Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପତ୍ର ପ୍ରଦାନ କଲେ ନବୀନ ପଟ୍ଟନାୟକ । ଦଳର ପରାଜୟ ପରେ ଇସ୍ତଫା ଦେଲେ ନବୀନ । ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ ।  ଅପ୍ରତିଦ୍ୱନ୍ଦୀ ନେତା ନବୀନ ପଟ୍ଟନାୟକଙ୍କ ହାତରୁ ଦୀର୍ଘ  ୨୪ ବର୍ଷ ଶାସନ କ୍ଷମତା…

ହାରିଗଲେ ହେଭିଓ୍ବେଟ, ସବୁଠୁ ଅଧି୍କ ବିଜେଡି ନେତା

ଭୁବନେଶ୍ବର: ଓଡିଶାରେ ପରିବର୍ତ୍ତନର ସ୍ବର । ୨୫ ବର୍ଷର ଟ୍ରେଣ୍ଡି ସରକାରଙ୍କୁ ଇତିହାସ କରିଦେଲା ବିଜେପି । ଯାହା କେବେ କେହି କଳ୍ପନା କରିନଥିଲେ ଆଜି ତାହା ବାସ୍ତବତାରେ ପରିଣତ ହୋଇଛି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଇତିହାସ ହୋଇଯାଇଛନ୍ତି । ଖାଲି ଯେ ଦଳୀୟ ହାର ହୋଇଛି…

ଗଡ ହରାଇଲା ବିଜେଡି, ସରକାର ଗଢିବ ବିଜେପି, ଗୋଟେ ଲାଇନରେ ଜାଣନ୍ତୁ କିଏ କେଉଁଠି ବିଜୟୀ

ଭୁବନେଶ୍ଵର: ଦୀର୍ଘ ୨୪ ବର୍ଷର ଶାସନ ପରେ ନିଜ ଗଡ ହରାଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୪ ନିର୍ବାଚନରେ ଓଡିଶାରେ ବିଜେପିକୁ ବହୁମତ ମିଳିଛି । ଏଥର ବିଜେପି ରାଜ୍ୟରେ ସରକାର ଗଢିବ । ଓଡିଶାରେ ହେବେ ନୂତନ ମୁଖ୍ୟମନ୍ତ୍ରୀ ନୂତନ ମନ୍ତ୍ରୀମଣ୍ଡଳ । ବିଜେଡିର ଗଡ…

ଆନ୍ଧ୍ରରେ ଟିଡିପି କରିବ ସରକାର ଗଠନ, ୯ରେ ଶପଥ ନେବେ ଚନ୍ଦ୍ରବାବୁ

ବିଶାଖାପାଟନମ୍: ଆନ୍ଧ୍ରପ୍ରଦେଶରେ ଟିଡିପିର ବିପୁଳ ବିଜୟ । ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୋଟ ୧୭୫ ଆସନ ମଧ୍ୟରୁ ୧୩୩ରେ ବିଜୟ ହାସଲ କରି ୩ରେ ଆଗୁଆ ରହିଛି । ଏହାର ସହଯୋଗୀ ଦଳ ବିଜେପିକୁ ୮ଟା ଆସନ ଓ ଜନସେନା ପାର୍ଟିକୁ ୧୦ ଟି ଆସନରେ ବିଜୟ ମିଳିଛି । ସେହିପରି…

ପ୍ରଥମ ଥର ପାଇଁ ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବାକୁ ଯାଉଛନ୍ତି: ମୋଦି

ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ଆସିବା ପରେ ପୁଣି ବିଜେପି ସରକାର ଗଢିବା ନେଇ ସ୍ପଷ୍ଟ ହୋଇଛି । ଏହି ଅବସରରେ ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ମୋଦି ଦେଶବାସୀଙ୍କ ସମେତ କର୍ମୀ, କର୍ମଚାରୀ, ନିର୍ବାଚନ କମିଶନଙ୍କୁ ଧନ୍ୟବାଦ ଜଣାଇବା ସହ ନିଜର ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି ଯେ,…

ବଡମ୍ବାରେ ହାରିଲେ ଦେବି ମିଶ୍ର, ଜିତେଲେ ସ୍ୱାଧୀନ ପ୍ରାର୍ଥୀ ବିଜୟ ଦଳ ବେହେରା

ବଡମ୍ବା: ବଡମ୍ବାରେ ବିଜେଡିର ପରାଜୟ । ସ୍ୱାଧୀନ ପ୍ରାର୍ଥୀ ବିଜୟ କୁମାର ଦଳବେହେରାଙ୍କ ଠାରୁ ପରାସ୍ତ ହେଲେ ବିଜେଡି ପ୍ରାର୍ଥୀ ଦେବୀ ମିଶ୍ର । ୨୩ ହଜାର ୪୭୯ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି ଦେବୀ ମିଶ୍ର । ତେବେ ସ୍ବାଧୀନ ପ୍ରାର୍ଥୀ ବିଜୟ ଦଳବେହେରା ୮୬ ହଜାର ୧୮ ଖଣ୍ଡ ଭୋଟ ପାଇଥିବା…

କେନ୍ଦ୍ରାପଡାରୁ ବୈଜୟନ୍ତ ପଣ୍ଡାଙ୍କ ବାଜିମାତ୍

କେନ୍ଦ୍ରାପଡା: ଦୀର୍ଘ ୨୫ ବର୍ଷର ସରକାରର ପତନ ଘଟିଛି । ଓଡ଼ିଶାରେ ଫୁଟିଛି ପଦ୍ମ । ଯାହାକୁ ନେଇ ଚାରିଆଡେ ଉତ୍ସବର ମାହୋଲ । ସେପଟେ କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିପୁଳ ସଂଖ୍ୟକ ଭୋଟରେ ବିଜୟୀ ହୋଇଛନ୍ତି ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ୫ ଲକ୍ଷ ୭୬ ହଜାର ୭୯୯ ଭୋଟରେ ବିଜୟ…

ପରାଜୟ ପରେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଲେ ନବୀନ…

ଭୁବନେଶ୍ୱର: ବିଧାନସଭା ଏବଂ ଲୋକସଭା ନିର୍ବାଚନରେ ପରାଜୟ ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ 'ଏକ୍ସ' ରେ ପୋଷ୍ଟ କରି ନବୀନ କହିଛନ୍ତି ଯେ, ''ଦଳମତ ନିର୍ବିଶେଷରେ ବିଜୟୀ ସମସ୍ତ ପ୍ରାର୍ଥୀଙ୍କୁ ମୋର ଶୁଭେଚ୍ଛା। ବିଜୁ ଜନତା ଦଳର ସମସ୍ତ କର୍ମୀ ଓ…

ପଦ୍ମପୁର ବିଧାନସଭାରେ ବିଜେଡି ବିଜୟୀ

ପଦ୍ମପୁର: ପଦ୍ମପୁରରେ ଜିତିଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ୧୦୯୯୩ ଭୋଟରେ ବିରୋଧି ଦଳର ପ୍ରାର୍ଥୀଙ୍କୁ ହରାଇଛନ୍ତି ବର୍ଷା । ମୋଟ ୯୧୯୯୫ ଖଣ୍ଡ ଭୋଟରେ ବିଜୟ ଲାଭ କରିଛନ୍ତି ବର୍ଷା । ସ୍ବର୍ଗତ ବିଜୟ ରଂଜନ ସିଂ ବରିହାଙ୍କ ଦେହାନ୍ତ ପରେ ରାଜନୀତିକୁ ଓହ୍ଲାଇଥିଲେ ବର୍ଷା ।…

ନିଜ ଗଡରେ ନିଜର ସ୍ଥିତି ବଜାୟ ରଖିଲେ ରଣେନ୍ଦ୍ର ପ୍ରତାପ ସ୍ଵାଇଁ

ଆଠଗଡ: ଆଠଗଡରେ ନିଜର ସ୍ଥିତି ବଜାୟ ରଖିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ଅଷ୍ଟମ ଥର ପାଇଁ ବିଜେଡି ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି ରଣେନ୍ଦ୍ର । ୩୪୭୭ ଭୋଟରେ ପ୍ରତିଦ୍ଵନ୍ଦି ପ୍ରାର୍ଥୀ ଅଭୟ କୁମାର ବାରିକଙ୍କୁ ହରାଇଛନ୍ତି ରଣେନ୍ଦ୍ର । ରାଜା ସ୍ଵାଇଁଙ୍କୁ ୮୪୯୫୪ ଖଣ୍ଡ ଭୋଟ…