Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୧୭ରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ, ନିଜ ଘରେ ‘ଆଶୀର୍ବାଦର ଦୀପ’ ପ୍ରଜ୍ଜ୍ୱଳନ କରିବା ପାଇଁ ଆହ୍ୱାନ

ଭୁବନେଶ୍ୱର: ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଏହି ଅବସରରେ ନିଜ ଘରେ 'ଆଶୀର୍ବାଦର ଦୀପ' ପ୍ରଜ୍ଜ୍ୱଳନ କରିବା ପାଇଁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋମବାର ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି…

ସାମାନ୍ୟ ବଚସାକୁ ନେଇ ଜଘନ୍ୟ କାଣ୍ଡ: ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ

ବରଗଡ଼: ସ୍ତ୍ରୀକୁ ପିଟିପିଟି ହତ୍ୟା। ବରଗଡ଼ ଜିଲ୍ଲା ଅତାବିରା ଥାନା ଅମଲିପାଲି ପଞ୍ଚାୟତ ଗଡତିଆ ଟିକ୍ରା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ। ସାମାନ୍ୟ ବଚସାକୁ ନେଇ ଜଘନ୍ୟ ହତ୍ୟା। ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ। ମୃତକ ହେଲେ ଭାଗ୍ୟବତୀ ଖଡ଼ିଆ। ପୋଲିସ…

ପାର୍ବଣରେ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ, ଜୋର୍ ଜବରଦସ୍ତି ଚାନ୍ଦା ମାଗି ୩ ଗିରଫ

କଟକ: ପାର୍ବଣରେ ଜୋର ଜବରଦସ୍ତ ଚାନ୍ଦା ମାଗି ପାରିବେନି। ପୂଜା ନାଁରେ ଜବରଦସ୍ତି ଚାନ୍ଦା ମାଗିଲେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଯେଉଁମାନେ ଜବରଦସ୍ତି ପୂଜା ଚାନ୍ଦା ହେଉ ଅବା ବଟି ମାଗୁଛନ୍ତି ସେମାନେ ପୋଲିସ ପୂର୍ବରୁ ଅବଗତ କରାଇଥିଲେ। ତଥାପି ଏହାକୁ ବେଖାତିର କରି…

NCPI MPs To Join BJP:ବିଜେପିରେ ଯୋଗଦେବେ ୧୭ ଜଣ ବିଦ୍ରୋହୀ ଟିଏମସି ସାଂସଦ !

କୋଲକତା:ଦୁର୍ଗା ପୂଜା ପୂର୍ବରୁ ପଶ୍ଚିମବଙ୍ଗରେ ଆଉ ଏକ ବଡ଼ ଧରଣର ରାଜନୈତିକ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର୍ ଧରିଛି। କୁଚ୍‌ବିହାରର ସାଂସଦ ତଥା ବିଦ୍ରୋହୀ ତୃଣମୂଳ କଂଗ୍ରେସ (TMC) ନେତା ଜଗଦୀଶ ଚନ୍ଦ୍ର ବର୍ମା ବସୁନିଆ ଦାବି କରିଛନ୍ତି ଯେ, 'ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍…

ଦିଶା ସାଲିଅନ ମୃତ୍ୟୁ ମାମଲା; CBI ଏତଲାରେ ଉଦ୍ଧବ ଓ ଆଦିତ୍ୟ ଠାକ୍‌ରେ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ। ଦିଶାଙ୍କ ମୃତ୍ୟୁ ମାମଲାରେ ବିଧିବଦ୍ଧ ଭାବେ ତଦନ୍ତ ଆରମ୍ଭ କରିଛି ସିବିଆଇ। ଆଉ ଏହି CBI ଏତଲାରେ ଉଦ୍ଧବ ଓ ଆଦିତ୍ୟ ଠାକ୍‌ରେଙ୍କ ନାଁ ରହିଛି । ସେହିପରି ଏତଲାରେ…

ଧାରଣାସ୍ଥଳରେ ଗଣେଶ ପୂଜା; ଆନ୍ଦୋଳନରତ ଯୋଗାଣ ସହାୟକ ବିଘ୍ନବିନାଶକଙ୍କୁ ଗୁହାରି…

ଭୁବନେଶ୍ବର: ଭୁବନେଶ୍ୱର ଲୋୟର ପିଏମଜିରେ ସ୍ଥାୟୀ ନିଯୁକ୍ତି ଓ ଦରମା ବୃଦ୍ଧି ଦାବିରେ ଗତ ୮ ଦିନ ହେଲା ଅହୋରାତ୍ର ଧାରଣାରେ ବସିଛନ୍ତି ଯୋଗାଣ ସହାୟକ । ଏହି ମଧ୍ୟରେ ଯୋଗାଣ ସହାୟକମାନେ ଧାରଣାସ୍ଥଳରେ ହିଁ ଗଣେଶ ପୂଜା ଆୟୋଜନ କରିଛନ୍ତି । ନିଜର ହକ୍ ପାଇଁ ରାଜରାସ୍ତାରେ ଧାରଣା ଦେଉଥିବା…

MMDR ପ୍ରସଙ୍ଗ; ଅର୍ଥନୈତିକ ଅବରୋଧ କରିବ ବିଜେଡି, ଲୋକଙ୍କୁ ବିଭ୍ରାନ୍ତି କରୁଛି ବୋଲି କହିଲା ବିଜେପି

ଭୁବନେଶ୍ୱର: MMDR ପ୍ରସଙ୍ଗକୁ ନେଇ ବିଜେଡିର ବଡ଼ ଘୋଷଣା। ଆଇନ ପ୍ରତ୍ୟାହାର ନକଲେ ଅର୍ଥନୈତିକ ଅବରୋଧ କରିବ ଦଳ। ପ୍ରେସମିଟ୍ କରି ଏହି ଚେତାବନୀ ଦେଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ଅର୍ଥନୈତିକ ଅବରୋଧ, ବାଣିଜ୍ୟିକ ଅବରୋଧ ସହ ଆନ୍ଦୋଳନ। ୨୦୦୫ରୁ ୨୦୨୬ ଯାଏ ବାକିଆ ଲକ୍ଷେ ୨୦ ହଜାର କୋଟି…

ୟୁକ୍ରେନ ଯୁଦ୍ଧ: ବିଦେଶୀ ସୈନ୍ୟଙ୍କୁ ୧୬ ଲକ୍ଷ ଟଙ୍କାର ଅଫର୍ ଦେଲା ଋଷ

ମସ୍କୋ: ୟୁକ୍ରେନ୍ ବିପକ୍ଷରେ ଜାରି ରହିଥିବା ଯୁଦ୍ଧରେ ନିଜର ସୈନ୍ୟ ବଳ ବୃଦ୍ଧି କରିବା ପାଇଁ ରୁଷ୍ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ସେନାରେ ଭର୍ତ୍ତି ହୋଇ ଯୁଦ୍ଧ ଲଢ଼ିବା ପାଇଁ ବିଦେଶୀ ନାଗରିକଙ୍କୁ ରୁଷ୍ ୧୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ପ୍ରୋତ୍ସାହନ ରାଶି ଯୋଗାଇ ଦେବାକୁ ଘୋଷଣା…

ମୋହିତ ସୁରିଙ୍କ ସହିତ ହାତ ମିଳାଇଲେ ରାମ ଗୋପାଳ ବର୍ମା: ବଡ଼ ପରଦାରେ ଆସିବ ଫିଲ୍ମ ‘ଧୁରନ୍ଧର’ଠୁ ବଡ଼…

ମୁମ୍ବାଇ: ରାମ ଗୋପାଳ ବର୍ମା ତାଙ୍କର ପରବର୍ତ୍ତୀ ଫିଲ୍ମ ପାଇଁ "ସୈୟାରା" ଫେମ୍ ନିର୍ଦ୍ଦେଶକ ମୋହିତ ସୁରୀଙ୍କ ସହ ହାତ ମିଳାଇଛନ୍ତି। ସେ ରବିବାର ଏହି ପ୍ରୋଜେକ୍ଟ ବିଷୟରେ ସୂଚନା ଦେଇଥିଲେ। ସେ ଘୋଷଣା କରିଥିବା ଫିଲ୍ମକୁ ସହ-ପ୍ରଯୋଜନା କରିବେ ଏବଂ ମୋହିତ ସୁରୀ ଏହାକୁ ନିର୍ଦ୍ଦେଶନା ଦେବେ।…

ବଜାରକୁ ଆସିବ ଓମଫେଡର ଆଇସକ୍ରିମ୍ ଓ ପାଣି; ସୂଚନା ଦେଲେ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ସଂଘ (ଓମଫେଡ୍) ପ୍ୟାକେଟ୍‌ ଯୁକ୍ତ ପାନୀୟ ଜଳ ଏବଂ ଆଇସକ୍ରିମ୍ ବଜାରକୁ ଆଣିବ। ଏହାଦ୍ୱାରା ଉତ୍ପାଦର ପରିସର ବୃଦ୍ଧି ହୋଇପାରିବ। ଆଗାମୀ ଉତ୍ପାଦଗୁଡ଼ିକ ବିଷୟରେ ସୂଚନା ଦେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ…