Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

‘କଂଗ୍ରେସ ସାଂସଦ ୧୦୦% ପାକିସ୍ତାନୀ ଏଜେଣ୍ଟ’ କେଉଁ ନେତାଙ୍କୁ ଇଙ୍ଗିତ କରି କହିଲେ ମୁଖ୍ୟମନ୍ତ୍ରୀ…

ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଶୁକ୍ରବାର ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ରାଜ୍ୟ ୟୁନିଟ୍ ସଭାପତି ଏବଂ ସାଂସଦ ଗୌରବ ଗୋଗୋଇ 'ପାକିସ୍ତାନୀ ଏଜେଣ୍ଟ'। ହିମନ୍ତ ଶର୍ମା ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ତାଙ୍କ ବ୍ରିଟିଶ ପତ୍ନୀଙ୍କ ମାଧ୍ୟମରେ ଗୋଗୋଇଙ୍କ ଉପରେ…

Nuapada Bypoll: ନୂଆପଡ଼ା ଉପ-ନିର୍ବାଚନ: ଓଡ଼ିଶା ପୋଲିସ ସହିତ CRPF ର ୧୪ କମ୍ପାନୀ ନିୟୋଜିତ

ନୂଆପଡ଼ା: ନୂଆପଡ଼ା ଉପ-ନିର୍ବାଚନ ପାଇଁ ହେଲା ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। କାରଣ ଏହି ସମୟରେ ନୂଆପଡା ଛତିଶଗଡକୁ ସୀମାକୁ ଲାଗି ରହିଥିବାରୁ ଭୋଟ ପାଇଁ ନକ୍ସଲମାନଙ୍କ ଚ୍ୟାଲେଞ୍ଜ ସାମ୍ନା କରିବାର ଆଶଙ୍କା ରହିଛି। ନକ୍ସଲବାଦୀ ଦୃଷ୍ଟିକୋଣରୁ ଏଠାରେ ସମସ୍ୟା ରହିଛି। ନକ୍ସଲମାନଙ୍କର ଏହି…

Restrictions On Fishing: ଆଜିଠୁ ସମୁଦ୍ରରେ ମାଛଧରା ମନା

ପାରାଦୀପ: ଆଜିଠୁ ୭ ମାସ ଯାଏଁ ସମୁଦ୍ରରୁ ମାଛ ଧରିପାରିବେନି ମତ୍ସ୍ୟଜୀବୀ । ସମୁଦ୍ରରେ ମାଛଧରା ନିଷେଧ। ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଆଗମନକୁ ଦୃଷ୍ଟିରେ ରଖି ନଭେମ୍ବର ୧ ତାରିଖରୁ ମେ ୩୧ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରିବା ଉପରେ କଟକଣା ଜାରି କରାଯାଇଛି। ସମୁଦ୍ର କୂଳ ଠାରୁ ୨୦ କିଲୋମିଟର…

RSSକୁ ବ୍ୟାନ୍ କରିବା ଦାବିକୁ ନେଇ ବିଜେପିର କଡ଼ା ସମାଲୋଚନା… ଖଡଗେଙ୍କୁ ଇତିହାସ ପଢିବା ଉଚିତ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଶୁକ୍ରବାର ଦିନ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ବିଷୟରେ ମନ୍ତବ୍ୟକୁ ନିନ୍ଦା କରିଛି। ଯାହାର ପାଲଟା ଆକ୍ରମଣ କରିଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର। ଖଡଗେଙ୍କୁ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ),…

ରାସନ ଚାଉଳକୁ ନେଇ ବଡ଼ ଅପଡେଟ୍: ବନ୍ଦ ହେବନି କୌଣସି ହିତାଧିକାରୀଙ୍କ ସୁବିଧା

ଭୁବନେଶ୍ୱର: ରାଜ୍ୟରେ ପୂର୍ବଭଳି ଜାରି ରହିବ ରାସନ ଚାଉଳ ଯୋଗାଣ। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଇ-କେୱାଇସି କରି ନ ଥିବା ହିତାଧିକାରୀଙ୍କ ଚାଉଳ ବନ୍ଦ ନେଇ ଯୋଗାଣ ବିଭାଗ ପକ୍ଷରୁ କୌଣସି ନିର୍ଦ୍ଦେଶନାମା ଜାରି ହୋଇନାହିଁ। ଅର୍ଥାତ୍ ରାସନକାର୍ଡ ହିତାଧିକାରୀମାନେ ପୂର୍ବଭଳି ନିଜ…

ପ୍ରଧାନମନ୍ତ୍ରୀ ଏବେ ସମ୍ରାଟ ହୋଇନାହାଁନ୍ତି… ମୋଦିଙ୍କୁ ମଲ୍ଲିକାର୍ଜୁନ ଖଡଗେଙ୍କ କଟାକ୍ଷ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଶୁକ୍ରବାର ଦିନ ଅହମ୍ମଦାବାଦରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜୟନ୍ତୀ ପାଳନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଏକ ବ୍ରିଟିଶ ଟୋପି ପିନ୍ଧି ଜଣେ ରାଜାଙ୍କ ପରି ବସିଛନ୍ତି।…

Tanzania Violence: ତାଞ୍ଜାନିଆ ନିର୍ବାଚନୀ ହିଂସାରେ ୭୦୦ ମୃତ

ନୂଆଦିଲ୍ଲୀ: ପୂର୍ବ ଆଫ୍ରିକାର ବୃହତ୍ତମ ରାଷ୍ଟ୍ର ତାଞ୍ଜାନିଆରେ ଏବେ ଭୀଷଣ ରାଜନୈତିକ ହିଂସା ଚାଲିଛି। ଗତ ୩ ଦିନର ନିର୍ବାଚନୀ ହିଂସାରେ ପ୍ରାୟ ୭୦୦ ଜଣଙ୍କର ମୃତ୍ୟୁ ହୋଇଥିବା ଦେଶର ମୁଖ୍ୟ ବିରୋଧୀ ଦଳ ଚାଡେମା ଦାବି କରିଛି। ଅନ୍ୟପଟେ ଜାତିସଂଘ ପକ୍ଷରୁ କୁହାଯାଇଛି ଯେ ସେମାନଙ୍କ ପାଖରେ…

Terrorist killed: ଲସ୍କରର ଟପ୍ କମାଣ୍ଡର ମୁଜାହିଦକୁ ହତ୍ୟା କଲେ ଅଜ୍ଞାତ ଆକ୍ରମଣକାରୀ

ନୂଆଦିଲ୍ଲୀ: ପାକିସ୍ତାନରେ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା (LeT)ର ଜଣେ ସକ୍ରିୟ ସଦସ୍ୟ ଶେଖ ମୋଇଜ୍ ମୁଜାହିଦଙ୍କୁ ଅଜ୍ଞାତ ଆକ୍ରମଣକାରୀମାନେ ହତ୍ୟା କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଘଟଣାଟି ପାକିସ୍ତାନର ପଞ୍ଜାବ ପ୍ରଦେଶରେ ମୁଜାହିଦର ଘର ବାହାରେ ଘଟିଥିଲା, ଯେଉଁଠାରେ…

ବସ୍‌ ଭିତରେ ୪ ବର୍ଷର ଶିଶୁକୁ ଗଣ ଦୁଷ୍କର୍ମ ମାମଲା: ୨ସେନା କର୍ମଚାରୀଙ୍କୁ ଆଜୀବନ ଦଣ୍ଡାଦେଶ

ବ୍ରହ୍ମପୁର: ୪ ବର୍ଷର ନାବାଳିକା ଶିଶୁକୁ ଗଣଦୁଷ୍କର୍ମ ଘଟଣାର ଦୁଇଜଣଙ୍କୁ ଆଜୀବନ ଦଣ୍ଡାଦେଶ ରାୟ ଶୁଣାଇଲେ ବ୍ରହ୍ମପୁର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ । ସ୍ବତନ୍ତ୍ର ପୋକ୍ସୋ ଜଜ ପ୍ରଣତି ପଟ୍ଟନାୟକ ବସ୍‌ରେ କାର୍ଯ୍ୟରତ ୨ଜଣ ସେନା କର୍ମଚାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ…

କମ୍-କାର୍ବନ ନିର୍ମାଣ ଅଭ୍ୟାସ ମାଧ୍ୟମରେ ନିରନ୍ତର ସହରାଞ୍ଚଳ ବିକାଶରେ ଓଡ଼ିଶା ଅଗ୍ରଣୀ ହେବ

ଭୁବନେଶ୍ୱର: ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (IIT) ଭୁବନେଶ୍ୱର ଏବଂ ବିକାଶ ବିକଳ୍ପ ଦ୍ୱାରା ମିଳିତ ଭାବରେ ଏକ ଦିନିକିଆ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି ଅବସରରେ "ଓଡ଼ିଶାରେ ନିର୍ମିତ ପରିବେଶକୁ ପରିବର୍ତ୍ତନ କରିବା ପାଇଁ କମ-କାର୍ବନ ନିର୍ମାଣ ସାମଗ୍ରୀକୁ ମୁଖ୍ୟଧାରାରେ ପରିଣତ…