Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବାଚସ୍ପତି ପଦ ପାଇଁ ଏନଡିଏ – ଇଣ୍ଡିଆ ଟକ୍କର

ନୂଆଦିଲ୍ଲୀ: ନବଗଠିତ ଲୋକସଭାର ପ୍ରଥମ ଅଧିବେଶନରେ ହିଁ ଶାସକ ଏନଡିଏ ଓ ବିରୋଧୀ ଇଣ୍ଡିଆ ବ୍ଲକ୍ ମଧ୍ୟରେ ହେବ ପ୍ରଥମ ସୋ ଡାଉନ୍ । ବାଚସ୍ପତି ପଦ ପାଇଁ ମୁହାଁମୁହିଁ ହୋଇଛନ୍ତି ଏନଡିଏ ଓ ଇଣ୍ଡିଆ ବ୍ଲକ୍ । ଗତ ତିନି ଦଶକ ମଧ୍ୟରେ ପ୍ରଥମ ଥର ପାଇଁ ଲୋକସଭାର ବାଚସ୍ପତି ପଦ ପାଇଁ ନିର୍ବାଚନ ହେବାକୁ…

ଲୋକସଭାରେ କେଉଁ ଭାଷାରେ ଶପଥ ନେଲେ ଓଡିଶାର ବିଜେପି ସାଂସଦ ?

ଭୁବନେଶ୍ବର: ସଂସଦରେ ଶୁଭିଲା ଓଡିଆ ଅସ୍ମିତାର ସ୍ବର । ଜୟ ଜଗନ୍ନାଥ ଧ୍ବନିରେ କମ୍ପିଲା ଗୃହ । ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଥିବା ବେଳେ ରାଜ୍ୟର ସମସ୍ତ ସାଂସଦ ଓ ଦୁଇ କେନ୍ଦ୍ରମନ୍ତ୍ରୀ ଶପଥ ନେଇଛନ୍ତି । ତେବେ ଓଡିଆ ଅସ୍ମିତାକୁ ଗତ ନିର୍ବାଚନରେ ମୁଖ୍ୟ…

କ’ଣ ଲୁଚାଇବାକୁ ପ୍ରଣବ ପ୍ରକାଶ ଦାସଙ୍କ କ୍ବାର୍ଟର୍ସ ଭଙ୍ଗା ?

ଭୁବନେଶ୍ବର: ଭଙ୍ଗା ଚାଲିଛି ଭୁବନେଶ୍ବରରେ ଥିବା ବିଜେଡି ସାଂଗଠନିକ ସଂପାଦକ ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନ। କୁହାଯାଉଛି, ଘରେ ରହିଥିଲା ବିଳାସମୟ କୋଠା। ଏପରିକି ପ୍ରଣବ ପ୍ରକାଶ ଦାସ ଏଠାରେ ଅଣ୍ଡରଗ୍ରାଉଣ୍ଡ ଘର ବି କୁଆଡେ ତୋଳିଥିଲେ । ତେବେ ବିଜେଡି…

ବାଚସ୍ପତି ନିର୍ବାଚନକୁ ନେଇ କେ. ସୁରେଶଙ୍କ ନାମାଙ୍କନ ଉପରେ ଟିଏମସି ସାଂସଦ କଲେନାହିଁ ହସ୍ତାକ୍ଷର

ନୂଆଦିଲ୍ଲୀ: ଲୋକସଭାରେ ବାଚସ୍ପତି ନିର୍ବାଚନ ହେବାକୁ ଯାଉଛି । ଏନଡିଏ ମେଣ୍ଟ ପକ୍ଷରୁ ପୁଣିଥରେ ଓମ ବିର୍ଲାଙ୍କୁ ଲୋକସଭାର ପ୍ରାର୍ଥୀ କରାଯାଇଛି । ସେହିପରି ଇଣ୍ଡିଆ ମେଣ୍ଟ ପକ୍ଷରୁ ୮ ଥର ସାଂସଦ ତଥା କେରଳ କଂଗ୍ରେସ ନେତା କେ. ସୁରେଶ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏନେଇ ଆଜି ଇଣ୍ଡିଆ…

ଶହେ ଦିନ ଭିତରେ ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନା: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶହେ ଦିନ ଭିତରେ ନିଶ୍ଚିତ ଭାବେ ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନା । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏହି ଯୋଜନା ଏବେ ଡ୍ରାଫ୍ଟ ଷ୍ଟେଜ୍ ରେ ଅଛି । ଖୁବ ଶୀଘ୍ର ଏହାର ରୂପରେଖ ଆସିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଯାହା…

ସହରର ଟ୍ରାଫିକ୍ ପୋଷ୍ଟରୁ ହଟିବ ରେଡ୍ ଲାଇଟ୍

ଭୁବନେଶ୍ନର: ସହରରେ ଏଣିକି ଆଉ ଟ୍ରାଫିକ ପୋଷ୍ଟରେ ରହିବନି ରେଡ୍ ଲାଇଟ୍ । ଘଣ୍ଟା ଘଣ୍ଟା ଧରି ଆଉ ଟ୍ରାଫିକରେ ଆଉ ଲୋକେ ଅପେକ୍ଷା କରିବେ ନାହିଁ । ଏହାର ପରିବର୍ତ୍ତେ କିଛି ବିକଳ୍ପ ବ୍ୟବସ୍ଥା କରାଯିବ । କିଛି ଏମିତି ଘୋଷଣା କରିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର…

ସମ୍ବଲପୁରରେ ଜଣ୍ଡିସ ଆତଙ୍କ; ସ୍ଥିତି ପରଖୁଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୨ ଜଣିଆ ଟିମ୍

ସମ୍ବଲପୁର: ସମ୍ବଲପୁରରେ ପୁଣି ଚିନ୍ତା ବଢାଉଛି ଜଣ୍ଡିସ୍ । ସ୍ଥିତି ପରଖିବା ପାଇଁ ସମ୍ବଲପୁରରେ ପହଞ୍ଚିଲା ଦୁଇ ଜଣିଆ ରାପିଡ ରେସପନ୍ସ ଟିମ୍‌ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏବେ ସମ୍ବଲପୁରରେ ଘର ଘର ବୁଲି ଯାଞ୍ଚ କରୁଛନ୍ତି ଟିମ୍ । ଜଣ୍ଡିସ ପ୍ରଭାବିତ ଅଞ୍ଚଳ ଗୁଡିକ ମଧ୍ୟ ପରିଦର୍ଶନ…

ସରକାରୀ ବାସଭବନ ଭଙ୍ଗା ଉପରେ କିଛି ଏମିତି କହିଲେ ବବି……

ଭୁବନେଶ୍ବର: ବିଜେଡି ନେତା ପ୍ରଣବ ପ୍ରକାଶ ଦାଶ ଓରଫ ବବି ଦାସଙ୍କ ସରକାରୀ ଘରେ ଭଙ୍ଗା ଚାଲିଛି। କ୍ୱାର୍ଟର୍ସ ପରିସରରେ ହୋଇଥିବା ଅଣ୍ଡର ଗ୍ରାଉଣ୍ଡ ନିର୍ମାଣକୁ ଭଙ୍ଗାଯାଉଛି। ତେବେ କେଉଁ ଉଦ୍ଦେଶ୍ୟରେ ପ୍ରଣବ ଏତେ ବଡ କୋଠା ନିର୍ମାଣ, ସରକାରୀ ଘରେ କରିଥିଲେ ? ଯଦି କରିଥିଲେ କାହା ଅନୁମତିରେ…

ମହୁମାଛି ଆକ୍ରମଣରେ ଚାଲିଗଲା ଜେଜେଙ୍କ ଜୀବନ, ନାତି ଗୁରୁତର

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ବାରଙ୍ଗବାଡ଼ି ଗାଁରେ ମହୁମାଛି ଆକ୍ରମଣରେ ଜେଜେଙ୍କର ମୃତ୍ୟୁ ଘଟିଥିବାବେଳେ ନାତି ଗୁରୁତର ହୋଇଛନ୍ତି । ଆହତ ନାତିଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ମୁତାବକ, ଆଜି ସକାଳେ ବାରଙ୍ଗବାଡ଼ି ଗାଁ…

ବବିଙ୍କୁ ନେଇ ବଢିଲା ଚର୍ଚ୍ଚା, ସରକାରୀ ବାସଭବନରେ ଚାଲିଛି ଭଙ୍ଗାରୁଜା

ଭୁବନେଶ୍ବର; ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ଘରେ ଚାଲିଛି ଭଙ୍ଗାରୁଜା । ବବି ରହୁଥିବା ସରକାରୀ ବାସଭବନରେ ଭଙ୍ଗା ରୁଜା ଚାଲିଛି ବୋଲି ଖବର ମିଳିଛି । ଘରର ଅଣ୍ଡର ଗ୍ରାଉଣ୍ଡରେ କିଛି ନିର୍ମାଣ ହୋଇଥିଲା, ଯାହାକୁ ବର୍ତ୍ତମାନ ଭଙ୍ଗା ଯାଉଛି । ବାହାରେ ଗେଟ୍ ତାଲା ପଡି ଭିତରେ…