Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Union Budget: ରବିବାର ଉପସ୍ଥାପନ ହୋଇପାରେ ୨୦୨୬ ବଜେଟ!

ନୂଆଦିଲ୍ଲୀ: ବଜେଟ ୨୦୨୬ ଏଥର ରବିବାରରେ ଉପସ୍ଥାପନ ହୋଇପାରେ । ୨୦୨୬ ଫେବ୍ରୁଆରୀ ପହିଲା ଏଥର ରବିବାର ପଡୁଛି । ଏହି ଦିନ ଗୁରୁ ରବିଦାସଙ୍କ ଜୟନ୍ତୀ ମଧ୍ୟ ପଡ଼ୁଛି । ୨୦୨୫ରେ ଗୁରୁ ରବିଦାସ ଜୟନ୍ତୀ ୧୨ ଫେବ୍ରୁଆରି ବୁଧବାର ଦିନ ପଡିଥିଲା। ସଂସଦର ବଜେଟ୍ ଅଧିବେଶନ ମଧ୍ୟରେ ଏହା ପଡ଼ିଥିଲା । ଏହି…

ଅରୁଣାଚଳ ପ୍ରଦେଶରେ ଗୁଇନ୍ଦା ନେଟୱାର୍କର ପର୍ଦ୍ଦାଫାସ: ଚୀନ ସହ ରହିଛି ଲିଙ୍କ୍, ପାକିସ୍ତାନୀ ପାଇଁ କରୁଛନ୍ତି କାମ

ନୂଆଦିଲ୍ଲୀ: ଆସାମ ଏବଂ ଅରୁଣାଚଳ ପ୍ରଦେଶର ସୁରକ୍ଷା ଏଜେନ୍ସି ପାକିସ୍ତାନ ପାଇଁ ଗୁଇନ୍ଦା କରୁଥିବା ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିଛି। ଗିରଫ ସନ୍ଦିଗ୍ଧଙ୍କ ମଧ୍ୟରେ ଜଣେ ଅବସରପ୍ରାପ୍ତ ଭାରତୀୟ ବାୟୁସେନା କର୍ମଚାରୀ ଅଛନ୍ତି। ଗତ ୧୦ ଦିନ ମଧ୍ୟରେ ଏହି ଗିରଫଦାରୀ ଉତ୍ତର-ପୂର୍ବ ଭାରତର…

ଆସାମରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବସତି ଦେବାକୁ ଚାହୁଁଛି କଂଗ୍ରେସ, ତେଣୁ SIRକୁ ବିରୋଧ କରୁଛି: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ଆସାମ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ଆସାମ ଭ୍ୟାଲି ଫର୍ଟିଲାଇଜର ଆଣ୍ଡ କେମିକାଲ୍ କମ୍ପାନୀ ଲିମିଟେଡର ଆମୋନିଆ-ୟୁରିଆ ପ୍ରକଳ୍ପର ଶିଳାନ୍ୟାସ ସମାରୋହରେ ଯୋଗ ଦେଇଥିଲେ। ସମାରୋହ ପରେ, ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, "ଆଜି ଆସାମ ଏବଂ ସମଗ୍ର…

ହ୍ୟୁମାନ ସାଗରଙ୍କ ମୃତ୍ୟୁର ତଦନ୍ତ ପାଇଁ ଥାନାରେ ଏତଲା ଦେଲେ ମା’ ଶେଫାଳୀ ସୁନା

କଟକ: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦେଲେ ମାଆ ଶେଫାଳୀ ସୁନା । କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ ମାଆ । ହ୍ୟୁମାନଙ୍କର ମୃତ୍ୟୁ ହୋଇନାହିଁ ବରଂ ତାଙ୍କୁ ଜାଣିଶୁଣି ମାରି ଦିଆଯାଇଛି ବୋଲି ସେ ଅଭିଯୋଗ ଆଣିଛନ୍ତି…

ବେଦାନ୍ତ ଓ ପ୍ରଶାସନ ପକ୍ଷରୁ କୋଇଲିଘୁଘର ଜଳପ୍ରପାତରେ ‘ପ୍ଲାଷ୍ଟିକ-ମୁକ୍ତ ପିକନିକ୍ ସ୍ପଟ୍‌’ ସଚେତନତା…

ଝାରସୁଗୁଡା: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ କାର୍ଯ୍ୟାଳୟ ସହିତ ମିଳିତ ଭାବରେ, ଝାରସୁଗୁଡାର ସବୁଠାରୁ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଗୋଟିଏ କୋଇଲିଘୁଘର ଜଳପ୍ରପାତରେ 'ପ୍ଲାଷ୍ଟିକ-ମୁକ୍ତ ପିକନିକ୍…

ବଢ଼ିଲା ଟ୍ରେନ୍ ଭଡ଼ା; ନନ୍‌ ଏସିରେ ୫୦୦ କିମି. ଯାତ୍ରା ପାଇଁ ଅଧିକ ୧୦ ଟଙ୍କା ଦେବାକୁ ପଡ଼ିବ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ମେଲ୍ ଏବଂ ଏକ୍ସପ୍ରେସ୍ ଟିକେଟ୍ ମୂଲ୍ୟରେ ବୃଦ୍ଧି ଘୋଷଣା କରିଛି। ଏହି ଭଡ଼ା ବୃଦ୍ଧି ଡିସେମ୍ବର ୨୬ ତାରିଖରୁ ଲାଗୁ ହେବ। ଖାସ୍ କରି ଟ୍ରେନରେ ଦୂର ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଏବେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ। ରେଳବାଇର ସୂଚନା ଅନୁଯାୟୀ, ୨୧୫…

ଡ୍ରୋଗ ପାରାଚ୍ୟୁଟ ପରୀକ୍ଷଣ ସଫଳ, ଏହା କଣ ଓ କେମିତି କରିବ କାମ ଜାଣନ୍ତୁ…

​​​​​​​ବେଙ୍ଗାଲୁରୁ: ଗଗନଯାନ ମିଶନରେ ଇସ୍ରୋକୁ ମିଳିଛି ଆଉ ଏକ ବଡ଼ ସଫଳତା। ଡ୍ରୋଗ ପାରାଚ୍ୟୁଟ ପରୀକ୍ଷଣ ସଫଳ। ଗଗନୟାନ ଚାଳକ ଦଳ ମଡ୍ୟୁଲଙ୍କ ଲାଗି ଇସ୍ରୋ ଗତି-ମନ୍ଦନ ପ୍ରଣାଳୀ (ଡିଲେରେସନ ସିଷ୍ଟମ) ବିକଶିତ କରିବା ପାଇଁ ଡ୍ରୋଗ ପାରାଚୁଟର ସିରିୟଲ ପରୀକ୍ଷଣ କରିଛି। ଏହି ସବୁ ପରୀକ୍ଷଣ ସଫଳ…

Minor Girl: ରାଜଧାନୀରେ ପୁଣି ଲଜ୍ଜା! ଚାକିରି ଦେବା ନାଁରେ ନାବାଳିକାଙ୍କୁ ଗଣଦୁଷ୍କର୍ମ

ଭୁବନେଶ୍ୱର: ଧଉଳି ଗଣଦୁଷ୍କର୍ମ ଘଟଣା ଘଟିବାର କିଛି ଦିନ ନବିତୁଣୁ , ଭୁବନେଶ୍ୱରରେ ପୁଣି ଏଭଳି ସାମ୍ନାକୁ ଆସିଛି। ମହିଳା ବିରୋଧୀ ଅପରାଧର ଆଉ ଦୁଇଟି ମାମଲା ରାଜ୍ୟ ରାଜଧାନୀରେ ମହିଳାଙ୍କ ସୁରକ୍ଷା ନେଇ ଏବେ ଚିନ୍ତା ସୃଷ୍ଟି କରିଛି। ଭୁବନେଶ୍ୱର ଲିଙ୍ଗିପୁର ଦୟା ନଦୀପଠା ପରେ ସହିଦ ନଗରରେ…

Odisha Vigilance: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ; ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟ ଗିରଫ

ଜଗତସିଂହପୁର: ଜଗତସିଂହପୁରର ରାହାମା ବନାଞ୍ଚଳ ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ । ଆଜି ତାଙ୍କୁ କଟକ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ କୋର୍ଟକୁ ପଠାଯିବ ବୋଲି ସୂଚନା ରହିଛି…

Cold Wave: ରାଜ୍ୟରେ ଜାରି ରହିଛି ଶୀତ ଲହରୀ, ୩ ଜିଲ୍ଲାକୁ କୁହୁଡ଼ି ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ଓଡିଶାରେ ଜାରି ରହିଛି ଶୀତ ଲହରି । ବିଶେଷକରି ସକାଳ ସମୟରେ ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡି ଯାତାୟାତରେ ବାଧା ସୃଷ୍ଟି କରୁଛି । ପାରଦ ତଳମୁହାଁ ରହିଥିବାବେଳେ କେତେକ ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି । ଆସନ୍ତା ୨ଦିନ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡା ଓ କନ୍ଧମାଳ…