Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପାଟଣାଗଡ଼ ଗାଦିକୁ ଫେରିବେ ମହାରାଜ !

ଭୁବନେଶ୍ବର: ପାଟଣାଗଡରେ ମହାରାଜ ନା ସରୋଜ ? ୫ବର୍ଷର ବ୍ୟବଧାନ ପରେ ପୁଣି ଗଡ କବଜା କରିବେ କି କେଭି ସିଂହଦେଓ ? ନା ଏଥର ବି ସରୋଜ କରିବେ ଶଙ୍ଖନାଦ ? ଗତଥର ଚମକାଇଥିଲା ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବିଧାନସଭା ଫଳାଫଳ । ୫ଥରର ବିଧାୟକ ତଥା ବିଜେପିର ହେଭିଓ୍ବେଟ୍ ନେତା କନକ ବର୍ଦ୍ଧନ…

ରାଉରକେଲାରେ ‘ଦିଲ୍ଲୀପ’ ଫ୍ୟାକ୍ଟର

ଭୁବନେଶ୍ବର : ରାଉରକେଲା ଦେଖିବ ରୋଚକ ଲଢେଇ । ମଇଦାନରେ ରାଜନୀତିର ପୁରୁଣା ଖେଳାଳି ଦିଲ୍ଲୀପ ରାୟ । ବଦଳିବ କି ଇସ୍ପାତ ସହର ସମୀକରଣ ? ୨୦୨୪ରେ ହେବ କି ୨୦୧୪ ରିପିଟ୍ ? ଦିଲ୍ଲୀପଙ୍କ ଏଣ୍ଟ୍ରି ପରେ ସାରଦା କିମ୍ବା ବିଜେଡି ପାଇଁ ସହଜ ନୁହେଁ ରାଉରକେଲା ଲଢେଇ । ସେପଟେ ବିଦ୍ରୋହୀ ନିହାର ରାୟ…

ବାମଗଡ଼ରେ ବଦଳିବ ବାଜି !

ଭୁବନେଶ୍ବର : ନା ମୋଦି ଲହର ନା ନବୀନ ହାଓ୍ବା । ଗତ ଦୁଇ ଥର ହେଲା ସିପିଆଇଏମକୁ ବିଜୟୀ କରାଇଛି ସୁନ୍ଦରଗଡ ଜିଲ୍ଲାର ବଣାଇ ବିଧାନସଭା । ଏଥର ବିଜୟର ହ୍ୟାଟ୍ରିକ୍ ମାରିବାକୁ ସମରସଜ୍ଜା କରୁଛି ସିପିଆଇଏମ । ସେପଟେ ବାମଗଡକୁ ପୁଣି କବଜାକୁ ନେବାକୁ ବିଜେପି ଉଦ୍ୟମ କରୁଛି ତ ବିଜୟର ଡେବ୍ୟୁ…

କାହାର ହେବ ବଲାଙ୍ଗୀର ?

ଭୁବନେଶ୍ବର: ବଲାଙ୍ଗୀରରେ କିଏ ମାରିବ ବାଜି ? କଣ୍ଟାବାଞ୍ଝିରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢୁଛନ୍ତି ତ ବଲାଙ୍ଗୀରରୁ ହିଁ ନବୀନଙ୍କୁ ସିଧା ଚ୍ୟାଲେଞ୍ଜ କରିଛନ୍ତି ମୋଦି। ପ୍ରାର୍ଥୀ ଯିଏ ରହିଲେ ବି ଏଠାରେ ଫାଇଟ୍ ସିଧାସଳଖ ନବୀନ ବନାମ ମୋଦି। ପଶ୍ଚିମ ଓଡିଶାରେ ମୋଦି ଲହରକୁ ମାତ୍…

ଖଣ୍ଡପଡାରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର; କହିଲେ, ଦିନରେ ଲଣ୍ଠନ ଦେଖାଉଛି ବିଜେପି

ଭୁବନେଶ୍ବର: ଖଣ୍ଡପଡ଼ାରେ ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନଙ୍କ ପ୍ରଚାର । ବିଜେଡି ସାଂସଦ ପ୍ରାର୍ଥୀ ଏବଂ ବିଧାୟକ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ୍ । ପ୍ରଚାର ସମୟରେ ପାଣ୍ଡିଆନ୍ କହିଛନ୍ତି, ନିର୍ବାଚନ ଆସିଲେ ବିରୋଧୀ ଆସିବେ, ମିଠା ମିଠା କଥା କହିବେ, କୁମ୍ଭୀର କାନ୍ଦଣା କାନ୍ଦିବେ,…

ଛତିଶଗଡ଼ରେ ନିର୍ବାଚନୀ ହିଂସା: କଂଗ୍ରେସ ନେତା ବିକ୍ରମ ବେସଙ୍କୁ ଗୁଳି କରି ହତ୍ୟା

ରାୟପୁର: ଛତିଶଗଡର ନାରାୟଣପୁର ବଖରପୁରାରେ କଂଗ୍ରେସ ନେତା ବିକ୍ରମ ବେସଙ୍କୁ ଗୁଳି କରି ହତ୍ୟା । କିଛି ଦୁର୍ବୁତ୍ତ ବାଇକରେ ଆସି ବିକ୍ରମଙ୍କ ଉପରକୁ ଗୋଟିଏ ପରେ ଗୋଟିଏ ଏପରି ତିନି ଥର ଗୁଳି ଚଳାଇଥିଲେ । ଯେଉଁଥିରେ ଗୋଟିଏ ଗୁଳି ବିକ୍ରମ ବେସଙ୍କ ମୁଣ୍ଡରେ ବାଜିଥିବାବେଳେ, ଦ୍ୱିତୀୟ ଗୁଳି…

ଦିଲ୍ଲୀର ୪ଟି ହସ୍ପିଟାଲକୁ ବୋ‌ମାରେ ଉଡାଇଦେବାକୁ ଧମକ, ବଢିଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ପ୍ରଥମେ ଦିଲ୍ଲୀର ସ୍କୁଲ ପରେ ଏବେ ଡାକ୍ତରଖାନାଗୁଡ଼ିକୁ ବୋମା ରେ ଉଡାଇ ଦେବାକୁ ଧମକ ଆସିଛି । ଦିଲ୍ଲୀର ୪ଟି ହସ୍ପିଟାଲକୁ ଏହି ଧମକ ମିଳିଛି । ସେହି ଡାକ୍ତରଖାନା ଗୁଡିକ ହେଉଛି ଦୀପ ଚନ୍ଦ ବନ୍ଧୁ ହସ୍ପିଟାଲ, ଡିଟିବି ହସ୍ପିଟାଲ, ଦାଦା ଦେବ ହସ୍ପିଟାଲ, ହେଡଗୋବାର ହସ୍ପିଟାଲ ।…

ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲା: ସୁପ୍ରିମକୋର୍ଟରୁ ବାବା ରାମଦେବ ଓ ବାଲକ୍ରିଷ୍ଣାଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବ ଓ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କୁ ସୁପ୍ରିମକୋର୍ଟଙ୍କ ଠାରୁ ଆଶ୍ୱସ୍ତି ମିଳିଛି । ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଉଭୟ ଆଶ୍ୱସ୍ତି ପାଇଛନ୍ତି । ଏହି ଶୁଣାଣି ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲାହଙ୍କ ବେଞ୍ଚ ଦ୍ୱାରା…

ନାମାଙ୍କନ ଭରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଲକ୍ଷ୍ନୋ : ନାମାଙ୍କନ ଭରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନାମାଙ୍କନ ପାଇଁ ବାରାଣସୀର ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ  ଗଙ୍ଗାରେ ପୂଜାର୍ଚ୍ଚନା କରିଥିଲେ ପ୍ରଧାନମନ୍ତ୍ରୀ ।…

ନିର୍ବାଚନ କାର୍ଯ୍ୟ ସାରି ଘରକୁ ଫେରିବା ବେଳେ ଦୁର୍ଘଟଣା, ଦୁଇ ପ୍ରିଜାଇଡିଂ ଅଫିସର ମୃତ

ନୂଆପଡ଼ା/ମାଲକାନଗିରି: ନିର୍ବାଚନ କାର୍ଯ୍ୟ ସାରି ଘରକୁ ଫେରିବା ବେଳେ ସଡ଼କ ଦୁର୍ଘଟଣା । ନୂଆପଡ଼ା ୩୫୩ ଜାତୀୟ ରାଜପଥ ତରବୋଡ ନିକଟରେ କାର ଧକ୍କାରେ ପ୍ରିଜାଇଡିଂ ଅଫିସରଙ୍କ ମୃତ୍ୟୁ ଘଟିଛି । ମୃତ ପ୍ରିଜାଇଡିଂ ଅଫିସର ପ୍ରସନ୍ନ କୁମାର ନାଏକ ବୋଲି ଜଣାପଡ଼ିଛି। ସେ ଗତକାଲି ଖଡ଼ିଆଳ ବ୍ଲକ…