Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପୁରୁଣା ଆପାର୍ଟମେଣ୍ଟ ବିକ୍ରି ନିୟମକୁ ସହଜ କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ଏବେ ପୁରୁଣା ଆପାର୍ଟମେଣ୍ଟ ବିକ୍ରି ପ୍ରକ୍ରିୟା ହେଲା ସହଜ । ରିଅଲ ଇଷ୍ଟେଟ୍ (ନିୟନ୍ତ୍ରଣ ଏବଂ ବିକାଶ) ଅଧିନିୟମ, ୨୦୧୬ ଏବଂ ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଅଧିନିୟମ-୨୦୨୩ରେ ଆବଶ୍ୟକୀୟ ସଂଶୋଧନ କରାଯାଇ ନିୟମ କୋହଳ କରିଛନ୍ତି ଓଡିଶା ସରକାର । ଏନେଇ…

ପୁଟିନଙ୍କ ବିମାନ ଉପରେ ସାରା ବିଶ୍ୱର ନଜର, ଜାଣନ୍ତୁ କେତେ ଜଣ କଲେ ଲାଇଭ୍ ଟ୍ରାକ୍..

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କର ଦୁଇ ଦିନିଆ ଗସ୍ତରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ସେ ଇଲ୍ୟୁସିନ୍ IL-96-300 ବିମାନରେ ନୂଆଦିଲ୍ଲୀର ପାଲମ ବିମାନବନ୍ଦରରେ ପହଞ୍ଚିଥିଲେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସ୍ୱାଗତ କରିଥିଲେ । ଏଥିରେ ବିଶେଷ କଥା ହେଉଛି…

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ: କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

କଟକ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଖେଳାଳି, ଭିଆଇପି ଓ ଦର୍ଶକଙ୍କ ସୁରକ୍ଷା ତଥା…

କଳିଙ୍ଗା ଘାଟିର ଦୁର୍ଘଟଣା ପ୍ରବଣ ଚିହ୍ନଟ ସ୍ଥାନରେ ଲାଗିଲା ଭେଇକଲ ସେନ୍ସର୍ ଆଲର୍ଟ ଯନ୍ତ୍ର

କନ୍ଧମାଳ: ଓଡ଼ିଶାରେ ପ୍ରଥମ ଥର ପାଇଁ ଦୁର୍ଘଟଣା ପ୍ରବଣ ଚିହ୍ନଟ ସ୍ଥାନରେ ଲାଗିଲା ଭେଇକଲ ସେନ୍ସର୍ ଆଲର୍ଟ ଯନ୍ତ୍ର । ରାଜ୍ୟର ସବୁଠାରୁ ଦୀର୍ଘତମ କଳିଙ୍ଗା ଘାଟିରେ ଭେଇକଲ ସେନ୍ସର୍ ଆଲର୍ଟ ଯନ୍ତ୍ର ଲାଗିଛି । ଭୁବନେଶ୍ବର ଆଇଆଇଟି ପକ୍ଷରୁ ପରୀକ୍ଷା ମୂଳକ ଭାବରେ ଏହି ଯନ୍ତ୍ର ଖଞ୍ଜା ଯାଇଛି ।…

ଚଳିତ ବର୍ଷ ବଜ୍ରାଘାତରେ ଯାଇଛି ୯୨ ଜଣଙ୍କ ଜୀବନ: ମନ୍ତ୍ରୀ

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟରେ ବଜ୍ରାଘାତରେ ୯୨ ଜଣଙ୍କ ଜୀବନ ଯାଇଛି । ସର୍ବାଧିକ ବରଗଡ଼ ଜିଲ୍ଲାରେ ୧୦ ଜଣ ମୃତ୍ୟୁ ବରଣ କରିଥିବା ରେକର୍ଡ ହୋଇଛି । ଏହାପରେ ଦ୍ବିତୀୟରେ ରହିଛି କୋରାପୁଟ ଜିଲ୍ଲା ଏଠାରେ ବଜ୍ରାଘାତରେ ୮ ଜଣଙ୍କ ପ୍ରାଣହାନୀ ଘଟିଥିବା ନେଇ ଆଜି ଗୃହରେ ସୂଚନା ଦେଇଛନ୍ତି…

Police Clash: IIC ଓ ASI ମଧ୍ୟରେ ହାତାହାତି; ଆକ୍ସନ ନେଲେ ଏସ୍‌ପି

ଯାଜପୁର: ଯାଜପୁର ଜିଲା ଅଳକୁଣ୍ଡ ଥାନାରେ ମାରପିଟ୍‌ । ଯାଜପୁର ଜିଲ୍ଲା ଅଳକୁଣ୍ଡ ଥାନାରେ ଥାନା ଅଧିକାରୀ ଏବଂ ଏଏସ୍‌ଆଇଙ୍କ ମଧ୍ୟରେ ଯୁକ୍ତିତର୍କ, ହାତାହାତି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଏସ୍‌ପି ୟସପ୍ରିତ୍ ଶ୍ରୀମଲ । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା…

ଦିଲ୍ଲୀ ପହଞ୍ଚିଲେ ଋଷିଆ ରାଷ୍ଟ୍ରପତି ପୁଟିନ୍‌, ପାଲାମ ବିମାନବନ୍ଦରରେ ଭବ୍ୟ ସ୍ୱାଗତ

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ପହଞ୍ଚିଛନ୍ତି। ଦିଲ୍ଲୀ ପହଞ୍ଚିଛନ୍ତି ଋଷିଆ ରାଷ୍ଟ୍ରପତି ପୁଟିନ୍‌। ପାଲାମ ବିମାନବନ୍ଦରରେ କରାଗଲା ଭବ୍ୟ ସ୍ବାଗତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମାନବନ୍ଦରରେ ବ୍ୟକ୍ତିଗତ ଭାବରେ ତାଙ୍କ ଘନିଷ୍ଠ ବନ୍ଧୁ ପୁଟିନଙ୍କୁ ସ୍ୱାଗତ…

ଆପଣ ବି ବାଜପେୟୀ ହୋଇପାରିବେ, ବିଜେପିରେ ଜଏନ୍‌ କରି ଯାଆନ୍ତୁ: ରାହୁଲଙ୍କୁ କଙ୍ଗନାଙ୍କ ପରାମର୍ଶ

ନୂଆଦିଲ୍ଲୀ: ଗୁରୁବାର ଦିନ ବିଜେପି ସାଂସଦ କଙ୍ଗନା ରଣାୱତ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ କିଛି ପରାମର୍ଶ ଦେଇଛନ୍ତି। ଆଉ ଏହି ପରାମର୍ଶକୁ ନେଇ ରାଜନୀତି ଉଷ୍ଣ ହେବାରେ ଲାଗିଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ଅଭିଯୋଗ ଆଣି କହିଛନ୍ତି…

ଲେଡି ସାଇକୋ କିଲର୍: ନିଜେ ସବୁଠୁ ସୁନ୍ଦରୀ ଦେଖାଯିବା ପାଇଁ ଇର୍ଷାରେ ୪ ଶିଶୁଙ୍କୁ ହତ୍ୟା

ଚଣ୍ଡିଗଡ଼: ଚର୍ଚ୍ଚାରେ ହରିୟାଣାର ଲେଡି ସାଇକୋ କିଲର୍। ନିଜେ ସବୁଠୁ ସୁନ୍ଦରୀ ଦେଖାଯିବା ପାଇଁ କରୁଥିଲେ ଇର୍ଷା। ଆଉ ଏହି ଇର୍ଷା ଦିନେ ମହିଳାଙ୍କୁ କରିଦେଇଥିଲା ସାଇକୋ କିଲର୍। ସୁନ୍ଦର ଦିଶିବାକୁ କିଏ ବା ନ ଚାହେଁ। ଏଥିପାଇଁ କିଏ ବିଭିନ୍ନ ପ୍ରକାର କସମେଟିକ୍ ବ୍ୟବହାର କରିଥାଏ ତ ଆଉ କିଏ…

ସାମ୍ବାଦିକଙ୍କୁ ମିଳିବ କି ପେନସନ୍; ଜାଣନ୍ତୁ କଣ କହୁଛନ୍ତି ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର: ସାମ୍ବାଦିକମାନଙ୍କୁ ପେନସନ ପ୍ରଦାନ ପାଇଁ ଏକ ପ୍ରସ୍ତାବ ଓଡ଼ିଶା ସରକାରଙ୍କ ନିକଟରେ ବିଚାରାଧୀନ ଅଛି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ରାଜ୍ୟ ବିଧାନସଭାରେ ସୂଚନା ଦେଇଛନ୍ତି। ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ…