Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଶୋଇଥିବା ଯୁବତୀଙ୍କ ଉପରେ ପେଟ୍ରୋଲ ଢ଼ାଳି ଲଗାଇଦେଲେ ନିଆଁ; ହସ୍ପିଟାଲରେ ଭର୍ତ୍ତି

ସୁନ୍ଦରଗଡ଼:ଯୁବତୀଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ । ୨୬ ବର୍ଷୀୟ ଯୁବତୀ ଜଣକ ଘରେ ଶୋଇଥିଲା ବେଳେ କୌଣସି ଦୁର୍ବୃତ୍ତ ଝରକା ପଟେ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିଲେ। ଫଳରେ ଯୁବତୀଙ୍କ ଦେହରେ ନିଆଁ ଲାଗି ଗୁରୁତର ହୋଇଛନ୍ତି। ଶୁକ୍ରବାର ରାତିରେ ବିଶ୍ରା ଥାନା ସନ୍ତୋଷପୁର…

ମିସ୍ ୟୁନିଭର୍ସ ଇଣ୍ଡିଆ ଲକ୍ଷ୍ୟରେ ଓଡ଼ିଆ ଝିଅ ପୁନମ ମହାରଣା, ଜିତିଲେ ମିସ୍ ୟୁନିଭର୍ସ ଓଡ଼ିଶା ଟାଇଟଲ୍

ବ୍ରହ୍ମପୁର: ମିସ୍ ୟୁନିଭର୍ସ ଓଡ଼ିଶା ଟାଇଟଲ୍ ଜିତିଲେ ଓଡ଼ିଆ ଝିଅ ପୁନମ ମହାରଣା। ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସ୍ ୟୁନିଭର୍ସ ଓଡ଼ିଶା ୨୦୨୬ ବିଜୟୀ ମୁକୁଟ ପିନ୍ଧିଛନ୍ତି ୨୨ ବର୍ଷୀୟ ଗଞ୍ଜାମ ଝିଅ ପୁନମ । ସେ ଆଗାମୀ ଦିନରେ ଆୟୋଜିତ ହେବାକୁ ରହିଥିବା ‘Miss Universe India…

ସ୍ନାନ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି: ଶ୍ରୀମନ୍ଦିରରେ ଆଜି ରାତି ଏହି ସମୟରୁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଦିନକ ପରେ ସ୍ନାନ ପୂର୍ଣ୍ଣିମା। ଏଥିପାଇଁ ଚାଲିଛି ଜୋରସୋର ପ୍ରସ୍ତୁତି। ସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତି ଯୋଗୁଁ ଶ୍ରୀମନ୍ଦିରରେ ଆଜି ରାତି ସାଢ଼େ ଦଶଟାରୁ ଆସନ୍ତାକାଲି ଦିନ ଗୋଟାଏ ପର୍ଯ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ ବନ୍ଦ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା…

Farmer protest: ଧାନ ବିକ୍ରି ହେଲାନି,ବିଷ ବୋତଲ ଧରି ଚାଷୀଙ୍କ ପ୍ରତିବାଦ

ବରଗଡ଼: ବରଗଡ଼ରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛିଥିଲେ ସୁଦ୍ଧା ଜିଲାର ଅନେକ ଚାଷୀଙ୍କୁ ଏପର୍ଯ୍ୟନ୍ତ ଧାନବିକ୍ରି ଟୋକନ ମିଳିନାହିଁ। ଫଳରେ ଧାନ ବିକ୍ରିରୁ ବଞ୍ଚିତ ହୋଇଥିବା ଚାଷୀ ଆଜି ଡିଆରସିଏସ୍‌ ଅଫିସ୍ ଆଗରେ ଧାରଣାରେ ବସିଛନ୍ତି। ତେବେ ଆଜି ଚାଲିଥିବା ଧାରଣାରେ…

ରାମ ମନ୍ଦିର ଟ୍ରଷ୍ଟରେ ବଡ଼ ହଲଚଲ: ମୁଖ୍ୟ ପଦାଧିକାରୀ ଚମ୍ପତ ରାୟ ଏବଂ ଡକ୍ଟର ଅନିଲ ମିଶ୍ରଙ୍କ ଇସ୍ତଫା ଗ୍ରହଣ

ଅଯୋଧ୍ୟା: ପ୍ରଶାସନିକ ପଦକ୍ଷେପ ସ୍ୱରୂପ, ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଏହାର ଶୀର୍ଷ ପଦାଧିକାରୀ ଚମ୍ପତ ରାୟ ଏବଂ ଡକ୍ଟର ଅନିଲ ମିଶ୍ରଙ୍କ ଇସ୍ତଫାପତ୍ର ଗ୍ରହଣ କରିଛି। ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଟ୍ରଷ୍ଟ ପକ୍ଷରୁ ଏକ ଆଧିକାରିକ ବିବୃତ୍ତି ଜାରି କରାଯାଇ ଏହି ସୂଚନା…

ମହାନଦୀ ଜଳ ବିବାଦରେ ଟ୍ରିବ୍ୟୁନାଲର ଶୁଣାଣି ଶେଷ

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଏକ ବୃହତ ତଥା ଦୀର୍ଘ ଦିନର ନଦୀ ଜଳ ବଣ୍ଟନ ସମସ୍ୟା। ଏହି ପ୍ରସଙ୍ଗରେ ଟ୍ରିବ୍ୟୁନାଲରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ଶେଷ ହୋଇଛି। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ମହାନଦୀ ଜଳ ବଣ୍ଟନ ବିବାଦ ମାମଲାରେ…

ଓଡ଼ିଶା ପୋଲିସକୁ ମିଳିବ ‘ପ୍ରେସିଡେଣ୍ଟସ୍ କଲର’: ଅମିତ ଶାହ ପ୍ରଦାନ କରିବେ ସମ୍ମାନ

ଭୁବନେଶ୍ୱର: ଓଡ଼ିଶା ପୋଲିସ ପାଇଁ ଏକ ଗୌରବମୟ ମୁହୂର୍ତ୍ତ ଆସିବାକୁ ଯାଉଛି। ଦେଶର ଅନ୍ୟତମ ସର୍ବୋଚ୍ଚ ପୋଲିସ ସମ୍ମାନ ‘ପ୍ରେସିଡେଣ୍ଟସ୍ କଲର’ (President’s Colour) ରେ ଓଡ଼ିଶା ପୋଲିସକୁ ସମ୍ମାନିତ କରାଯିବ। ଆସନ୍ତା ଜୁଲାଇ ୫ ତାରିଖରେ ଭୁବନେଶ୍ୱରସ୍ଥିତ ୭ମ ବାଟାଲିଅନ୍ ପଡ଼ିଆରେ ଆୟୋଜିତ…

One Rupee Humiliation: ମାନବିକତା ଭୁଲିଲେ ‘ମୁଖ୍ୟମନ୍ତ୍ରୀ ବସ୍’ କଣ୍ଡକ୍ଟର, ମାତ୍ର ଟଙ୍କାଏ ପାଇଁ ବୃଦ୍ଧ…

ସୁନ୍ଦରଗଡ: ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେଉଛି ଯାହା ସମସ୍ତଙ୍କୁ ଦୁଃଖିତ ଏବଂ ଚକିତ କରିଛି। ଓଡ଼ିଶା ଛାତିରେ ଘଟିଥିବା ଏହି ଘଟଣା, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ସୁନ୍ଦରଗଡ଼ରେ ଜଣେ ସରକାରୀ ବସ୍ କଣ୍ଡକ୍ଟର ମାତ୍ର ୧ ଟଙ୍କା କମ୍ ଥିବାରୁ ଜଣେ ବୃଦ୍ଧ ଆଦିବାସୀ…

ସ୍ୱାମୀ-ସ୍ତ୍ରୀ କଳହର କରୁଣ ପରିଣତି: ପଡ଼ୋଶୀ ଯୁବକଙ୍କୁ କଲେ ନିର୍ମମ ହତ୍ୟା

ସୁନ୍ଦରଗଡ଼: ଭଉଣୀର ବିବାହକୁ ମାତ୍ର କିଛି ଦିନ ବାକି ଥିବାବେଳେ ଚାଲିଗଲା ଭାଇର ଜୀବନ। ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଅନ୍ତର୍ଗତ ମୟାବାହାଲ ଦେହୁରୀପଡ଼ାରେ ଶୁକ୍ରବାର ରାତିରେ ଏଭଳି ଏକ ନିର୍ମମ ହତ୍ୟାକାଣ୍ଡ ଘଟିଯାଇଛି। ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ା ସମାଧାନ କରିବାକୁ ଯାଇ ପଡ଼ୋଶୀ ଯୁବକ…

ଜୁଲାଇ ଆରମ୍ଭରୁ ରାଜ୍ୟରେ ମେଘ, ଆସୁଛି ଚଳିତ ମୌସୁମୀର ପ୍ରଥମ ଲଘୁଚାପ

ଭୁବନେଶ୍ୱର: ଓଡ଼ିଶାରେ ଚାତକ ଭଳି ବର୍ଷାକୁ ଚାହିଁ ରହିଥିବା ଚାଷୀକୂଳ ତଥା ରାଜ୍ୟବାସୀଙ୍କ ପାଇଁ ଆସିଛି ଏକ ଆଶ୍ୱସ୍ତିକର ଖବର। ଆସନ୍ତା ଜୁଲାଇ ପ୍ରଥମ ସପ୍ତାହରୁ ରାଜ୍ୟରେ ବର୍ଷାର ପରିମାଣ ବ୍ୟାପକ ଭାବେ ବୃଦ୍ଧି ପାଇବାକୁ ଯାଉଛି। ବଙ୍ଗୋପସାଗରରେ ଚଳିତ ମୌସୁମୀ ଋତୁର ପ୍ରଥମ ଲଘୁଚାପ କ୍ଷେତ୍ର…