Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାଜ୍ୟପାଳଙ୍କ ପୁଅ ବିରୋଧରେ ରାଜଭବନ ଆଗରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ବର: ରାଜଭବନ ଆଗରେ ବିକ୍ଷୋଭ କରୁଛି କଂଗ୍ରେସ । ଯୁବ ଓ ଛାତ୍ର କଂଗ୍ରେସ ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ରାଜଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାରାବାଜି ଆରମ୍ଭ କରିଚନ୍ତି । ଏହା ସହିତ ଏଭଳି ଘଟଣା ପାଇଁ ରାଜ୍ୟପାଳ ଇସ୍ତଫା ଦେବା ସହିତ ଦୋଷୀ…

‘ଭୋକରେ ଥିଲେ ବଡଠାକୁର, ନେତ୍ର ବି ପାଇନଥିଲେ’, ବଡ ବୟାନ ଦେଲେ ବଡଠାକୁରଙ୍କ ବାଡଗ୍ରାହୀ

ପୁରୀ: ଗୁଣ୍ଡିଚା ବିଜେ ପହଣ୍ଡି ବେଳେ ବଡଠାକୁର ଚାରମାଳରୁ ପଡିଯିବା ଘଟଣା ଏବେ ସମସ୍ତଙ୍କୁ ମର୍ମାହତ କରିଛି । ଏହାର ମୁଖ୍ୟ କାରଣ ସେବାୟତଙ୍କ ବେପୁରୁଆ ମନଭାବ ଓ ଅଣସେବାୟତଙ୍କ ପ୍ରବେଶକୁ ଅନେକ ସ୍ଥଳରେ ଦାୟୀ କରାଯାଇଥିବା ବେଳେ ଏନେଇ ବିସ୍ଫୋରକ ବୟାନ ଦେଇଛନ୍ତି ମହାପ୍ରଭୁ ବଳଭଦ୍ରଙ୍କ…

ଅଷ୍ଟ୍ରେଲିଆ ବିପକ୍ଷରେ ଯୁବରାଜ ସିଂହଙ୍କ ଧୂଆଁଧାର ବ୍ୟାଟିଂ, ମ୍ୟାଚ ପୂର୍ବରୁ ଟ୍ରେଲର ଦେଖି ପାକିସ୍ତାନ ଚିନ୍ତିତ

ନୂଆଦିଲ୍ଲୀ: ଓ୍ୱାର୍ଲଡ ଚାମ୍ପିୟନଶିପ୍ ଅଫ୍ ଲିଜେଣ୍ଡସ୍ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଆଜି ସନ୍ଧ୍ୟାରେ ହେବାକୁ ଥିବା ଏହି ଟାଇଟଲ ମୁକାବିଲା ପୂର୍ବରୁ ପାକିସ୍ତାନର ଅବସ୍ଥା ନିଶ୍ଚିତ ଭାବେ ଖରାପ ହୋଇଯିବ। କାରଣ ଡବ୍ଲୁସିଏଲ୍ ୨୦୨୪ର ଦ୍ୱିତୀୟ ସେମିଫାଇନାଲରେ…

କଂଗ୍ରେସ ଭଳି ବିଜେପି ଭୁଲ ନ ଦୋହରାଉ, ନିଜ ଦଳକୁ କାହିଁକି ଏପରି କହିଲେ ଗଡ଼କରୀ?

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ନିଜ ଦଳ ବିଜେପିକୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ବିଜେପି କଂଗ୍ରେସର ଭୁଲର ପୁନରାବୃତ୍ତି କରିବା ଉଚିତ୍ ନୁହେଁ । ଗଡ଼କରୀ କହିଛନ୍ତି ଯେ ବିଜେପି ଏକ ଭିନ୍ନ ଚିନ୍ତାଧାରାର ଦଳ, ସେଥିପାଇଁ ଏହା ବାରମ୍ବାର ଲୋକଙ୍କ ବିଶ୍ୱାସ…

ବଢ଼ିଲା ରାଜ୍ୟପାଳଙ୍କ ପୁଅର ଅଡ଼ୁଆ, ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ କଲେ ଏଏସଓ

ଭୁବନେଶ୍ୱର: ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ଏଏସ୍ଓ) ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପୁରୀ ରାଜଭବନରେ ଲଳିତ ମାଡ଼ ମାରିଥିବା ନେଇ ଥାନାରେ ପୁରୀ ସମୂଦ୍ରକୂଳ ଥାନାରେ ଏତଲା ଦେଇଛନ୍ତି ବୈକୁଣ୍ଠ। ପୁଲିସ ସୂତ୍ରରୁ…

ବାରିପଦାରେ ବଡ଼ ଦୁର୍ଘଟଣା, ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ୨୦ ଜଣ ଗୁରୁତର ଆହତ

ବାରିପଦା: ଶନିବାର ବଡି ସକାଳୁ ଦୁର୍ଘଟଣା। ବାରିପଦା ସ୍ଥିତ ବୁଢିଖାମାର ଦେଇଯାଇଥିବା ୧୮ ନମ୍ବର ଜାତୀୟ ରାଜପଥରେ ଏକ ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରାୟ ସାଢ଼େ ୫ଟାବେଳେ ଏହି…

ସମୀର ଦେ ‘ଫାଓ’ ର ନୂଆ ସଭାପତି

ଭୁବନେଶ୍ବର: ଫୁଟବଲ ଆସୋସିଏସନ ଅଫ୍ ଓଡ଼ିଶା (ଫାଓ)ର ସଭାପତି ହେଲେ ସମୀର ଦେ । କୌଣସି ପ୍ରତିଦ୍ବନ୍ଦି ନଥିବାରୁ ନିର୍ବାଚନ ପୂର୍ବରୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ସମୀର ଦେ । ଏହା ସହିତ ସମ୍ପାଦକ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ଆଶୀର୍ବାଦ ବେହେରା । ଆଗାମୀ ୨୧ରେ…

ରଥ ଉପରେ ମୋବାଇଲ ନିଷେଧ

ପୁରୀ: ଏଣିକି ରଥ ଉପରକୁ ଯିବ ନାହିଁ ମୋବାଇଲ । ସେବାୟତ ହୁଅନ୍ତୁ କି ଦଇତାପତି, କେହି ବି ନିଜ ସହିତ ରଥ ଉପରକୁ ମୋବାଇଲ ନେଇ ଯାଇପାରିବେ ନାହିଁ । ସେବାୟତଙ୍କୁ ତାଗିତ୍ କରି ଏମିତି କିଛି କଡା ନିର୍ଦ୍ଦେଶ ଦେଇଛନ୍ତି ନୂଆ କରି ନିଯୁକ୍ତ ହୋଇଥିବା ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ…

ଓଡିଶାରେ ଭିକେ ପାଣ୍ଡିଆନ, ବିହାରରେ ମନୀଷ ବର୍ମା !

ଭୁବନେଶ୍ବର: ବିହାରରେ ଓଡିଶା ଫର୍ମୁଲା। ଓଡିଶାରେ ଭିକେ ପାଣ୍ଡିଆନ, ବିହାରରେ ମନୀଷ ବର୍ମା । ଆଇଏଏସ୍ ମନୀଷ ବର୍ମାଙ୍କୁ ଜେଡିୟୁର ଜାତୀୟ ସାଧାରଣ ସଂପାଦକ ନିଯୁକ୍ତ କରାଯିବା ପରେ ନବୀନଙ୍କ ରାସ୍ତାରେ ନୀତିଶ ଆଗେଇଥିବା ନେଇ ଚର୍ଚ୍ଚା ହେଉଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ…

କେଜ୍ରିଓ୍ବାଲଙ୍କୁ ଆଶ୍ବସ୍ତି, ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମିଳିଲା ବଡ ଆଶ୍ବସ୍ତି । ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ । ତେବେ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଥିଲେ ମଧ୍ୟ ତିହାର ଜେଲରେ ହିଁ ରହିବେ କେଜ୍ରିଓ୍ବାଲ । କାରଣ ଏହି ଦୁର୍ନୀତି ମାମଲାରେ ସେଣ୍ଟ୍ରାଲ ବ୍ୟୁରୋ…