Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମମତା ମହନ୍ତଙ୍କ ଇସ୍ତଫା ପଛର କାରଣ କ’ଣ?

ଭୁବନେଶ୍ବର: ନିର୍ବାଚନ ବିପର୍ଯ୍ୟୟ ପରେ ବିଜେଡିକୁ ବଡ ଝଟକା। ରାଜ୍ୟସଭା ସାଂସଦ ପଦ ସହ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ମମତା ମହନ୍ତ । ତେବେ ମମତାଙ୍କ ଇସ୍ତଫା ପଛରେ କାରଣ କଣ? ହଠାତ୍ ଇସ୍ତଫା ଦେଇ ଚମକାଇଲେ ନା ଅନେକ ପୂର୍ବରୁ କରିଥିଲେ ଯୋଜନା? ଲୋକସଭାରେ ବିଜେଡି ଶୂନ…

ମମତା ବିଜେପିକୁ ଆସିଲେ, ଆମେ ତାଙ୍କୁ ସ୍ବାଗତ କରିବୁ:ବିଶେଶ୍ୱର ଟୁଡୁ

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ପଦରୁ ମମତା ମହନ୍ତଙ୍କ ଇସ୍ତଫା ପରେ ଜାରି ରହିଛି ରାଜନୀତି ବୟାନବାଜି l ମମତାଙ୍କ ଇସ୍ତଫାକୁ ନେଇ ବରିଷ୍ଠ ବିଜେପି ନେତା ବିଶେଶ୍ୱର ଟୁଡୁଙ୍କ ପ୍ରତିକ୍ରିୟା l ମମତାଙ୍କୁ ବିଜେପି ଭଲ ଲାଗିଲେ, ସେ ଦଳରେ ଯୋଗ ଦେଇପାରନ୍ତି l ମମତା ବିଜେପିକୁ ଆସିଲେ, ଆମେ ତାଙ୍କୁ…

‘ରାଜ୍ୟସଭା ନିର୍ବାଚନ ଲଢିବା ପାଇଁ ବୟସ ସୀମା ୨୧ ବର୍ଷ ହେବା ଉଚିତ୍’

ନୂଆଦିଲ୍ଲୀ: ରାଜ୍ୟସଭାରେ ନିର୍ବାଚନ ଲଢିବା ପାଇଁ ବୟସ ସମ୍ପର୍କ ଉପରେ ପ୍ରଶ୍ନ ଉଠାଇଲେ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଡ୍ଡା । ଆଜି ରାଜ୍ୟସଭାରେ ସେ କହିଛନ୍ତି ଯେ, ଯେତେବେଳେ ୧୮ ବର୍ଷ ବୟସରେ ସରକାର ଚୟନ କରିବାର ଅଧିକାର ରହିଛି ତେବେ ୨୧ ବର୍ଷ ବୟସରେ କାହିଁକି ନିର୍ବାଚନ…

ଛତିଶଗଡରୁ ଭାସି ଓଡିଶାରେ ଲାଗିଲେ, ସୁରକ୍ଷିତ ଉଦ୍ଧାର କଲେ ମତ୍ସଜୀବି

ଭୁବନେଶ୍ବର: କଥାରେ ଅଛି ଯାହାକୁ ରଖେ ହରି, କିଏ ବା ପାରିବ ତରି.. । ସେମିତି ଜଣେ ମହିଳା ନିଜ ଜୀବନ ବଳରେ ଛତିଶଗଡରୁ ସୁଦୂର ୬୦ କିଲୋମିଟର ମହାନଦୀରେ ଭାସି ଭାସି ଆସି ଓଡିଶାରେ ଲାଗିଛନ୍ତି । ୬୦ କିଲୋ ମିଟର ଭାସିବା ପରେ କିଛି ମତ୍ସଜୀବି ତାଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ତେବେ…

ବନ୍ଦ ହେଲା ହୀରାକୁଦର ୨ଟି ଗେଟ୍, ୧୨ଟି ଗେଟ୍ ଦେଇ ଜଳ ନିଷ୍କାସିତ

ଭୁବନେଶ୍ବର: ରବିବାର ହୀରାକୁଦ ଜଳଭଣ୍ଡାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରିଥିଲା । ହେଲେ ଉପର ମୁଣ୍ଡରେ ବର୍ଷାର ପରିମାଣ ନିୟନ୍ତ୍ରଣ ଥିବା ବେଳେ ଗତକାଲି ୨ଟି ଗେଟ୍ ବନ୍ଦହୋଇଥିବା ବେଳେ ପରେ ଆଉ ୪ଟି ଗେଟ୍ ବନ୍ଦ କରାଯାଇଥିଲା । ଆଜି ପୁଣି ୨ଟି ଗେଟ୍ ବନ୍ଦ କରିଛନ୍ତି…

ଆଗକୁ ପ୍ରବଳ ବର୍ଷିବ, ୨୨ ଜିଲ୍ଲାକୁ ଜାରି ହେଲା ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ବର୍ଷା ବଢିବା ନେଇ ପୂର୍ବାନୁମାନ କଲା ଆଞ୍ଚଳିକ ପାଣିପାଗ ବିଭାଗ । ଝାଡଖଣ୍ଡ, ଛତିଶଗଡରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଗାଙ୍ଗେୟ ପଶ୍ଚିମବଙ୍ଗର ସ୍ଥଳଭାଗ ଉପରେ ସକ୍ରିୟ ରହିଛି । ଯାହା ଶୁକ୍ରବାର ଲଘୁଚାପର ରୂପ ନେଇପାରେ । ଯାହାର ପ୍ରଭାବରେ ପଶ୍ଚିମ ଓ…

ସେନା ଡାକ୍ତରୀ ସେବାରେ ପ୍ରଥମ ମହିଳା ଡିଜି ସାଧନା ସକ୍ସେନା ନାୟର

ନୂଆଦିଲ୍ଲୀ: ଲେଫ୍ଟନେଣ୍ଟ ଜେନେରାଲ୍ ସାଧନା ସକ୍ସେନା ନାୟର ବୁଧବାର ଭାରତୀୟ ସେନାର ମେଡିକାଲ ବିଭାଗର ଡିଜି ଭାବେ ନିଯୁକ୍ତି ହୋଇଛନ୍ତି । ଆଜି କାର୍ଯ୍ୟଭାର ଗ୍ରହଣ କରିବା ପରେ ଏହି ପଦ ପାଇଁ ସେ ହେବେ ପ୍ରଥମ ମହିଳା । ତେବେ ଭାରତୀୟ ସେନାର ଡାକ୍ତରୀ ବିଭାଗରେ ପ୍ରଥମ ମହିଳା ଡିଜି ସାଧନା…

ଚାଷୀଙ୍କ ପାଇଁ ଖୁସି ଖବର: ୧୦ ଯାଏ ବଢିଲା ଫସଲ ବୀମା ପଞ୍ଜୀକରଣ ଅବଧି

ଭୁବନେଶ୍ୱର: କୃଷକଙ୍କ ପାଇଁ ଖୁସି ଖବର। ଖରିଫ-୨୦୨୪ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍ଏଫ୍‌ବିୱାଇ) ପଞ୍ଜୀକରଣ ଅବଧି ୧୦ ତାରିଖ ଯାଏ ବଢାଇଛନ୍ତି ସରକାର। ରାଜ୍ୟ କୃଷି ଓ କୃଷକ ବିକାଶ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି। ଜୁଲାଇ ୩୧ ତାରିଖ ଥିଲା କୃଷକମାନଙ୍କ ନାମ ପଞ୍ଜୀକରଣର…

ପୂର୍ବତନ କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ପରଲୋକ, କ୍ୟାନସରରେ ଥିଲେ ଆକ୍ରାନ୍ତ

ମୁମ୍ବାଇ: ଦୀର୍ଘ ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ଥିବା ପୂର୍ବତନ ଭାରତୀୟ କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କର ବୁଧବାର ପରଲୋକ ଘଟିଛି।ଭାରତ ପାଇଁ ୪୦ ଟେଷ୍ଟ ଓ ୧୫ ଦିନିକିଆ ଖେଳିଥିବା ଗାଏକୱାଡ ଗତ ମାସରେ ଭାରତ ଫେରିବା ପୂର୍ବରୁ ଲଣ୍ଡନର କିଙ୍ଗସ କଲେଜ ହସ୍ପିଟାଲରେ ରକ୍ତ କର୍କଟ ରୋଗରେ…

ସମ୍ବାଦକୁ ଫେରିବେ ସୌମ୍ୟ !

ଭୁବନେଶ୍ୱର: ଆସନ୍ତାକାଲି ଇଷ୍ଟର୍ଣ୍ଣ ମିଡିଆ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଭୁବନେଶ୍ବରସ୍ଥିତ ସମ୍ବାଦ ଭବନକୁ ଯିବେ । ଇଷ୍ଟର୍ଣ୍ଣ ମିଡିଆ ପକ୍ଷରୁ ଏନେଇ ନୋଟିସ ପ୍ରକାଶ ପାଇଥିବା ବେଳେ ବଢିଛି ଭିନ୍ନ ଚର୍ଚ୍ଚା। ଓଡିଶାର ଲୋକପ୍ରିୟ ସମ୍ବାଦପତ୍ର ସମ୍ବାଦର ସଂପାଦକ ପଦକୁ ଫେରିବେ କି…