Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଅସ୍ତବ୍ୟସ୍ତ କଲାଣି ତାତି: ରାଜ୍ୟରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ବଢ଼ୁଥିବା ଗ୍ରୀଷ୍ମ ପ୍ରଭାବ କାରଣରୁ ଅଂଶୁଘାତରେ ଯାଉଛି ଜୀବନ । ବର୍ତ୍ତମାନ ସୁଦ୍ଧା ଅଂଶୁଘାତ ରେ ୩୦ ଜଣଙ୍କର ମୃତ୍ୟୁ ହୋଇସାରିଛି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଅଂଶୁଘାତରେ ମୋଟ ୧୪୭ ଜଣଙ୍କର ମୃତ୍ୟୁ…

ପୁରୀରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବିଜୟ ଉତ୍ସବ ପାଳନ ଉପରେ ଲାଗିଲା କଟକଣା

ପୁରୀ: ଆସନ୍ତାକାଲି ପ୍ରକାଶ ପାଇବ ନିର୍ବାଚନ ଫଳାଫଳା । ଆଉ ହାତୀ କାହା ମୁଣ୍ଡରେ କଳସ ଢାଳିବ, କିଏ ଗଢିବ ସରକାର ତାହା କାଲି ସ୍ପଷ୍ଟ ହୋଇଯିବ । ତେବେ ଫଳାଫଳ ଆସିବା ପରେ ବିଭିନ୍ନ ଦଳ ବିଜୟ ଉତ୍ସବ ପାଳନ ପାଇଁ ଏବେଠାରୁ ପ୍ରସ୍ତୁତ ହୋଇଗଲେଣି । ଯାହାକୁ ନେଇ ପୁରୀରେ ବିଜୟ ଉତ୍ସବ ପାଳନ ପାଇଁ…

ରାତି ପାହିଲେ ନିର୍ବାଚନ ଫଳ, ପ୍ରାର୍ଥୀଙ୍କ ମନରେ ଛନକା, ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ଵର: ରାତି ପାହିଲେ ବାହାରିବ ନିର୍ବାଚନ ଫଳ । କିଏ ପିନ୍ଧିବ ବିଜୟ ମୁକୁଟ । ଫୋକସରେ ସମସ୍ତ ରାଜନୈତୀକ ଦଳ । ଏବେଠୁ ସମସ୍ତ ରାଜନୈତୀକ ଦଳର ପ୍ରାର୍ଥୀଙ୍କ ମନରେ ଛନକା ପଶିଲାଣି । ସେପଟେ ଷ୍ଟ୍ରଙ୍ଗ ରୁମ ସୁରକ୍ଷା ଠାରୁ ଆରମ୍ଭ କରି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା…

ସରିଲା ୨୪ ନିର୍ବାଚନ, ଭାଙ୍ଗିଲା ୧୯ ବିଧାନସଭା

ଭୁବନେଶ୍ବର: ସରିଯାଇଛି ୨୪ ବିଧାନସଭା । ଆସନ୍ତାକାଲି ଖୋଲିବ ସିଲ୍ ହୋଇଥିବା ଭାଗ୍ୟ । ଏହାରି ଭିତରେ ବିଧାନସଭା ଭଙ୍ଗ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ବିଧାନସଭା ନିର୍ବାଚନ ଫଳାଫଳର ଦିନକ ପୂର୍ବରୁ ଆଜି ୨୦୧୯ ବିଧାନସଭା ଭଙ୍ଗ କରାଯାଇଛି । ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏକ…

ଓଡିଶାରେ କାହାର ସରକାର ?

ଭୁବନେଶ୍ବର: ଓଡିଶାରେ ଏଥର କାହାର ସରକାର? ପୁଣି ନବୀନ ନା କ୍ଷମତା ପରିବର୍ତ୍ତନ ? ବିଜେପି ପ୍ରଥମ ଥର ପାଇଁ ଏକା ଗଠନ କରିପାରିବ କି ସରକାର? ନା ରାଜ୍ୟରେ କୌଣସି ଦଳକୁ ମିଳିବନି ବହୁମତ ! ଏକଜିଟ୍ ପୋଲରେ ଓଡିଶା ବିଧାନସଭା ଫଳାଫଳ ନେଇ ଆସୁଛି ଭିନ୍ନ ଭିନ୍ନ ତଥ୍ୟ। କେଉଁ ସର୍ଭେରେ କାଣ୍ଟେ କି…

ଏକଜିଟ୍ ପୋଲକୁ ନେଇ ସୋନିଆ ଗାନ୍ଧୀଙ୍କ ପ୍ରତିକ୍ରିୟା; କହିଲେ, ଜୁନ୍ ୪ କୁ ଅପେକ୍ଷା କରନ୍ତୁ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ଜୁନ୍ ୪ ରେ ଆସିବ ନିର୍ବାଚନ ଫଳାଫଳ । କିଏ ଗଢିବ ସରକାର ତାହା କାଲି ହେବ ସ୍ପଷ୍ଟ । ସମଗ୍ର ଦେଶରେ ଏକଜିଟ୍ ପୋଲ କୁ ନେଇ ଜୋର ଧରିଛି ଚର୍ଚ୍ଚା । ଏହା ଭିତରେ ଏକଜିଟ୍ ପୋଲ ସର୍ଭେ କୁ ନେଇ ପ୍ରଥମଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ପୂର୍ବତନ…

କେ. କବିତାଙ୍କୁ ମିଳିଲାନି ଆଶ୍ବସ୍ତି; ଜୁଲାଇ ୩ ଯାଏଁ ବଢିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୁଣି ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ନେତ୍ରୀ କେ. କବିତା ଙ୍କୁ ଝଟକା । କେ. କବିତାଙ୍କ ନ୍ୟାୟିକା ହେପାଜତ ଅବଧି ବୃଦ୍ଧି କରିଛନ୍ତି ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ । ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ କବିତାଙ୍କ ନ୍ୟାୟିକ ହେପାଜତର ଅବଧିକୁ…

ରାହୁଲଙ୍କୁ ଝଟକା; ଓ୍ବାୟନାଡରେ ୨୦୧୯ ତୁଳନାରେ କମ୍ ଲୋକ ଦେଇଛନ୍ତି ଭୋଟ୍

ନୂଆଦିଲ୍ଲୀ: ଏକଜିଟ୍ ପୋଲ ଆକଳନକୁ ନେଇ ଏବେ ଦେଶରେ ହଇଚଇ ସୃଷ୍ଟି ହୋଇଛି । ତେବେ କେରଳର ଓ୍ବାୟନାଡ ନିର୍ବାଚନମଣ୍ଡଳୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭୋଟ୍ ୨୦୧୯ ତୁଳନାରେ ଏଥର ହ୍ରାସ ପାଇବ ବୋଲି କେରଳର ଏକଜିଟ୍ ପୋଲ ଆକଳନ କରିଛି । କେରଳର ଏକଜିଟ୍ ପୋଲ ରେ କେରଳ ଲୋକସଭା…

ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ, ଜାଣନ୍ତୁ କେମିତି ପାଇବେ ରେଜଲ୍ଟ…..

ଭୁବନେଶ୍ବର: ପ୍ରକାଶ ପାଇଲା ଚଳିତ ବର୍ଷର ଓଡିଶା ମିଳିତ ପ୍ରବେଶିକା ପରୀକ୍ଷା ବା ଓଜେଇଇ ଫଳାଫଳ । www.ojee.nic.inରେ ଛାତ୍ରଛାତ୍ରୀମାନେ ନିଜର ରେଜଲ୍ଟ ପାଇପାରିବେ । ତେବେ ଚଳିତ ବର୍ଷ ଓଜେଇଇରେ ଏମସିଏ/ଏମ. ଏସସି (କମ୍ପୁଟର ସାଇନ୍ସ)ରେ ବ୍ରହ୍ମାନନ୍ଦ ମହାରଣା ଟପ୍ପର ହୋଇଥିବା ବେଳେ…

ରାଜ୍ୟ କ୍ୟାବିନେଟର ଶେଷ ବୈଠକ, ବିଧାନସଭା ଭଙ୍ଗ ସୁପାରିସ

ଭୁବନେଶ୍ବର: ଆଜି ଅନୁଷ୍ଠିତ ହୋଇଯାଇଛି ବିଜେଡି ସରକାରଙ୍କର ପଞ୍ଚମ ପାଳିର ଶେଷ ବୈଠକ । ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଆରମ୍ଭ ହୋଇଥିଲା। ଏହି ଭର୍ଚୁଆଲ ବୈଅଂକରେ ବିଜିନ୍ନ ଗୁରୁତ୍ବପୂଣ୍ଣ ପ୍ରସଙ୍ଗ ନେଇ ଆଲୋଚନା ଚାଲିଥିବା ବେଳେ…