Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆରିୟନ ମିଶ୍ର ହତ୍ୟାକାଣ୍ଡ; ସାମ୍ନାକୁ ଆସିଲା ହତ୍ୟା ପଛର ରହସ୍ୟ…

ଫରିଦାବାଦ: ଅଗଷ୍ଟ ୨୩ ତାରିଖ ପ୍ରାୟ ବିଳମ୍ବିତ ରାତିରେ ଦିଲ୍ଲୀ-ଆଗ୍ରା ହାଇଓ୍ବେର ଗଦପୁରୀ ଟୋଲ ନିକଟରେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରଙ୍କୁ ଗୁଳିକରି ହତ୍ୟା କରିବା ଘଟଣା । ଏହି ଘଟଣାରେ ପୋଲିସ ଏବେ ୫ ଜଣଙ୍କୁ ଗିରଫ କରିଛି । ପୋଲିସ କହିଛି ଯେ, ଗୋ-ରକ୍ଷକ ମାନେ ଭୂଲବଶତଃ ଛାତ୍ରଙ୍କୁ…

ଦଖଲକାରୀଙ୍କ କବଜାରେ ରାଜଧାନୀର ୩୦ ଏକର ଜମି

ଭୁବନେଶ୍ବର: ମାଡ଼ିବସିଛନ୍ତି ରାଜଧାନୀର ୩୦ ଏକର ମୂଲ୍ୟବାନ ଜମି । ରାଜଧାନୀରେ ଜବରଦଖଲ ପ୍ରସଙ୍ଗ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି । ଏନେଇ ମନ୍ତ୍ରୀ କହିଛନ୍ତି, ଜବରଦଖଲକାରୀମାନେ ଭୁବନେଶ୍ବରରେ ୩୦ ଏକର ଜମି ମାଡିବସିଛନ୍ତି ।…

କାନ୍ଦାହାର ହାଇଜ୍ୟାକ୍: କିଏ ଥିଲେ ସେହି ଯାତ୍ରୀ, କାହିଁକି ଲୁଚା ଯାଇଥିଲା ତାଙ୍କ ପରିଚୟ ?

ମୁମ୍ବାଇ: ଓଟିଟି ପ୍ଲାଟଫର୍ମରେ ୱେବ ସିରିଜ୍‌ ଆଇସି ୮୧୪କୁ ନେଇ ଚାଲିଛି ପ୍ରତିବାଦ।କାନ୍ଦାହାର ବିମାନ ଅପହରଣ ଘଟଣାକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା। ଅନୁଭବ ସିହ୍ନାଙ୍କ ଏହି ୱେବ୍ ସିରିଜ୍ ଦିନକୁ ଦିନ ବିବାଦୀୟ ହୋଇପଡ଼ିଛି। ବିମାନରେ ନିଜର ପରିଚୟ ଲୁଚାଇବା ପାଇଁ ଅପହରଣକାରୀମାନେ ହିନ୍ଦୁ…

୫ ବର୍ଷରେ ଉଦ୍ଧାର ହେଲେଣି ୨ଶହରୁ ଅଧିକ ଶିଶୁ ଶ୍ରମିକ

ଭୁବନେଶ୍ବର: ଦେଶ ତଥା ରାଜ୍ୟରେ ଶିଶୁ ଶ୍ରମିକ ଉପରେ ସମ୍ପୂର୍ଣ୍ଣ ରୋକ ଲାଗିଥିଲେ ମଧ୍ୟ ଏବେ ବି ଅନେକ ସ୍ଥାନରେ ଶିଶୁ ଶ୍ରମିକ ଦେଖିବାକୁ ମିଳୁଛି । ଯାହାକୁ ନେଇ ଆଜି ବିଧାନସଭାରେ ଉତ୍ତର ରଖଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ । ଏନେଇ କଂଗ୍ରେସ ବିଧାୟକ ତାରା ବାହିନୀ…

ସ୍କୁଲରେ ମଦ ପିଇ ଶିକ୍ଷକ ମାତାଲ, ଭାଇରାଲ ହେଉଛି ଭିଡିଓ

ଯାଜପୁର: ସ୍କୁଲରେ ମଦ ପିଇ ମାତାଲ ଅବସ୍ଥାରେ ଶିକ୍ଷକ । ଯାଜପୁର ଜିଲ୍ଲା ଦଶରଥପୁର ଶିକ୍ଷା ମଣ୍ଡଳ ଅନ୍ତର୍ଗତ ଜାଫରପୁର ପଂଚାୟତ ଅନ୍ତର୍ଗତ ବାଲି ସାହି ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ସଙ୍ଗୀନ ଦୃଶ୍ୟ । ବିଦ୍ୟାଳୟରେ ଶିକ୍ଷକ ମଦ ପିଇ ମାତାଲ ହୋଇଥିବା ଭିଡିଓ ଏବେ ସୋସିଆଲ…

ସରକାରୀ କାର୍ଯ୍ୟାଳୟରେ ହଠାତ୍ ପହଞ୍ଚିଗଲେ ବିଧାୟିକା….ଯାହା ଦେଖିଲେ…

କଟକ: କଟକ ଅବକାରୀ ଅଫିସରେ ହଠାତ୍ ପହଞ୍ଚିଗଲେ ବିଧାୟିକା । ଦେଖିଲା ବେଳକୁ ଅଫିସରେ ନାହାନ୍ତି ଅଧିକାରୀ । ଏଣେତେଣେ ଚଟାଣରେ ବିଛାଡି ହୋଇ ପଡିଛି ଗୁରୁତ୍ବପୂର୍ଣ୍ଣ ଫାଇଲ । ସେପଟେ ଟେବୁଲରେ ଜମି ଗଲାଣି ଧୂଳି । କାର୍ଯ୍ୟାଳୟର ଏଭଳି ସ୍ଥିତି ଦେଖି ଅସନ୍ତୋଷ ଝାଡିଲେ ବିଧାୟିକା । କଟକ…

ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ ତେଜିବା ପରେ ସ୍ପଷ୍ଟିକରଣ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ଗଠନ ହେବା ପ୍ରସଙ୍ଗ ତେଜିବା ପରେ ଆଜି ଗୃହରେ ସ୍ପଷ୍ଟିକରଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟରେ ହାଇକୋର୍ଟ ବେଞ୍ଚ ଗଠନ ହେବା ପ୍ରସଙ୍ଗ ବିଚାରଧୀନ ଅଛି ବୋଲି ସେ କହିଛନ୍ତି । ତେବେ ଗତକାଲି ଗୃହରେ ବିଜେଡି ବିଧାୟକ…

ଚାଲୁ ହେବ ‘ଆମ ଓଡିଶା ନବୀନ ଓଡିଶା’ କାମ

ଭୁବନେଶ୍ବର: ପୁଣି ଆରମ୍ଭ ହେବ ଆମ ଓଡ଼ିଶା ନବୀନ ଓଡ଼ିଶା କାମ । ଆଜି ଗୃହରେ ଏହି ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ । ତେବେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପ୍ରସଙ୍ଗରେ ଗୃହରେ କଂଗ୍ରେସ ବିଧାୟକ ତାରା ବାହିନୀପତି ଓ ବିଜେପି ବିଧାୟକ ସିଦ୍ଧାନ୍ତ…

ଜେଲ୍ ଏଡିଜିଙ୍କ ନାଁରେ ଫେକ୍ ଆକାଉଣ୍ଟ: ଭୂଆଁ ବୁଲାଉଛନ୍ତି ସାଇବର ଠକ

ଭୁବନେଶ୍ବର: ପୁଣି ସାଇବର ଠକଙ୍କ ଜାଲରେ ଆଉ ଜଣେ ପ୍ରଶାସନିକ ଅଧିକାରୀ । ଜେଲ୍ ଏଡିଜିଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ଲୋକଙ୍କୁ ଟଙ୍କା ମାଗୁଛନ୍ତି । ଜେଲ୍ ଏଡିଜି ଅମିତାଭ ଠାକୁରଙ୍କ ନାଁରେ ଇନଷ୍ଟାଗ୍ରାମରେ ଫେକ୍‌ ଆକାଉଣ୍ଟ ଖୋଲି ଲୋକଙ୍କ ପାଖକୁ ମେସେଜ କରି କରି ଟଙ୍କା ମାଗୁଛନ୍ତି…

ଲାଞ୍ଚ ନେଉଥିଲେ ଆରଆଇ, ଏଆରଆଇ; ମାଡି ବସିଲା ଭିଜିଲାନ୍ସ

ଗଞ୍ଜାମ: ଲାଞ୍ଚ ନେବା ଭାରି ପଡିଲା । ଯୋଜନା ବଦ୍ଧ ଭାବେ ରେଡ୍ ହ୍ୟାଣ୍ଡେଡ ଧରିପକାଇଲା ଭିଜିଲାନ୍ସ । ୫ ହଜାର ଟଙ୍କା ଲାଞ୍ଚ ନେଇ ଯାଉଥିବା ବେଳେ ଆରଆଇ ଓ ଏଆରଆଇଙ୍କୁ ମାଡି ବସିଛି ଭିଜିଲାନ୍ସ । ଆଜି ସକାଳୁ ସକାଳୁ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପୋଡାମାରି ତହସିଲର ରାଜସ୍ବ ନିରୀକ୍ଷକ…