Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଗଞ୍ଜେଇ ଚୋରା ଚାଲାଣ ବେଳେ ଧରାପଡିଲେ ଯୁବକ;୨୨ କେଜି ଜବତ

କନ୍ଧମାଳ:ଗଞ୍ଜେଇ ଚୋରା କାରବାରରେ ଜଣେ ଯୁବକ ଗିରଫ । ଦାରିଙ୍ଗବାଡ଼ି ପୋଲିସ ଜଣେ ଯୁବକ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଶନିବାର ସନ୍ଧ୍ୟାରେ ୫୯ ନଂ ଜାତୀୟ ରାଜପଥର ଇକୋ ରିଟ୍ରିଟ୍‌ ସ୍ଥଳ ଛକରୁ ଗିରଫ କରିଛି। । ଗିରଫ ଯୁବକ ହେଲେ ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଞ୍ଚଳର ମନୋରଞ୍ଜନ…

ଚଳନ୍ତା ବସ୍‌ରେ ଅଗ୍ନିକାଣ୍ଡ, ଭିତରେ ଥିଲେ ୪୦ ଜଣ ଯାତ୍ରୀ

ଅନୁଗୋଳ: ରାଜପଥରେ ସ୍ୱାଭାବିକ ଗତିରେ ଆଗକୁ ମାଡ଼ି ଚାଲିଥିଲା ଯାତ୍ରୀବାହୀ ବସ୍‌। ଭିତରେ ବସିଥିବା ସମସ୍ତ ଯାତ୍ରୀ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ଆନନ୍ଦରେ ମସଗୁଲ ଥିଲେ। କିନ୍ତୁ କେହି ଜାଣି ନଥିଲେ ଯେ, ମରଣ ମଧ୍ୟ ସେମାନଙ୍କ ପିଛା କରୁଛି। ଅତି ଅପ୍ରତ୍ୟାଶିତ ଭାବେ ଚଳନ୍ତା ଗାଡ଼ିଟି…

ଏମ୍ସ ଭୁବନେଶ୍ୱରରେ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା; ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ପରିସରରେ ଜଣେ ରୋଗୀଙ୍କ ମୃତ୍ୟୁକୁ କେନ୍ଦ୍ର କରି କାର୍ଯ୍ୟରତ ଡାକ୍ତରଙ୍କୁ ଆକ୍ରମଣ ଘଟଣାରେ ଗିରଫ ହେଲେ ୩ ଜଣ ଅଭିଯୁକ୍ତ । ଏହି ଅଭିଯୁକ୍ତଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । କାର୍ଯ୍ୟରତ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ କରିବା, ରୋଗି ସେବାରେ…

ହୁତୁହୁତୁ ହୋଇ ଜଳିଗଲା ଫିନାଇଲ ତିଆରି ଫ୍ୟାକ୍ଟ୍ରି; ୨ଘଣ୍ଟା ପରିଶ୍ରମ ପରେ ନିଆଁ ହେଲା ଆୟତ୍ତ

ସୁନ୍ଦରଗଡ:ଜଳିଗଲା ଫିନାଇଲ ତିଆରି ଫ୍ୟାକ୍ଟ୍ରି । ରବିବାର ସକାଳ ପ୍ରାୟ ୮ଟା ସମୟରେ ରାଜଗାଙ୍ଗପୁର ବାଇପାସ ଲମଲୋଇ ରାସ୍ତା ପାର୍ଶ୍ୱରେ ଥିବା ଶ୍ରୀ ଶ୍ୟାମ ଇଣ୍ଟରପ୍ରାଇଜ ନାମକ ଫ୍ୟାକ୍ଟ୍ରିରେ ହଠାତ୍ ନିଆଁ ଲାଗିଯାଇଥିଲା। ଏହାପରେ ଫ୍ୟାକ୍ଟ୍ରିରେ ଥିବା କେମିକାଲ ଓ ପ୍ଲାଷ୍ଟିକ୍ କାରଣରୁ ନିଆଁ…

APJ Priti 2: ବୋମା ବର୍ଷା ଭିତରେ ହର୍ମୁଜରୁ ଆସିଲା ଚାଷୀଙ୍କ ପାଇଁ ଖୁସି ଖବର!

ନୂଆଦିଲ୍ଲୀ: ଘନ ଘନ ବୋମା ବର୍ଷା ହର୍ମୁଜ୍ ଛାତି ଚିରିକି ବାହାରିଲା ଭାରତୀୟ ଜାହାଜ ଚାଷୀଙ୍କୁ ମିଳିବ ବଡ଼ ଆଶ୍ୱସ୍ତି! ପଶ୍ଚିମ ଏସିଆରେ ଇରାନ-ଆମେରିକା ଉତ୍ତେଜନା ଓ ହର୍ମୁଜ୍ ଜଳସନ୍ଧିରେ ପୁଣି ଥରେ ସୁରକ୍ଷା ବିପଦ ବଢିଥିବା ବେଳେ ଭାରତ ପାଇଁ ଆସିଛି ବଡ଼ ଆଶ୍ୱସ୍ତିର ଖବର।…

ମଟନ ବଦଳରେ ଚିକେନ ଦେଲେ ବୋଲି ବେକ କାଟିଦେଲେ ୪ ନାବାଳକ

ବାଲେଶ୍ବର: ମଟନ ବଦଳରେ ଚିକେନ ଦେଲେ ବୋଲି ୪ ନାବାଳକ ହାଣିଦେଲେ କ୍ୟାଟରିଂ ବୟର ବେକକୁ । ବାଲେଶ୍ବର ରେମୁଣା ଥାନା ଅଠାନ୍ତର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର କ୍ୟାଟରିଂ ବୟଙ୍କୁ ଫକୀରମୋହନ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର…

Snanajatra 2026: ରାତି ପାହିଲେ ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା; ହାତୀବେଶରେ ଦର୍ଶନ ଦେବେ ଶ୍ରୀଜିଉ, କାଲିଠୁ…

ପୁରୀ: ଆସନ୍ତା ସୋମବାର ଜ୍ୟେଷ୍ଠ ଶୁକ୍ଳ ପୂର୍ଣ୍ଣିମା (ଜୁନ୍ ୨୯)ରେ ପାଳିତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା। ବର୍ଷକୁ ଥରେ ହେଉଥିବା ଏହି ପବିତ୍ର ଉତ୍ସବରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଭ୍ରାତା ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ସ୍ନାନମଣ୍ଡପରେ…

Odisha Heatwave Relief: ବର୍ଷା ଆସିଲା, ହେଲେ ବର୍ଷିଲାନି…ଜୁଲାଇ ପହିଲାରୁ ଗାଜିବ ବର୍ଷା! ୨ ବେଳକୁ ଲଘୁଚାପ…

ଭୁବନେଶ୍ୱର: ରାଜ୍ୟକୁ ଏବେ ଦକ୍ଷିଣ ମୌସୁମୀ ବାୟୁ ଗ୍ରାସ କରିଥିବା ବେଳେ, ଅନେକ ସ୍ଥାନରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳିରେ ଅତିଷ୍ଠ ଓଡ଼ିଶାବାସୀଙ୍କୁ ଆଶ୍ବସ୍ତି ପ୍ରଦାନ କରିଛି । ତଥାପି ବର୍ଷା ଦିନ ଭଳି ବଡ ବର୍ଷା ଅନୁଭୂତ ହେଉନାହିଁ, ଗରମ ଏବଂ ଗୁଳୁଗୁଳି ବଜାୟ ରହିଛି । ଗୁଳୁଗୁଳି…

Trump warns Iran: ପୁଣି ବଢୁଛି ଉତ୍ତେଜନା, ଇରାନକୁ ଅଲ୍ଟିମେଟମ୍ ଦେଲେ ରାଷ୍ଟ୍ରପତି ଟ୍ରମ୍ପ, ‘ଆଉ ରହିବ ନାହିଁ…’

ନୂଆଦିଲ୍ଲୀ: ଶାନ୍ତି ଚୁକ୍ତି ପରେ ବି ମଧ୍ୟପ୍ରାଚ୍ୟରେ ଏବେ ପୁଣି ଥରେ ଉତ୍ତେଜନା ବଢିବା ନେଇ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନକୁ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ…

Women Entrepreneurship Platform: ମହିଳାଙ୍କୁ ଉଦ୍ୟୋଗପତି କରିବାକୁ ବଡ଼ ପଦକ୍ଷେପ, “ଏବେ କେବଳ ଚାକିରି…

ଭୁବନେଶ୍ୱର: ଓଡ଼ିଶାରେ ମହିଳାଙ୍କୁ ଆର୍ଥିକ କ୍ଷେତ୍ରରେ ଆହୁରି ସଶକ୍ତ କରିବା ଦିଗରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର 'ୱିମେନ୍ ଅନ୍ତ୍ରପନରସିପ୍ ପ୍ଲାଟଫର୍ମ (WEP) ଓଡ଼ିଶା ଚାପ୍ଟର'ର ଶୁଭାରମ୍ଭ କରିଛନ୍ତି। ନୀତି ଆୟୋଗଙ୍କ ସହଯୋଗରେ…