Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୧୨ ହଜାର ଟଙ୍କା ଦେଇ କିଣିଥିଲେ ଟିକେଟ୍, ପାଇଲେନି ମେସିଙ୍କ ଝଲକ: ତାତିଗଲେ ପ୍ରଶଂସକ

କୋଲକାତା: ବିଶ୍ୱ ପ୍ରସିଦ୍ଧ ଆର୍ଜେଣ୍ଟିନା ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସି ତିନି ଦିନିଆ ଭାରତ ଗସ୍ତରେ ଅଛନ୍ତି। ତାଙ୍କ ଗସ୍ତର ପ୍ରଥମ ଦିନରେ, ସେ କୋଲକାତାରେ ଏକ ୭୦ ଫୁଟ ଉଚ୍ଚ ପ୍ରତିମୂର୍ତ୍ତିକୁ ଭର୍ଚୁଆଲ୍ ଭାବରେ ଉଦଘାଟନ କରିଥିଲେ। ତା’ପରେ ସେ କୋଲକାତାର ପ୍ରସିଦ୍ଧ ସଲ୍ଟ ଲେକ୍…

ଦିଦିଙ୍କ ନିର୍ବାଚନମଣ୍ଡଳୀରେ କଟିଯାଇଛି ହଜାର ହଜାର ଭୋଟରଙ୍କ ନାମ: ନିର୍ବାଚନ କମିଶନଙ୍କ ରିପୋର୍ଟ

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ କମିଶନ (EC) ଶୁକ୍ରବାର ନିର୍ବାଚନମଣ୍ଡଳୀ-ୱାରି ତଥ୍ୟ ପ୍ରକାଶ କରିଛନ୍ତି। ଏହି ତଥ୍ୟ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭବାନୀପୁର ନିର୍ବାଚନମଣ୍ଡଳୀରେ ସର୍ବାଧିକ ଭୋଟରଙ୍କ ନାମ ବାଦ ଦିଆଯାଇଛି। ଏହା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ…

କେରଳ ତାଣ୍ଡବ ରଚୁଛି ଏହି ଭୟଙ୍କର ରୋଗ, ବର୍ଷକୁ ୨୦୦ରୁ ଅଧିକ ଲୋକଙ୍କର ଯାଉଛି ଜୀବନ

ନୂଆଦିଲ୍ଲୀ: କେରଳରେ ଲେପ୍ଟୋସ୍ପାଇରୋସିସ୍ ଏକ ପ୍ରମୁଖ ସମସ୍ୟା ହେବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଶୁକ୍ରବାର ଲୋକସଭାରେ କହିଛନ୍ତି ଯେ ଚଳିତ ବର୍ଷ ଜାନୁଆରୀ ୧ରୁ ଡିସେମ୍ବର ୫ ମଧ୍ୟରେ କେରଳରେ ଲେପ୍ଟୋସ୍ପାଇରୋସିସ୍ ର ୩,୨୫୯ ନିଶ୍ଚିତ ମାମଲା ଚିହ୍ନଟ ହୋଇଥିବା…

ଶ୍ରୀମନ୍ଦିର ପହିଲି ଭୋଗ ନୀତି ନିର୍ଘଣ୍ଟକୁ ଅନୁମୋଦନ; ସେପଟେ, ଶ୍ରୀଗୁଣ୍ଡିଚା ମନ୍ଦିରରେ ଗର୍ଭଗୃହ ଦର୍ଶନ…

ପୁରୀ: ଶ୍ରୀମନ୍ଦିର ପହିଲି ଭୋଗ ନୀତି ନିର୍ଘଣ୍ଟକୁ ମିଳିଲା ଅନୁମୋଦନ । ଉଭୟ ଛତିଶା ନିଯୋଗ ଓ ନୀତି ସବ୍ କମିଟି ପକ୍ଷରୁ ଅନୁମୋଦନ ମିଳିଛି । ୧୬ ଡିସେମ୍ବରରୁ ୧୩ ଜାନୁଆରୀ ପର୍ଯ୍ୟନ୍ତ ପହିଲି ଭୋଗ ନୀତି ପାଇଁ ରାତ୍ରୀ ୨ଟାରୁ ହେବ ଦ୍ଵାରଫିଟା । ଶୃଙ୍ଖଳିତ ଦର୍ଶନ ପାଇଁ ସେବାୟତମାନେ ଗଠନ…

ଗତିରୁ ପ୍ରଗତି: ଭିତ୍ତିଭୂମି ଯୋଜନା ଓ ପ୍ରକଳ୍ପ କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ନେଇ ତ୍ରିପାକ୍ଷିକ ଚୁକ୍ତି

ସୂଚନା ବିଜ୍ଞାନ ସଂସ୍ଥାନ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ। ଓଡ଼ିଶା ସରକାଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ଜରିଆରେ ଓ ଗୁଜୁରାଟ ଗାନ୍ଧିନଗରସ୍ଥିତ ଭାସ୍କରାଚାର୍ଯ୍ୟ ଜାତୀୟ ଅନ୍ତରୀକ୍ଷ ପ୍ରୟୋଗ ଏବଂ ଭୂ-ସୂଚନା ବିଜ୍ଞାନ ସଂସ୍ଥାନ (ବିଆଇଏସ୍ଏଜି-ଏନ) ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର…

ବେଆଇନ ଖଣି କ୍ଷତିପୂରଣ ଆଦାୟ ମାମଲା: ସ୍ବତନ୍ତ୍ର ଖଣ୍ଡପୀଠ ଗଠନ ପାଇଁ ଓଡ଼ିଶା ହାଇକୋର୍ଟଙ୍କୁ କହିଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର: ବେଆଇନ ଖଣି କ୍ଷତିପୂରଣ ଆଦାୟ ମାମଲାରେ କଠୋର ହେଲେ ସୁପ୍ରିମକୋର୍ଟ। ଓଡିଶାରେ ବେଆଇନ ଖଣି କ୍ଷତିପୂରଣ ରାଶି ଅସୁଲ କରିବାରେ ପ୍ରତିବନ୍ଧକ ସାଜିଥିବା ମାମଲାଗୁଡ଼ିକର ତ୍ବରିତ ଫଇସଲା କରିବା ପାଇଁ ଏକ ସ୍ବତନ୍ତ୍ର ଖଣ୍ଡପୀଠ ଗଠନ କରିବାକୁ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ…

ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ

ବାଲେଶ୍ୱର: ବାଲେଶ୍ୱର ସଂସାଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ। RML ହସ୍ପିଟାଲରେ ଭର୍ତ୍ତି ହାଇଛନ୍ତି। ସଂସଦ ଅଧିବେଶନ ଚାଲିଥିବା ସମୟରେ ସେ ୩ଦିନ ପୂର୍ବରୁ ଥଣ୍ଡା ପାଇଁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଛାତିରେ କଫ ଜମିଥିବା ଜଣାପଡ଼ିଥିଲା। ପରେ ତାଙ୍କୁ ଦିଲ୍ଲୀସ୍ଥିତ ଆରଏମଏଲ…

PM Modi: ଏହି ୩ଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ; ଫୋକସରେ ବିଶ୍ୱାସ,ବିକାଶ ଏବଂ ରଣନୈତିକ ସହଭାଗୀତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିସେମ୍ବର୧୫ ରୁ ୧୮ ପର୍ଯ୍ୟନ୍ତ ବିଦେଶ ଯାତ୍ରା ବିଷୟରେ ବୈଦେଶିକ ମନ୍ତ୍ରଣାଳୟ ବିସ୍ତୃତ ସୂଚନା ପ୍ରଦାନ କରିଛି। ଏହି ଯାତ୍ରାରେ ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତ ଅନ୍ତର୍ଭୁକ୍ତ। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ,…

semiconductor manufacturing units: ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ନିର୍ମାଣ ୟୁନିଟ୍ ଖୋଲିବାକୁ ମିଳିଛି ମଞ୍ଜୁରି:…

ନୂଆଦିଲ୍ଲୀ: ଓଡ଼ିଶାରେ ଇଲେକ୍ଟ୍ରୋନିକ୍ସ, ଆଇଟି, ସେମିକଣ୍ଡକ୍ଟର, ଡିଜିଟାଲ ଭିତ୍ତିଭୂମି କ୍ଷେତ୍ରର ବିକାଶ ପାଇଁ କେନ୍ଦ୍ର ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରିଥିବା କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ରାଜ୍ୟସଭାରେ ପଚରାଯାଇଥିବା ପ୍ରଶ୍ନର

Census of India 2027: ୨ଟି ପର୍ଯ୍ୟାୟରେ ହେବ ଜନଗଣନା….୧୨ହଜାର କୋଟି ବଜେଟ୍ ମଞ୍ଜୁର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ପ୍ରମୁଖ ନିଷ୍ପତ୍ତି ନେଇଛି। ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ''୨୦୨୭ ଜନଗଣନା ସମ୍ପର୍କରେ ଏକ…