Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କଫ ସିରପ୍‌ ସହ ବନ୍ଧୁକ ଓ ଜୀବନ୍ତ ଗୁଳି ଚାଲାଣ ବେଳେ ପର୍ଦ୍ଦାଫାଶ, ୪ ଗିରଫ

ବରଗଡ଼: ବରଗଡ଼ ଟାଉନ ଥାନା ପୋଲିସକୁ ସଫଳତା । କଫ ସିରପ୍‌ ସହ ବନ୍ଧୁକ ସହିତ ଜୀବନ୍ତ ଗୁଳି ଧରି ଚାଲାଣ କରୁଥିବାବେଳେ, ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ, ଅତାବିରା ଶାନ୍ତିପଡ଼ାର ଧୀରଜ ଗହୀର(୨୦), ଜାମଟିକ୍ରା ଗ୍ରାମର ସିକଲା କିରନ କୁମାର(୨୧),…

ବ୍ରହ୍ମପୁରରେ ପୋଲିସ ବାବୁଙ୍କ ଦେହରେ ଲାଗିଲା ନିଆଁ: ସ୍ତ୍ରୀ ଓ ଶଳାଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ

ବ୍ରହ୍ମପୁର: ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ପୋଲିସ କନେଷ୍ଟବଳଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେବା ଭଳି ଏକ ସାଂଘାତିକ ଅଭିଯୋଗ ତାଙ୍କ ନିଜ ସ୍ତ୍ରୀ ଏବଂ ଶଳାଙ୍କ ନାଁରେ ଆସିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ଖେଳିଯାଇଛି। ଆହତ କନେଷ୍ଟବଳଙ୍କ…

୭ ରାଜ୍ୟରେ ପହଞ୍ଚିଲା ମୌସୁମୀ: ୨୧ ରାଜ୍ୟକୁ ବର୍ଷା ଆଲର୍ଟ

ନୂଆଦିଲ୍ଲୀ: ଦେଶରେ ଗ୍ରୀଷ୍ମ ପ୍ରବାହ ଭିତରେ ଆଶ୍ୱସ୍ତିର ଖବର । ୩ ଦିନ ବିଳମ୍ବରେ ଆସିଥିଲେ ମଧ୍ୟ ଏବେ ସୁପର ସ୍ପିଡ୍‌ରେ ଆଗକୁ ବଢ଼ୁଛି ମୌସୁମୀ ବାୟୁ । ମାତ୍ର ୪ ଦିନ ମଧ୍ୟରେ ମୌସୁମୀ ଦେଶର ୭ଟି ପ୍ରମୁଖ ରାଜ୍ୟକୁ ଛୁଇଁସାରିଲାଣି । ମହାରାଷ୍ଟ୍ରର ଉପକୂଳ ଜିଲ୍ଲାରେ ମୌସୁମୀ ପ୍ରବେଶ…

ଷ୍ଟେସନରେ ଭେଣ୍ଡରଙ୍କଠୁ ବେଆଇନ ବଟି ଆଦାୟ କରି ଆରପିଏଫ୍‌ ଇନ୍ସପେକ୍ଟର ନିଲମ୍ବିତ

ରାଉରକେଲା: ରେଳଷ୍ଟେସନରେ ଭେଣ୍ଡରଙ୍କଠୁ ବଟି ଆଦାୟ କରିବା ପଡିସା ମହଙ୍ଗା । ନିଲମ୍ବିତ ହେଲେ ଆରପିଏଫ୍‌ ଇନ୍ସପେକ୍ଟର । ଏଭଳି ଘଟଣା ସାମ୍ନାକୁ ଆସିଛି ରାଉରକେଲାରୁ । ରାଉରକେଲା ଷ୍ଟେସନରେ ଭେଣ୍ଡରଙ୍କଠୁ ବେଆଇନ ବଟି ନେବା ଘଟଣାରେ ଶୁକ୍ରବାର ସିବିଆଇ ଆରପିଏଫ୍‌ ଇନ୍ସପେକ୍ଟର କମଲେଶ ସମାଦାର…

ଭିଜିଲାନ୍ସ ଜାଲରେ ସରକାରୀ ଯନ୍ତ୍ରୀ, ୨ କୋଟିରୁ ଅଧିକ ନଗଦ ଟଙ୍କା ଜବତ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। କନ୍ଧମାଳ ବାଲିଗୁଡ଼ା ITDAର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ସହ ଜଡ଼ିତ ୯ଟି ସ୍ଥାନରେ ଏକାସାଙ୍ଗେ ତଲାସି କରି ଭିଜିଲାନ୍ସ କୋଟି କୋଟି ଟଙ୍କାର…

କାଳବୈଶାଖୀ ପରେ ଅନ୍ଧାରରେ ରାଜଧାନୀ: ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ, ହନ୍ତସନ୍ତ ହେଉଛନ୍ତି ଲୋକେ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅଚାନକ ମାଡି ଆସିଥିବା କାଳବୈଶାଖୀ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ପ୍ରବଳ ଝଡ଼ବର୍ଷା ଯୋଗୁଁ ସହରର ଅଧିକାଂଶ ଅଞ୍ଚଳରେ ସାଧାରଣ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ବିଶେଷ କରି ରାଜଧାନୀର ଇଲେକ୍ଟ୍ରିସିଟି ଭିତ୍ତିଭୂମି ଉପରେ ଏହାର ବଡ଼ ପ୍ରଭାବ…

ଭାରତରେ କମୁଛି ଜନ୍ମହାର: ଚିନ୍ତା ପ୍ରକଟ କଲେ ଏଲୋନ ମସ୍କ

ନୂଆଦିଲ୍ଲୀ: ସ୍ପେସଏକ୍ସର ସିଇଓ ତଥା ବିଶ୍ୱର ପ୍ରମୁଖ ଶିଳ୍ପପତିଙ୍କ ମଧ୍ୟରୁ ଜଣେ ଏଲୋନ ମସ୍କ ଭାରତର ଜନ୍ମହାର ହ୍ରାସ ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ଏଲୋନ ମସ୍କ ଚେତାବନୀ ଦେଇଛନ୍ତି ଯେ ଭାରତର ଜନ୍ମହାର ଏବେ ଏହାର ଜନସଂଖ୍ୟା ବଜାୟ ରଖିବା ପାଇଁ ଆବଶ୍ୟକ ପ୍ରତିସ୍ଥାପନ ସ୍ତର ତଳେ…

‘ମୁଁ ହିନ୍ଦୁ ଏବଂ ମୋର ପରିଚୟ ଛାଡିପାରିବି ନାହିଁ…’, କାହିଁକି ଏପରି କହିଲେ ମୁଖ୍ୟମନ୍ତ୍ରୀ ଡିକେ…

ବେଙ୍ଗାଲୁରୁ: କର୍ଣ୍ଣାଟକର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ନିଜ ଧର୍ମକୁ ନେଇ ଏକ ବୟାନ ଦେଇଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସେ ଖୋଲାଖୋଲି ଭାବେ ସ୍ପଷ୍ଟ କରିଥିଲେ ଯେ ସେ ତାଙ୍କର ହିନ୍ଦୁ ଧର୍ମକୁ ପରିତ୍ୟାଗ କରିପାରିବେ ନାହିଁ କିମ୍ବା ତାଙ୍କର ପରିଚୟକୁ…

ବଲାଙ୍ଗୀରରେ ବେଆଇନ କଫ ସିରପ ଜବତ: ୮୦୦ରୁ ଅଧିକ ବୋତଲ ସିଜ୍ ଏବଂ ୫ ଗିରଫ

ବଲାଙ୍ଗୀର: ବେଆଇନ ନିଶା କାରବାର ଉପରେ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ନିକଟରେ ବଲାଙ୍ଗୀର ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏକ ନିର୍ଦ୍ଦିଷ୍ଟ ଗୁପ୍ତ ସୂଚନାକୁ ଆଧାର କରି ପୋଲିସ ପକ୍ଷରୁ କରାଯାଇଥିବା ଅଚାନକ ଚଢ଼ାଉରେ ଏକ ବେଆଇନ କଫ ସିରପ ଚାଲାଣ ରାକେଟର ପର୍ଦ୍ଦାଫାଶ…

ସୁରକ୍ଷିତ ହେବ ସୂର୍ଯ୍ୟ ମନ୍ଦିର, ଗର୍ଭଗୃହରୁ ଖୁବଶୀଘ୍ର ବାହାରିବ ବାଲି

ପୁରୀ: କଣାର୍କ ସୂର୍ଯ୍ୟ ମନ୍ଦିର ଜଗମୋହନରୁ ଖୁବଶୀଘ୍ର ବାହାରିବ ବାଲି। ବାଲି କାଢ଼ିବା ପକ୍ରିୟାର ସ୍ଥିତି ଅନୁଧ୍ୟାନ କଲେ ଏଏସଆଇ ଡିଜିଙ୍କ ସମେତ ଏକ୍ସପୋର୍ଟ ଟିମ୍। ଅଟୋମେଟିକ ରୋବଟିକ ଟ୍ରଲି ପ୍ରବେଶ କରି କଢ଼ାଯିବ ବାଲି। ଦୀର୍ଘ ଘଣ୍ଟା ଧରି କଲେ ସମୀକ୍ଷା ବୈଠକ। ୧୨୦ ବର୍ଷ ପରେ ଖୋଲିବ…