Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କଟକରେ ଜଳବନ୍ଦୀ ସମସ୍ୟାକୁ ନେଇ ରାଜନୀତି ସରଗରମ: ସିଏମ୍‌ସି ଘେରାଉ କଲା ଓଜେସି, ମେୟର ଓ ଗିରିବାଳାଙ୍କ ମଧ୍ୟରେ…

କଟକ: ସହରର ଡ୍ରେନେଜ୍ ବ୍ୟବସ୍ଥା ତଥା କୃତ୍ରିମ ଜଳବନ୍ଦୀ ସମସ୍ୟାକୁ ନେଇ ଆଜି ସହରରେ ଏକ ଅଭାବନୀୟ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି। କଟକ ମହାନଗର ନିଗମ (ସିଏମ୍‌ସି)ର ଅପାରଗତା ବିରୋଧରେ ନବଗଠିତ ଓଡ଼ିଶା ଜନତା କଂଗ୍ରେସ (ଓଜେସି) ପକ୍ଷରୁ ମଙ୍ଗଳବାର ସିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ…

Chinese PLA:ଅରୁଣାଚଳରେ ଚୀନ୍ ପିଏଲଏ ଅନୁପ୍ରବେଶ ଅଭିଯୋଗ ରିପୋର୍ଟ ଭୁଲ ଏବଂ ଭିତ୍ତିହୀନ: ଭାରତୀୟ ସେନା

ନୂଆଦିଲ୍ଲୀ:ସୋମବାର ଦିନ ଭାରତୀୟ ସେନା କିଛି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ଖଣ୍ଡନ କରିଛନ୍ତି ଯେଉଁଥିରେ ଅଭିଯୋଗ କରାଯାଇଛି ଯେ ଚୀନ୍ ପିପୁଲ୍ସ ଲିବରେସନ ଆର୍ମି (PLA) ଅରୁଣାଚଳ ପ୍ରଦେଶରେ ଅନୁପ୍ରବେଶ କରିଛି ଏବଂ ଶିବିର ସ୍ଥାପନ କରିଛି। ଭରତୀୟ ସେନା ଏହି ରିପୋର୍ଟଗୁଡ଼ିକୁ ଭୁଲ ଏବଂ…

ଏଣିକି ଆକାଶମାର୍ଗରେ ଯୋଡ଼ି ହେବ ବରଗଡ଼ରୁ ଝାରସୁଗୁଡ଼ା! ରାଜ୍ୟ ସରକାରଙ୍କ ଟେବୁଲ୍‌ରେ ଏକ ବଡ଼ ପ୍ରସ୍ତାବ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଯାତାୟାତ ଏବଂ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଖୁବଶୀଘ୍ର ଏକ ନୂଆ ଅଧ୍ୟାୟ ଯୋଡ଼ିହେବାକୁ ଯାଉଛି। ଘଣ୍ଟା ଘଣ୍ଟାର ଲମ୍ବା ଯାତ୍ରା ଏଣିକି ଅଳ୍ପ ସମୟ ମଧ୍ୟରେ ଶେଷ ହେବ। କାରଣ ବରଗଡ଼, ସମ୍ବଲପୁର ଏବଂ ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରକୁ…

ଜାତିଆଣ ପ୍ରସଙ୍ଗରେ ଯୁବକଙ୍କୁ ବାନ୍ଧି ପିଟିପିଟି ମାରିଦେଲେ ଗାଁ ଲୋକେ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାଘୁଆପଦର ଗାଁର ତୋଫାନ ନାୟକ ନଡ଼ିଆ ତୋଳିବାକୁ ପାଖ ଖଣତ ଗାଁକୁ ଯାଇଥିଲେ । ସେଠାରେ ସେ ଜଣଙ୍କ ଘରର କବାଟ ଛୁଇଁବାରୁ ଲୋକେ ଜାତିଆଣ ଆକ୍ଷେପ କରି ତାଙ୍କୁ ବାନ୍ଧି ନିର୍ଦ୍ଧୁମ ପିଟି ଥିଲେ । ଘର…

ପାଠ୍ୟ ପୁସ୍ତକରେ ତୃଟି ପ୍ରସଙ୍ଗ; ପିଲାମାନଙ୍କ ଆସ୍ଥା ଓ ବିଶ୍ୱାସର ମୂଳଦୁଆକୁ ଦୁର୍ବଳ କରାଯାଉଛି: ନବୀନ

ଭୁବନେଶ୍ବର: ପ୍ରଥମରୁ ୮ମ ଶ୍ରେଣୀ ନୂଆ ପାଠ୍ୟ ପୁସ୍ତକରେ ତୃଟି ପ୍ରସଙ୍ଗ । ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ନବୀନ ତାଙ୍କ ସୋସିଆଲ ମିଡିଆ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି ଯେ, ବିଦ୍ୟାଳୟର ପୁସ୍ତକ କେବଳ ବହି…

୨୦ ଦିନ ହେବ ଅନ୍ଧାରରେ ଦୁଇ ଗାଁ; ବିଦ୍ୟୁତ୍ ବିଭଗ କାର୍ଯ୍ୟାଳୟକୁ ଘେରାଉ କଲେ ଗ୍ରାମବାସୀ

ସୁନ୍ଦରଗଡ:କିଛି ଦିନ ପୂର୍ବେ ବଜ୍ରପାତରେ ଗାଁର ଟ୍ରାନ୍ସଫର୍ମର ଜଳିଯାଇଥିଲା । କୋଡ଼ିଏ ଦିନ ହେବ ଅନ୍ଧାରରେ ଦୁଇଟି ଗାଁ ରହିଛି । ଏଭଳି ସମସ୍ୟା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଦଲକି ଓ ଭଦରପୁର ଗାଁରେ । ଫଳରେ ନୂଆ ଟ୍ରାନ୍ସଫର୍ମର ଦାବିରେ ବିଦ୍ୟୁତ…

ବ୍ୟାଙ୍କରୁ ଆସିଥିଲା ବିଡ଼ା ବିଡ଼ା ନୋଟ୍, ପଛେ ପଛେ ମାଡ଼ିବସିଲା ଭିଜିଲାନ୍ସ; ଜାଣନ୍ତୁ କେଉଁଠି ଚାଲିଥିଲା ଏହି କଳା…

ସମ୍ବଲପୁର: ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଥିବା ଏକ ବଡ଼ ଅନୁଷ୍ଠାନରେ ଭିତରେ ଭିତରେ ଚାଲିଥିଲା କି କଳା କାରନାମା? ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରି ରାତାରାତି ମାଲାମାଲ୍ ହୋଇଥିଲେ ଦୁଇ ବଡ଼ ବାବୁ। କିନ୍ତୁ ବେଆଇନ ଉପାୟରେ ଉପାର୍ଜିତ ଧନ ବେଶୀ ଦିନ ଲୁଚି…

ଜାରି ହେଲା ନ୍ୟାସନାଲ ଆମ୍ବୁଲାନ୍ସ ସର୍ଭିସେସ୍‌ ମାର୍ଗଦର୍ଶିକା, ରୋଗୀଙ୍କୁ ମିଳିବ ଅତ୍ୟାଧୁନିକ ସେବା

ନୂଆଦିଲ୍ଲୀ: ଜରୁରୀକାଳୀନ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ ​​କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ସୋମବାର ଜାତୀୟ ଆମ୍ବୁଲାନ୍ସ ସେବା ପାଇଁ କାର୍ଯ୍ୟକ୍ଷମ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହି ନିର୍ଦ୍ଦେଶାବଳୀର ଲକ୍ଷ୍ୟ ହେଉଛି ସାରା ଦେଶରେ…

ଚାଷୀଙ୍କୁ ଆଶ୍ୱସ୍ତୀ, ବଢିଲା ରବି ଧାନ ସଂଗ୍ରହ ଅବଧି

ଭୁବନେଶ୍ୱର: ରବି ଧାନ ସଂଗ୍ରହ ଅବଧି ଜୁଲାଇ ୩ ତାରିଖ ଯାଏ ବୃଦ୍ଧି କରିଛନ୍ତି ସରକାର। ଅବଧି ବୃଦ୍ଧି ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ୨୦ ଲକ୍ଷ ମେଟ୍ରିକ୍ ଟନ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ସରକାର। ଏଯାଏ ୧୮.୭୯ ଲକ୍ଷ ମେଟ୍ରିକ୍ ଟନ ଧାନ ସଂଗ୍ରହ…

ନାବାଳିକାକୁ ପେଟ୍ରୋଲ ଢାଳି ପୋଡିବାକୁ ଉଦ୍ୟମ, ଯୁବକ ଅଟକ

ଭଦ୍ରକ: ଧୂଷୁରୀ ଥାନା ଅଧୀନ ଫତେପୁର ପଞ୍ଚାୟତରେ ଅଭାବନୀୟ ଘଟଣା। ବିବାହିତ ପୁରୁଷର ଏକତରଫା ପ୍ରେମରୁ ଉନ୍ମତ୍ତ କାଣ୍ଡ। ନାବାଳିକାକୁ ପେଟ୍ରୋଲ ଢାଳି ପୋଡିବାକୁ ଉଦ୍ୟମ। ଉକ୍ତ ଯୁବକକୁ ଧରି ପୋଲିସରେ ଜିମା ଦେଲେ ଗ୍ରାମବାସୀ। ଜଣେ ୩୩ ବର୍ଷୀୟ ଯୁବକ ନିକଟସ୍ଥ ଗାଁର ଜଣେ ୧୫ ବର୍ଷୀୟା…