Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମୋଦିଙ୍କ ୧୨୭ ତମ ‘ମନ କି ବାତ୍’, ଛଟ୍ ପର୍ବର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୨୭ ତମ 'ମନ କି ବାତ୍' କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମ ଆରମ୍ଭରୁ ଛଟ୍ ପର୍ବର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ଛଟ୍ ପର୍ବ ହିଁ ଏକତାର ପ୍ରତୀକ ଅଟେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ସ୍ୱଦେଶୀ ଉତ୍ପାଦ କିଣିବାକୁ…

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ହସ୍ପିଟାଲରେ ଭର୍ତ୍ତି ହେଲା ପୁଞ୍ଜିଲାଲ ମେହେର

ବଲାଙ୍ଗୀର: ଡାକ୍ତରଖାନାରେ ଭର୍ତ୍ତି ହେଲା ପାଟଣାଗଡ଼ ବୋମା ବିସ୍ଫୋରଣର ଅଭିଯୁକ୍ତ ପୁଞ୍ଜିଲାଲ ମେହେର । ଗତ ୨୧ତାରିଖରୁ ଅନଶନରେ ରହିଥିବା କାରଣରୁ ଗତ ଶୁକ୍ରବାର ରାତିରେ ଅସୁସ୍ଥ ହୋଇପଡିବାରୁ ତାକୁ ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲର ପୁରୁଷ ମେଡ଼ିସିନ ୱାର୍ଡରେ ଭର୍ତ୍ତି କରାଯାଇଛି ।…

ମୃତଦେହ ଗ୍ରହଣ କଲେନାହିଁ ପରିବାର, ଥାନାରେ ୮ ଘଣ୍ଟା ହେଲା ପଡିରହିଛି ଶବ

ସୁବର୍ଣ୍ଣପୁର: ମୃତଦେହ ଗ୍ରହଣ କଲେନାହିଁ ପରିବାର। ଥାନାରେ ୮ ଘଣ୍ଟା ହେଲା ପଡିରହିଛି ମୃତଦେହ। ଜଗି ରହିଛନ୍ତି ସ୍ତ୍ରୀ ଓ ପୁଅ। ପାରିବାରିକ କଳହ ପାଇଁ ଶବ ଗ୍ରହଣ କରିଲେନି ପରିବାର। ବିନିକା ଥାନାରେ ଦୀର୍ଘ ୮ ଘଣ୍ଟା ଧରି ପଡ଼ିରହିଛି ମୃତଦେହ। ଶବ ଜଗି ରହିଛନ୍ତି ମୃତକଙ୍କ ସ୍ତ୍ରୀ ଏବଂ ୭…

Nuapada Byboll:ନୂଆପଡ଼ା ଉପନିର୍ବାଚନ: ସିଇଓଙ୍କୁ କଂଗ୍ରେସ ଓ ବିଜେଡିର ଫେରାଦ୍

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର ପ୍ରସାର। ଏହାରି ଭିତରେ ଉପନିର୍ବାଚନ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଆର୍‌.ଏସ୍‌. ଗୋପାଳନ୍‌ । ସିଇଓ ଅତିରିକ୍ତ ଡିଜିପି ସଞ୍ଜୟ କୁମାରଙ୍କ ସହ ଗସ୍ତ କରି ତିନିଟି ପର୍ଯ୍ୟାୟରେ ବୈଠକ କରିଥିଲେ। ଏହି…

ସୁନ୍ଦରଗଡ଼ରେ ସ୍କ୍ରବ୍‌ ଟାଇଫସ୍ ସଂକ୍ରମଣରେ ୨ ମୃତ, ୧୫୦୦ ରୋଗୀ ଚିହ୍ନଟ

ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲାରେ ମାତିଛି ସ୍କ୍ରବ୍ ଟାଇଫସ । ଜିଲ୍ଲାବାସୀଙ୍କୁ ଘାରିଛି ସ୍କ୍ରବ୍‌ ଟାଇଫସ୍ ସଂକ୍ରମଣ ଭୟ । ସ୍କ୍ରବ୍ ଟାଇଫସରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଦା ୧୫୦୦ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ମୃତକ ମଧ୍ୟରେ ଜଣେ ବଡ଼ଗାଁ ଅଞ୍ଚଳର ଓ ଆଉ ଜଣେ…

Cyclone Montha: ଗଭୀର ଅବପାତରେ ପରିଣତ ହେଲା ସୃଷ୍ଟ ଲଘୁଚାପ, ୨୪ ଘଣ୍ଟାରେ ବାତ୍ୟା, ଆଲର୍ଟରେ ଓଡିଶା, ଆନ୍ଧ୍ର…

ଭୁବନେଶ୍ବର: ଗଭୀର ଅବପାତରେ ପରିଣତ ହେଲା ସୃଷ୍ଟ ଲଘୁଚାପ । ୨୪ ଘଣ୍ଟା ଭିତରେ ନେଇପାରେ ବାତ୍ୟା ରୂପ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ରବିବାର ସକାଳ ସାଢେ ୫ଟାରେ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଆଗାମୀ ୧୨ ଘଣ୍ଟା ଅର୍ଥାତ ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା…

Cyclone Montha: ବାତ୍ୟା ଯୋଗୁଁ ବାତିଲ୍ ହେଲା ମନ୍ତ୍ରୀଙ୍କ ନୂଆପଡା ଗସ୍ତ, ୭ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି…

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ମୋନ୍ଥାକୁ ନେଇ ଏବେ ହାଇ ଆଲର୍ଟରେ ରାଜ୍ୟ ସରକାର । ବାତ୍ୟା ନେଇ ସମସ୍ତ ପ୍ରସ୍ତୁତି ହୋଇଥିବା ବେଳେ ସଜାଗ ରହିଛି ସବୁ ବିଭାଗ । ଏହାରି ଭିତରେ ଆସୁଥିବା ଘୂର୍ଣ୍ଣିଝଡ଼ ମୋନ୍ଥାର ଗମ୍ଭୀରତାକୁ ଦେଖି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ…

Aahaar Scheme: ଏଣିକି ଆହାର ଖର୍ଚ୍ଚ ବହନ କରିବେ ସରକାର, ୫୧୨ କୋଟି ଟଙ୍କାର ଆହାର ଯୋଜନାକୁ ଅନୁମୋଦନ…

ଭୁବନେଶ୍ବର: ଏଣିକି ଆହାର ଖର୍ଚ୍ଚ ବହନ କରିବେ ସରକାର । ଯୋଜନାରେ କଲେ ସାମିଲ । ରାଜ୍ୟ ସରକାର ଆହାର କାର୍ଯ୍ୟକ୍ରମକୁ ଯୋଜନାରେ ପରିଣତ କରିଛନ୍ତି । ଓଡିଶା କ୍ୟାବିନେଟ୍ "ଆହାର" ଯୋଜନାକୁ ସବୁଜ ସଙ୍କେତ ଦେଇଛି । ୨୦୨୫-୨୬ ରୁ ୨୦୨୯-୩୦ ପର୍ଯ୍ୟନ୍ତ ପାଞ୍ଚ ଆର୍ଥିକ ବର୍ଷରେ ୫୧୨ କୋଟି…

Cyclone Montha: ଆନ୍ଧ୍ରର ଏହି ଜାଗାରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା, ଓଡିଶାରେ ୪ ଦିନ ପ୍ରବଳ ବର୍ଷିବ…

ଭୁବନେଶ୍ବର: ବଳ ଗୋଟାଉଛି ବାତ୍ୟା ‘ମୋନ୍ଥା’ । ଧିରେ ଧିରେ ସ୍ଥଳ ଭାଗ ଆଡେ ଅଗ୍ରସର ହେଉଛି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଥିବା ବେଳେ ଆଜି(ରବିବାର) ଗଭୀର ଅବପାତର ରୂପ ନେବ । ଆଜିସନ୍ଧ୍ୟା ସୁଦ୍ଧା ଏହା ଗଭୀର ଅବପାତରେ ପରିଣତ ହେବ । ଆସନ୍ତାକାଲି(ସୋମବାର)…

Trump Seeks China’s help: ରୁଷ ବିରୁଦ୍ଧରେ ଚୀନର ସାହାଯ୍ୟ ଲୋଡ଼ିଲେ ରାଷ୍ଟ୍ରପତି ଟ୍ରମ୍ପ୍, ପୁଟିନଙ୍କ ସହ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର କହିଛନ୍ତି ଯେ ସେ ତାଙ୍କର ସମୟ ନଷ୍ଟ କରିବେ ନାହିଁ ଏବଂ ଫେବୃଆରୀ ୨୦୨୨ ରେ ଆରମ୍ଭ ହୋଇଥିବା ୟୁକ୍ରେନକୁ ସମାପ୍ତ କରିବା ପାଇଁ ଦୁଇ ପକ୍ଷ ଏକ ଚୁକ୍ତି ଚୂଡ଼ାନ୍ତ ନହେବା ପର୍ଯ୍ୟନ୍ତ ସେ ତାଙ୍କର ରୁଷ ପ୍ରତିପକ୍ଷ ଭ୍ଲାଦିମିର…