Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Air Pollution: ଜହର ପାଲଟିଛି ଦିଲ୍ଲୀ ବାୟୁ, ଅଣନିଶ୍ୱାସୀ ରାଜଧାନୀବାସୀ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ଥଣ୍ଡା ବୃଦ୍ଧି ପାଇବା ସହିତ ବାୟୁ ଗୁଣବତ୍ତା କ୍ରମଶଃ ବିଷାକ୍ତ ହେବାରେ ଲାଗିଛି। ଦିଲ୍ଲୀରେ ଅନେକ ସ୍ଥାନରେ ଏକ୍ୟୁଆଇ ସ୍ତର ୪୦୦ ଅତିକ୍ରମ କରିଛି। ରବିବାର ସକାଳେ ଆନନ୍ଦ ବିହାରରେ ଏକ୍ୟୁଆଇ ୪୩୦ ରେକର୍ଡ କରାଯାଇଛି। ସେହିପରି ୱାଜିରପୁରରେ ଏହା ୪୦୬ ରହିଛି।…

Liquor Factory Seized: ନକଲି ବିଦେଶୀ ମଦ କାରଖାନା ଠାବ, ଲକ୍ଷାଧିକ ଟଙ୍କାର ମଦ ଜବତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଲକ୍ଷାଧିକ ଟଙ୍କାର ବିଦେଶୀ ମଦ କାରଖାନା ଠାବ ହୋଇଛି । ଏଥିରେ ସମ୍ପୃକ୍ତ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ କନ୍ଦରସିଂହା ପଞ୍ଚାୟତ ଅନ୍ତର୍ଗତ କଟରାପଡ଼ା ଗାଁର ପଦ୍ମିନୀ ନାଏକ । ଏଥିରେ ଜଡିତ ପଦ୍ମିନୀ ନାଏକଙ୍କ ସ୍ବାମୀ ଫେରାର ହୋଇଯାଇଛି…

Indian Economy: ଚଳିତ ବର୍ଷ ଭାରତୀୟ ଅର୍ଥନୀତି ୬.୬ ପ୍ରତିଶତ ବଢ଼ିବ ଜିଡିପି: ଆଇଏମ୍ଏଫ୍

ନୂଆଦିଲ୍ଲୀ: ଚଳିତ ଆର୍ଥିକବର୍ଷ ଭାରତୀୟ ଅର୍ଥନୀତି ୬.୬% ହାରରେ ବଢ଼ିବ। ଏଥିସହିତ ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ଭାବେ ଏହାର ମାନ୍ୟତା ବଜାୟ ରଖିବ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ଏହାର ୱାର୍ଲଡ ଇକୋନୋମିକ୍‌ ଆଉଟ୍‌ଲୁକ୍‌(ଡବ୍ଲ୍ୟୁଇଓ) ରିପୋର୍ଟରେ…

Daringbadi Eco Retreat: ନଭେମ୍ବର ୧୫ରୁ ଓଡ଼ିଶାର କଶ୍ମୀରରେ ଇକୋ ରିଟ୍ରିଟର ମଜା ନେବେ ପର୍ଯ୍ୟଟକ

କନ୍ଧମାଳ: ଆସୁଛି ଶୀତ ଋୁତୁ ବା ପର୍ଯ୍ୟଟନ ଋତୁ । ଏହି ସମୟରେ ରାଜ୍ୟବାସୀଙ୍କୁ ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିର ମଜା ଦେବାକୁ ଚଳିତ ବର୍ଷ ମଧ୍ୟ ରାଜ୍ୟସରକାରଙ୍କ ଅନୁଦାନରେ ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟ ପ୍ରକଳ୍ପର ଚାଲିଛି ପ୍ରସ୍ତୁତି । ଆସନ୍ତା ନଭେମ୍ବର ୧୫ ତାରିଖରେ ଆରମ୍ଭ…

Cyclone Montha:ବାତ୍ୟା ପ୍ରଭାବିତ ଅଞ୍ଚଳରେ ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର:ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:ଆସୁଛି ବାତ୍ୟା ‘ମୋନ୍ଥା’ (Cyclone Montha) । ପ୍ରଶାସନ ଆଗୁଆ ସଜାଗ ରହିଛି । ତେବେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର (Anganwadi centers) । ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏଥିସହ ଗର୍ଭବତୀ ମହିଳାଙ୍କୁ ତୁରନ୍ତ…

କନଷ୍ଟେବଳ ଶୁଭମିତ୍ରା ହତ୍ୟାକାଣ୍ଡ ମାମଲା: ପୋଲିସ ହାତରେ ଲାଗିଲା ଅଭିଯୁକ୍ତ ଦୀପକର ବ୍ୟାଙ୍କ ଟ୍ରାଞ୍ଜାକସନ

ଭୁବନେଶ୍ବର: ମହିଳା ଟ୍ରାଫିକ୍ କନଷ୍ଟେବଳ ଶୁଭମିତ୍ରା ହତ୍ୟାକାଣ୍ଡ ମାମଲା । ପୋଲିସ ହାତରେ ଲାଗିଲା ଆଉ ଏକ ସୁରାଗ । ଅଭିଯୁକ୍ତ ଦୀପକ କୁମାର ରାଉତର ଦୁଇଟି ସରକାରୀ ବ୍ୟାଙ୍କ ଆକାଉଣ୍ଟର ଖୋଳତାଡ଼ ପାଇଁ ପୂର୍ବରୁ ପୋଲିସ ଚିଠି ଲେଖିଥିବାବେଳେ, ଏବେ ପୋଲିସ ହାତରେ ହଜାରେ ପୃଷ୍ଠାର ବ୍ୟାଙ୍କ…

ଡରାଉଛି ବାତ୍ୟା ମନ୍ଥା; ୨୮ ତାରିଖ ପର୍ଯ୍ୟନ୍ତ ଚିଲିକାରେ ଡଙ୍ଗା ସମ୍ପୂର୍ଣ୍ଣ ବାରଣ

ଖୋର୍ଦ୍ଧା: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ସୃଷ୍ଟି ସୁଦୃଶ ଲଘୁଚାପ ଶନିବାର ପୂର୍ବାହ୍‌ଣରେ ଅବପାତର ରୂପ ନେଇଛି। ଶନିବାର ସକାଳ ସାଢ଼େ ୫ଟା ସମୟରେ ଏହି ଅବପାତ ସୃଷ୍ଟି ହୋଇଛି। ଅକ୍ଟୋବର ୨୭ ତାରିଖରେ ଏହା ବାତ୍ୟାର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ପୂର୍ବାନୁମାନ…

ଶିଶୁଙ୍କୁ ରକ୍ତ ଦେବା ପରେ ସେମାନଙ୍କ ଶରୀରରେ ଏଚଆଇଭି ପଜିଟିଭ୍‌ ଚିହ୍ନଟ

ରାଞ୍ଚି: ଝାଡଖଣ୍ଡ ହସ୍ପିଟାଲୁ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ଖବର । ରକ୍ତ ନେବା ପରେ ୫ ଜଣ ଶିଶୁ ଏଚଆଇଭି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ସାତ ବର୍ଷୀୟ ଥାଲାସେମିଆ ରୋଗୀ ଅଛନ୍ତି । ଏହି ଘଟଣାକୁ ନେଇ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗରେ ବ୍ୟାପକ କ୍ରୋଧ ଓ ଆତଙ୍କ…

Fake Currency Racket:ବିପୁଳ ପରିମାଣର ଜାଲ୍ ନୋଟ୍ ଜବତ; ୨ ଲକ୍ଷ ମାର୍କେଟରେ…

ସୁବର୍ଣ୍ଣପୁର: ଜିଲ୍ଲା ବିନିକାରୁ ବିପୁଳ ପରିମାଣର ଜାଲ୍ ନୋଟ୍ ଜବତ । ୪ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଜାଲ୍ ନୋଟ୍ ଜବତ କଲା ପୋଲିସ । ଜବତ ଜାଲ୍ ନୋଟ୍ ସବୁ ୫୦୦ ଟଙ୍କିଆ । ବିନିକା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ନକଲି ନୋଟ ଜବତ କରିଛି । ଯାହାର ମୂଲ୍ୟ ୪ ଲକ୍ଷ ୧୫…

ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର: ଅକ୍ଟୋବର ୨୭ ରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଇଣ୍ଡିଆ ମେରିଟାଇମ୍ ସପ୍ତାହ ୨୦୨୫ ସମ୍ମିଳନୀ ମୁମ୍ୱାଇରେ ଅନୁଷ୍ଠିତ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆଜି ମୁମ୍ବାଇ ଗସ୍ତ କରୁଛନ୍ତି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଉଦଘାଟନୀ…