃ ଖଣି ଖନନ ଯୋଗୁଁ ପରିବେଶ ନଷ୍ଟ ହେଉଥିବା ଅଭିଯୋଗ ଆସେ, କିନ୍ତୁ ଏହାର ଏକ ବ୍ୟତିକ୍ରମ ସୃଷ୍ଟି କରି ଦେଶ ପାଇଁ ପ୍ରେରଣା ସାଜିଛି ସିଙ୍ଗରେଣୀ କୋଲିୟରିଜ୍ କମ୍ପାନୀ ଲିମିଟେଡ୍ (SCCL)। କେବଳ କୋଇଲା ଉତ୍ପାଦନ ନୁହେଁ, ବରଂ…

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ

ଭୁବନେଶ୍ୱର: ରାଜ୍ୟସଭାକୁ ବିଜେପି ପ୍ରାର୍ଥୀ ଭାବେ ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ। ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ଉପନିର୍ବାଚନ ଭୋଟିଂ ଦରକାର ପଡ଼ିଲାନି। ରାଜ୍ୟସଭା ଉପନିର୍ବାଚନ ପାଇଁ ଦାଖଲ ହୋଇଥିବା ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ବିଜେପି…