Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମହାରାଷ୍ଟ୍ରର ଯେଉଁ ସବୁ ସ୍ଥାନରେ ମୋଦି ପ୍ରଚାର କରିଥିଲେ ସେହି ସ୍ଥାନଗୁଡ଼ିକରେ ବିଜେପି ହାରିଛି

ମୁମ୍ବାଇ: ୨୦୨୪ ଲୋକସଭା ନିର୍ବାଚନରେ ଏନଡିଏକୁ ବହୁମତ ମିଳିଥିବାବେଳେ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ନେଇ ସ୍ଥିର ହୋଇସାରିଛି । ଗତ ଦୁଇଟି ନିର୍ବାଚନରେ ବିଜେପି ନିଜ ବଳରେ ବହୁମତ ହାସଲ କରିଥିଲା । ହେଲେ ଏଥର କିନ୍ତୁ ନିଜ ବଳରେ ଜିତିବାରେ ବିଫଳ ହୋଇଛି ଦଳ । ତେବେ…

ରାଜ୍ୟରେ ବିଏସ୍‌କେଓ୍ବାଇ ଯୋଜନା ଚାଲୁ ରହିଛି: ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ରାଜ୍ୟରେ ବିଏସକେଓ୍ବାଇ କାର୍ଡ ଚାଲୁ ରହିଛି । କୌଣସି ହସ୍ପିଟାଲରେ ରୋଗୀଙ୍କୁ ଏଥିପାଇଁ ଅବହେଳା କରି ପାରିବେ ନାହିଁ। ଚିକିତ୍ସା କିମ୍ୱା ଡିସଚାର୍ଜ ମଧ୍ୟ କରି ପାରବେ ନାହିଁ। କିଛି ଅସୁବିଧା ହେଲେ ସ୍ୱାସ୍ଥ୍ୟ ବିଭାଗର ହେଲ୍ପ ଲାଇନ ନମ୍ୱରରେ ଜଣାଇ ପାରିବେ। ଏନେଇ ସ୍ପଷ୍ଟ…

ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ

ନୂଆଦିଲ୍ଲୀ:ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି। ଚଳିତ ଲୋକସଭା ନିର୍ବାଚନରେ ବିଜୟୀ ହେବା ପରେ ଜୁନ୍ ମୋଦି ୮ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଘୋଷଣା ହୋଇଥିଲା । କିନ୍ତୁ ସେ ଆସନ୍ତା ୯ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ…

‘ଯିଏ ବି ମୁଖ୍ୟମନ୍ତ୍ରୀ ହେବ, ନବୀନଙ୍କ ଠାରୁ ଭଲ ହେବ’

ଭୁବନେଶ୍ବର:  ଚଳିତ ଥର ନିର୍ବାଚନରେ ଦେଖିବାକୁ ମିଳିଛି ବଡ ପରିବର୍ତନ । ଯାହା  ସମସ୍ତଙ୍କୁ ଚମକାଇ ଦେଇଛି । ରାଜ୍ୟରେ ବିଜେପିକୁ ମିଳିଛି ବଡ଼ ବିଜୟ । ଓଡ଼ିଶାରେ ବିଜେପିକୁ ସ୍ପଷ୍ଟ ବହୁମତ। ସେପଟେ  ଅପ୍ରତିଦ୍ୱନ୍ଦୀ ନେତା ନବୀନ ପଟ୍ଟନାୟକଙ୍କ ହାତରୁ ଦୀର୍ଘ  ୨୪ ବର୍ଷ ଶାସନ କ୍ଷମତା…

ରାଜସ୍ଥାନରେ ବସୁନ୍ଧରାଙ୍କୁ ବିଜେପିର ଅଣଦେଖା, ବିରୋଧୀ କଂଗ୍ରେସକୁ ଦେଲା ସୁଯୋଗ?

ଜୟପୁର: ୨୦୧୪ରେ ସମସ୍ତ ୨୫ଟି ଲୋକସଭା ଆସନରେ ବିଜୟୀ ହୋଇଥିବା ବେଳେ ୨୦୧୯ରେ ୨୪ଟି ଆସନରେ ବିଜୟୀ ହୋଇଥିଲା ଭାରତୀୟ ଜନତା ପାର୍ଟି। କିନ୍ତୁ ବିଧାନସଭା ନିର୍ବାଚନ ଜିତିବାର ମାତ୍ର ୬ ମାସ ପରେ ରାଜସ୍ଥାନରେ ଖରାପ ପ୍ରଦର୍ଶନ କରିଛି ଏହି ଦଳ। ଏହାର କାରଣ କଣ ଏହାକୁ ନେଇ ତର୍ଜମା ଚାଲିଛି।…

ଏବେବି ଉପଲବ୍ଧ ବିଏସକେଓ୍ବାଇ, ପୂର୍ବଭଳି କାର୍ଡଧାରୀ ପାଇବେ ମାଗଣା ଚିକିତ୍ସା

ଭୁବନେଶ୍ବର: ଚାଲୁ ରହିଛି ସ୍ବାସ୍ଥ୍ୟ କାର୍ଡ । ବିଏସକେଓ୍ବାଇ ବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ବନ୍ଦ ହୋଇନି । ସରକାର ପରିବର୍ତ୍ତନ ହେଲେ ମଧ୍ୟ ସ୍ବାସ୍ଥ୍ୟ ସେବା ସମସ୍ତଙ୍କ ଅଧିକାର ଏଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଏବେବି ଆପଣ ବିଏସକେଓ୍ବାଇ କାର୍ଡ ଦ୍ବାରା ମାଗଣା…

କ୍ଷମତାରୁ ହଟିବା ପରେ ବିଜେଡି ଓ ପାଣ୍ଡିଆନଙ୍କ ଭବିଷ୍ଯତ କ’ଣ?

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ ଗାଦିଚ୍ଯୁତ ହେବା ପରେ ବଡ଼ ଅଡୁଆରେ ପଡ଼ିଛି ବିଜୁ ଜନତା ଦଳ । ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ତାଙ୍କ ନାଁରେ ତିଆରି ହୋଇଥିବା ଏହି ଦଳ ବିରୋଧରେ ଜନାଦେଶ ପରେ କଣ ରହିବ ଦଳର ଭବିଷ୍ୟତ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି। ଯଦିଓ ଦଳର ସୁପ୍ରିମୋ ଫିଟ୍…

କିଏ ହେବେ ମୁଖ୍ୟମନ୍ତ୍ରୀ, ୨୦ ବିଜେପି ସାଂସଦଙ୍କ ମତ ଲୋଡିବାକୁ ଦିଲ୍ଲୀ ଡାକରା

ଭୁବନେଶ୍ୱର: ୮ ତାରିଖରେ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ୧୦ ତାରିଖରେ ଓଡ଼ିଶାର ବିଜେପି ସରକାରର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ। ତେବେ କିଏ ହେବେ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଚର୍ଚ୍ଚା ଜାରି ରହିଛି। ଏହାରି ଭିତରେ ସଂଧ୍ୟାରେ ଶୀର୍ଷ…

ଇନଷ୍ଟାଗ୍ରାମରୁ ବିଜେଡି କୁ ହଟାଇଲେ ପାଣ୍ଡିଆନ, ସନ୍ୟାସ ନେଇଥିବା ନେଇ ଜୋରଧରିଛି ଚର୍ଚ୍ଚା

ଭୁବନେଶ୍ବର: ଆଜି ‘ଇନଷ୍ଟାଗ୍ରାମ’ ଆକାଉଣ୍ଟରୁ ‘ବିଜେଡି’କୁ ହଟାଇ ଦେଇଛନ୍ତି ଭିକେ ପାଣ୍ଡିଆନ । ପାଣ୍ଡିଆନ ତାଙ୍କର ଭେରିଫାଏଡ୍ ଇନଷ୍ଟାଗ୍ରାମ ଆକାଉଣ୍ଟ ‘ଭିକେପାଣ୍ଡିଆନଡଟଓଡ଼ିଶା’ ପ୍ରୋଫାଇଲରେ ‘ବିଜେଡି’ର ସଦସ୍ୟ ବୋଲି ଲେଖିଥିବାବେଳେ, ଏହାକୁ ପରିବର୍ତ୍ତନ କରି ଏବେ ‘ନବୀନ ପଟ୍ଟନାୟକଙ୍କ ସହ…

ଇଣ୍ଡିଆ ମେଣ୍ଟର ବୈଠକ ପରେ ମୁହଁ ଖୋଲିଲେ ରାହୁଲ, କହିଲେ ଏପରି କିଛି…

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ବୁଧବାର ଗୋଟେପଟେ ଏନଡିଏର ବୈଠକ ସରିଥିବାବେଳେ ଅନ୍ୟପଟେ ବିରୋଧୀ ଦଳ ଇଣ୍ଡିଆ ମେଣ୍ଟ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ…