Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବିମାନ ବନ୍ଦରରେ କଙ୍ଗନା ରାଣାୱତଙ୍କୁ ଚାପୁଡା ମାରିଲେ ସିଆଇଏସଏଫ ଗାର୍ଡ

ଚଣ୍ଡିଗଡ଼: ବଲିଉଡ ଅଭିନେତ୍ରୀ ତଥା ମଣ୍ଡିର ବିଜେପି ସାସଂଦ କଙ୍ଗନା ରାଣାୱତଙ୍କୁ ଚଣ୍ଡିଗଡ଼ ବିମାନ ବନ୍ଦରରେ ଜଣେ ସିଆଇଏସଏଫ ଗାର୍ଡ ଚାପୁଡ଼ା ମାରିଛନ୍ତି । ଚାପୁଡ଼ା ମାରିଥିବା ଗାର୍ଡଙ୍କ ନାଁ ହେଉଛି କୁଲବିନ୍ଦର କୌର । ଏନେଇ କଙ୍ଗନା ଉକ୍ତ ଗାର୍ଡଙ୍କ ବିରୋଧରେ ଅଭିଯୋଗ ଆଣି ତୁରନ୍ତ କଠୋର…

ନିର୍ବାଚନରେ ବିଜେଡି ପରାଜୟର କାରଣ କହିଲେ ବରିଷ୍ଠ ନେତା ଶଶୀ ବେହେରା

ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜେଡି ବିପର୍ଯ୍ୟୟର ସାମ୍ନା କରିଛି । ଦୀର୍ଘ ୨୪ ବର୍ଷ ପରେ ସରିଛି ନବୀନ ଯୁଗ  । ୨୪ ବର୍ଷର ଶାସନ ଭିତରେ ଦେଶରେ ଅପ୍ରତିଦ୍ୱନ୍ଦ୍ୱୀ ଓ ଅପରାଜେୟ ନେତା ପାଲଟିଥିଲେ ନବୀନ ପଟ୍ଟନାୟକ । ଓଡିଶା ବିଧାନସଭା ନିର୍ବାଚନର ଫଳାଫଳ ପରେ ସମସ୍ତଙ୍କ ମନରେ ଗୋଟିଏ…

ସିଏମଓରୁ ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା

ଭୁବନେଶ୍ବର: ବିଜେଡି ଧରାଶାୟୀ ହେବା ପରେ ବୁଧବାର ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନବୀନ ପଟ୍ଟନାୟକ । ଗତକାଲି ତାଙ୍କର ଇସ୍ତଫା ପରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଦୁଇ ଜଣ ପରାମର୍ଶଦାତା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ହେଉଛନ୍ତି  ଆର୍.…

ରାଜ୍ୟପାଳଙ୍କୁ ଭେଟି ନିର୍ବାଚନ ଫଳାଫଳ ସମ୍ପର୍କରେ ଅବଗତ କରାଇଲେ ନିର୍ବାଚନ ଅଧିକାରୀ

ଭୁବନେଶ୍ବର: ଆଜି ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ରାଜ୍ୟରେ ହୋଇଥିବା ସାଧାରଣ ନିର୍ବାଚନ ଫଳାଫଳ ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ମଧ୍ୟାହ୍ନ ୧ଟା ସମୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିଜ ଟିମ୍ ସହ ରାଜଭବନ ଯାଇ…

ଏଇଠି ଅଛନ୍ତି ପାଣ୍ଡିଆନ

ଭୁବନେଶ୍ବର: କୁଆଡେ ଗଲେ ବିଜେଡିର ନମ୍ବର ଟୁ ଭିକେ ପାଣ୍ଡିଆନ ? ବିଜେଡି ନିର୍ବାଚନ ପରିଚାଳନା ହେଉ କି ପ୍ରଚାର । ସବୁବେଳେ ନଜର ଆସୁଥିବା ପାଣ୍ଡିଆନଙ୍କୁ ଫଳାଫଳ ପ୍ରକାଶ ପାଇବା ପରଠୁ ଦେଖିବାକୁ ମିଳୁନି । ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ନହେଲେ ରାଜନୀତିରୁ ସନ୍ୟାସ ନେବାକୁ…

ମହାରାଷ୍ଟ୍ରର ଯେଉଁ ସବୁ ସ୍ଥାନରେ ମୋଦି ପ୍ରଚାର କରିଥିଲେ ସେହି ସ୍ଥାନଗୁଡ଼ିକରେ ବିଜେପି ହାରିଛି

ମୁମ୍ବାଇ: ୨୦୨୪ ଲୋକସଭା ନିର୍ବାଚନରେ ଏନଡିଏକୁ ବହୁମତ ମିଳିଥିବାବେଳେ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ନେଇ ସ୍ଥିର ହୋଇସାରିଛି । ଗତ ଦୁଇଟି ନିର୍ବାଚନରେ ବିଜେପି ନିଜ ବଳରେ ବହୁମତ ହାସଲ କରିଥିଲା । ହେଲେ ଏଥର କିନ୍ତୁ ନିଜ ବଳରେ ଜିତିବାରେ ବିଫଳ ହୋଇଛି ଦଳ । ତେବେ…

ରାଜ୍ୟରେ ବିଏସ୍‌କେଓ୍ବାଇ ଯୋଜନା ଚାଲୁ ରହିଛି: ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ରାଜ୍ୟରେ ବିଏସକେଓ୍ବାଇ କାର୍ଡ ଚାଲୁ ରହିଛି । କୌଣସି ହସ୍ପିଟାଲରେ ରୋଗୀଙ୍କୁ ଏଥିପାଇଁ ଅବହେଳା କରି ପାରିବେ ନାହିଁ। ଚିକିତ୍ସା କିମ୍ୱା ଡିସଚାର୍ଜ ମଧ୍ୟ କରି ପାରବେ ନାହିଁ। କିଛି ଅସୁବିଧା ହେଲେ ସ୍ୱାସ୍ଥ୍ୟ ବିଭାଗର ହେଲ୍ପ ଲାଇନ ନମ୍ୱରରେ ଜଣାଇ ପାରିବେ। ଏନେଇ ସ୍ପଷ୍ଟ…

ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ

ନୂଆଦିଲ୍ଲୀ:ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି। ଚଳିତ ଲୋକସଭା ନିର୍ବାଚନରେ ବିଜୟୀ ହେବା ପରେ ଜୁନ୍ ମୋଦି ୮ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଘୋଷଣା ହୋଇଥିଲା । କିନ୍ତୁ ସେ ଆସନ୍ତା ୯ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ…

‘ଯିଏ ବି ମୁଖ୍ୟମନ୍ତ୍ରୀ ହେବ, ନବୀନଙ୍କ ଠାରୁ ଭଲ ହେବ’

ଭୁବନେଶ୍ବର:  ଚଳିତ ଥର ନିର୍ବାଚନରେ ଦେଖିବାକୁ ମିଳିଛି ବଡ ପରିବର୍ତନ । ଯାହା  ସମସ୍ତଙ୍କୁ ଚମକାଇ ଦେଇଛି । ରାଜ୍ୟରେ ବିଜେପିକୁ ମିଳିଛି ବଡ଼ ବିଜୟ । ଓଡ଼ିଶାରେ ବିଜେପିକୁ ସ୍ପଷ୍ଟ ବହୁମତ। ସେପଟେ  ଅପ୍ରତିଦ୍ୱନ୍ଦୀ ନେତା ନବୀନ ପଟ୍ଟନାୟକଙ୍କ ହାତରୁ ଦୀର୍ଘ  ୨୪ ବର୍ଷ ଶାସନ କ୍ଷମତା…

ରାଜସ୍ଥାନରେ ବସୁନ୍ଧରାଙ୍କୁ ବିଜେପିର ଅଣଦେଖା, ବିରୋଧୀ କଂଗ୍ରେସକୁ ଦେଲା ସୁଯୋଗ?

ଜୟପୁର: ୨୦୧୪ରେ ସମସ୍ତ ୨୫ଟି ଲୋକସଭା ଆସନରେ ବିଜୟୀ ହୋଇଥିବା ବେଳେ ୨୦୧୯ରେ ୨୪ଟି ଆସନରେ ବିଜୟୀ ହୋଇଥିଲା ଭାରତୀୟ ଜନତା ପାର୍ଟି। କିନ୍ତୁ ବିଧାନସଭା ନିର୍ବାଚନ ଜିତିବାର ମାତ୍ର ୬ ମାସ ପରେ ରାଜସ୍ଥାନରେ ଖରାପ ପ୍ରଦର୍ଶନ କରିଛି ଏହି ଦଳ। ଏହାର କାରଣ କଣ ଏହାକୁ ନେଇ ତର୍ଜମା ଚାଲିଛି।…