Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସେନା କ୍ୟାମ୍ପ ଉପରେ ରକେଟ୍ ମାଡ କଲେ ମାଓବାଦୀ, ଅଳ୍ପକେ ବର୍ତ୍ତିଲେ ଯବାନ

ମାଲକାନଗିରି: କିଛି ଦିନର ବ୍ୟବଧାନ ପରେ ପୁଣି ଅଶାନ୍ତ ହୋଇପଡିଛି ମାଲଗାନଗିରି ସୀମାନ୍ତ ଛତିଶଗଡ଼ର ନାରାୟଣପୁର । ଏଠାରେ ଥିବା ସେନା କ୍ୟାମ୍ପ ଉପରେ ମାଓ ହାମଲା ହୋଇଥିବା ଜଣାପଡିଛି । ନାରାୟଣପୁରରେ ବିଏସଏଫ୍ କ୍ୟାମ୍ପ ଉପରେ ମାଓବାଦୀ ମାନେ ରକେଟ୍ ମାଡ଼ କରିଛନ୍ତି । ୪ଟି ବିଜିଏଲ…

ଓଡିଶା ହେବ ଦେଶର ବିକଶିତ ଇଞ୍ଜିନ:ମୋଦି

ନୂଆଦିଲ୍ଲୀ: ଦେଶର ବିକାଶରେ ଓଡ଼ିଶା ପ୍ରମୁଖ ସ୍ଥାନ ନେବ ।ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଗରିବଙ୍କ ଦେବତା । କିଛି ଏଭଳି ବଡ଼ ମନ୍ତବ୍ୟ ଦେଇଛନ୍ତି ଏନ୍‌ଡିଏ ନେତା ନିର୍ବାଚିତ ହେବାପରେ ମୋଦି । ଚଳିତ ନିର୍ବାଚନରେ ଓଡିଶାରେ ବିଜେପିର ବିପୁଳ ବିଜୟ ପରେ ଆଜି ସଂସଦରେ ଖୁସି ବ୍ୟକ୍ତ କରିଛନ୍ତି…

‘ଟାଇଗର ଜିନ୍ଦା ହୈ’: ଏନଡିଏ ସରକାରର ଶପଥ ଗ୍ରହଣ ପୂର୍ବରୁ ପାଟନାରେ ଲାଗିଲା ନୀତିଶଙ୍କ ପୋଷ୍ଟର

ପାଟନା: ୨୦୨୪ ଲୋକସଭା ନିର୍ବାଚନରେ ​​ଏନଡିଏର ବିଜୟ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସ୍ଥିତି ଆହୁରି ମଜଭୁତ୍ ହୋଇଛି । ଦଳୀୟ କର୍ମୀଙ୍କ ମଧ୍ୟରେ ମଧ୍ୟ ପୂର୍ଣ୍ଣ ଉତ୍ସାହ ରହିଛି । ଏହି ସମୟରେ ପାଟନାରେ ନୀତିଶ କୁମାରଙ୍କ ଏକ ଆକର୍ଷଣୀୟ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି ।…

ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ

ଭୁବନେଶ୍ବର: ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଛି ଅନ୍ତରୀଣ ଜାମିନ । ପ୍ରଶାନ୍ତ ଜଗଦ୍ଦେବଙ୍କୁ ୩ ଦିନ ପାଇଁ ଅନ୍ତରୀଣ ଜାମିନ ଦେଲେ ଖୋର୍ଦ୍ଧା ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ । ଜଗଦ୍ଦେବଙ୍କୁ ଅଦାଲତ ତିନିଦିନିଆ ଜାମିନ ପ୍ରଦାନ କରିଛନ୍ତି। ଜୁନ ୯, ୧୦ ଏବଂ ୧୧ ତାରିଖ ଯାଏଁ ଖୋର୍ଦ୍ଧା…

ଏନଡିଏ ଭାରତ ଆତ୍ମାର ପ୍ରତିବିମ୍ବ: ମୋଦି

ନୂଆଦିଲ୍ଲୀ: ଏନ୍‌ଡିଏ ନେତା ନିର୍ବାଚିତ ପରେ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ । ମୋଦି କହିଛନ୍ତି ଏନଡିଏ ଭାରତର ଆତ୍ମାର ପ୍ରତିବିମ୍ବ । ସର୍ବସମ୍ମତିରେ  ମୋତେ ବାଛି ନୂଆ ଦାୟିତ୍ବ ଦେଇଛନ୍ତି, ଏଥିପାଇଁ ମୁଁ ଆପଣମାନଙ୍କ ପାଖରେ ସବୁବେଳେ କୃତଜ୍ଞ । ଏନ୍‌ଡିଏ ଆଜି ୨୨ ରାଜ୍ୟରେ ସରକାର କରିବାର…

ମୋଦୀ ୩.୦; ଏନଡିଏ ନେତା ଭାବେ ନିର୍ବାଚିତ ହେଲେ ମୋଦି

ନୂଆଦିଲ୍ଲୀ: ଏନଡିଏ ନେତା ଭାବେ ନିର୍ବାଚିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସଂସଦୀୟ ଦଳ ବୈଠକରେ ମୋଦିଙ୍କ ନାମ ପ୍ରସ୍ତାବ କରିଛନ୍ତି ରାଜନାଥ ସିଂହ । ଯାହାକୁ ସମର୍ଥନ ଜଣାଇଛନ୍ତି ଅମିତ ଶାହ ଓ ନୀତିନ ଗଡ଼କରୀ । ଏହାପରେ ନରେନ୍ଦ୍ର ମୋଦି ଏନ୍‌ଡିଏ ସଂସଦୀୟ ଦଳ ନେତା ଭାବେ…

୧୨ ତାରିଖରୁ ପର୍ଯ୍ୟଟକଙ୍କୁ ମନା ଶିମିଳିପାଳ

ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟ ଆସନ୍ତା ଜୁନ୍ ୧୨ ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ଅକ୍ଟୋବର ମାସ ପର୍ଯ୍ୟନ୍ତ ପରିଦର୍ଶକମାନଙ୍କ ପାଇଁ  ବନ୍ଦ ରହିବ ଶିମିଳିପାଳ । ବର୍ଷା ଋତୁ ଆସୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି ଅଭୟାରଣ୍ୟ କର୍ତ୍ତୃପକ୍ଷ…

ଏନଡିଏର ସଂସଦୀୟ ବୈଠକ, ବଣ୍ଟାଯାଇପାରେ ମନ୍ତ୍ରୀ ପଦ

ନୁଆଦିଲ୍ଲୀ: ଆଜି ବସୁଛି ଏନଡିଏ ଦଳର ସଂସଦୀୟ ବୈଠକ । ମୋଦି ୩.୦ର କାଳ ଆରମ୍ଭ ହେବା ପୂର୍ବରୁ ବସୁଛି ଏନଡିଏ ଦଳର ବୈଠକ । ପୁରୁଣା ସଂସଦର ସେଣ୍ଟ୍ରାଲ ହଲରେ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଗୁରୁତ୍ବପୂର୍ଣ୍ଣ ବିଷୟ ଆଲୋଚନା ହେବା ସହ ବଣ୍ଟା ହୋଇପାରେ ମନ୍ତ୍ରୀ ପଦ । ସେପଟେ ମନ୍ତ୍ରୀ…

ପୁଣି ଶୁଭିଲା ପ୍ରଚଣ୍ଡ ଶବ୍ଦ, କେଉଁଠୁ ଆସୁଛି କିଛି ଜଣା ପଡୁନାହିଁ

ବାଲେଶ୍ବର: ପୁଣି ଶୁଭିଲା ପ୍ରଚଣ୍ଡ ଶବ୍ଦ, ଭୟଭୀତ ହୋଇ ଘରୁ ବାହାରି ଆସିଲେ ଲୋକେ । ହେଲେ କେଉଁଠୁ ଆସୁଛି କିଛି ଜଣାପଡୁନି । କିଛି ଏଭଳି ଘଟଣା ଆଜି ପୁଣି ଶୁଣିବାକୁ ମିଳିଛି ବାଲେଶ୍ବର ନୀଳଗିରି ଅଞ୍ଚଳ ଓ ଭଦ୍ରକ ବାସୁଦେବପୁରରେ । ଏଭଳି ପ୍ରଚଣ୍ଡ ଶବ୍ଦ ଶୁଣି ଭୟଭୀତ ହୋଇଛନ୍ତି ଲୋକେ…

ଜୁନ୍ ୧୦ ସୁଦ୍ଧା ଓଡ଼ିଶାରେ ପ୍ରବେଶ କରିପାରେ ଦକ୍ଷିଣ ପଶ୍ଚିମ ମୌସୁମୀ: ସିଇସି

ଭୁବନେଶ୍ୱର: ଆରବ ସାଗରରୁ ଦକ୍ଷିଣ-ପଶ୍ଚିମ ବାୟୁ ପ୍ରବାହରେ ଦକ୍ଷିଣ ପଶ୍ଚିମ ମୌସୁମୀ ଦକ୍ଷିଣ ଓଡ଼ିଶାରେ ଜୁନ୍ ୧୦ ସୁଦ୍ଧା ପ୍ରବେଶ କରିପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣ ପଶ୍ଚିମ ବାୟୁ ପ୍ରବାହର…