Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆଜି ଠାରୁ ସରକାରୀ କାମରେ ବ୍ୟବହାର ପାଇଁ କେବଳ କିଣାଯିବ ଇଲେକ୍ଟ୍ରିକ୍ ଯାନ

ଭୁବନେଶ୍ୱର: ଆଜି ଠାରୁ ସରକାରୀ କାମରେ ବ୍ୟବହାର ପାଇଁ କେବଳ ଇଲେକ୍ଟ୍ରିକ୍ ଯାନ (ଇଭି) କିଣାଯିବ । ଏନେଇ ନୂଆ ନିର୍ଦ୍ଦେଶନାମା ଜାରି କଲେ ଓଡିଶା ସରକାର । ଆଜିଠୁ ଏହି ନିୟମ ସମସ୍ତ ସରକାରୀ ବିଭାଗ ପାଇଁ ବାଧ୍ୟତାମୂଳକ କରାଯାଇଛି । ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି…

Hunger strike:ଆମରଣ ଅନଶନରେ ଚାଷୀ;ଟୋକନ ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ…

ବରଗଡ଼:ଆମରଣ ଅନଶନରେ ବସିଲେ ଚାଷୀ । ଟୋକନ ପ୍ରଦାନରେ ବିଳମ୍ବ ଏବଂ ପର୍ଯ୍ୟାପ୍ତ ଟୋକନ ନମିଳିବା ପ୍ରତିବାଦରେ ଚାଷୀମାନେ ଆମରଣ ଅନଶନରେ ବସିଛନ୍ତି । ଝାରବନ୍ଧ ବ୍ଲକ ଅନ୍ତର୍ଗତ ଡଭା ଆଞ୍ଚଳିକ କୃଷକ ସଂଗଠନ ତରଫରୁ ଟୋକନ ସମସ୍ୟାର ସମାଧାନ ଦାବିରେ ସୋମବାର ଡଭା ବଜାର ପ୍ରାଙ୍ଗଣରେ ଆମରଣ ଅନଶନ…

Odia movie release in Raja:ଜମିବ ରଜ ବଜାର;ବଡ଼ ପରଦାରେ ଆସୁଛି ୪ ଓଡ଼ିଆ ଚଳଚ୍ଚିତ୍ର… ନଜର ଆସିବେ ଏହି…

ଭୁବନେଶ୍ବର: ଆସୁଛି ଓଡ଼ିଶାର ଗଣପର୍ବ ରଜ । ଏହି ସମୟରେ ରଜ ବଜାରରେ ନିଆଁ ଲଗେଇବାକୁ ଆସୁଛି ୪ ଓଡ଼ିଆ ଚଳଚ୍ଚିତ୍ର । ଏଥର ରଜରେ ଅନେକ ବିଗ୍ ବଜେଟ୍ ନୂଆ ଫିଲ୍ମ ଆସୁଛି । ଅନୁଭବ ମହାନ୍ତିଙ୍କ ଠାରୁ ଆରମ୍ଭ କରି ସିଦ୍ଧାନ୍ତ ମହାପାତ୍ର,ଅମ୍ଲାନ ଦାସ ଓ ଅର୍ଦ୍ଧେନ୍ଦୁ ଭଳି ଦମଦାର ଷ୍ଟାର ଏଥର ରଜ…

ଆର୍ଥିକ ମାନ୍ଦାବସ୍ଥାରୁ ମୁକ୍ତି ପାଇଁ ଚୀନ୍‌ର ‘ଛୁଟି’ ଫର୍ମୁଲା

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ବା ରିସେସନ୍‌କୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ବିଶ୍ୱର ଦ୍ୱିତୀୟ ସବୁଠାରୁ ବଡ଼ ଅର୍ଥନୀତି କୁହାଯାଉଥିବା ଚୀନ୍ ମଧ୍ୟ ଏବେ ଏହି ଆର୍ଥିକ ମାନ୍ଦାବସ୍ଥାର ସାମ୍ନା କରୁଛି। କିନ୍ତୁ ଏହି ସଙ୍କଟରୁ ବାହାରିବା ପାଇଁ ଚୀନ୍ ସରକାର…

ଡ୍ରୋନ୍‌ ଶିକାରୀ ‘ୟୋଲକା’: ରୁଷର ନୂଆ ବ୍ରହ୍ମାସ୍ତ୍ର

ନୂଆଦିଲ୍ଲୀ: ଆଧୁନିକ ଯୁଦ୍ଧକ୍ଷେତ୍ରରେ ଏବେ ‘ଡ୍ରୋନ୍’ ସବୁଠାରୁ ବଡ଼ ହତିଆର ପାଲଟିଛି । ଶତ୍ରୁପକ୍ଷର ଏହି ଡ୍ରୋନ୍‌ ଆକ୍ରମଣକୁ ରୋକିବା ପାଇଁ ରୁଷ ଏବେ ମଇଦାନକୁ ଓହ୍ଲାଇଛି ଏକ ସୁପରୱେପନ ବା ମହାଅସ୍ତ୍ର । ଯାହାର ନାଁ ହେଉଛି ‘ୟୋଲକା’ (Yolka) । ରୁଷ ସେନାର ଏହି ନୂଆ ଆଣ୍ଟି-ଡ୍ରୋନ୍…

ମହାପ୍ରଭୁଙ୍କ ସ୍ନାନଯାତ୍ରାରୁ ବାହୁଡ଼ା ଯାତ୍ରା ପାଇଁ ନୀତିନିର୍ଘଣ୍ଟ, ଶୃଙ୍ଖଳିତ ପହଣ୍ଡି ଓ ରଥଟଣା ଉପରେ ଗୁରୁତ୍ବ

ପୁରୀ: ମହାପ୍ରଭୁଙ୍କ ଆଗାମୀ ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ା ଯାତ୍ରାକୁ ନେଇ ସରିଛି ଛତିଶାନିଯୋଗ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜେନ୍ଦ୍ରଭିଷେକ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତିନିର୍ଘଣ୍ଟ ଅନୁମୋଦିତ ହୋଇଛି ।…

ଦେହଜୀବୀଙ୍କ ସପକ୍ଷରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ପୋଲିସ ଜୋର ଜବରଦସ୍ତ ଥଇଥାନ କରିପାରିବ ନାହିଁ

ନୂଆଦିଲ୍ଲୀ: ଦେହଜୀବୀମାନଙ୍କ ଅଧିକାରକୁ ନେଇ ସୁପ୍ରିମକୋର୍ଟ ଏକ ଐତିହାସିକ ତଥା ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ନିଜ ଇଚ୍ଛାରେ ଏହି ପେଶା ଆପଣାଇଥିବା ପ୍ରାପ୍ତବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ପୋଲିସ କୌଣସି ପ୍ରକାର ହସ୍ତକ୍ଷେପ କରିପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ…

ପୁଣି ବିଳମ୍ବ ହେବ ମୌସୁମୀ: କେରଳ ଛୁଇଁବାରେ ଲାଗିବ ସମୟ, ବଢ଼ିଲା ଏଲ ନିନୋ ପ୍ରଭାବ

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିବାରେ ପୁଣି ବିଳମ୍ବ ଦେଖାଦେଇଛି। ସାଧାରଣତଃ ଜୁନ ପହିଲାରେ କେରଳ ଉପକୂଳ ଛୁଇଁବାକୁ ଥିବା ମୌସୁମୀ ଏଥର ଆହୁରି କିଛି ଦିନ ସମୟ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା…

ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ; ଆଜିଠୁ ନାମାଙ୍କନ ଆରମ୍ଭ

ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କାନ ପ୍ରକ୍ରିୟା । ୯ ତାରିଖରେ ପାର୍ଥିପତ୍ର ଯାଞ୍ଚ । ୧୧ ତାରିଖରେ ପାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ । ୧୮ ତାରିଖରେ ପଡ଼ିବ ଭୋଟ୍‌ । ବିଧାନସଭା…

ପଶ୍ଚିମବଙ୍ଗର ପୂର୍ଣ୍ଣାଙ୍ଗ ମନ୍ତ୍ରୀମଣ୍ଡଳ ଗଠନ: ତାପସ ରାୟ ଓ ଅର୍ଜୁନ ସିଂହଙ୍କ ସମେତ ୩୫ ମନ୍ତ୍ରୀ ନେଲେ ଶପଥ

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଆଜି ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ଆନୁଷ୍ଠାନିକ ଭାବେ ପଶ୍ଚିମବଙ୍ଗର ନୂତନ ପୂର୍ଣ୍ଣାଙ୍ଗ ମନ୍ତ୍ରୀମଣ୍ଡଳ ଗଠନ ପ୍ରକ୍ରିୟା ଶେଷ ହୋଇଛି। ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ଗଠିତ ଏହି ନୂଆ ସରକାରରେ ସମୁଦାୟ ୩୫ ଜଣ ବିଧାୟକ ମନ୍ତ୍ରୀ ଭାବେ ପଦ ଓ…