Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଜାନୁଆରୀ ୬ ରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବେ ଡିକେ ଶିବକୁମାର: କଂଗ୍ରେସ ବିଧାୟକଙ୍କ ବଡ଼ ଦାବି

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ ସରକାର ଭିତରେ କ୍ଷମତା ସଂଘର୍ଷର ପରିବର୍ତ୍ତନ ଚର୍ଚ୍ଚା ରାଜନୈତିକ ପାରା ବଢ଼ାଇ ଦେଇଛି। ଏହି ସମୟରେ ପୁଣି ଏକ ବୟାନ ସାମ୍ନାକୁ ଆସିଛି। ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ନେଇ ଏମିତି ଏକ ବୟାନ ଆସିଛି ଯାହା ପୂରା ବିବାଦକୁ ନୂଆ ମୋଡ଼ ଦେଇଛି।…

Book Festival: ୭ମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ: ପାଠକଙ୍କ ମନ କିଣୁଛି ଲାଇଭ୍ ସ୍କେଚିଙ୍ଗ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ହେଉଛି ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ। ଭୁବନେଶ୍ୱର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବର ଆୟୋଜନ କରାଯାଉଛି। ତେବେ ରାଜ୍ୟର ସର୍ବବୃହତ ପୁସ୍ତକ ମହୋତ୍ସବକୁ ସରିବାକୁ…

Police SI Job Scam: ଆଉ ଜଣଙ୍କୁ ଗିରଫ କଲା ସିବିଆଇ

ଭୁବନେଶ୍ବର: ପୋଲିସ ଏସଆଇ ପରୀକ୍ଷା ଜାଲିଆତି ମାମଲାରେ ଆଉ ଜଣଙ୍କୁ ଗିରଫ କଲା ସିବିଆଇ । ଗୁଜୁରାଟ ବଡୋଦ୍ରାରୁ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣଙ୍କ ପରିଚୟ ହେଉଛି ନିତୁ ଆରୋରା । ଗୁଜୁରାଟରୁ ଗିରଫ ପରେ ଟ୍ରାନଜିଟ ରିମାଣ୍ଡରେ ଆଣିଛି ସିବିଆଇ‌ । ନିତୁ ଆରୋରା ପୋଲିସ ଏସ…

ମହାନଦୀ ସଂକଟର ସମାଧାନ କେବେ, ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ: ବିଜେଡି

ଭୁବନେଶ୍ୱର: ମହାନଦୀ ହେଉଛି ଓଡିଶାର ଜୀବନ ସ୍ରୋତ । ଗତ କିଛି ଦଶନ୍ଧି ହେଲା ଓଡିଶାବାସୀଙ୍କ ମା' ସମାନ ମହାନଦୀର ଜୀବନସ୍ରୋତକୁ ସଂକୁଚିତ କରି ମା’କୁ ବିକଳାଙ୍ଗ କରିଦେବାର ହୀନ ଚକ୍ରାନ୍ତ ସମଗ୍ର ଓଡିଶାବାସୀଙ୍କ ପାଇଁ ବେଦନା ଦାୟକ ହୋଇପଡିଛି ବୋଲି ବିଜେଡିର ବରିଷ୍ଠ ନେତା ତଥା ବିରୋଧୀ ଦଳର…

ନାଗରିକତା ଛାଡୁଛନ୍ତି ଭାରତୀୟ, ଗତ ପାଞ୍ଚ ବର୍ଷ ମଧ୍ୟରେ ରେକର୍ଡ ସଂଖ୍ୟକ ବୃଦ୍ଧି

ନୂଆଦିଲ୍ଲୀ: ଦେଶ ଛାଡି ବିଦେଶ ପଳାଉଛନ୍ତି ଭାରତୀୟ। ଏହା ସହ ସେମାନେ ସେହି ଦେଶର ନାଗରିକତା ପାଇ ଭାରତର ନାଗରିକତା ଛାଡି ଦେଉଛନ୍ତି। ପ୍ରତିବର୍ଷ ବିଦେଶରେ ବସବାସ କରୁଥିବା ଭାରତୀୟଙ୍କ ସଂଖ୍ୟା ବୃଦ୍ଧି ପାଉଛି। ପ୍ରତିବର୍ଷ ୨ ଲକ୍ଷ ଭାରତୀୟ ବିଦେଶରେ ବସବାସ କରୁଛନ୍ତି ଏବଂ ଭାରତୀୟ ନାଗରିକତା…

Students Ill: ଝିଟିପିଟି ପଡିଥିବା ଖାଦ୍ୟ ଖାଇ ୫୦ରୁ ଉର୍ଧ୍ବ ଛାତ୍ରୀ ଅସୁସ୍ଥ…

କୋରାପୁଟ: ବିଷାକ୍ତ ଖାଦ୍ୟ ଖାଇ ୫୦ରୁ ଊର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ । ସମସ୍ତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ବାଉଁଶପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଖବର ମୁତାବକ, ବାଉଁଶପୁଟ ଉଚ୍ଚ ପ୍ରାଥମିକ…

IndiGo Flight Makes Emergency Landing : ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ଭୁବନେଶ୍ୱର-ରାଞ୍ଚି ଇଣ୍ଡିଗୋ…

ଭୁବନେଶ୍ବର: ଭୁବନେଶ୍ୱରରୁ ରାଞ୍ଚି ଯାଉଥିବା ଏକ ଇଣ୍ଡିଗୋ ବିମାନ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି। ଶୁକ୍ରବାର ରାତିରେ ରାଞ୍ଚିର ବିର୍ସା ମୁଣ୍ଡା ବିମାନବନ୍ଦରରେ ଇଣ୍ଡିଗୋ ବିମାନ ନମ୍ବର 6E 7361କୁ ବିମାନବନ୍ଦରରେ ଏକ ହାର୍ଡ…

୧୨ ହଜାର ଟଙ୍କା ଦେଇ କିଣିଥିଲେ ଟିକେଟ୍, ପାଇଲେନି ମେସିଙ୍କ ଝଲକ: ତାତିଗଲେ ପ୍ରଶଂସକ

କୋଲକାତା: ବିଶ୍ୱ ପ୍ରସିଦ୍ଧ ଆର୍ଜେଣ୍ଟିନା ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସି ତିନି ଦିନିଆ ଭାରତ ଗସ୍ତରେ ଅଛନ୍ତି। ତାଙ୍କ ଗସ୍ତର ପ୍ରଥମ ଦିନରେ, ସେ କୋଲକାତାରେ ଏକ ୭୦ ଫୁଟ ଉଚ୍ଚ ପ୍ରତିମୂର୍ତ୍ତିକୁ ଭର୍ଚୁଆଲ୍ ଭାବରେ ଉଦଘାଟନ କରିଥିଲେ। ତା’ପରେ ସେ କୋଲକାତାର ପ୍ରସିଦ୍ଧ ସଲ୍ଟ ଲେକ୍…

ଦିଦିଙ୍କ ନିର୍ବାଚନମଣ୍ଡଳୀରେ କଟିଯାଇଛି ହଜାର ହଜାର ଭୋଟରଙ୍କ ନାମ: ନିର୍ବାଚନ କମିଶନଙ୍କ ରିପୋର୍ଟ

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ କମିଶନ (EC) ଶୁକ୍ରବାର ନିର୍ବାଚନମଣ୍ଡଳୀ-ୱାରି ତଥ୍ୟ ପ୍ରକାଶ କରିଛନ୍ତି। ଏହି ତଥ୍ୟ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭବାନୀପୁର ନିର୍ବାଚନମଣ୍ଡଳୀରେ ସର୍ବାଧିକ ଭୋଟରଙ୍କ ନାମ ବାଦ ଦିଆଯାଇଛି। ଏହା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ…

କେରଳ ତାଣ୍ଡବ ରଚୁଛି ଏହି ଭୟଙ୍କର ରୋଗ, ବର୍ଷକୁ ୨୦୦ରୁ ଅଧିକ ଲୋକଙ୍କର ଯାଉଛି ଜୀବନ

ନୂଆଦିଲ୍ଲୀ: କେରଳରେ ଲେପ୍ଟୋସ୍ପାଇରୋସିସ୍ ଏକ ପ୍ରମୁଖ ସମସ୍ୟା ହେବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଶୁକ୍ରବାର ଲୋକସଭାରେ କହିଛନ୍ତି ଯେ ଚଳିତ ବର୍ଷ ଜାନୁଆରୀ ୧ରୁ ଡିସେମ୍ବର ୫ ମଧ୍ୟରେ କେରଳରେ ଲେପ୍ଟୋସ୍ପାଇରୋସିସ୍ ର ୩,୨୫୯ ନିଶ୍ଚିତ ମାମଲା ଚିହ୍ନଟ ହୋଇଥିବା…