Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Tirupati Ladoo: ଐତିହାସିକ ରେକର୍ଡ: ଗତବର୍ଷ ତିରୁପତି ବାଲାଜୀ ମନ୍ଦିରରେ ୧୩ କୋଟି ୫୨ ଲକ୍ଷରୁ ଅଧିକ ବିକ୍ରି ହେଲା…

ତିରୁପତି: ୨୦୨୫ ମସିହାରେ ଲଡୁ ବିକ୍ରି କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି ତିରୁମାଲା ତିରୁପତି ଦେବସ୍ଥାନମ ବୋର୍ଡ । ଗତ ବର୍ଷ ମୋଟ ୧୩ କୋଟି ୫୨ ଲକ୍ଷରୁ ଅଧିକ ଲଡୁ ବିକ୍ରି ହୋଇଛି, ଯାହା ବିଗତ ଏକ ଦଶନ୍ଧି ମଧ୍ୟରେ ସମସ୍ତ ରେକର୍ଡ ଭାଙ୍ଗିଛି । ତିରୁମାଲା ତିରୁପତି…

Rairangpur Accident: ୩ବାଇକ୍ ଆରୋହୀଙ୍କ ଉପରେ ମାଡିଗଲା ଯାତ୍ରୀବାହୀ ବସ୍

ମୟୂରଭଞ୍ଜ:ବସ୍ ଧକ୍କାରେ ଚାଲିଗଲା ଜୀବନ । ଯାତ୍ରୀବାହୀ ବସ୍‌ରେ ପିଟିହୋଇ ତଳେ ପଶିଗଲା ବାଇକ୍ । ଘଟଣାସ୍ଥଳରେ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ । ରାଇରଙ୍ଗପୁର ଟାଉନ୍ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୨୦ର ରାଣୀବନ୍ଧ ନିକଟରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସୂଚନାଥାଉକି, ଆଜି…

Crocodiles And Bird census: ଜାନୁଆରୀ ୪ରୁ ସାତକୋଶିଆରେ କୁମ୍ଭୀର ଓ ପକ୍ଷୀଗଣନା, ମତ୍ସ୍ୟଜୀବୀଙ୍କୁ ନଦୀକୁ ଯିବା…

ଅନୁଗୁଳ: ଏବେ ଚାଲିଛି ଶୀତ ଋତୁ । ଦେଶ ବିଦେଶରୁ ବହୁ ପକ୍ଷୀଙ୍କ ଆଗମନ ହୋଇଛି ଓଡିଶାକୁ । ଏହି ଅବସରରେ ଅନୁଗୁଳ ଜିଲ୍ଲାର ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ଥିବା ୫ଟି ବନାଞ୍ଚଳରେ ପକ୍ଷୀ ସହ କୁମ୍ଭୀର ଗଣନା ହେବ । ଜାନୁଆରୀ ୪ ରୁ ୮ ତାରିଖ ପର୍ଯ୍ୟନ୍ତ ୫ ଦିନ ଏବଂ ୧୭ ଓ ୧୮ ତାରିଖ ଦୁଇ ଦିନ…

Puri Accident: ପୁରୀ ବଳଗଣ୍ଡି ଛକରେ ଦୁର୍ଘଟଣା; ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ: ପୁରୀ ବଳଗଣ୍ଡି ଛକରେ ସଡ଼କ ଦୁର୍ଘଟଣାରେ ବୋଲେରୋ ଓ ସ୍କଟି ଧକ୍କାରେ ଜଣେ ନାବାଳକ ମୃତ୍ୟୁ ହୋଇଛି । ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କାର ସହାୟତା…

Carcass of Pregnant Leopard found: ବେଆଇନ ପଥର ବିସ୍ଫୋରଣରେ ୪କଲରାପତରିଆର ମୃତ୍ୟୁ

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁ ଗ୍ରାମାଞ୍ଚଳରେ ବେଆଇନ ପଥର ବିସ୍ଫୋରଣ । ଏହି ପଥର ବିସ୍ଫୋରଣରେ ଏକ ଗର୍ଭବତୀ ମାଈ କଲରାପତରିଆ ଏବଂ ତା’ର ଗର୍ଭସ୍ଥ ଛୁଆ ସମେତ ୪ଟି କଲରାପତରିଆ ବାଘର ଏକ ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଛି । କର୍ଣ୍ଣାଟକର କଗଲିପୁରା ନିକଟସ୍ଥ ବସବନତାରା ଜଙ୍ଗଲରେ ଏହି…

BJP hits back Rahul Gandhi: ନିଜ ଚକ୍ରବ୍ୟୁହରେ ଫସିବ କି କଂଗ୍ରେସ?, କର୍ଣ୍ଣାଟକର ୮୩% ଲୋକଙ୍କ ବିଶ୍ବାସ EVM…

ନୂଆଦିଲ୍ଲୀ: ବର୍ଷ ସାରା ଭୋଟ ଚୋରି ପ୍ରସଙ୍ଗ ନେଇ କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶାସକ ଦଳକୁ ଘେରି ଆସିଥିବା ବେଳେ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିବାର ଆଉ ଏକ ସୁଯୋଗ ବିଜେପି ପାଇଛି। ନିର୍ବାଚନ ପ୍ରକ୍ରିୟା ଏବଂ EVM ରେ ଅନିୟମିତତା…

ଖଣ୍ଡଗିରି ମାଘ ମେଳା ପାଇଁ ଲାଗିବ ୧୦୦ଟି ସିସିଟିଭି

ଭୁବନେଶ୍ୱର: ମାଘ ମେଳା ପାଖେଇ ଆସୁଥିବା ବେଳେ ଅଶ୍ଲିଳ ନୃତ୍ୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମେୟର ସୁଲୋଚନା ଦାସ। ଖଣ୍ଡଗିରି ମାଘ ମେଳାରେ ହେବନି ଅଶ୍ଳୀଳ ନୃତ୍ୟ। ମୋଟ ସାତୋଟି ପେଣ୍ଡାଲରେ ଯାତ୍ରା ପରିବେଷଣ ହେବ। ତେବେ ଯାତ୍ରା ସମୟରେ କୌଣସି ଅଶ୍ଳୀଳ ନୃତ୍ୟ କରିପାରିବେ ନାହିଁ। ସେହିପରି…

ଆତଙ୍କବାଦ ବିରୋଧରେ ଭାରତ ନିଜକୁ କିପରି ରକ୍ଷା କରିବ ତାହା କେହି କହିପାରିବେ ନାହିଁ: ଜୟଶଙ୍କର

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ବାଂଲାଦେଶର ସାମ୍ପ୍ରତିକ ପରିସ୍ଥିତି ଏବଂ ଭାରତର ପଡ଼ୋଶୀ ନୀତି ଉପରେ ବକ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, "ମୁଁ ଦୁଇ ଦିନ ପୂର୍ବେ ବାଂଲାଦେଶରେ ଥିଲି। ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ଅନ୍ତିମ ସଂସ୍କାରରେ ଭାରତକୁ…

Baloch hLetter From Pakistan: ପାକିସ୍ତାନ ଭିତରୁ ଆସିଲା ଭାରତକୁ ଚିଠି, ପାକକୁ ନିନ୍ଦା…ଅପରେସନ ସିନ୍ଦୂରକୁ…

ନୂଆଦିଲ୍ଲୀ: ଜଣେ ଜଣାଶୁଣା ବାଲୁଚ୍ ମାନବାଧିକାର ରକ୍ଷକ ମୀର ୟାର ବାଲୁଚ୍, ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠିରେ ସେ ପାକିସ୍ତାନର ଦଖଲ, ରାଜ୍ୟ-ପ୍ରାୟୋଜିତ ଆତଙ୍କବାଦ ଏବଂ ଗତ ୭୯ ବର୍ଷ ମଧ୍ୟରେ ବେଲୁଚିସ୍ତାନର ଲୋକଙ୍କ ଉପରେ ହୋଇଥିବା ଗମ୍ଭୀର…

The Wolf Supermoon: ଆସନ୍ତାକାଲି ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ, ଦୃଶ୍ୟମାନ ହେବ ବର୍ଷର ପ୍ରଥମ ଉଲ୍‌ଫ…

ଭୁବନେଶ୍ୱର: ଆସନ୍ତାକାଲି ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ । ଚଳିତ ବର୍ଷ ଦେଖାଦେବ ବର୍ଷର ପ୍ରଥମ ସୁପରମୁନ୍। ଜାନୁଆରୀ ୩ ତାରିଖରେ ବର୍ଷର ପ୍ରଥମ ପୂର୍ଣ୍ଣିମା ଦୃଶ୍ୟମାନ ହେବ। କାଲି ଚନ୍ଦ୍ର ପ୍ରାୟ ୩ ଲକ୍ଷ ୬୨ ହଜାର କିମି ନିକଟରେ ରହିବ। ଏହା ଉଲ୍‌ଫ ମୁନ୍ ଭାବେ ମଧ୍ୟ…