Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବାତ୍ୟା ‘ଅର୍ଣ୍ଣବ’ ଧସିଲା ପଳାସପୁର ପୋଲ; ତପ୍ତପାଣି ଘାଟି ନିକଟରେ ଭୂସ୍ଖଳନ, NH-326 ରେ ଯାତାୟାତ…

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ବନ୍ୟା ସ୍ଥିତି ସଙ୍ଗିନ। ବାତ୍ୟା 'ଅର୍ଣ୍ଣବ' ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକର ପଳାସପୁର ପୋଲଟି ଧସିଯାଇଛି। ଗତ ପ୍ରାୟ ୩ ଦିନ ଧରି ଏହି ପୋଲ ଉପରେ ପ୍ରାୟ ୧୫ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ…

ଆନ୍ଧ୍ରପ୍ରଦେଶରେ ଅର୍ଣ୍ଣବର ପ୍ରଭାବ, ୭ ମୃତ, ୪୬୦୦ କୋଟିର କ୍ଷୟକ୍ଷତି ଆକଳନ

ଆନ୍ଧ୍ରପ୍ରଦେଶ: ବାତ୍ୟା ଯାଇଛି, କରିଛି ଅନେକ କ୍ଷୟକ୍ଷତିା ପାଣି ଘେରରେ ଅନେକ ଚାଷ କ୍ଷେତ, ଅନେକ ଲୋକ ନିଜ ଘର ଛାଡି ଆଶ୍ରୟସ୍ଥଳୀରେ ନେଇଛନ୍ତି ଆଶ୍ରୟ । ବାତ୍ୟା ଆନ୍ଧ୍ରପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି କରିଛି । ପାଖାପାଖି ୭ଜଣଙ୍କ ମୃତୁ୍ୟ ନେଇ ଆକଳନ କରାଯାଉଥିବା ବେଳେ ପ୍ରାୟ ୪୬ଶହ କୋଟି…

ବନ୍ୟାରେ କୃଷ୍ଣସାର ମୃଗ ମୃତ୍ୟୁ ଖବର ଗୁଜବ, ସେମାନେ ସୁରକ୍ଷିତ ଥିବା ସ୍ପଷ୍ଟ କଲା ବନ ବିଭାଗ

ବ୍ରହ୍ମପୁର: ଗଞ୍ଜାମ ସମେତ ଦକ୍ଷିଣ ଓଡ଼ିଶାରେ ଭୟାବହ ବନ୍ୟା ପରିସ୍ଥିତି ମଧ୍ୟରେ ପ୍ରସିଦ୍ଧ କୃଷ୍ଣସାର ମୃଗ (Blackbuck) ବନ୍ୟାଜଳରେ ଭାସିଯାଉଥିବା ନେଇ କିଛି ହୃଦୟବିଦାରକ ଖବର ପ୍ରଚାରିତ ହେଉଛି। ତେବେ, ବାସ୍ତବରେ ବନ୍ୟାଜଳର ପ୍ରବଳ ସ୍ରୋତରେ କିଛି କୃଷ୍ଣସାର ମୃଗ ଭାସିଯାଇଥିଲେ ମଧ୍ୟ…

ଆଇପିଏଲ୍ ୨୦୨୭: ମୁମ୍ବାଇ ଇଣ୍ଡିଆନ୍ସର ନୂଆ କୋଚିଂ ଷ୍ଟାଫ୍ ଘୋଷଣା, ପୋଲାର୍ଡଙ୍କ ସହ ଯୋଡ଼ିହେଲେ ଉଥାପା ଓ…

ଆଗାମୀ ଆଇପିଏଲ୍ ୨୦୨୭ ସିଜନ୍ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ନିଜର ନୂତନ କୋଚିଂ ଷ୍ଟାଫ୍ ଘୋଷଣା କରିଛି। ଦଳର ମୁଖ୍ୟ କୋଚ୍ କିରନ୍ ପୋଲାର୍ଡଙ୍କ ନେତୃତ୍ବରେ ଗଠିତ ଏହି ନୂଆ ସପୋର୍ଟ ଷ୍ଟାଫ୍‌ରେ ରବିନ୍ ଉଥାପା, ମିଚେଲ୍ ମ୍ୟାକକ୍ଲେନାଘାନ୍, ଟି. ଦିଲୀପ ଏବଂ ଧୱଲ କୁଲକର୍ଣ୍ଣୀ ସାମିଲ ହୋଇଛନ୍ତି।…

୨୦ ମାସର ଆଇନଗତ ଲଢ଼େଇ ପରେ ଆମେରିକାରେ ମହାତ୍ମା ଗାନ୍ଧୀଙ୍କ ନାତି ଫେରିପାଇଲେ ୩୦ ଏକର ଜମି

ୱାଶିଂଟନ : ଆମେରିକାର ଭର୍ଜିନିଆରେ ମହାତ୍ମା ଗାନ୍ଧୀଙ୍କ ନାତି କାନୁ ଗାନ୍ଧୀଙ୍କ ସମ୍ପତ୍ତିକୁ ନେଇ ଚାଲିଥିବା ୨୦ ମାସର ଆଇନଗତ ଲଢ଼େଇ ଶେଷ ହୋଇଛି। ଆମେରିକାର ଏକ କୋର୍ଟ ଗାନ୍ଧୀ ପରିବାର ଏବଂ ସେମାନଙ୍କ ଚାରିଟେବୁଲ ଟ୍ରଷ୍ଟ ସପକ୍ଷରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ୩୦ ଏକର ଜମିର ମାଲିକାନା…

ଶିକ୍ଷା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ: ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍‌କୁ ମିଳିଲା ଶ୍ରେଷ୍ଠ ‘ଆଇଭି ଲିଗ୍’ ରାଙ୍କିଙ୍ଗ୍

ଭୁବନେଶ୍ୱରର: ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ (SAI International School) ଶିକ୍ଷା କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ କରି ସମଗ୍ର ଦେଶରେ ଓଡ଼ିଶାର ଗୌରବ ବଢ଼ାଇଛି। ପ୍ରତିଷ୍ଠିତ 'ଏଜୁକେସନ୍ ୱାର୍ଲ୍ଡ ଇଣ୍ଡିଆ ସ୍କୁଲ୍ ର଼୍ୟାଙ୍କିଙ୍ଗ୍ସ' (EWISR) ୨୦୨୬-୨୭ରେ ସ୍କୁଲ୍‌କୁ ଦେଶର ନମ୍ବର-୧…

ଇସ୍ରାଏଲ୍‌ରେ କ୍ଷମତା ପାଇଁ ଟକ୍କର: ବହୁମତରୁ ଦୂରରେ ନେତାନ୍ୟାହୁ

ଯେରୁସାଲେମ: କାହା ହାତକୁ ଯିବ ଇସ୍ରାଏଲ୍? ସରକାର ଗଢ଼ିବାକୁ ଦୁଇ ପ୍ରମୁଖ ନେତାଙ୍କ ସଂଘର୍ଷ। ଏଠାରେ ଲାଗି ରହିଛି ରାଜନୈତିକ ଅସ୍ଥିରତା। ବହୁମତ ମ୍ୟାଜିକ ନମ୍ବର ଛୁଇଁପାରିଲେନି ଉଭୟ ପକ୍ଷ। ଇସ୍ରାଏଲରେ ଅକ୍ଟୋବର ୨୭ ତାରିଖରେ ଅନୁଷ୍ଠିତ ସଂସଦୀୟ ନିର୍ବାଚନ ପାଇଁ ଗଣନା ଶେଷ ହୋଇଛି। ତେବେ ଏହି…

ଦୁଇ ଦିନ ନୁହେଁ, ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ବଦଳିଲା ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟସୂଚୀ । ଦୁଇ ଦିନ ପରିବର୍ତ୍ତେ ତିନି ଦିନ ଓଡ଼ିଶାରେ ରହିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିଜ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାକୁ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନଭେମ୍ବର ୩ରୁ ୫ ତାରିଖ ପର୍ଯ୍ୟନ୍ତ ନିଜର ତିନିଦିନିଆ…

ସିଙ୍ଗଲ୍ ୱିଣ୍ଡୋ ବୈଠକରେ ୨୨ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି

ଭୁବନେଶ୍ୱର: ଅକ୍ଟୋବର ୨୯ ତାରିଖରେ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ରାଜ୍ୟସ୍ତରୀୟ ୧୫୧ତମ ସିଙ୍ଗଲ୍ ୱିଣ୍ଡୋ ବୈଠକରେ ୩ ହଜାର ୮୫୫.୩୮ କୋଟି ଟଙ୍କାର ମୋଟ ୨୨ଟି…

OUSSSC CPSE 2024: ପୋଲିସ ଏସ୍‌ଆଇ ପରୀକ୍ଷାର୍ଥୀଙ୍କ ବଢିଲା ତଥ୍ୟ ଅପଡେଟ୍ ସମୟସୀମା

ଭୁବନେଶ୍ବର: CPSE-୨୦୨୪ ଅଧୀନରେ ସବ୍‌-ଇନ୍ସପେକ୍ଟର ପଦବୀ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ତଥ୍ୟ ଅପ୍‌ଡେଟ୍‌ ଓ ଯାଞ୍ଚ ଅବଧିକୁ ୧୦ଦିନ ବୃଦ୍ଧି କରାଯାଇଛି। ଆଶାୟୀ ପ୍ରାର୍ଥୀମାନେ ନଭେମ୍ବର ୮ ରାତି ୧୦ଟା ପର୍ଯ୍ୟନ୍ତ ନିଜର ପ୍ରମାଣପତ୍ର ଓ ଅନ୍ୟାନ୍ୟ ତଥ୍ୟ ଅପ୍‌ଡେଟ୍‌ କିମ୍ବା ଯାଞ୍ଚ…