Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Iskander-M ballistic missile: ୟୁକ୍ରେନ ଉପରେ ରୁଷର ବଡ ଆକ୍ରମଣ, ମାଡ କଲା ଇସ୍କନ୍ଦର କ୍ଷେପଣାସ୍ତ୍ର…

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧର ତୃତୀୟ ବର୍ଷରେ ଉତ୍ତେଜନା କମିବ କ’ଣ ଏବେ ବଢି ବଢି ଚାଲିଛି । ରୁଷ ସେନା ଶୁକ୍ରବାର ରାତିରେ ଇସ୍କନ୍ଦର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସାହାଯ୍ୟରେ ୟୁକ୍ରେନର ରାଜଧାନୀ କିଭ୍‌ ଉପରେ ଏକ ବଡ଼ ଆକ୍ରମଣ କରିଥିଲା, ଯାହା ସହରର ଶକ୍ତି ଭିତ୍ତିଭୂମି ଏବଂ ରେଳ…

ବାତ୍ୟା ମୋନ୍ଥା ପାଇଁ ପାରାଦୀପରେ ସତର୍କ ସୂଚନା

ପାରାଦୀପ: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅବପାତ ସୃଷ୍ଟି ହୋଇ ଆନ୍ଧ୍ର ଉପକୂଳ ମୁହାଁ ହୋଇଛି ସମ୍ଭାବ୍ୟ ବାତ୍ୟା ମନ୍ଥା । ଏହା ଏବେ ବିଶାଖାପାଟନମ୍ ଠାରୁ ୯୯୦ ଏବଂ ଗୋପାଳପୁର ଠାରୁ ୧୦୪୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ୨୭ ତାରିଖରୁ ୨୯ ତାରିଖ ଯାଏ ଓଡ଼ିଶାର ବିଭିନ୍ନ ସ୍ଥାନରେ…

Crude Oil Imports: ରୁଷୀୟ ତୈଳ କମ୍ପାନୀ ଉପରେ ଆମେରିକାର ପ୍ରତିବନ୍ଧକ, ଏବେ କେଉଁଠାରୁ ଅଶୋଧିତ ତେଲ କିଣିବ ଭାରତ?

ନୂଆଦିଲ୍ଲୀ: ଆମେରିକା ଦୁଇଟି ରୁଷୀୟ ତୈଳ ଉତ୍ପାଦନକାରୀ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇବା ପରେ, ଭାରତୀୟ ରିଫାଇନାରୀ କମ୍ପାନୀଗୁଡ଼ିକ ରୁଷରୁ ଅଶୋଧିତ ତେଲ ଆମଦାନୀ ହ୍ରାସ ପାଇଁ ପଶ୍ଚିମ ଏସିଆ, ଲାଟିନ୍ ଆମେରିକା ଏବଂ ଆମେରିକାରୁ ଅଶୋଧିତ ତେଲ କ୍ରୟ ବୃଦ୍ଧି କରିପାରନ୍ତି। ଅକ୍ଟୋବର ୨୨…

Cyclone ‘Montha’: ଆସୁଛି ବାତ୍ୟା ‘ମୋନ୍ଥା’… କେତେ ବିପଦରେ ଓଡିଶା… ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଲେ…

ଭୁବନେଶ୍ବର: ଅକ୍ଟୋବର ଆସିଲେ ରାଜ୍ୟକୁ ବାତ୍ୟା ଭୟ ଘାରେ । ଏବର୍ଷ ବା ସେଥିରୁ ବାଦ୍ ପଡିବ କିପରି । ପାଣିପାଗ ବିଭାଗର ଆକଳନ ଅନୁସାରେ ମାସ ଶେଷ ବେଳକୁ ପୁଣି ଥରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ବାତ୍ୟା । ଯାହାର ନାମ ‘ମୋନ୍ଥା’ ରଖାଯାଇଛି । ଯାହା ଅକ୍ଟୋବର ୨୭ରେ ବାତ୍ୟାର…

Silver Gold Rates: ରୂପା ମୂଲ୍ୟ ରେକର୍ଡ ସର୍ବୋଚ୍ଚରୁ ୨୧% ହ୍ରାସ, ସୁନା ବି ୭.୬୪% ତଳକୁ ଖସିଲା: ଜାଣନ୍ତୁ ଏବେ…

ନୂଆଦିଲ୍ଲୀ: ରେକର୍ଡ ସର୍ବୋଚ୍ଚରେ ପହଞ୍ଚିବା ପରେ, ରୂପା ମୂଲ୍ୟରେ ୨୧% ହ୍ରାସ ଘଟିଛି । ଶୁକ୍ରବାର, ରୂପା ମୂଲ୍ୟ ସେମାନଙ୍କର ରେକର୍ଡ ସର୍ବୋଚ୍ଚରୁ ପ୍ରାୟ ୩୧,୦୦୦ ଟଙ୍କା ହ୍ରାସ ପାଇ ୧.୪୭ ଲକ୍ଷ ଟଙ୍କା ପ୍ରତି କିଲୋଗ୍ରାମ ହୋଇଛି। ରୂପାର ବିଶ୍ୱ ବାଣିଜ୍ୟ କେନ୍ଦ୍ର ଲଣ୍ଡନରେ ଉନ୍ନତ ବିତରଣ…

ବିକ୍ରି ହୋଇଯାଇଥିଲେ ପରଭେଜ୍ ମୁଶାରଫ୍!, ଭାରତ-ପାକିସ୍ତାନ ଯୁଦ୍ଧ ଏବଂ ପରମାଣୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲେ ପୂର୍ବତନ…

ନୂଆଦିଲ୍ଲୀ: ପୂର୍ବ ଆମେରିକୀୟ ସିଆଇଏ ଅଧିକାରୀ ଜନ୍ କିରିଆକୋ ଏକ ସାକ୍ଷାତକାରରେ ଅନେକ ଚାଞ୍ଚଲ୍ୟକର ପ୍ରକାଶ କରିଛନ୍ତି। ସେ ଆମେରିକା ଏବଂ ଭାରତ-ପାକିସ୍ତାନ ସମ୍ପର୍କ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିବରଣୀ ପ୍ରକାଶ କରିଛନ୍ତି। ସେ କହିଥିଲେ ଯେ ଆମେରିକାର ଗୁଇନ୍ଦା ସମ୍ପ୍ରଦାୟ ଥରେ…

ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ 

ଭୁବନେଶ୍ବର: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ। ସୁଦୃଶ ଲଘୁଚାପ ଅବପାତରେ ପରିଣତ ହୋଇଛି।ଅବପାତଟି କ୍ରମଶଃ ଗଭୀର ଅବପାତରେ ପରିଣତ ହୋଇ ୨୭ ତାରିଖ ସକାଳେ ବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାର ପ୍ରଭାବରେ ୨୭ରୁ ୨୯ ତାରିଖ ୩ ଦିନ…

ଚିପ୍ସ ଓ ଗୁଟଖା ଜରି ଟ୍ରେନ୍ ବିଳମ୍ବର କାରଣ!

ନୂଆଦିଲ୍ଲୀ: ଟ୍ରେନ୍ ଯାତ୍ରାରେ ଖାଦ୍ୟ ଖାଇବା ଏବଂ ରାସ୍ତାରେ ଦୃଶ୍ୟ ଉପଭୋଗ କରିବା ଯାତ୍ରାକୁ ଆହୁରି ସହଜ କରିଥାଏ। ଯଦି ଟ୍ରେନ୍ ମଝି ରାସ୍ତାରେ ଅଟକିଯାଏ ଏବଂ ବିଳମ୍ୱ କରେ ତେବେ ଯାତ୍ରା ବହୁତ ବିରକ୍ତିକର ଏବଂ କ୍ଳାନ୍ତିକର ହୋଇଯାଏ। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଟ୍ରେନ୍…

IRCTC: ଟ୍ରାଭେଲ ଯୋଜନା କରୁଛନ୍ତି କି? ଏହି IRCTC ଟୁର୍ ପ୍ୟାକେଜ୍ ଆପଣଙ୍କ ୨୦୨୫କୁ କରିବ ସ୍ମରଣୀୟ

ନୂଆଦିଲ୍ଲୀ:IRCTC ଡିସେମ୍ବରରେ ୫ ରାତି-୬ ଦିନିଆ ଟୁର୍ ପ୍ୟାକେଜ୍ ଲଞ୍ଚ କରୁଛି। ଯଦି ଆପଣ ୨୦୨୫ ଶେଷ ଭାଗରେ ଏକ ଟ୍ରିପ୍ ଯୋଜନା କରୁଛନ୍ତି, ତେବେ ଏହା ଏକ ଭଲ ସୁଯୋଗ ହୋଇପାରେ। ଆପଣ କେରଳ ହିଲ୍ସ ଏବଂ ଓ୍ବାଟର ଟୁର୍ ପ୍ୟାକେଜ୍ ପାଇପାରିବେ, ଯାହା ଆପଣଙ୍କୁ ମୁନ୍ନାର ଏବଂ ଆଲେପି (Alappuzha)…