Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Onion Procurement Price: ଚାଷୀଙ୍କୁ ଆଶ୍ୱସ୍ତି,ପିଆଜର ସରକାରୀ କ୍ରୟ ମୂଲ୍ୟ ବୃଦ୍ଧି;ଚଳିତ ସିଜିନ୍‌ରେ ୫ମ ଥର ପାଇଁ…

ନୂଆଦିଲ୍ଲୀ: ସରକାର ବଫର ଷ୍ଟକ୍ ପାଇଁ ପିଆଜର କ୍ରୟ ମୂଲ୍ୟ ୧୩% ବୃଦ୍ଧି କରିଛନ୍ତି। ଏହାକୁ ପ୍ରତି କ୍ୱିଣ୍ଟାଲ ପିଛା ₹୧,୮୭୫ ରୁ ପ୍ରତି କ୍ୱିଣ୍ଟାଲ ପିଛା ₹୨,୧୨୫ କୁ ବୃଦ୍ଧି କରାଯାଇଛି। ଲକ୍ଷ୍ୟ ହେଉଛି କ୍ରୟକୁ ବୃଦ୍ଧି କରିବା ଏବଂ ଚାଷୀଙ୍କ ପାଇଁ ଭଲ ମୂଲ୍ୟ ସୁନିଶ୍ଚିତ କରିବା। ସରକାରୀ…

ଜୁଲାଇ ୨୦ରେ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଜୁଲାଇ ୨୦ରେ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ । ଭାରତ ସରକାରଙ୍କ ସୁପାରିଶକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିବା ପରେ ସଂସଦର ଉଭୟ ଗୃହକୁ ଡକାଯାଇଥିବା ନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ…

ସୋସିଆଲ ମିଡିଆରେ ମହାପ୍ରଭୁଙ୍କ ଏଡିଟ ଫଟୋ ପୋଷ୍ଟ କଲେ ହେବ କଡା କାର୍ଯ୍ୟାନୁଷ୍ଠାନ…

ପୁରୀ: ଏଣିକି ସୋସିଆଲ ମିଡିଆରେ ମହାପ୍ରଭୁ ଜଗନ୍ନାଥଙ୍କର ଆପତ୍ତିଜନକ ଏଡିଟ ଫୋଟୋ ପୋଷ୍ଟ କଲେ ଆଉ ନିସ୍ତାର ନାହିଁ । ଅନେକ ସମୟରେ ମହାପ୍ରଭୁଙ୍କ ଫୋଟକୁ କଦର୍ଥ କରି ପୋଷ୍ଟ କରାଯାଉଥିବା ଦେଖିବାକୁ ମିଳୁଛି । ଏହା ଭିତରେ ବିଭିନ୍ନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରୁ ମୋଟ ୯୭ଟି ଆପତ୍ତିଜନକ ପୋଷ୍ଟ…

ପ୍ରଶାସନର ଅବହେଳା! ରାଜଧାନୀରେ ପୁଣି ଡ୍ରେନ୍ ନେଲା ଜୀବନ…

ଭୁବନେଶ୍ବର: ମୌସୁମୀ ବର୍ଷାରେ ବେହାଲ ରାଜଧାନୀ । ୩ ଦିନ ହେବ ବର୍ଷା ଜାରି ରହିଥିବା ବେଳେ ଭିଜୁଛି ପୁରା ସହର । ଶୁକ୍ରବାର ଠାରୁ ତୁହାକୁ ତୁହା ବର୍ଷା ଲାଗିରହିଥିବା ବେଳେ ଭୁବନେଶ୍ବରରେ ଭୁଷୁଡିଛି ଡ୍ରେନେଜ ଭିତ୍ତିଭୂମି । ଏହି ସମୟରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଆଜି ଡ୍ରେନରେ…

ଏଣିକି ସିଓଆର ବିନା ଓଡ଼ିଶାରେ ଖୋଲିପାରିବନି ଆଉ କୌଣସି ଘରୋଇ ସ୍କୁଲ୍

ଭୁବନେଶ୍ବର: ସାର୍ଟିଫିକେଟ୍‌ ଅଫ୍‌ ରେକଗ୍‌ନେସନ୍‌ (ସିଓଆର) ବିନା ଓଡିଶାରେ ଆଉ ପ୍ରତିଷ୍ଠା ହୋଇପାରିବନି କୌଣସି ଘରୋଇ ସ୍କୁଲ୍ । ଆରସିଏଫସିଇ ଆଇନ ୨୦୦୯ ଅନୁଯାୟୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ନୂତନ ଘରୋଇ ବିଦ୍ୟାଳୟ ଖୋଲିବାକୁ ଥିବା…

ସ୍ବାସ୍ଥ୍ୟମନ୍ତ୍ରୀ ସହ ବୈଠକ ପରେ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ; ଆଜିଠୁ କାମରେ ଯୋଗ ଦେବେ

ଭୁବନେଶ୍ବର: ସ୍ଥଗିତ ରହିଲା ଓଡ଼ିଶା ମେଡିକାଲ୍ ସର୍ଭିସେସ୍ ଆସୋସିଏସନ୍ (ଓମସା) ପକ୍ଷରୁ ଚାଲିଥିବା ଆନ୍ଦୋଳନ । ଏବେ ରାଜ୍ୟରେ ସ୍ୱାଭାବିକ ହେବ ସ୍ୱାସ୍ଥ୍ୟ ସେବା । ରାଜ୍ୟ ସରକାରଙ୍କ ସହ ସଫଳ ଆଲୋଚନା ଏବଂ ମିଳିଥିବା ପ୍ରତିଶ୍ରୁତି ପରେ ଓମସା ଏହି ନିଷ୍ପତ୍ତି ନେଇଛି । ସ୍ୱାସ୍ଥ୍ୟ…

୨୨୦ ନମ୍ବର ଜାତୀୟ ରାଜପଥରେ ସଡକ ଦୁର୍ଘଟଣା; ବାପ ପୁଅ ମୃତ, ମା ଗୁରୁତର

ମୟୂରଭଞ୍ଜ:୨୨୦ ନମ୍ବର ଜାତୀୟ ରାଜପଥ କାଳିକାପୁର ନିକଟରେ ଅଟୋକୁ ଧକ୍କା ଦେଲା ଟ୍ରକ । ଫଳରେ ବାପ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ମା ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ଗାନସା କିସ୍କୁ ଓ ୮ ବର୍ଷର ପୁଅ ରାମରାଜ କିସ୍କୁ । ମୃତକଙ୍କ ଘର ବଡ଼ଗାଁ ପଞ୍ଚାୟତ ଶରଧା ଗାଁରେ । ଏପଟେ ଗୁରୁତର…

ସିନ୍ଧୁ ଜଳ ଚୁକ୍ତି: ଆତଙ୍କବାଦ ବନ୍ଦ ନହେବା ଯାଏଁ ବଦଳିବନି ଭାରତର ଆଭିମୁଖ୍ୟ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ସିନ୍ଧୁ ଜଳ ଚୁକ୍ତି ବା 'ଇଣ୍ଡସ୍ ୱାଟର୍ସ ଟ୍ରିଟି' କୁ ନେଇ ପୁଣି ଥରେ ଉତ୍ତେଜନା ପ୍ରକାଶ ପାଇଛି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ, ସିନ୍ଧୁ ଜଳ ଚୁକ୍ତିକୁ ନେଇ ଭାରତର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ବୈଦେଶିକ…

PM on Energy Crisis: ‘ବିଶ୍ବର ବଡ ସଙ୍କଟକୁ ହରାଇଲା ଭାରତ…’, ପ୍ରଧାନମନ୍ତ୍ରୀ ବଖାଣିଲେ ତେଲ ସଙ୍କଟର ଦେଶ କିପରି…

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ସ୍ଥିତି ଯୋଗୁଁ ବିଶ୍ବରେ ତେଲ ଏବଂ ଶକ୍ତି ସଙ୍କଟ ଦେଖାଦେଇଥିବା ବେଳେ ଏହାକୁ ନେଇ ଏକ ବଡ ଦାବି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜସ୍ଥାନରେ ବହୁ ପ୍ରତୀକ୍ଷିତ ରିଫାଇନେରୀ ପ୍ରକଳ୍ପର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି…

କମ୍ବିଂ ଅପରେସନ୍ ବେଳେ ଜଙ୍ଗଲରୁ ପୁଣି ଠାବ ହେଲା ମାଓ ଡମ୍ପ୍‌

ରାୟଗଡ଼ା: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। କମ୍ବିଂ ଅପରେସନ୍ ବେଳେ ପୁଣି ଠାବ ହେଲା ମାଓ ଡମ୍ପ୍‌। ରାୟଗଡ଼ା ଜିଲ୍ଲା ଅମ୍ବାଦୋଳା ଥାନା ରଘୁବାରୀ ସଂରକ୍ଷିତ ଜଙ୍ଗଲରେ ଠାବ ହୋଇଛି। ୩୦୩ ରାଇଫଲ୍, ୩୭ ରାଉଣ୍ଡ ଗୁଳି, ଗୋଟିଏ ଦେଶୀ ବନ୍ଧୁକ ଜବତ ହୋଇଛି। ଏହାସହ ୨୫ଟି ଗୁଳି, ୧୦ଟି ଆରବିଜିଏଲ୍ ସହ…