Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Vikash Manthan 1.0:୨୦ ମାସରେ ଅଭିବୃଦ୍ଧି ହାର ୭.୯%, ୨୦ ଲକ୍ଷ କୋଟିର ପୁଞ୍ଜି ଆକର୍ଷଣ କରାଯାଇଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗତ ୨୦ ମାସ ଧରି ରାଜ୍ୟ ସରକାର “ବିକଶିତ ଓଡ଼ିଶା- ବିକଶିତ ଭାରତ” ଦୃଷ୍ଟିକୋଣକୁ ଅର୍ଥନୈତିକ ଅଭିବୃଦ୍ଧି, ସାମାଜିକ ପରିବର୍ତ୍ତନ, ଭିତ୍ତିଭୂମି ସଂପ୍ରସାରଣ ଓ ସାଂସ୍କୃତିକ ପୁନରୁତ୍ଥାନ ମାଧ୍ୟମରେ ରୂପାୟନ କରିବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଦୁର୍ବଳ ସୁରକ୍ଷା ବ୍ୟବସ୍ଥା: ଦେଢ଼ ବର୍ଷରେ ଶ୍ରୀମନ୍ଦିର ଭିତରୁ ୭୦୦ ମୋବାଇଲ ଜବତ, ଡ୍ରୋନ୍‌ ଉଡ଼ାଇ ଧରାପଡ଼ିଛନ୍ତି…

ପୁରୀ: ଗତ ଦେଢ଼ ବର୍ଷ ମଧ୍ୟରେ ଶ୍ରୀମନ୍ଦିର ପରିସରକୁ ୭୦୦ ଜଣ ବ୍ୟକ୍ତି ଅନଧିକୃତ ଭାବେ ମୋବାଇଲ ଫୋନ୍ ଧରି ପ୍ରବେଶ କରି ଧରାପଡ଼ିଛନ୍ତି । ସେମାନଙ୍କ ନିକଟରୁ ମୋଟ ୬ ଲକ୍ଷ ୯୩ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଏନେଇ ସିଂହଦ୍ୱାର ଥାନାରେ ୯ଟି ମାମଲା ରୁଜୁ କରାଯାଇଛି । ଏହା ସତ୍ବେ…

Tragedy in Kakinada: ବାଣ କାରଖାନାରେ ବଡ଼ ବିସ୍ଫୋରଣ; ୨୧ ମୃତ

ମାଲକାନଗିରି:ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶର କାକିନାଡାରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି। କାକିନାଡା ଜିଲ୍ଲାର ପେଡ୍ଡାପୁରମ ଅଞ୍ଚଳର ସମାଲକୋଟ ମଣ୍ଡଳର ବେତଲାପଲେମ ଗାଁରେ ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ ଘଟି ୨୧ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି।…

ଥାଇଲାଣ୍ଡରେ ଫସି ରହିଥିବା ଅନ୍ୟ ୨ ଓଡ଼ିଆ ଯୁବକ ଫେରିଲେ; ସରକାରଙ୍କୁ ଜଣାଇଲେ ଧନ୍ୟବାଦ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଥାଇଲାଣ୍ଡରେ ଫସି ରହିଥିବା ୬ଜଣ ଓଡ଼ିଆ ଯୁବକଙ୍କ ମଧ୍ୟରୁ ୪ଜଣ ଓଡ଼ିଆ ଯୁବକଙ୍କୁ ଗତ ଫେବୃଆରୀ ୨୧ରେ ଓଡ଼ିଶାକୁ ଫେରାଇ ଅଣାଯାଇଥିଲା। ଆଜି ଅନ୍ୟ ୨ଜଣ ଓଡ଼ିଆ ଯୁବକ ଥାଇଲାଣ୍ଡରୁ ଆସି ଓଡ଼ିଶାରେ ପହଞ୍ଚିଛନ୍ତି। ସେମାନେ ହେଲେ…

Ragging Allegation: ହଷ୍ଟେଲରେ ୭ମ ଶ୍ରେଣୀର ଛାତ୍ରଙ୍କୁ ରାଗିଂ କଲେ ୯ମ ଶ୍ରେଣୀର ଛାତ୍ର

ମୟୂରଭଞ୍ଜ: ସ୍କୁଲ ହଷ୍ଟେଲରେ ସବୁ ସୀମା ଟପିଲେ ଉପର ଶ୍ରେଣୀର ଛାତ୍ର । ଖେଳ ସମୟରେ ୩ ଜଣ ସପ୍ତମ ଶ୍ରେଣୀ ଛାତ୍ର ଖେଳୁଥିବାରୁ ତାଙ୍କ ଉପରେ ରାଗିଂ ହୋଇଛି । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ନବମ…

Parvata Biswal: ବିଜେଡଜିରୁ ବିଦା ହେଲେ ପ୍ରଭାତ ବିଶ୍ଵାଳ

ଭୁବନେଶ୍ୱର: ବିଜେଡିରୁ ବିଦା ହେଲେ ପୂର୍ବତନ ବିଧାୟକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଭାତ ବିଶ୍ୱାଳ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି । ଦଳର ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କହିଛନ୍ତି । ଏନେଇ ଦଳର ଉପସଭାପତି ପ୍ରତାପ ଜେନା…

ହୋଲି ପାଇଁ ପୂର୍ବତଟ ରେଳବାଇର ପ୍ରସ୍ତୁତି; ଅତିରିକ୍ତ ଭିଡ଼ ଦୂର କରିବାକୁ ଚାଲିବ ୧୩୨ଟି ସ୍ପେଶାଲ୍ ଟ୍ରେନ୍

ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଆରମ୍ଭ ହେବ ରଙ୍ଗର ପର୍ବ ହୋଲି । ଏହି ସମୟରେ ଯାତ୍ରୀମାନଙ୍କୁ ଆରାମଦାୟକ ଯାତ୍ରା ପ୍ରଦାନ କରିବା ପାଇଁ, ପୂର୍ବତଟ ରେଳପଥ ଏହାର କ୍ଷେତ୍ରାଧିକାରରୁ ୧୩୨ଟି ହୋଲି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ପାଇଁ ଘୋଷଣା କରିଛି । ଏହାସହିତ, ଦେଶର ବିଭିନ୍ନ ପ୍ରାନ୍ତରୁ…

ଦେଶବ୍ୟାପୀ ହ୍ୟୁମାନ ପାପିଲୋମା ଭାଇରସ୍ ସଂକ୍ରମଣର ନିରାକରଣ ପାଇଁ ଟୀକାକରଣ ଅଭିଯାନ ଆରମ୍ଭ

ଭୁବନେଶ୍ବର: ଆଜି ରାଜସ୍ଥାନର ଆଜମେର ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ହ୍ୟୁମାନ ପାପିଲୋମା ଭାଇରସ୍ ସଂକ୍ରମଣର ନିରାକରଣ ପାଇଁ ଟୀକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି କ୍ରମରେ ଭୁବନେଶ୍ୱର କୃଷି ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ରାଜ୍ୟସ୍ତରୀୟ ଉତ୍ସବରେ…

ରାଜ୍ୟରେ ଉନ୍ନତ ସ୍ୱାସ୍ଥ୍ବସେବାକୁ ସୁଦୃଢ଼ କରିବା ପାଇଁ ଏମ୍.ସି.ଏଲ୍ ଦ୍ଵାରା ୪୬.୫୧ କୋଟି ଟଙ୍କାର ବୁଝାମଣାପତ୍ର…

ସମ୍ବଲପୁର: ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମ୍.ସି.ଏଲ୍.) ପକ୍ଷରୁ କଟକସ୍ଥିତ ଅଗ୍ରଣୀ ସରକାରୀ ମେଡ଼ିକାଲ ପ୍ରତିଷ୍ଠାନଗୁଡ଼ିକ ସହିତ ଦୁଇଟି ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଓଡ଼ିଶାରେ ସାର୍ବଜନୀନ ସ୍ୱାସ୍ଥ୍ବ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉଦ୍ଦେଶ୍ଯରେ ୪୬.୫୧ କୋଟି ଟଙ୍କା…

ଓଡ଼ିଶାର ବିଭିନ୍ନ ସ୍ଥାନର ଅପଭ୍ରଂଶ ଇଂରାଜୀ ନାମ ବଦଳିବ; ମୂଳ ଓଡ଼ିଆ ନାମର ହେବ ପୁନରୁଦ୍ଧାର…

ଭୁବନେଶ୍ବର: ଓଡ଼ିଶାର ବିଭିନ୍ନ ସ୍ଥାନର ଅପଭ୍ରଂଶ ଇଂରାଜୀ ନାମ ବଦଳିବ । ବ୍ରିଟିଶ୍ ଶାସନ ସମୟରୁ ପ୍ରଚଳିତ ଭୁଲ୍ ବନାନ୍ ସଂଶୋଧନ ହେବ । ମୂଳ ଓଡ଼ିଆ ନାମର ପୁନଃସ୍ଥାପନ ସମ୍ପର୍କରେ ପ୍ରସ୍ତାବ ପଠାଇବା ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ.…