Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବହୁ ପଛରେ ମା-ପୁଅ, କୋରେଇରେ ଆକାଶ ଆଗରେ, ସମ୍ବଲପୁରରେ ଆଗୁଆ ଧର୍ମେନ୍ଦ୍ର

ସମ୍ବଲପୁର: ଲାଗୁଛି ଚାରିପାଞ୍ଜିରୁ ଯିବେ ବବି ଦାସ ଓରଫ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ । ଗୋଟେ ପଟେ ନିଜ ଗଡ ଯାଜପୁର ଛାଡି ସମ୍ବଲପୁରରେ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ମାଆଙ୍କୁ ବିଜେଡି ଯାଜପୁର କୋରାଇରୁ ପ୍ରାର୍ଥୀ କରିଥିଲା । ହେଲେ ଏବେ ଗଣନା ଯାହା କହୁଛି ଦୁଇ ଆଡୁ ଘାଟାରେ…

ଭୁବନେଶ୍ୱର (ମଧ୍ୟ)ରୁ ବିଜେଡି ପ୍ରାର୍ଥୀ ଜିତିଲେ ଅନନ୍ତ ନାରାୟଣ ଜେନା

ଭୁବନେଶ୍ବର: ମଧ୍ୟ ଭୁବନେଶ୍ୱରରେ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କଠାରୁ ମାତ୍ର ଅଳ୍ପ କିଛି ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି  ଅନନ୍ତ । ଆଜି ଆରମ୍ଭରୁ ଭୁବନେଶ୍ୱର ମଧ୍ୟ ଆସନରେ ଦେଖିବାକୁ ମିଳିଥିଲା କଡା ମୁକାବିଲା…

କେନ୍ଦ୍ରାପଡା ଆଳିରେ ପ୍ରତାପ ଦେବ ବିଜୟୀ

କେନ୍ଦ୍ରାପଡ଼ା: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗଣତି । ଏହାରି ଭିତରେ କେନ୍ଦ୍ରାପଡା ଜିଲ୍ଲା ଆଳିରେ ବାଜିମାତ୍ କଲା ବିଜେଡି । ଆଳି ବିଧାନସଭାରୁ ବିଜେଡି ପ୍ରାର୍ଥୀ ପ୍ରତାପ କେଶରୀ ଦେବ ବିଜୟ ହୋଇଛନ୍ତି । ସେ ୧୯ ହଜାର ୫୫୪ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଆଳିରେ ପ୍ରତାପ…

ବ୍ରଜରାଜନଗରରେ ବିଜେପିର ବଡ ବିଜୟ, ହାରିଲେ ଅଳକା ଜିତିଲେ ସୁରେଶ

ବ୍ରଜରାଜନଗର: ବ୍ରଜରାଜନଗରରେ ବିଜେପିର ବିଜୟ । ବିଜେଡିର ଅଳକା ମହାନ୍ତିଙ୍କୁ ହରାଇ ବିଜୟ ହାସଲ କଲେ ବିଜେପିର ସୁରେଶ ପୂଜାରୀ । ଅଳକା ମହାନ୍ତିଙ୍କୁ ୨୨,୦୦୨ ଭୋଟ ବ୍ୟବଧାନରେ ହରାଇ ବଡ଼ ବିଜୟ ହାସଲ କରିଛନ୍ତି ସୁରେଶ । ସେ ୭୧,୭୯୭ ଭୋଟରେ ବିଜୟୀ ହୋଇ ଶଙ୍ଖ ଗଡରେ ପଦ୍ମ ଫୁଟାଇଛନ୍ତି ।

ବାପାଙ୍କ ଗଡରେ ଝିଅର ପରାଜୟ, ଝାରୁସୁଗୁଡାରେ ଫୁଟିଲା ପଦ୍ମ

ଝାରସୁଗୁଡା: ବାପାଙ୍କ ଗଡରେ ପରାସ୍ତ ହେଲେ ଝିଅ ଦୀପାଳି । ପଦ୍ମ ହାତକୁ ଗଲା ଝାରୁସୁଗୁଡା । ଝାରୁସୁଗୁଡା ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ୧୩୨୨ ଭୋଟରେ ହରାଇଛନ୍ତି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ । ବାପା ନବକିଶୋର ଦାସଙ୍କ ହତ୍ୟା ଘଟଣା ପରେ ଗତବର୍ଷ ଝାରସୁଗୁଡା…

ବଡ଼ ବିଜୟ ଅଭିମୁଖେ ରାହୁଲ, ୧ ଲକ୍ଷରୁ ଅଧିକ ଭୋଟ୍ ରେ ଆଗୁଆ ରହିଛନ୍ତି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଭୋଟ୍ ଗଣନା ଆରମ୍ଭ ହୋଇଛି । ଏଥର କେରଳର ଓ୍ୱାୟନାଡ ଓ ଉତ୍ତର ପ୍ରଦେଶର ରାୟବରେଲି ଦୁଇଟି ଯାକ ଆସନ ଦଖଲ କରିବା ଦିଗରେ ଆଗକୁ ବଢ଼ି ଚାଲିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ୱାୟନାଡରେ ୧ ଲକ୍ଷରୁ ଅଧିକ ଭୋଟ୍ ଏବଂ ରାବେରେଲିରେ ୫୦,୦୦୦ରୁ ଅଧିକ ଭୋଟରେ…

କଣ୍ଟାବାଞ୍ଜିରେ ମୁଖ୍ୟମନ୍ତ୍ରୀ ଆଗରେ

କଣ୍ଟାବାଜି: କଣ୍ଟାବାଞ୍ଜିରେ ଟ୍ରାକକୁ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଖାପାଖୀ ୮୦୦ ଭୋଟରେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କ ଠାରୁ ଆଗରେ ଅଛନ୍ତି । ପ୍ରଥମରୁ ହିଁ ନବୀନ ପଛରେ ପଡିଥିବା ବେଳେ ଏବେ କଣ୍ଟାବାଞ୍ଜିରେ ଲିଡ୍ କରୁଛନ୍ତି ନବୀନ ପଟ୍ଟନାୟକ । ସେହିପରି ଗଞ୍ଜାମ…

ଚାଲିଛି ଭୋଟ ଗଣତି, ପଛରେ ପଡିଛନ୍ତି ବହୁ ହେଭିଓ୍ବେଟ

ଭୁବନେଶ୍ବର: ଚାଲିଛି ଭୋଟ ଗଣତି । ସବୁଠି ଲିଡ୍ କରୁଛି ବିଜେପି । ଏହାରି ଭିତରେ ଆରମ୍ଭ ହୋଗଲାଣି ପଞ୍ଚମ ରାଉଣ୍ଡ । ତେବେ ଚତୁର୍ଥ ରାଉଣ୍ଡ ସୁଦ୍ଧା ଅନେକ ହେଭିଓ୍ବେଟ ନେତା ଫଛରେ ରହିଛନ୍ତି । ଏହାରି ଭିତରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚତୁର୍ଥ ରାଉଣ୍ଡ ସୁଦ୍ଧା…

ଓଡିଶା ବିଧାନସଭାରେ ଟ୍ରେଣ୍ଡରେ ବିଜେପି,ଓଡ଼ିଶାରେ ବଦଳିପାରେ ସମୀକରଣ !

ଭୁବନେଶ୍ବର: ୨୨୦୨୪ ସାଧାରଣ ନିର୍ବାଚନ ପାଇଁ ଚାଲିଛି ଭୋଟ୍‌ ଗଣତି  । ତେବେ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ବିଜେପି ଆଗକୁ ଆଗକୁ ମାଡ଼ି ଚାଲିଛି । ସିଟ ସଂଖ୍ୟା ତୁଳନାରେ ବିଜେଡି ବହୁ ପଛରେ ଚାଲିଛି । ଏପର୍ଯ୍ୟନ୍ତ ଓଡିଶା ବିଧାନସଭାରେ ବିଜେପିର ଆସନ: ଭୁବନେଶ୍ବର ଏକାମ୍ରରେ ବିଜେପି…

ତୃତୀୟ ରାଉଣ୍ଡ ସୁଦ୍ଧା ଓଡିଶା ଲୋକସଭାରେ; ବିଜେପିର ୧୮, ବିଜେଡି ୨, କଂଗ୍ରେସ ୧

ଭୁବନେଶ୍ବର: ତୃତୀୟ ରାଉଣ୍ଡ ସୁଦ୍ଧା ଆଗରେ ରହିଛି ବିଜେପି । ଲୋକସଭା ଆସନରେ ଏଥର ରେକର୍ଡ ସଂଖ୍ୟକ ଭୋଟ ହାତେଇପାରେ ବିଜେପି । ବର୍ତମାନ ସୁଦ୍ଧା ବିଜେପି ୧୮ ଟି ଆସନରେ ଲିଡ୍ କରୁଥିବା ବେଳେ ବିଜେଡି ୨ଟି ଓ କଂଗ୍ରେସ ଗୋଟିଏରେ ଲିଡ୍ କରୁଛି । ଦେଖନ୍ତୁ ଓଡିଶା ଲୋକସଭାରେ ଏଯାବତ କିଏ…