Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କୋରାପୁଟ ଗସ୍ତରେ ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସୁନାବେଡ଼ା HAL ୟୁନିଟ୍ କରିବେ ପରିଦର୍ଶନ

ଭୁବନେଶ୍ୱର: ଆସନ୍ତାକାଲି ଓଡିଶା ଗସ୍ତରେ ଆସିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ। ତାଙ୍କର କୋରାପୁଟ ଜିଲ୍ଲା ସୁନାବେଡାସ୍ଥିତ 'ହାଲ'( ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ )ର ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଉତ୍ପାଦନ ୟୁନିଟ୍ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। 'ହାଲ' ପରିସରରେ…

ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତ ଗିରଫ ହେବା ନେଇ ପ୍ରତିଶ୍ରୁତି ଦେଲେ ଯାଜପୁର ଏସପି

ଯାଜପୁର: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣ ନେଇ FIR ହୋଇଛି। ଏହି ଘଟଣାର ଅଭିଯୁକ୍ତ ୪୮ ଘଣ୍ଟାରେ ହେବେ ଗିରଫ । ଏନେଇ ପ୍ରତିଶ୍ରୁତି ଦେଇଛନ୍ତି ଯାଜପୁର ଏସପି ୟଶ ପ୍ରତାପ ଶ୍ରୀମଲ । ସିସିଟିଭି, ମୋବାଇଲ ଫୁଟେଜ ଯାଞ୍ଚ ଚାଲିଛି । ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ମାନଙ୍କୁ…

ଭିଜିଲାନ୍ସ ପଞ୍ଝାରେ ମୟୁରଭଞ୍ଜ ପୂର୍ତ୍ତ ବିଭାଗ AEE

ବାରିପଦା: ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗ AEE। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଛି। ମୟୂରଭଞ୍ଜ ଜିଲ୍ଲା ବେତନଟୀ ସବଡିଭିଜନ AEE ଅରବିନ୍ଦ ମହାନ୍ତିଙ୍କ ଘରେ ଓ ଅଫିସରେ ଚଢାଉ ହୋଇଛି। ବାଲେଶ୍ବର ଅଙ୍ଗାରଗଡିଆ ସ୍ଥିତ ବାସଭବନ ସମେତ ୧୦ ସ୍ଥାନରେ…

ଫ୍ଲାଇଦୁବାଇ ହାଇଜାକର ଅଲ୍ ହମାମୀର ବିସ୍ଫୋରକ ସ୍ଵୀକାରୋକ୍ତି; ମୁଁ ମରିବାକୁ ଡରେ ନାହିଁ…

ନୂଆଦିଲ୍ଲୀ: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଏଦୁବାଇ ବିମାନ ଅପହରଣ କରିବାକୁ ଚେଷ୍ଟା କରିଥିବା ସହ-ପାଇଲଟ୍ ସମ୍ପର୍କରେ ନୂଆ ଖୁଲାସା ହୋଇଛି। ଓମାନ ପାଇଲଟ୍ ହମାମ ଅଲ-ହାମାମିଙ୍କ ଜେରାରେ ସାମିଲ ଥିବା ଜଣେ ସାଉଦି ଅଧିକାରୀ କହିଛନ୍ତି ଯେ ହମାମି କ୍ୟାପ୍ଟେନ ସ୍ମିତ୍ ମାଛରଙ୍କୁ ଆକ୍ରମଣ…

‘ଇସ୍ତଫା ଦେବାର କୌଣସି ଅର୍ଥ ନାହିଁ’ : ଟି-୨୦ ଅଧିନାୟକ ପଦରୁ ଓହରିବେ ନାହିଁ ଲିଟନ ଦାସ

ଢାକା: ଏସୀୟ କ୍ରୀଡ଼ା ୨୦୨୬ରେ ବାଂଲାଦେଶ କ୍ରିକେଟ ଦଳର ନିରାଶାଜନକ ପ୍ରଦର୍ଶନ ଏବଂ କୌଣସି ପଦକ ନ ଜିତିବା ପରେ ବି ଟି-୨୦ ଅଧିନାୟକ ଲିଟନ ଦାସ ନିଜ ପଦରୁ ଓହରିବାକୁ ସଫା ସଫା ମନା କରିଦେଇଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ୬୩ ରନର ଶୋଚନୀୟ ପରାଜୟ ପରେ ଅଧିନାୟକ ପଦରୁ ଇସ୍ତଫା ଦେବା ପ୍ରଶ୍ନରେ…

ଭାରତୀୟ କମ୍ପାନୀ ଉପରେ ଋଷର ଡ୍ରୋନ ଆକ୍ରମଣ, ଜଣେ ମୃତ

କିଭ୍: ୟୁକ୍ରେନରେ ଭାରତୀୟ ଔଷଧ କମ୍ପାନୀ କୁସୁମ ଗ୍ରୁପ୍‌ର ଔଷଧ କାରଖାନା ଉପରେ ଏକ ରୁଷିଆ ଡ୍ରୋନ୍ ଆକ୍ରମଣ କରିଥିଲା। ଏଥିରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲେ ଏବଂ ଅନେକ ଆହତ ହୋଇଥିଲେ। ଅଧିକାରୀଙ୍କ ଅନୁଯାୟୀ, ୟୁକ୍ରେନର ସୁମିରେ ଥିବା କାରଖାନାରେ ଆକ୍ରମଣ ହୋଇଥିଲା, ଯାହା ପ୍ରାୟତଃ…

ଫ୍ଲାଇଦୁବାଇ ବିମାନ ୯/୧୧ ଶୈଳୀରେ ତେଲ୍ ଆଭିଭ୍‌ର ଅଟ୍ଟାଳିକାରେ ବିମାନ ପିଟିବାକୁ ଯୋଜନା କରିଥିଲା କୋ-ପାଇଲଟ୍

ଦୁବାଇ: ଫ୍ଲାଇଦୁବାଇ ବିମାନ FZ1073 ରେ କୋ-ପାଇଲଟ୍ ହମ୍ମାମ ଅଲ୍-ହାମାନି କକପିଟ୍ ଭିତରେ ଭାରତୀୟ କ୍ୟାପଟେନ୍ ସ୍ମିତ୍ ମାଛାରଙ୍କୁ ଆକ୍ରମଣ କରି ବିମାନକୁ ଅପହରଣ କରିବାକୁ ଚେଷ୍ଟା କରିଥିଲା। ତଦନ୍ତକାରୀ ସଂସ୍ଥା ଅନୁଯାୟୀ, ୨୯ ବର୍ଷୀୟ ଓମାନୀ ନାଗରିକ ଅଲ୍-ହାମାନି ୯/୧୧ ଆକ୍ରମଣ ଶୈଳୀରେ…

ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କମିଶନରେଟ୍ ପୋଲିସ ଆୟୋଜନ କରିଥିବା ଜନସଚେତନତା କାର୍ଯ୍ୟକ୍ରମ ‘ଜୀବନ ଜିନ୍ଦାବାଦ- ୨.୦’ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟରୁ ନିଶାକୁ ମୂଳପୋଛ କରିବା ପାଇଁ ଦୃଢ଼ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କମିଶନରେଟ୍ ପୋଲିସର ‘ନିଶାମୁକ୍ତ ଭାରତ’…

‘MICE ଇନ୍‌ସେଣ୍ଟିଭ୍ ପୋର୍ଟାଲ୍’ର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ;ନିବେଶ ଓ ଅନୁଭୂତିଭିତ୍ତିକ ଭ୍ରମଣକୁ…

ଭୁବନେଶ୍ୱର:ପର୍ଯ୍ୟଟନ ବିଭାଗ ଏବଂ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (FICCI)ର ମିଳିତ ଆନୁକୂଲ୍ୟରେ ମେଫେୟାର ସାଙ୍କଚୁଆରୀଠାରେ ‘ଓଡ଼ିଶା ପାଇଁ ଏକ ମଜବୁତ MICE ନୀତି ପ୍ରସ୍ତୁତି ଓ ସହଯୋଗ’ (Inputs on Creating Robust MICE Policy for Odisha and…

ପୂର୍ବତନ ବିଧାୟକ ପ୍ରଣବଙ୍କ ଗାଡ଼ିକୁ ଟେକାମାଡ଼;ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଜେନାପୁର:ଯାଜପୁର ଜିଲ୍ଲା ଜେନାପୁର ଥାନାର ମଧୁପୁରଗଡ଼ ପଞ୍ଚାୟତରେ ବିଜେଡି ପକ୍ଷରୁ ଚାଲିଥିବା ଜନ ସମ୍ପର୍କ ପଦଯାତ୍ରା ସମୟରେ ପୂର୍ବତନ ଧର୍ମଶାଳା ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟ ଏବଂ ତାଙ୍କ ସମର୍ଥକଙ୍କ ଉପରେ ଆକ୍ରମଣ ଅଭିଯୋଗ । ଏ ନେଇ ଯାଜପୁର ଏସପିଙ୍କୁ ଭେଟି ଏକ ଲିଖିତ…