Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କିଙ୍ଗ ଖାନ୍‌ଠାରୁ ଢେର ଅଧିକା ଆୟ, ଜାଣନ୍ତୁ କିଏ ଏହି ଦୁନିଆର ସବୁଠାରୁ ଧନୀ ଅଭିନେତା

ମୁମ୍ବାଇ: ଦୁନିଆର ସବୁଠାରୁ ଧନୀ ଅଭିନେତାମାନଙ୍କ ମଧ୍ୟରେ ନିର୍ଦ୍ଦେଶକ, ନିର୍ମାତା ଏବଂ ଲେଖକ ଭାବରେ ଅଧିକଙ୍କୁ ପାଇବେ। କିନ୍ତୁ ଫୋର୍ବସ୍ ସେହି ବ୍ୟକ୍ତିଙ୍କୁ ଜଣେ ବିଲିୟନେୟାର ଅଭିନେତା ଭାବରେ ବିବେଚନା କରନ୍ତି ଯିଏ ଏପର୍ଯ୍ୟନ୍ତ ସେ ନିଜେ ନିର୍ମାଣ କରିଥିବା ବିଷୟବସ୍ତୁରେ ଶତପ୍ରତିଶତ…

ଗୃହରେ ବର୍ଷିଲେ ଓମ୍ ବିର୍ଲା; କହିଲେ, ଆପଣ ମହାଭାରତ କାହାଣୀ କୁହନ୍ତୁ ନାହିଁ, ପ୍ରଶ୍ନ ପଚାରନ୍ତୁ

ନୂଆଦିଲ୍ଲୀ: ଲୋକସଭା ଚାଲିଥିବାବେଳେ ଗୃହରେ ପ୍ରଶ୍ନକାଳ ସମୟରେ ଏକ ମଜାଦାର ଘଟଣା ସାମ୍ନାକୁ ଆସିଛି । ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶୁକ୍ରବାର କାହାର ନାଁ ନ ନେଇ ହାସ୍ୟାସ୍ପଦ ଭାବରେ କହିଛନ୍ତି ଯେ, କିଛି ଦିନ ହେବ ଗୃହରେ ମହାଭାରତ କାହାଣୀ ବର୍ଣ୍ଣନା କରିବାର ବହୁତ ଶୁଣିବାକୁ ମିଳୁଛି ।…

ରାସ୍ତାରେ ଗାତ, ଗାଡି ଉପରେ ପଡିଛି କାନ୍ଥ; ବାଦଲ ଫଟା ବର୍ଷାରେ ବେହାଲ ଜାତୀୟ ରାଜଧାନୀ

ନୂଆଦିଲ୍ଲୀ: ସେ ଖରା ହେଉକି ବର୍ଷା ସବୁଥିରେ ବେହାଲ ଜାତୀୟ ରାଜଧାନୀ ଦିଲ୍ଲୀ । ଲାଗୁଛି ଯେମିତି ପ୍ରକୃତି ଏବେ ଦିଲ୍ଲୀ ଉପରେ ନାଖୁସ ଅଛି । ଖରା ଦିନେ ତତଲା ତାଓ୍ବା ଉପରେ ବସୁଥିବା ଦିଲ୍ଲୀକୁ ଏବେ ମୌସୁମୀ ଆଶ୍ବସ୍ତି ଦେବ କ’ଣ, ବର୍ଷାରେ ବି ଅସ୍ତବ୍ୟସ୍ତ ହୋଇପଡିଛି ଜାତୀୟ ରାଜଧାନୀ…

ପୁଣି ରାଜ୍ୟସଭା ଯିବେ ମମତା ମହନ୍ତ !

ଭୁବନେଶ୍ବର: ମମତାଙ୍କ ଜାଗାରେ କିଏ ଯିବେ ରାଜ୍ୟସଭା? ରିପିଟ୍ ହେବେ କି ମମତା ମହନ୍ତ ? କ’ଣ କହୁଛି ବିଜେପିର ରାଜ୍ୟସଭା ରଣନୀତି? ରାଜନୀତିରେ ଲମ୍ବା ଇନିଂସ ପାଇଁ କେଉଁ ଗୋଟି ଚଳାଇବେ ବିଜେପିର ଚାଣକ୍ୟ? କୁଡୁମୀ ନେତ୍ରୀ ମମତା ମହନ୍ତଙ୍କ ରାଜ୍ୟସଭା ୟୁଟର୍ଣ୍ଣ ପରେ ସରଗରମ ରାଜ୍ୟ ରାଜନୀତି ।…

ନିଟ୍ ପୁନର୍ବାର ପରୀକ୍ଷାରେ ସୁପ୍ରିମକୋର୍ଟଙ୍କ ରାୟ: କିଛି ଏମିତି କହିଲେ ଶିକ୍ଷା ମନ୍ତ୍ରୀ…

ନୂଆଦିଲ୍ଲୀ: ଶୁକ୍ରବାର ନିଟ୍ ପୁନଃ ପରୀକ୍ଷା ନେଇ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଏହା ପୂରା ଶିକ୍ଷା ବ୍ୟବସ୍ଥାର ଭୁଲ୍ ନୁହେଁ । ପ୍ରଶ୍ନପତ୍ର ଲିକ୍ ବଡଧରଣର ହୋଇନଥିବା କହି, ଏହା କେବଳ ପାଟନା ଓ ହଜାରୀବାଗରେ ଲିକ୍‌ ହୋଇଛି ବୋଲି କହିଛନ୍ତି କୋର୍ଟ । ଏହାସହିତ ପୁନଃ- ପରୀକ୍ଷା…

ପ୍ରକୃତିର କରାଳ ରୂପ: ନେଲାଣି ୩୦୮ ଜୀବନ, ଏବେ ବି ମାଟିତଳେ ୨୦୦ରୁ ଅଧିକ ଲୋକ, ଖୋଜିବ ଡ୍ରୋନ୍ ରାଡାର୍

ଓ୍ବାୟନାଡ: ଗତ ୩୦ ଜୁଲାଇରେ କେରଳ ଓ୍ବାୟନାଡରେ ପ୍ରକୃତି ଯେଉଁ ତାଣ୍ଡବ ରଚିଥିଲା ସେଥିରେ ଏଯାବତ ୩୦୮ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ୪ ଦିନ ବିତିଯାଇଥିଲେ ମଧ୍ୟ ଏବେ ବି ଜାରି ରହିଛି ଉଦ୍ଧାର କାର୍ଯ୍ୟ । ମାଟି ତଳେ ଫସି ରହିଛନ୍ତି ୨୦୦ରୁ ଅଧିକ ଲୋକ । ସେମାନଙ୍କୁ ଜୀବିତ ଉଦ୍ଧାର କରିବା…

ପୁଣି ହେବନି ନିଟ୍ ପରୀକ୍ଷା, କିଛି ଏମିତି ରୋକ ଠୋକ୍ ଶୁଣାଇ ଦେଲେ ସୁପ୍ରିମକୋର୍ଟ….

ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା ଓ ପୁନଃ- ପରୀକ୍ଷାକୁ ନେଇ ଶୁକ୍ରବାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ପୁଣି ପରୀକ୍ଷା ହେବ ନାହିଁ ବୋଲି ରୋକ୍ ଠୋକ୍ ଶୁଣାଇ ଦେଇଛନ୍ତି । ପୁନଃ- ପରୀକ୍ଷା ପାଇଁ ଦିଆଯାଇଥିବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ତେବେ ଏନେଇ…

କୋଟିପତି ସରକାରୀ ବାବୁ, ସମ୍ପତ୍ତି ଦେଖି ଭିଜିଲାନ୍ସ ବି ଟେରା

ଭୁବନେଶ୍ବର: ଯେଉଁଠି ସରକାରୀ ଚାକିରିରୁ ମିଳୁଥିବା ଟଙ୍କାରେ କିଛି ସରକାରୀ କର୍ମଚାରୀଙ୍କ ଚଳିବା ମୁସକିଲ ହୋଇଛି ସେଠି କିନ୍ତୁ ଏଇ ବାବୁ ପ୍ଲଟ ଉପରେ ପ୍ଲଟ କିଣିଚାଲିଛନ୍ତି । ତାହା ପୁଣି ଗୋଟିଏ କି ଦୁଇଟି ନୁହେଁ ୧୦୬ଟି ପ୍ଲଟ ରହିଛି । ଏହା ସହିତ ଏକାଧିକ ଫ୍ଲାଟ ଓ ବିଭିନ୍ନ ସ୍ଥାନରେ ଘର…

ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ: ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଫଳରେ ଆସନ୍ତାକାଲି ଯାଏଁ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏ ସମ୍ପର୍କରେ ସୂଚନା…