Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୨୬ରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳାଫଳ

ଭୁବନେଶ୍ବର: ଆସନ୍ତା ମେ ୨୬ରେ ପ୍ରକାଶ ପାଇବ ଚଳିତ ବର୍ଷ ସିଏଚସିଇ ଦ୍ବାଦଶ ରେଜଲ୍ଟ । ୨୬ ତାରିଖ ଅପରାହ୍ଣ ସୁଦ୍ଧା ଛାତ୍ରଛାତ୍ରୀମାନେ ନିଜର ରେଜଲ୍ଟ ପାଇପାରିବେ । www.orissaresult.nic.in ପ୍ରକାଶ ପାଇବ ରେଜଲ୍ଟ । ଏନେଇ ସୂଚନା ଦେଇଛନ୍ତି ସିଏଚସିଇ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ ।…

ଆସନ୍ତା ୨୯ରେ ଓଡ଼ିଶା ଆସିବେ ମୋଦି,ସୂଚନା ଦେଲେ ଓଡ଼ିଶା ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର 

ଭୁବନେଶ୍ବର: ଚଳିତ ନିର୍ବାଚନ ପାଇଁ ବିଜେପିର ପୂରା ଫୋକସ ରହିଛି ଓଡ଼ିଶା ଉପରେ। କେନ୍ଦ୍ରୀୟ ବିଜେପି ନେତାମାନେ ଘନଘନ ଓଡିଶା ଗସ୍ତରେ ଆସି  ନିର୍ବାଚନୀ ପ୍ରଚାରକୁ ଆହୁରି ସରଗରମ କରାଉଛନ୍ତି । ଏହିମଧ୍ୟରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୨୯ ତାରିଖରେ…

ନୟାଗଡରୁ ପାଣ୍ଡିଆନଙ୍କ ତେରଚ୍ଛା ବାଣ, ‘ବିରୋଧୀ କେବେହେଲେ ବିକାଶ ଚାହାନ୍ତି ନାହିଁ’

ନୟାଗଡ଼: ୫ ବର୍ଷରେ ଥରେ ସୁଯୋଗ ଆସିଛି ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବା ପାଇଁ, ଶଙ୍ଖ ଚିହ୍ନରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ ଦେବାକୁ ପୁରୀ ଲୋକସଭା କ୍ଷେତ୍ର ନୟାଗଡ଼ରୁ ନିବେଦନ କଲେ ପାଣ୍ଡିଆନ । ଅଲଗା ଲୋକ ସାଂସଦ ହେଲେ ବିକାଶ ରଥ ଅଟକି ଯିବ,…

ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି

ଭୁବନେଶ୍ବର: ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି । ରତ୍ନଭଣ୍ଡାର ଚାବି ହଜିଗଲା  ନବୀନ ବାବୁ  କାହିଁକି ଚୁପ୍ ଅଛନ୍ତି । ତଦନ୍ତ କମିଶନ ରିପୋର୍ଟ କୁଆଡ଼େ ଗଲା? । ସର୍ଟ ଭିଡିଓରେ ନିଜେ କହୁଛନ୍ତି ନା ଏହା ଏଆଇ ମାଧ୍ୟମରେ କରାଯାଉଛି । ଯଦି ନବୀନ…

ଏମଡିଏଚ୍‌ ଓ ଏଭେରେଷ୍ଟକୁ ମିଳିଲା କ୍ଲିନ୍‌ଚିଟ୍‌, ମସଲାରେ ଇଥିଲିନ୍ ଅକ୍ସାଇଡ୍‌ ର କୌଣସି ଉପସ୍ଥିତି ନଥିବା ସ୍ପଷ୍ଟ…

ନୂଆଦିଲ୍ଲୀ: ଏମଡିଏଚ୍‌ ଓ ଏଭେରେଷ୍ଟକୁ ମିଳିଲା ବଡ ଆଶ୍ୱସ୍ତି । ଭାରତୀୟ ବଜାରରେ ଉପଲବ୍ଧ ମସଲାଗୁଡିକରୁ ନିଆଯାଇଥିବା ନମୂନାରେ କୌଣସି ଇଥିଲିନ୍‌ ଅକ୍ସାଇଡ୍‌ (ଇଟିଓ)ନଥିବା ସ୍ପଷ୍ଟ କଲା ଫୁଡ୍‌ ସେଫ୍ଟି ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ (ଏଫଏସଏସଆଇ) । ସିଙ୍ଗାପୁର, ହଂଗକଂଗ ପରେ…

ହେମନ୍ତ ସୋରେନ୍‌ଙ୍କୁ ଝଟ୍‌କା, ମଳିଲାନି ଅନ୍ତରୀଣ ଜାମିନ୍

ନୂଆଦିଲ୍ଲୀ: ପୁଣି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ଝଟ୍‌କା । ବୁଧବାର ତାଙ୍କର ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି ଯେ, ଆମେ ଆପଣଙ୍କ ଆବେଦନକୁ ଅନୁମୋଦନ କରିବୁ ନାହିଁ । କୋର୍ଟ ଏହି…

ପୁନେ ହିଟ୍ ଆଣ୍ଡ ରନ୍ ମାମଲା: ଅଭିଯୁକ୍ତ ନାବାଳକ ୨୫ ବର୍ଷ ଯାଏଁ କାର୍ ଚଳାଇପାରିବ ନାହିଁ

ପୁନେ: ପୁନେ ହିଟ୍ ଆଣ୍ଡ ରନ୍ ମାମଲା । ଅଭିଯୁକ୍ତ ନାବାଳକର ଗାଡିକୁ ଜବତ କରିଛି ପୋଲିସ । ତେବେ ନାବାଳକ ଜଣକ ୨୫ ବର୍ଷ ଯାଏଁ କାର୍ ଚଳାଇପାରିବେନି । ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି ମହାରାଷ୍ଟ୍ରର ଟ୍ରାନ୍ସପୋର୍ଟ କମିଶନର ବିବେକ ଭିମନଓ୍ୱର । ଖବର ମୁତାବକ, ଦୁର୍ଘଟଣା ପୂର୍ବରୁ ନାବାଳକ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ଓଡିଶାରେ ନାହିଁ ପ୍ରଭାବ

ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ କେନ୍ଦ୍ରୀୟ ବଙ୍ଗୋପସାଗର ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହା ଧିରେ ଧିରେ ଉତ୍ତର ବଙ୍ଗୋପସାଗର ଆଡକୁ ଗତି କରିବ । ୨୪ ତାରିଖ ସକାଳ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଅବପାତର ରୂପ ନେବ  । ଏହା ପରେ ଅଧିକ ଘନିଭୂତ ହୋଇ ଉତ୍ତର…

ବିଜେଡି ଛାଡିଲେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ

ଭୁବନେଶ୍ବର: ବିଜେଡିକୁ ପୁଣି ଆଉ ଏକ ଶକ୍ତ ଝଟକା । ପୁଣି ଦଳରୁ ଇସ୍ତଫା ଦେଲେ ଆଉ ଜଣେ ଟାଣୁଆ ବିଧାୟକ । ଦଳ ସଭାପତିଙ୍କୁ ଇସ୍ତଫା ପତ୍ର ଦେଇ ଦଳ ଛାଡିଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ଭିଡିଓ ବାର୍ତ୍ତାରେ ଦେଲେ ସୂଚନା । ସିମୁଳିଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ…

ଆଇପିଏଲ: ଆୟାରଙ୍କ କମାଲ, ଫାଇନାଲରେ କେକେଆର

ଅହମ୍ମଦାବାଦ: ଚଳିତ ଆଇପିଏଲର ପ୍ରଥମ କ୍ୱାଲିଫାୟରରେ ସନରାଇଜର୍ସ ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ କରି କୋଲକାତା ନାଇଟ ରାଇଡର୍ସ ଫାଇନାଲରେ ପ୍ରବେଶ କରିଛି । ୧୬୦ ରନର ବିଜୟ ଲକ୍ଷ୍ୟକୁ କେକେଆର ୧୩.୪ ଓଭରରେ ୨ ୱିକେଟ ହରାଇ ସମ୍ପୂର୍ଣ୍ଣ ଏକତରଫା ଭାବେ ହାସଲ କରି ନେଇଥିଲା । ଭେଙ୍କେଟେଶ…