Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାଜ୍ୟସଭା ପାଇଁ ‘ଖେଲା’ ଆରମ୍ଭ କଲା କି ବିଜେପି? ପ୍ରମିଳା କହିଲେ ବିଜେଡି ମଜବୁତ ଅଛି

ଭୁବନେଶ୍ୱର: ନିକଟରେ ହୋଇଥିବା ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଆସନ କମିଥିଲେ ହେଁ ଓଡ଼ିଶାରେ ଦଳର ନିର୍ବାଚିତ ସାଂସଦଙ୍କ ସଂଖ୍ୟା କେନ୍ଦ୍ରରେ ସରକାର ଗଢ଼ିବାରେ ବଡ଼ ଭୂମିକା ନେଇଛି। ବିଜେପି କେବଳ ଓଡ଼ିଶାର ଲୋକସଭା ଆସନ ଜିତିନି ବରଂ ବିଧାନସଭାରେ ପ୍ରଥମ ଥର ପାଇଁ କ୍ଷମତାର…

ବିଜେଡିକୁ ବଡ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହନ୍ତ

ଭୁବନେଶ୍ଵର: ରାଜ୍ୟସଭାରୁ ବିଜେଡି ସାଂସଦ ମମତା ମହନ୍ତଙ୍କ ଇସ୍ତଫା । ମମତାଙ୍କ ଇସ୍ତଫା ନେଇ ସୂଚନା ଦେଲେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ । ୨୦୨୦ରେ ରାଜ୍ୟସଭାକୁ ବିଜେଡି ଟିକେଟ୍‌ରେ ନିର୍ବାଚିତ ହୋଇଥିଲେ ମମତା । ରାଜ୍ୟସଭା ସାଂସଦ ସହ ବିଜେଡିରୁ ବି ଇସ୍ତଫା ଦେଇଛନ୍ତି ମମତା । ବିଜେଡିରୁ…

ୱାୟନାଡ ଭୂସ୍ଖଳନ ପଛର କାରଣ

ଓ୍ବାୟନାଡ: କେରଳରେ ଆଉ ଏକ ଭୟାବହ ପ୍ରାକୃତିକ ବିପର୍ଯ୍ୟୟରେ ଯାଇଛି ଅନେକ ଜୀବନ । ପ୍ରବଳ ବର୍ଷା ଜନିତ ଭୂସ୍ଖଳନରେ ୱାୟନାଡ୍ ଜିଲ୍ଲାରେ ହୋଇଛି ବ୍ୟାପକ କ୍ଷୟକ୍ଷତି । ୧୫୦ରୁ ଅଧିକ ହୋଇଛି ମୃତ୍ୟୁସଂଖ୍ୟା । ୨୦୧୮ର ପ୍ରଳୟଙ୍କରୀ ବନ୍ୟା ଯୋଗୁଁ କେରଳ ଭୋଗିଥିବା ଦୁର୍ଦ୍ଦଶାକୁ ମନେ ପକାଇ ଦେଇଛି…

ହମାସ ଟପ୍ ଲିଡରଙ୍କୁ ହତ୍ୟା, ବଢିବ ମଧ୍ୟପ୍ରାଚ୍ୟ ସଂକଟ !

ନୂଆଦିଲ୍ଲୀ: ପାଲେଷ୍ଟିନୀୟ ସଂଗଠନ ହମାସକୁ ଶକ୍ତ ଧକ୍କା । ହମାସ ନେତା ଇସମାଇଲ ହନିୟାଙ୍କୁ ହତ୍ୟା କରାଯାଇଛି। ଇରାନ ରାଜଧାନୀ ତେହେରାନରେ ହନିୟା ରହୁଥିବା ଘର ଉପରେ ଆକ୍ରମଣ ହେବାରୁ ସେ ପ୍ରାଣ ହରାଇଥିବା ସୂଚନା ଦେଇଛି ହମାସ । ହନିୟାଙ୍କ ମୃତ୍ୟୁ ପଛରେ ଇସ୍ରାଏଲର ହାତ ଥିବା ଅନେକ ଆରବ ଦେଶ…

ରାଜ୍ୟର ୧୮ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୧୪୭ କୋଟିର ଦୁର୍ନୀତି

ଭୁବନେଶ୍ୱର: ରାଜ୍ୟର ୧୮ଟି କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୧୪୭ କୋଟିର ଦୁର୍ନୀତି ହୋଇଥିବା ନେଇ ସୂଚନା ମିଳିଛି l କିନ୍ତୁ ୧୪୭ କୋଟିରୁ ମାତ୍ର ୧୪ କୋଟି ଆଦାୟ କରିଛନ୍ତି ରାଜ୍ୟ ସରକାର l ଦୁର୍ନୀତିରେ ସାମିଲ ଥିବା ୫୨୧ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି l ସୁନ୍ଦରଗଡ଼ରେ ସର୍ବାଧିକ…

କେରଳ ଟ୍ରାଜେଡି: ୨ ଓଡ଼ିଆ ନିଖୋଜଙ୍କ ମଧ୍ୟରୁ ଜଣେ ଡାକ୍ତରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: କେରଳରେ ଜଣେ ଓଡ଼ିଆ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏନେଇ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଡାକ୍ତର ସ୍ବାଧୀନ ପଣ୍ଡା ଏବେ ବି ନିଖୋଜ ଥିବା କହିଛନ୍ତି ମନ୍ତ୍ରୀ । ମୃତଦେହ ପୁନଃ…

ରାଜ୍ୟରେ ନାହିଁ ବନ୍ୟା ପରିସ୍ଥିତି, ସ୍ଥିତି ଦେଖି ନିଆଯିବ ନିଷ୍ପତି

ଭୁବନେଶ୍ୱର: ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ l ଏନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି । ଏବେ ରାଜ୍ୟରେ ବର୍ଷର ପରିମାଣ କମିଛି । ତେଣୁ ରାଜ୍ୟରେ ଏବେ ବନ୍ୟାର ସ୍ଥିତି ନାହିଁ। ଉପର ମୁଣ୍ଡରେ ମହାନଦୀର ଜଳ ସ୍ତର କମୁଛି । ଅନ୍ୟପଟେ…

ବହୁ ଧନୀ ହାତେଇଛନ୍ତି ରାସନ କାର୍ଡ, ୧୬ ଲକ୍ଷରୁ ଅଧିକ ଭୂତ ରାସନକାର୍ଡଧାରୀ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ୧୬ଲକ୍ଷ ୨୭ହଜାର ୯୩୨ ଭୂତ ରାସନ କାର୍ଡଧାରୀ ରହିଛନ୍ତି । ଆଜି ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବିଧାୟକ ଦୁର୍ଗା ପ୍ରସାଦ ନାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି। ୬…

କେରଳରେ ନିଖୋଜ ଦୁଇ ଡାକ୍ତରଙ୍କୁ ଉଦ୍ଧାର ପାଇଁ ଉଦ୍ୟମ

ଭୁବନେଶ୍ବର: କେରଳ ଓ୍ବାଏନାଡରେ କେଦାରନାଥ ଭଳି ପ୍ରଳୟ । ୪ଘଣ୍ଟାରେ ପାହାଡରୁ ବହି ଆସିଥିବା ମାଟିମିଶା ବନ୍ୟା ପାଣିରେ ଧୋଇଗଲା ୨୨ହଜାର ଜନସଂଖ୍ୟା ଥିବା ୪ଗାଁ । କେରଳର ଏଭଳି ପ୍ରଳୟ ଓଡିଶାର ନିଦ ହଜାଇଛି। କେରଳ ବୁଲି ଯାଇଥିବା ଦୁଇ ଓଡିଆ ଡାକ୍ତରଙ୍କ ପତ୍ତା ମିଳୁନି । ପୁଅର ଫେରିବା ବାଟକୁ…

କର୍ମଚାରୀଙ୍କୁ ତାଗିଦ, ୧୧ଟା ପରେ ଅଫିସ ଆସିଲେ ଦିନକର ଦରମା କାଟ୍

ଭୁବନେଶ୍ୱର: ଅଫିସ୍‌କୁ ଠିକ୍ ସମୟରେ ନପହଞ୍ଚିଲେ କଟିବ ଦରମା। ଦିନକୁ ଅତି କମରେ ସାଢେ ୭ ଘଣ୍ଟା କାମ କରିବାକୁ ପଡିବ। ଏଥିରେ ଖିଲାପ କଲେ ଦରମା କଟାଯିବ। ଦିନ ୧୦.୩୦ ସୁଦ୍ଧା ଅଫିସରେ ନପହଞ୍ଚିବାକୁ ପଡିବ। ସାଢେ ୧୦ଟା ପରେ ଅଫିସ ପହଞ୍ଚିଲେ ବିଳମ୍ବ ବୋଲି ଧରାଯିବ। ଏପରିକି ଯଦି ୧୧ଟା ପରେ…