Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବାହାର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ପୂର୍ବରୁ ଓ ପରେ ଭିଡିଓଗ୍ରାଫି କରିଛୁ: ଜଷ୍ଟିସ ବିଶ୍ୱନାଥ ରଥ

ପୁରୀ: ଆଜି ବହୁ ପ୍ରତିକ୍ଷୀତ ରତ୍ନଭଣ୍ଡାର ଖୋଲାଯାଇଛି। ରାଜ୍ୟ ସରକାରଙ୍କ ଏସଓପି ମୁତାବକ ରତ୍ନଭଣ୍ଡାର ଖୋଲି ଭିତରକୁ ପ୍ରବେଶ କରିଥିଲେ ଅଧିକୃତ ସଦସ୍ୟମାନେ । ୪୬ ବର୍ଷ ପରେ ରତ୍ନଭଣ୍ଡାର ଖୋଲାଗଲା। ହେଲେ ଭିତର ରତ୍ନଭଣ୍ଡାର ଖୋଲାଯାଇନି। ଆଉ ଦିନେ ଦିନ ଧାର୍ଯ୍ୟ କରି ରତ୍ନଭଣ୍ଡାର ଖୋଲାଯିବ…

ରତ୍ନଭଣ୍ଡାର ଖୋଲିବା ପରେ ବଡ ବୟାନ ଦେଲେ ମୁଖ୍ୟ ପ୍ରଶାସକ

ପୁରୀ: ୪୬ ବର୍ଷ ପରେ ପୁଣି ସେହି ଐତିହାସିକ ଦିନ । ଖୋଲିଛି ରତ୍ନଭଣ୍ଡାରର ଦ୍ବାର । ରତ୍ନଭଣ୍ଡାର ଭିତର ତଦାରଖ କରି ରତ୍ନ ସିଫ୍ଟ କରିଛନ୍ତି ନିୟୋଜିତ ୧୧ ଜଣିଆ ସଦସ୍ୟ । ତେବେ ଏହା ପରେ ରତ୍ନଭଣ୍ଡାର ବାହାରକୁ ଆସିବା ପରେ ବଡ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ…

ବିଦ୍ୟୁତ ଆଘାତ ଲାଗି ୧୦ରୁ ଉର୍ଦ୍ଧ୍ୱ ଶିଶୁ ଗୁରୁତର

ଗଞ୍ଜାମ: ବିଦ୍ୟୁତ ଆଘାତ ଲାଗି ୧୦ରୁ ଉର୍ଦ୍ଧ୍ୱ ଶିଶୁ ଗୁରୁତର ହୋଇଥିବା ଖବର ଆସିଛି। ଫାଶିଗୁଡ଼ା ଗାଁରେ ମନ୍ଦିର ପ୍ରତିଷ୍ଠା ବେଳେ ଏହି ଅଘଟଣ ଘଟିଛି। ରାମାୟଣ ନାଟକ ପ୍ରଦର୍ଶନ ବେଳେ ଷ୍ଟେଜ ନିକଟରେ ବିଦ୍ୟୁତ ଆଘାତରେ ଶିଶୁମାନେ ଗୁରୁତର ହୋଇଛନ୍ତି। ତେବେ ଘଟଣାରେ ୪ ଶିଶୁଙ୍କୁ ବ୍ରହ୍ମପୁର…

ମହାପ୍ରଭୁଙ୍କ ଇଚ୍ଛାରେ ୪୬ ବର୍ଷ ପରେ ମହତ ଉଦ୍ଦେଶ୍ୟ ନେଇ ଖୋଲାଗଲା ରତ୍ନଭଣ୍ଡାର: ମୁଖ୍ୟମନ୍ତ୍ରୀ

ପୁରୀ: ୪୬ ବର୍ଷ ପରେ ଖୋଲିଲା ମହାପ୍ରଭୁଙ୍କ ରତ୍ନଭଣ୍ଡାର ଦ୍ବାର। ଅନ୍ତ ହେଲା ଦୀର୍ଘ ବର୍ଷର ଅପେକ୍ଷା। ରତ୍ନଭଣ୍ଡାର ଭିତରକୁ ଯିବା ନିର୍ଦ୍ଧାରିତ ହୋଇଥିବା ୧୧ ଜଣ ସଦସ୍ୟ ଶୁଭ ମୁହୂର୍ତ୍ତ ଅନୁଯାୟୀ ୧ଟା ୨୮ରେ ରତ୍ନଭଣ୍ଡାରର ପ୍ରଥମ ଦ୍ବାର ଖୋଲି ମୁଣ୍ଡିଆ ମାରି ଭିତରକୁ ପ୍ରବେଶ କରିଛନ୍ତି…

୧ଟା ୨୮, ଶୁଭ ମୁହୂର୍ତ୍ତରେ ଖୋଲିଲା ରତ୍ନଭଣ୍ଡାର

ପୁରୀ: ଅନେକ ବର୍ଷର ଅପେକ୍ଷାର ହେଲା ଅନ୍ତ । ୪୬ ବର୍ଷ ପରେ ଖୋଲିଲା ମହାପ୍ରଭୁଙ୍କ ରତ୍ନଭଣ୍ଡାର ଦ୍ବାର । ରତ୍ନଭଣ୍ଡାର ଭିତରକୁ ଯିବା ନିର୍ଦ୍ଧାରିତ ହୋଇଥିବା ୧୧ ଜଣ ସଦସ୍ୟ ଶୁଭ ମୁହୂର୍ତ୍ତ ଅନୁଯାୟୀ ୧ଟା ୨୮ରେ ରତ୍ନଭଣ୍ଡାରର ପ୍ରଥମ ଦ୍ବାର ଖୋଲି ମୁଣ୍ଡିଆ ମାରି ଭିତରକୁ ପ୍ରବେଶ…

ଶ୍ରୀମନ୍ଦିର ଭିତରକୁ ଗଲେ ରତ୍ନଭଣ୍ଡାରକୁ ଯିବାକୁ ଥିବା ୧୧ ସଦସ୍ୟ

ପୁରୀ: ଶ୍ରୀମନ୍ଦିର ଭିତରକୁ ଗଲେ ରତ୍ନଭଣ୍ଡାରକୁ ଯିବାକୁ ଥିବା ୧୧ ସଦସ୍ୟ । ତଦାରଖ କମିଟି ଅଧ୍ୟକ୍ଷ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ୧୧ଜଣ ସଦସ୍ୟ ଶ୍ରୀମନ୍ଦିର ଭିତରକୁ ଯାଇଛନ୍ତି । ଶ୍ରୀମନ୍ଦିର ପରିସରରେ ଏବେ ସଦସ୍ୟମାନେ ସବିଶେଷ ଆଲୋଚନା କରୁଥିବା ସୂଚନା ମିଳିଛି । ପ୍ରଥମେ…

ଆଜି ହେବନି ଗଣତି, କେବଳ ଖୋଲାଯିବ ରତ୍ନଭଣ୍ଡାର

ପୁରୀ: ଆଜି ଗଣତି ହେବନି । ଖାଲି ଖୋଲାଯିବ ରତ୍ନଭଣ୍ଡାର । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଆଜି ଗଣତି ହେବନି, ଖାଲି ଯାଞ୍ଚ ହେବ । ଭିତର ରତ୍ନଭଣ୍ଡାରର ସୁରକ୍ଷା ଆମର ପ୍ରାଥମିକତା । ଭିତର ରତ୍ନଭଣ୍ଡାରର ମରାମତି ପରେ ଗଣତି କାର୍ଯ୍ୟ ଆରମ୍ଭ ହେବ ।…

‘ଟ୍ରେଜେରୀରେ ଅଛି ଚାବି, ଦିନ ୧ଟା ୨୮ରେ ଖୋଲିବ ରତ୍ନ ଭଣ୍ଡାର’

ପୁରୀ: ଖୋଲିବ ରତ୍ନ ଭଣ୍ଡାର । ଏହା ପୂର୍ବରୁ ସରିଛି ରତ୍ନ ଭଣ୍ଡାର ଯାଞ୍ଚ କମିଟି ବୈଠକ । ବୈଠକରେ ରତ୍ନଭଣ୍ଡାର ଖୋଲିବା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇସାରିଛି । ଏବେ ଖାଲି ଖୋଲିବାକୁ ଅପେକ୍ଷା । ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ…

ଖୋଲିବ ରତ୍ନଭଣ୍ଡାର, ଜାଣନ୍ତୁ କିଏ କିଏ ଯିବେ ଭିତରକୁ….

ପୁରୀ: ରତ୍ନଭଣ୍ଡାର ଖୋଲିବା ନେଇ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଧୀରେ ଧୀରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି ବିଭିନ୍ନ ଉଦ୍ଧାରକାରୀ ଟିମ୍ । ଏହା ଭିତରେ ରତ୍ନଭଣ୍ଡାର ତଦନ୍ତ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କେଉଁମାନେ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରିବେ, ରତ୍ନ ଭଣ୍ଡାର…

ରତ୍ନଭଣ୍ଡାର ଚାବି ନେଇ ପୁରୀ ଜିଲ୍ଲାପାଳଙ୍କ ବଡ ବୟାନ……

ପୁରୀ: ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଆଜି ଦିନ ୧ଟା ପରେ ଖୋଲିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ସେଥିପାଇଁ ଏହା ପୂର୍ବରୁ ଚାଲିଛି ରତ୍ନଭଣ୍ଡାର ତଦନ୍ତ କମିଟି ବୈଠକ । ବୈଠକରେ ରତ୍ନ ଭଣ୍ଡାର ତାଲା ଖାଲିବା ନେଇ ଚାବି ଉପସ୍ଥାପନା କରାଯିବ । ହେଲେ ଏହାରି ଭିତରେ ବଡ ବୟାନ ଦେଇଛନ୍ତି ପୁରୀ…