Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ପ୍ରାକୃତିକ ଗ୍ୟାସ ଯୋଗାଣ ଉପରୁ ହଟିଲା କଟକଣା

ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧବିରତି ରାଜିନାମା କାର୍ଯ୍ୟକାରୀ ହେବା ପରେ ହର୍ମୁଜ ପ୍ରଣାଳୀରେ ଏଲଏନଜି ଯୋଗାଣରେ ଉନ୍ନତି ଆସିଛି । ଏହାକୁ ନଜରରେ ରଖି ପ୍ରାକୃତିକ ଗ୍ୟାସ ଯୋଗାଣ ଉପରେ ଗତ ମାର୍ଚ୍ଚ ମାସରେ ଲଗାଯାଇଥିବା ଜରୁରୀକାଳୀନ କଟକଣାକୁ ‌ପେଟ୍ରୋଲିୟମ ଓ ପ୍ରାକୃତିକ…

ଆସନ୍ତାକାଲି କୋରାପୁଟ ଏକ୍ସପ୍ରେସ ଏବଂ ବ୍ରହ୍ମପୁର–ଉଧନା ଅମୃତ ଭାରତ ଏକ୍ସପ୍ରେସର ହେବ ଶୁଭାରମ୍ଭ

ଭୁବନେଶ୍ୱର: ଓଡ଼ିଶାରେ ରେଳ ସଂଯୋଗୀକରଣକୁ ସୁଦୃଢ଼ କରିବା ଏବଂ ଯାତ୍ରୀ ସେବାରେ ଉନ୍ନତି ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଜୁଲାଇ ୬ ତାରିଖରେ ପୁରୀ ରେଳଷ୍ଟେସନରୁ "ପୁରୀ–କୋରାପୁଟ ଉଦ୍‌ଘାଟନୀ ସ୍ପେଶାଲ" ଏବଂ ବ୍ରହ୍ମପୁର ରେଳଷ୍ଟେସନରୁ "ବ୍ରହ୍ମପୁର–ଉଧନା (ସୁରଟ)…

ପ୍ରବଳ ବର୍ଷା ନେଇ କଟକ ଜିଲ୍ଲା ପାଇଁ ‘ଅରେଞ୍ଜ ୱାର୍ଣ୍ଣିଂ’ ଜାରି, ଆସନ୍ତାକାଲି ବନ୍ଦ ରହିବ ସମସ୍ତ…

କଟକ: ସାରା ରାଜ୍ୟରେ ବର୍ତ୍ତମାନ ବର୍ଷାର ପ୍ରକୋପ ଜାରି ରହିଛି । ପ୍ରବଳ ବର୍ଷା ଯୋଗୁଁ କେତେକ ସ୍ଥାନରେ ଜଳବନ୍ଦୀ ସମସ୍ୟା ଉପୁଜୁଥିବା ଦେଖିବାକୁ ମିଳିଛି । ତେବେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କଟକ ଜିଲ୍ଲା ପାଇଁ 'ଅରେଞ୍ଜ ୱାର୍ଣ୍ଣିଂ' ଜାରି କରାଯାଇଛି ।…

ନିଶାମୁକ୍ତ ଅଭିଯାନରେ ଗଜପତି ପୋଲିସକୁ ବଡ଼ ସଫଳତା; ୧୭୫ କେଜି ଗଞ୍ଜେଇ ଜବତ

ଗଜପତି: ଗଜପତି ପୋଲିସକୁ ନିଶା କାରବାର ବିରୋଧରେ ବଡ଼ ସଫଳତା ହାସଲ ମିଳିଛି । ଅଡ଼ବା ଥାନା ପୋଲିସର ସ୍ୱତନ୍ତ୍ର ଏନଡିପିଏସ୍ ଅଭିଯାନ ସମୟରେ ୧୭୫ କେଜି ଗଞ୍ଜେଇ ଜବତ କରାଯାଇଛି । ବଛମା, ଭାଲିଆଗୁଡ଼ା ଓ ଆଖପାଖ ଅଞ୍ଚଳରେ ଚାଲିଥିବା ଯାଞ୍ଚ ବେଳେ ବଛମା ଓ ଭାଲିଆଗୁଡ଼ା ମଧ୍ୟବର୍ତ୍ତୀ ଘଞ୍ଚ ଜଙ୍ଗଲ…

PoJKରେ ତେଜିଲା ପାକିସ୍ତାନ ବିରୋଧୀ ସ୍ୱର;’LoC ଖୋଲନ୍ତୁ’: ବିକ୍ଷୋଭକାରୀମାନେ ଜମ୍ମୁ ଓ କାଶ୍ମୀର…

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ ଜାମ୍ମୁ କାଶ୍ମୀର (PoJK)ରେ ପୁଣିଥରେ ପ୍ରତିବାଦ ତୀବ୍ର ହୋଇଛି। ଜମ୍ମୁ-କଶ୍ମୀର ଆୱାମୀ ଆକ୍ସନ କମିଟି (ଜେଏଏସି) ନେତୃତ୍ୱରେ ହଜାର ହଜାର ଲୋକ ରାୱାଲକୋଟରେ ରାସ୍ତାକୁ ଓହ୍ଲାଇ ପାକିସ୍ତାନ ସରକାର ଏବଂ ପୋଲିସକୁ ଟାର୍ଗେଟ କରିଛନ୍ତି। ଏହି ପ୍ରତିବାଦର ଏକ…

ଶାସ୍ତ୍ରୀୟ ତିଥି ଓ ସୂର୍ଯ୍ୟୋଦୟ କାଳ ଅନୁଯାୟୀ ମହାପ୍ରଭୁଙ୍କ ସ୍ନାନ ଓ ରଥଯାତ୍ରା କରିବାକୁ ଗଜପତିଙ୍କୁ ଚଠି…

ପୁରୀ: ଶାସ୍ତ୍ରୀୟ ତିଥି ଓ ସୂର୍ଯ୍ୟୋଦୟ କାଳ ଅନୁଯାୟୀ ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା ଓ ରଥଯାତ୍ରା କରିବାକୁ ଗଜପତି ମହାରାଜାଙ୍କୁ ଚିଠି ଲେଖିଲେ ମୁକ୍ତିମଣ୍ଡପ ପଣ୍ଡିତସଭା । ସ୍କନ୍ଦ ପୁରାଣ, ବ୍ରହ୍ମ ପୁରାଣ, ପଦ୍ମ ପୁରାଣ, ନୀଳାଦ୍ରି ମହୋତ୍ସବ ଏବଂ ବାମଦେବ ସଂହିତା ଭଳି ପ୍ରାମାଣିକ…

ଭୂଦାନ ଜମିର ବଣ୍ଟନ ଉପରେ ସ୍ଥଗିତାଦେଶ; ସମସ୍ତ ଆରଡିସି ଏବଂ ଜିଲ୍ଲାପାଳଙ୍କୁ ରାଜସ୍ୱ ସଚିବଙ୍କ ଚିଠି

ଭୁବନେଶ୍ୱର: ଭୂଦାନ ଜମିର ବଣ୍ଟନ କ୍ଷେତ୍ରରେ ପ୍ରଚଳିତ ନିୟମାବଳୀର ସମ୍ପୂର୍ଣ୍ଣ ପାଳନ ଏବଂ ସମ୍ପୃକ୍ତ ଜମିର ଅଭିଲେଖର ଯଥାର୍ଥ ଯାଞ୍ଚ ବିନା ହିତାଧିକାରୀମାନଙ୍କ ସପକ୍ଷରେ ବଣ୍ଟନ କରାଯାଉଛି । ଏହା ଫଳରେ ପରବର୍ତ୍ତୀ ସମୟରେ ମ୍ୟୁଟେସନ୍ ଏବଂ ଜମିପଟ୍ଟାରେ ଅନ୍ତର୍ଭୁକ୍ତି ସମୟରେ ବିଭିନ୍ନ ଆଇନଗତ…

ଇସ୍କନର ଅ-ତିଥି ସ୍ନାନଯାତ୍ରା ଓ ରଥଯାତ୍ରା ପାଳନ ନେଇ ଗଭର୍ଣ୍ଣିଂ ବଡି କମିଶନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଲେ ଗଜପତି

ପୁରୀ: ଇସ୍କନର ଅ-ତିଥି ସ୍ନାନଯାତ୍ରା-ରଥଯାତ୍ରା ନେଇ ଅସନ୍ତୋଷ ପ୍ରକାଶ କଲେ ଗଜପତି । ଏନେଇ ଇସ୍କନର ଗଭର୍ଣ୍ଣିଂ ବଡି କମିଶନକୁ ପୁଣି ଥରେ ଚିଠି ଲେଖିଲେ ଗଜପତି । ଚିଠିରେ ଉଲ୍ଲେଖ ରହିଛି ଯେ, ଇସ୍କନ ପକ୍ଷରୁ ସ୍ନାନଯାତ୍ରା ଓ ରଥଯାତ୍ରା ଭିନ୍ନ ଭିନ୍ନ ସମୟରେ ହେଉଛି । ତିଥି ଅନୁସାରେ ପାଳନ…

Cattle Mafia:ଗୋ ମାଫିଆଙ୍କୁ ସହଯୋଗ ଅଭିଯୋଗରେ ୨ପୋଲିସ ନିଲମ୍ବିତ; ରେଡ୍‌ ପୂର୍ବରୁ ଆଗୁଆ ସୂଚନା ପାଇଥିଲା ମାଫିଆ

ମୟୂରଭଞ୍ଜ: ଗୋ-ମାଫିଆଙ୍କୁ ସହଯୋଗ ଅଭିଯୋଗରେ ୨ ପୋଲିସ କର୍ମଚାରୀ ନିଲମ୍ବିତ। ମୟୁରଭଞ୍ଜ ଜିଲ୍ଲାରେ ଗୋ ମାଫିଆଙ୍କୁ ପୋଲିସ ଚଢ଼ାଉ ସମ୍ପର୍କରେ ପୂର୍ବରୁ ସୂଚନା ଦେଇଥିବା ଅଭିଯୋଗରେ ମୟୂରଭଞ୍ଜ ଝାରପୋଖରୀଆ ଥାନା ଏଏସଆଇ ରଣଜିତ ନାଏକ ଏବଂ କନେଷ୍ଟବଳ ଆଶିଷ ନାଏକ ନିଲମ୍ବିତ । ହୋମଗାର୍ଡ…

Selfie Tragedy:ସେଲଫି ନେଉଥିଲେ ମହାନଦୀର ପ୍ରଖର ସ୍ରୋତରେ ଭାସିଗଲେ ୩ ଯୁବକ;୨ ଉଦ୍ଧାର,ଜଣେ ନିଖୋଜ

କଟକ: ମହାନଦୀର ନରାଜ ନିକଟସ୍ଥ ବୁଢ଼ା ବନ୍ଧରେ ଅଘଟଣ । ସେଲଫି ନେଉଥିଲା ବେଳେ ୩ଜଣ ଯୁବକ ଭାସି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ଉଦ୍ଧାର କରାଯାଇଥିଲା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି। ନିଖୋଜ ଯୁବକ ମାଛୁଆ ବଜାର ଅଞ୍ଚଳର ଆକାଶ ବେହେରା (୨୩)। ସୂଚନା ଅନୁସାରେ କଟକ ମାଛୁଆ ବଜାର…