Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବିଜେଡିରେ ସୁଜାତା କାର୍ତ୍ତିକେୟନଙ୍କ ଏଣ୍ଟ୍ରି ନେଇ ଜୋରଦାର ଚର୍ଚ୍ଚା

ଭୁବନେଶ୍ୱର: ନିର୍ବାଚନରେ ବିଜେଡିର ପରାଜୟ ପରେ ରାଜନୀତିରୁ ସନ୍ୟାସ ଘୋଷଣା କରିଥିବା ଭି କେ ପାଣ୍ଡିଆନଙ୍କ ପତ୍ନୀ ତଥା ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା ଆର କାର୍ତ୍ତିକେୟନ ଖୁବଶୀଘ୍ର ବିଜୁ ଜନତା ଦଳରେ ଯୋଗ ଦେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ସେ ନିଜ ପ୍ରଶାସନିକ ଚାକିରିରୁ…

କଂଗ୍ରେସ ଉପରେ ବର୍ଷିଲା ଆମ ଆଦମୀ ପାର୍ଟି: ଆଞ୍ଚଳିକ ଦଳକୁ ଦୁର୍ବଳ କରୁଥିବା ନେଇ ସୋମନାଥ ଭାରତୀଙ୍କ ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହେଉଥିବା ବେଳେ ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଥିବା ବିବାଦ ପୁଣିଥରେ ପଦାକୁ ଆସିଛି। ଆପ ନେତା ସୋମନାଥ ଭାରତୀ କଂଗ୍ରେସ ଉପରେ ଜୋରଦାର ବର୍ଷିବା ସହିତ ଆଞ୍ଚଳିକ ଦଳଗୁଡିକୁ ଦୁର୍ବଳ କରିବା ପାଇଁ ଏକ ଷଡ଼ଯନ୍ତ୍ର…

ଟିଏମସିରେ ବଢ଼ିଲା ଅସନ୍ତୋଷ, ଭୂପେନ୍ଦ୍ର ଯାଦବଙ୍କ ଘରେ ବିଦ୍ରୋହୀ ନେତାଙ୍କ ବୈଠକ

ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟ ବୈଠକ ମଧ୍ୟରେ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ପାଇଁ ନୂଆ ରାଜନୈତିକ ଚ୍ୟାଲେଞ୍ଜ ଆସିଛି। ରିପୋର୍ଟ ଅନୁସାରେ, ଟିଏମସିର କିଛି ବିଦ୍ରୋହୀ ସାଂସଦ ଦିଲ୍ଲୀରେ ଗୁପ୍ତ ବୈଠକ କରିବା ପରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଘରେ ପହଞ୍ଚିଥିଲେ।…

ଟେଷ୍ଟ କ୍ରିକେଟରେ ରଚିଲା ନୂଆ ଇତିହାସ, ଚମକିଲେ ଯୁବ ବୋଲର ମାନବ ସୁଥାର

ମୁମ୍ବାଇ: ମୁଲ୍ଲାଁପୁରଠାରେ ଖେଳାଯାଉଥିବା ଏକମାତ୍ର ଟେଷ୍ଟ ମ୍ୟାଚରେ ଆଫଗାନିସ୍ତାନ ବିପକ୍ଷରେ ଭାରତ ଏକ ଐତିହାସିକ ବିଜୟ ହାସଲ କରିଛି। ଟିମ୍ ଇଣ୍ଡିଆ ଏହି ମ୍ୟାଚକୁ ଗୋଟିଏ ଇନିଂସ ଏବଂ ୩୦୦ ରନର ବିଶାଳ ବ୍ୟବଧାନରେ ଜିତି ନେଇଛି। ଏହା ହେଉଛି ଟେଷ୍ଟ କ୍ରିକେଟ୍ ଇତିହାସରେ ଭାରତର ସବୁଠାରୁ ବଡ଼…

ଇଣ୍ଡିଆ ମେଣ୍ଟ ବୈଠକରେ ମମତାଙ୍କ ନିର୍ବାଚନ ଚିନ୍ତା, ଚାକିରି ଓ ଅର୍ଥନୀତିକୁ ନେଇ କେନ୍ଦ୍ରକୁ ଘେରିଲେ ଖଡ଼ଗେ

ନୂଆଦିଲ୍ଲୀ: ନୂଆଦିଲ୍ଲୀର କନଷ୍ଟିଟ୍ୟୁସନ କ୍ଲବରେ ସୋମବାର ଇଣ୍ଡିଆ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିରୋଧୀ ଦଳର ଶୀର୍ଷ ନେତାମାନେ ରାଜନୀତି, ଅର୍ଥନୀତି ଓ ଶାସନ ବ୍ୟବସ୍ଥା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। କଂଗ୍ରେସ ଅଧ୍ୟକ୍ଷ…

ସାର୍ଟିଫିକେଟ ପାଇଁ ଲାଞ୍ଚ ମାଗି ଏଆରଆଇ ନିଲମ୍ବିତ

ସମ୍ବଲପୁର: ସାର୍ଟିଫିକେଟ ନାଁରେ ଲାଞ୍ଚ ମାଗୁଥିଲେ ସରକାରୀ ବାବୁ। ଘଟଣା ବିଷୟରେ ଜାଣିବା ପରେ ତୁରନ୍ତ କରାଗଲା ନିଲମ୍ବନ। ସମ୍ୱଲପୁର ସଦର ତହସିଲରେ ଇଡବ୍ଲୁଏସ୍ ସାର୍ଟିଫିକେଟ ପାଇଁ ଲାଞ୍ଚ ମାଗିବା ଘଟଣାରେ ଏଆରଆଇ ସୁରେନ୍ଦ୍ର ସା’ଙ୍କୁ ନିଲମ୍ବନ କରାଯାଇଛି। ତୁରନ୍ତ ତାଙ୍କୁ କାର୍ୟ୍ୟରୁ…

ଭତ୍ତା ବଣ୍ଟନ ସମସ୍ୟା ଖୁବଶୀଘ୍ର ସମାଧାନ ହେବ: ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଭୁବନେଶ୍ୱର: ଭତ୍ତା ପାଇବାରେ ବିଳମ୍ବ ଓ ବିଭିନ୍ନ ପ୍ରକାର ଟେକ୍ନିକାଲ ସମସ୍ୟାକୁ ନେଇ ରାଜ୍ୟର ହଜାର ହଜାର ହିତାଧିକାରୀ ଚିନ୍ତାରେ ଥିବାବେଳେ ଏହା ଭିତରେ ବଡ଼ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏକ ସପ୍ତାହ ଭିତରେ ଭତ୍ତା…

ମିଶନ ଶକ୍ତି ମହିଳା ନେବେ ଟେକ୍ନୋଲୋଜି ଟ୍ରେନିଂ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ମିଶନ ଶକ୍ତି ମହିଳା ନେବେ ଟେକ୍ନୋଲୋଜି ଟ୍ରେନିଂ । ଏନେଇ ଓଡ଼ିଶା ଜୀବିକା ମିଶନ ଓ ଭୁବନେଶ୍ୱର ଆଇଆଇଟି ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି । ମିଶନ ଶକ୍ତି ମହିଳାଙ୍କୁ ଟ୍ରେନିଂ ଦେବେ ଆଇଆଇଟି ପ୍ରଫେସର । ଏନେଇ ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।…

ଇସ୍ରାଏଲ ଉପରେ ଘନଘନ ମିସାଇଲ ମାଡ଼, ବନ୍ଦ କଲା ଏୟାରସ୍ପେସ 

ନୂଆଦିଲ୍ଲୀ: ୟେମେନରୁ ନିକ୍ଷେପ କରାଯାଇଥିବା ଏକ କ୍ଷେପଣାସ୍ତ୍ରକୁ ଅଟକାଇବା ପରେ ଇସ୍ରାଏଲ ସୋମବାର ଅସ୍ଥାୟୀ ଭାବରେ ଏହାର ଆକାଶ ମାର୍ଗ ବନ୍ଦ କରିଦେଇଛି। ଇସ୍ରାଏଲୀ ସେନା କହିଛି ଯେ ତେଲ ଅଭିଭ କ୍ଷେତ୍ର ସହିତ କେନ୍ଦ୍ରୀୟ ଏବଂ ଦକ୍ଷିଣ ଇସ୍ରାଏଲର କିଛି ଅଂଶରେ ସାଇରନ୍ ବାଜିବା ପରେ…

ଆଇଟିଆର୍ (ITR) ଦାଖଲ ପୂର୍ବରୁ ସାବଧାନ !

ନୂଆଦିଲ୍ଲୀ: ଯଦି ଆପଣ ଜଣେ ଚାକିରିଆ କିମ୍ବା ବ୍ୟବସାୟୀ ଏବଂ ଚଳିତ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ, ITR ଦାଖଲ କରିବାକୁ ପ୍ରସ୍ତୁତ ହେଉଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ । ଆୟକର ବିଭାଗ ପକ୍ଷରୁ ପୋର୍ଟାଲ୍ ଲାଇଭ୍ ହୋଇସାରିଥିଲେ ମଧ୍ୟ ଏବେ ଆଇଟିଆର୍ ଫାଇଲ୍ କରିବା…