Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରତ୍ନଭଣ୍ଡାର ଚାବି ନେଇ ପୁରୀ ଜିଲ୍ଲାପାଳଙ୍କ ବଡ ବୟାନ……

ପୁରୀ: ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଆଜି ଦିନ ୧ଟା ପରେ ଖୋଲିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ସେଥିପାଇଁ ଏହା ପୂର୍ବରୁ ଚାଲିଛି ରତ୍ନଭଣ୍ଡାର ତଦନ୍ତ କମିଟି ବୈଠକ । ବୈଠକରେ ରତ୍ନ ଭଣ୍ଡାର ତାଲା ଖାଲିବା ନେଇ ଚାବି ଉପସ୍ଥାପନା କରାଯିବ । ହେଲେ ଏହାରି ଭିତରେ ବଡ ବୟାନ ଦେଇଛନ୍ତି ପୁରୀ…

ଆସିଲା ଆଜ୍ଞାମାଳ, ଖୋଲିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର

ପୁରୀ: ଆଜି ପୁରୀ ଉପରେ ସମସ୍ତଙ୍କ ନଜର । ବହୁ ପ୍ରତୀକ୍ଷାର ଆଜି ଶେଷ ଦିନ  । ଶେଷରେ ବହୁ ବର୍ଷ ପରେ ଆଜି ଖୋଲୁଛି ମହାପ୍ରଭୁଙ୍କ ରତ୍ନ ଭଣ୍ଡାର । ଏଥିପାଇଁ ଆଜ୍ଞାମାଳ ବିଜେ ହୋଇଯାଇଛି । ମହାପ୍ରଭୁ ଲୋକନାଥଙ୍କ ପାଖରୁ ଆଜ୍ଞାମାଳ ଶ୍ରୀମନ୍ଦିରରେ ଆସି ପହଞ୍ଚିଛି । ରତ୍ନଭଣ୍ଡାର ଖୋଲିବା…

ରତ୍ନଭଣ୍ଡାର ଖୋଲିବା ବେଳେ ସିଂହଦ୍ୱାରକୁ ଛାଡ଼ି ବାକି ଦ୍ୱାର ବନ୍ଦ ରହିବ

ପୁରୀ: ରତ୍ନଭଣ୍ଡାର ଖୋଲିବା ବେଳେ ରହିବ ସାମୟିକ କଟକଣା । ସିଂହଦ୍ୱାରକୁ ଛାଡ଼ି ବନ୍ଦ ରହିବ ବାକି ସମସ୍ତ ଦ୍ୱାର । ଯେଉଁମାନେ ସେବା ଓ ପୂଜା ପାଇଁ ଅଧିକୃତ ସେମାନଙ୍କୁ କେବଳ ଭିତରକୁ ଛଡ଼ାଯିବ । କମିଟିର ସଦସ୍ୟ ଯିବା ବେଳେ ବେହରଣ ଦ୍ବାର ନିକଟରେ ସେମାନଙ୍କୁ ଯାଞ୍ଚ କରାଯିବ ବୋଲି ସୂଚନା…

ବହୁ ପ୍ରତୀକ୍ଷାର ହେବ ଅନ୍ତ, ଖୋଲିବ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର

ପୁରୀ: ବହୁ ପ୍ରତୀକ୍ଷାର ହେବ ଅନ୍ତ । ଶେଷରେ ଆଜି ଖୋଲିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର । ବିଶ୍ବ ଦେଖିବ ଚତୁର୍ଦ୍ଧାମୂର୍ତ୍ତିଙ୍କ ହୀରା, ଲୀଳା, ମୋତି, ମାଣିକ ଆଦି ଖଞ୍ଜିତ ଦୁର୍ଲଭ ଅଳଙ୍କାର ।ଦୀର୍ଘ ୪୬ ବର୍ଷ ଧରି ଲାଗି ରହୁଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିବ । ଆଜି ଦିନ ଗୋଟାଏ ପରେ ଖୋଲାଯିବ…

ରାଜ୍ୟପାଳଙ୍କୁ ଭେଟିଲେ ଏଏସଓଙ୍କ ପତ୍ନୀ, କହିଲେ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ମିଳିଛି

ଭୁବନେଶ୍ୱର: ପୁରୀରେ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିଥିବା ଅଭିଯୋଗ ଆଣିଥିବା ଏଏସ୍ଓଙ୍କ ପତ୍ନୀଙ୍କୁ ନ୍ୟାୟ ଦେବାକୁ ରାଜ୍ୟପାଳ ରଘୁବର ଦାସ ପ୍ରତିଶ୍ରୁତି ଦେଇଛନ୍ତି। ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍ଓ) ବୈକୁଣ୍ଠ ପ୍ରଧାନଙ୍କ ପତ୍ନୀ ସୟୋଜୀ ପ୍ରଧାନ ଶନିବାର ଭୁବନେଶ୍ୱରରେ ଗଣମାଧ୍ୟମ…

ଦିନ ଗୋଟାଏ ପରେ ଖୋଲିବ ରତ୍ନଭଣ୍ଡାର: ଜଷ୍ଟିସ୍‌ ବିଶ୍ୱନାଥ ରଥ

ନୂଆଦିଲ୍ଲୀ: ଦିନ ୧ଟା ପରେ ଶୁଭ ସମୟ ଆସୁଛି ତେଣୁ ୧ଟା ପରେ ହିଁ ଖୋଲାଯିବ ରତ୍ନଭଣ୍ଡାର । ଏନେଇ ସୂଚନା ଦେଇଛନ୍ତି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ୱନାଥ ରଥ । ଜଷ୍ଟିସ ରଥ କହିଛନ୍ତି ଯେ, ଯାହା ଆଶା କରୁଛୁ ଗୋଟାଏରୁ ସାଢ଼େ ଗୋଟାଏରେ ଖୋଲାଯିବ । ଚାବିରେ ଯଦି ତାଲା ନଖୋଲେ ତେବେ ତାଲା…

ଯଶସ୍ୱୀ, ଶୁଭମନଙ୍କ ଅପରାଜିତ ଅର୍ଦ୍ଧଶତକ, ସିରିଜ ଜିତିଲା ଭାରତ

ହରାରେ: ଯଶସ୍ୱୀ ଜୈସୱାଲ ଓ ଶୁଭମନ ଗିଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହାୟତାରେ ଏଠାରେ ଅନୁଷ୍ଠିତ ୪ର୍ଥ ଟି୨୦ରେ ଭାରତ ୧୦ ୱିକେଟରେ ଜିମ୍ବାୱେକୁ ପରାସ୍ତ କରିଛି । ସମ୍ପୂର୍ଣ୍ଣ ଏକତରଫା ମ୍ୟାଚରେ ଭାରତ ହାତରେ ୨୮ ବଲ ବାକିଥାଇ ଏହି ବିଜୟ ହାସଲ କରିଛି । ଏଥିସହ ୫ ମ୍ୟାଚ ବିଶିଷ୍ଟ ମୁକାବିଲାରେ…

ନର୍ସିଂହୋମରେ ନିଆଁ ଲାଗିବା ଘଟଣା, ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

କଟକ: କଟକ ରାଧାରମଣ ନର୍ସିଂହୋମରେ ନିଆଁ ଲାଗିବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରୋଗୀଙ୍କୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ସଚିବ, ଜିଲ୍ଲାପାଳଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର…

ନର୍ସିଂହୋମ୍‌ରେ ଅଗ୍ନିକାଣ୍ଡ, ଆଇସିୟୁରେ ଲାଗିଛି ନିଆଁ

କଟକ: କଟକର ଏକ ଘରୋଇ ନର୍ସିଂହୋମ୍‌ରେ ଅଗ୍ନିକାଣ୍ଡ । ପୁରୀଘାଟ ଥାନା ନିକଟ ନର୍ସିଂହୋମ୍‌ର ୩ୟ ମହଲାରେ ନିଆଁ । ୩ୟ ମହଲାରେ ଥିବା ଆଇସିୟୁରେ ଲାଗିଛି ନିଆଁ। ଆଇସିୟୁରେ ଥିବା ରୋଗୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ୩ୟ ମହଲାରୁ ସିଡ଼ି ଲଗାଇ ଗୁରୁତର ରୋଗୀଙ୍କୁ ଉଦ୍ଧାର କରାଯାଉଛି ।…