Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାଜ୍ୟରେ ବନ୍ଦ ହେବ ବିଏସକେୱାଇ ,ଲାଗୁ ହେବ ଆୟୁଷ୍ମାନ ଯୋଜନା:ମନମୋହନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ କିଏ ହେବ ପାର୍ଲାମେଣ୍ଟ ପାର୍ଟି ନିଷ୍ପତ୍ତି ନେବ । ସରକାର ଆସିବା ମାତ୍ରେ ଯାହା ପ୍ରତିଶ୍ରୁତି ଦେଇଥିଲୁ ତାହା କରିବୁ । ଆୟୁଷ୍ମାନ ଯୋଜନା ଲାଗୁ କରିବୁ, ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲିବୁ ବୋଲି ନିଜର ପ୍ରତିକ୍ରିୟା ରଖିଛନ୍ତି ମନମୋହନ ସାମଲ । ବିଜେପିର…

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମୋଦୀ

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କୁ ଭେଟି ଇସ୍ତଫା ଦେଲେ ନରେନ୍ଦ୍ର ମୋଦି । ନୂଆ ସରକାର ଗଠନ ପୂର୍ବରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମୋଦି ।। ବୁଧବାର ମୋଦି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ଭବନରେ ପହଞ୍ଚି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ଦାଖଲ…

ଜିତିବା ପରେ ବିଜେପିକୁ ଫେରିଲେ ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁ

ଭୁବନେଶ୍ବର: ଘର ବାହୁଡା ହେଲେ ହିମାଂଶୁ । ଧର୍ମଶାଳାରୁ ସ୍ୱାଧୀନ ଭାବେ ବିଜୟୀ ହୋଇଥିବା ବିଧାୟକ ହିମାଂଶୁ ଶେଖର ସାହୁ ପୁଣି ବିଜେପିରେ ଯୋଗଦେଇଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ଆନୁଷ୍ଠାନିକ ଭାବେ ଦଳରେ ସାମିଲ ହୋଇଛନ୍ତି ହିମାଂଶୁ । ସୂଚନାଯୋଗ୍ୟ, ନିର୍ବାଚନର କିଛି ମାସ…

୮ରେ ଶପଥ ନେବେ ମୋଦି !

ନୂଆଦିଲ୍ଲୀ: ତୃତୀୟଥର ପାଇଁ ଜୁନ୍‌ ୮ରେ ଶପଥ ନେଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି । ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ମୋଦି ୮ରେ ଶପଥ ନେବେ  । ୮ ତାରିଖ ସନ୍ଧ୍ୟାରେ ହୋଇପାରେ ଶପଥ ଗ୍ରହଣ ଉତ୍ସବ । ଲୋକସଭା ନିର୍ବାଚନରେ ବିଜେପି ମ୍ୟାଜିକ୍‌ ନମ୍ବର ୨୭୨ ହାସଲ କରିବାରେ ବିଫଳ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପତ୍ର ପ୍ରଦାନ କଲେ ନବୀନ ପଟ୍ଟନାୟକ । ଦଳର ପରାଜୟ ପରେ ଇସ୍ତଫା ଦେଲେ ନବୀନ । ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ ।  ଅପ୍ରତିଦ୍ୱନ୍ଦୀ ନେତା ନବୀନ ପଟ୍ଟନାୟକଙ୍କ ହାତରୁ ଦୀର୍ଘ  ୨୪ ବର୍ଷ ଶାସନ କ୍ଷମତା…

ହାରିଗଲେ ହେଭିଓ୍ବେଟ, ସବୁଠୁ ଅଧି୍କ ବିଜେଡି ନେତା

ଭୁବନେଶ୍ବର: ଓଡିଶାରେ ପରିବର୍ତ୍ତନର ସ୍ବର । ୨୫ ବର୍ଷର ଟ୍ରେଣ୍ଡି ସରକାରଙ୍କୁ ଇତିହାସ କରିଦେଲା ବିଜେପି । ଯାହା କେବେ କେହି କଳ୍ପନା କରିନଥିଲେ ଆଜି ତାହା ବାସ୍ତବତାରେ ପରିଣତ ହୋଇଛି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଇତିହାସ ହୋଇଯାଇଛନ୍ତି । ଖାଲି ଯେ ଦଳୀୟ ହାର ହୋଇଛି…

ଗଡ ହରାଇଲା ବିଜେଡି, ସରକାର ଗଢିବ ବିଜେପି, ଗୋଟେ ଲାଇନରେ ଜାଣନ୍ତୁ କିଏ କେଉଁଠି ବିଜୟୀ

ଭୁବନେଶ୍ଵର: ଦୀର୍ଘ ୨୪ ବର୍ଷର ଶାସନ ପରେ ନିଜ ଗଡ ହରାଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୪ ନିର୍ବାଚନରେ ଓଡିଶାରେ ବିଜେପିକୁ ବହୁମତ ମିଳିଛି । ଏଥର ବିଜେପି ରାଜ୍ୟରେ ସରକାର ଗଢିବ । ଓଡିଶାରେ ହେବେ ନୂତନ ମୁଖ୍ୟମନ୍ତ୍ରୀ ନୂତନ ମନ୍ତ୍ରୀମଣ୍ଡଳ । ବିଜେଡିର ଗଡ…

ଆନ୍ଧ୍ରରେ ଟିଡିପି କରିବ ସରକାର ଗଠନ, ୯ରେ ଶପଥ ନେବେ ଚନ୍ଦ୍ରବାବୁ

ବିଶାଖାପାଟନମ୍: ଆନ୍ଧ୍ରପ୍ରଦେଶରେ ଟିଡିପିର ବିପୁଳ ବିଜୟ । ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୋଟ ୧୭୫ ଆସନ ମଧ୍ୟରୁ ୧୩୩ରେ ବିଜୟ ହାସଲ କରି ୩ରେ ଆଗୁଆ ରହିଛି । ଏହାର ସହଯୋଗୀ ଦଳ ବିଜେପିକୁ ୮ଟା ଆସନ ଓ ଜନସେନା ପାର୍ଟିକୁ ୧୦ ଟି ଆସନରେ ବିଜୟ ମିଳିଛି । ସେହିପରି…

ପ୍ରଥମ ଥର ପାଇଁ ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବାକୁ ଯାଉଛନ୍ତି: ମୋଦି

ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ଆସିବା ପରେ ପୁଣି ବିଜେପି ସରକାର ଗଢିବା ନେଇ ସ୍ପଷ୍ଟ ହୋଇଛି । ଏହି ଅବସରରେ ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ମୋଦି ଦେଶବାସୀଙ୍କ ସମେତ କର୍ମୀ, କର୍ମଚାରୀ, ନିର୍ବାଚନ କମିଶନଙ୍କୁ ଧନ୍ୟବାଦ ଜଣାଇବା ସହ ନିଜର ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି ଯେ,…

ବଡମ୍ବାରେ ହାରିଲେ ଦେବି ମିଶ୍ର, ଜିତେଲେ ସ୍ୱାଧୀନ ପ୍ରାର୍ଥୀ ବିଜୟ ଦଳ ବେହେରା

ବଡମ୍ବା: ବଡମ୍ବାରେ ବିଜେଡିର ପରାଜୟ । ସ୍ୱାଧୀନ ପ୍ରାର୍ଥୀ ବିଜୟ କୁମାର ଦଳବେହେରାଙ୍କ ଠାରୁ ପରାସ୍ତ ହେଲେ ବିଜେଡି ପ୍ରାର୍ଥୀ ଦେବୀ ମିଶ୍ର । ୨୩ ହଜାର ୪୭୯ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି ଦେବୀ ମିଶ୍ର । ତେବେ ସ୍ବାଧୀନ ପ୍ରାର୍ଥୀ ବିଜୟ ଦଳବେହେରା ୮୬ ହଜାର ୧୮ ଖଣ୍ଡ ଭୋଟ ପାଇଥିବା…