Latest Odisha News
Browsing Category

ମୁଖ୍ୟ ଖବର

70 Above People Ill: ଦହିବରା ଖାଇ ୭୦ ଅସୁସ୍ଥ, ଘଟଣାସ୍ଥଳରେ ଡ଼ାକ୍ତରୀଦଳ

ବୌଦ୍ଧ: ଦହିବରା ଖାଇ ୭୦ ଅସୁସ୍ଥ। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଗବଯୋରରେ ଘଟିଛି ଏଭଳି ଘଟଣା। ସାପ୍ତାହିକ ହାଟରେ ଖୋଲିଥିବା ଏକ ଜଳଖିଆ ଦୋକାନୀଙ୍କ ଠାରୁ ଦହିବରା ଖାଇ ୭୦ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଘଟଣା ସ୍ଥଳରେ ମନମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରର…

Winter Session: ସଂସଦର ଶୀତକାଳୀନ ଅଧିବେଶନ ଆଜି ଶେଷ ଦିନ, VB-G RAMG ବିଲ୍ ବିରୋଧରେ ପ୍ରତିବାଦ ଜାରି

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଆଜି ଶେଷ ହେବ। ଶୀତକାଳୀନ ଅଧିବେଶନ ସମୟରେ ବିରୋଧୀ ଦଳ ‘ବିକଶିତ ଭାରତ - ଜୀ ରାମ ଜୀ ବିଲ୍’, ଦିଲ୍ଲୀର ବାୟୁ ପ୍ରଦୂଷଣ ଏବଂ ଏସ୍‌ଆଇଆର ଭଳି ପ୍ରସଙ୍ଗ ଉପରେ ସରକାରଙ୍କୁ କଡ଼ା ବିରୋଧ କରିଥିଲେ। ବିରୋଧୀ ସାଂସଦମାନେ VB-G RAMG ବିରୋଧରେ ସଂସଦ ବାହାରେ…

Sambalpur Shutdown: ଖରିଫ ଧାନ କିଣାରେ ଅବ୍ୟବସ୍ଥା, ୧୨ ଘଣ୍ଟା ପାଇଁ ସମ୍ବଲପୁର ବନ୍ଦ

ସମ୍ବଲପୁର: ଖରିଫ ଧାନ କିଣାରେ ଅବ୍ୟବସ୍ଥା ଅଭିଯୋଗରେ ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା। ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ଦୋକାନ, ବଜାର, ଅଫିସ ସବୁ ବନ୍ଦ୍ ରହିବ। ଆନ୍ଦୋଳନରେ ସାମିଲ ହୋଇଛନ୍ତି ଶହ ଶହ ସଂଖ୍ୟାରେ ଚାଷୀ । ବନ୍ଦରୁ ଜାତୀୟ ରାଜପଥ ଓ ରେଳ ରୋକ ବାଦ୍ ଦିଆଯାଇଛି। ସମସ୍ତ…

Republic Day Guests: ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ଇୟୁ ଓ ଇସି ସଭାପତି

ନୂଆଦିଲ୍ଲୀ: ଆସନ୍ତା ମାସ ଜାନୁଆରୀ ୨୬ ତାରିଖରେ ଭାରତର ଗଣତନ୍ତ୍ର ଦିବସ ସମାରୋହରେ ୟୁରୋପୀୟ କମିଶନ (EU) ଅଧ୍ୟକ୍ଷା ଉର୍ସୁଲା ଭନ୍ ଡର୍ ଲିୟେନ୍ ଏବଂ ୟୁରୋପୀୟ ପରିଷଦ ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ମୁଖ୍ୟ ଅତିଥି ହେବେ। ସେମାନଙ୍କର ଗସ୍ତ ଭାରତ-ୟୁପି ଶିଖର ସମ୍ମିଳନୀ ସହିତ ଆରମ୍ଭ ହେବ,…

Opposition Protest: ସଂସଦ ପରିସରରେ ରାତିସାରା ଧାରଣା ଦେଲେ ବିରୋଧୀ

ନୂଆଦିଲ୍ଲୀ: ଗୁରୁବାର ରାତିସାରା ସଂସଦରେ ଧାରଣା ଦେଲେ ବିରୋଧୀ। ଗ୍ରାମୀଣ ନିଯୁକ୍ତି ଏବଂ ଜୀବିକା ମିଶନ (ଗ୍ରାମୀଣ) ବିଲ୍ ପାସ୍ ହେବା ପ୍ରତିବାଦରେ ବିରୋଧୀ ନେତାମାନେ ସଂସଦ ପରିସରରେ ଧାରଣା ଦେଇଥିଲେ। ସେମାନେ ଦେଶବ୍ୟାପୀ ରାସ୍ତାକୁ ଓହ୍ଲାଇବେ ବୋଲି ଘୋଷଣା କରିଛନ୍ତି। ଟିଏମସି ରାଜ୍ୟସଭାର…

SI ପରୀକ୍ଷା ସ୍କାମ୍: ଆଜିଠୁ ୪ଦିନିଆ ରିମାଣ୍ଡରେ ୩ ଅଭିଯୁକ୍ତ

ଭୁବନେଶ୍ୱର: ଏସଆଇ ପରୀକ୍ଷା ସ୍କାମ୍ ମାମଲା। ଆଜିଠୁ ୪ଦିନିଆ ରିମାଣ୍ଡରେ ୩ ଅଭିଯୁକ୍ତ। ଶଙ୍କର, ସୁରେଶ ଓ ସାଗରକୁ ରିମାଣ୍ଡରେ ନେଇ ପଚରାଉଚରା କରିବ ସିବିଆଇ। ଏନେଇ ଅନୁମତି ଦେଇଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ। ଝାରପଡ଼ା କାରାଗାରରୁ ୩ଜଣଙ୍କୁ ନେଇ ପଚରାଉଚରା କରିବ ସିବିଆଇ। ଘଟଣାର…

Bangladesh Violence: ବାଂଲାଦେଶରେ ପୁଣି ହିଂସା, ଉତ୍ତେଜନା

ଢାକା: ବାଂଲାଦେଶ ପୁଣି ହିଂସା। ଯୁବ ବାଂଲାଦେଶୀ ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ, ଅନେକ ସହରରେ ହିଂସା ଓ ଉତ୍ତେଜନା ଦେଖାଦେଇଛି। ପ୍ରମୁଖ ଖବରକାଗଜ କାର୍ଯ୍ୟାଳୟ ପୋଡ଼ି ଦିଆଯାଇଛି ଏବଂ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ କରାଯାଇଛି। ବାଂଲାଦେଶରେ ଏହି ହିଂସା ଜାତୀୟ ନିର୍ବାଚନ…

ଶ୍ରୀଜଗନ୍ନାଥ ମନ୍ଦିରର ୨୦୨୬ କ୍ୟାଲେଣ୍ଡର୍ ଓ ଡାଏରୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

ଭୁବନେଶ୍ୱର: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୬ ଇଂରାଜୀ ନୂଆ ବର୍ଷ ଅବସରରେ ମହାପ୍ରଭୁଙ୍କ ଫଟୋଚିତ୍ର ଥାଇ ସୁଦୃଶ୍ୟ କ୍ୟାଲେଣ୍ଡର (ଉଭୟ ୱାଲ୍ ଏବଂ ଡେସ୍କ୍) ପ୍ରକାଶ ପାଇଛି। କ୍ୟାଲେଣ୍ଡର ଗୁଡିକର ପ୍ରଥମ କପିକୁ ଧନୁ ସଂକ୍ରାନ୍ତୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି।…

China Spying Bird: ନୌସେନା ଘାଟି ନିକଟରୁ ମିଳିଲା ଚୀନ୍ ଟ୍ରାକର ଲାଗିଥିବା ପକ୍ଷୀ…ତଦନ୍ତ ଆରମ୍ଭ

ବେଙ୍ଗାଲୁରୁ: ରାଜ୍ୟର ଉପକୂଳବର୍ତ୍ତୀ ସହର କାରୱାର ତଟରେ ଏକ ସିଗଲକୁ ଠାବ କରାଯାଇଛି । ସେହି ପ୍ରବାସୀ ସିଗଲ୍ ଶରୀରରେ ଏକ ଚୀନ୍ ଜିପିଏସ୍ ଟ୍ରାକିଂ ଡିଭାଇସ୍ ମିଳିଛି । ଏହି ପକ୍ଷୀଟି କାରୱାରର ଥିମ୍ମାକ୍କା ଗାର୍ଡେନ ପଛରେ ଦେଖାଯାଇଥିଲା। କାରୱାର ଭାରତ ପାଇଁ ରଣନୈତିକ ଭାବରେ ବହୁତ…

ଚିଠିର ପ୍ରଭାବ ପଡିଛି, ଖୁବ କମ୍ ଦିନ ଭିତରେ ନିଷ୍ପତ୍ତି ଜଣାଇବି: ମୋକିମ

ଭୁବନେଶ୍ୱର: କଂଗ୍ରେସର କେନ୍ଦ୍ରୀୟ ନେତା କଥା ହେବା ପରେ ମହମ୍ମଦ ମୋକିମଙ୍କର ଆସିଲା ପ୍ରତିକ୍ରିୟା। ମୋକିମ କହିଛନ୍ତି, ‘କିଛି କେନ୍ଦ୍ରୀୟ ନେତା ମୋ ସହ କଥା ହୋଇଛନ୍ତି। ମୁଁ ଯାହା ଚିଠିରେ ଲେଖିଥିଲି ସେ ବାବଦରେ ପଚାରି ବୁଝିଛନ୍ତି। ରାଜ୍ୟ କଂଗ୍ରେସର ସ୍ଥିତି ବାବଦରେ ମୋତେ ପଚାରିଛନ୍ତି।…